Latest Odisha News

BREAKING NEWS

Browsing Category

କ୍ରିକେଟ

ଆଇସିସି ହଲ ଅଫ ଫେମରେ ସାମିଲ ହେଲେ କାଲିସ, ଜାହୀର

ଲଣ୍ଡନ: ଆଇସିସି ହଲ ଅଫ ଫେମରେ ସାମିଲ ହୋଇଛନ୍ତି ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଲରାଉଣ୍ଡର ଜ୍ୟାକ୍ସ କାଲିସ, ପାକିସ୍ତାନର ଜାହୀର ଆବାସ ଓ ଅଷ୍ଟ୍ରେଲିଆ ମହିଳା କ୍ରିକେଟର ଲିସା ଷ୍ଟାଲେକର । ଆଇସିସି କୋଭିଡ-୧୯ ମହାମାରୀ ଯୋଗୁ ଉପରୋକ୍ତ ଖେଳାଳିମାନଙ୍କୁ ସମ୍ମାନିତ କରିବା ପାଇଁ ଭର୍ଚୁଆଲ…

ଭାରତୀୟ କ୍ରିକେଟର ବର୍ତ୍ତମାନର ଟେଷ୍ଟ ଟିମ୍ ଶ୍ରେଷ୍ଠ ବୋଲି କହିଲେ ଗାଭାସ୍କର

ମୁମ୍ବାଇ: ଭାରତୀୟ କ୍ରିକେଟର ମହାନ ଖେଳାଳି ସୁନୀଲ ଗାଭାସ୍କର କହିଛନ୍ତି ବର୍ତମାନ ବିରାଟ କୋହଲିଙ୍କ ନେତୃତ୍ୱରେ ଖେଳୁଥିବା ଟିମ୍ ସର୍ବଶ୍ରେଷ୍ଠ । ଟେଷ୍ଟ କ୍ରିକେଟରେ ଏତେ ଦିନ ଭାରତ ଏକ ଶୃଙ୍ଖଳିତ ଟିମ୍ ପାଇଛି । ବ୍ୟାଟିଂ, ବୋଲିଂ ଓ ଫିଟନେସରେ ଟିମ୍ ସମ୍ପୂର୍ଣ୍ଣ ଭାବେ ସନ୍ତୁଳିତ ରହିଛି ।…

ପ୍ରଧାନମନ୍ତ୍ରୀଙ୍କ ଚିଠିକୁ ସୋସିଆଲ୍ ମିଡିଆରେ ସେୟାର କଲେ ଧୋନୀ !

ରାଂଚି: ଅଗଷ୍ଟ ୧୫'ରେ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ନେଇଥିଲେ ମହେନ୍ଦ୍ର ସିଂ ଧୋନୀ । ସେବେଠାରୁ ଅନେକ କ୍ରିକେଟର୍ ଓ ଅଗଣିତ ଫ୍ୟାନ ତାଙ୍କ ପ୍ରଶଂସାରେ ଶତମୁଖ । ଅନେକ ପ୍ରତିଷ୍ଠିତ ବ୍ୟକ୍ତି ଧୋନୀଙ୍କ ସନ୍ୟାସ ଘୋଷଣାନାମାକୁ ବିଶ୍ୱାସ ବି କରିପାରିନଥିଲେ । ହେଲେ ବିଶ୍ୱର ଅନ୍ୟତମ…

ଆଇପିଏଲ୍ ଟାଇଟଲ୍ ସ୍ପୋନସରସିପ୍ ହାତେଇଲା ଡ୍ରିମ୍ ୧୧

ମୁମ୍ବାଇ: ବିସିସିଆଇ ଭାରତୀୟ ପ୍ରିମିୟର୍ ଲିଗ୍ (ଆଇପିଏଲ)୨୦୨୦ର ଟାଇଟଲ୍ ସ୍ପୋନସରସିପର ଅଧିକାର ଫେଣ୍ଟସି ସ୍ପୋର୍ଟ୍‌ସ ଲିଗ୍ ପ୍ଲାଟଫର୍ମ ଡ୍ରିମ୍ ୧୧କୁ ଦେଇଛି । ଡ୍ରିମ୍ ୧୧ ପ୍ରଥମରୁ ହିଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ)ର ପାର୍ଟନର ରହିଛି । ଖବର ଅନୁଯାୟୀ, ଟାଟା…

ବିବାହ ବନ୍ଧନରେ ଆବଦ୍ଧ ହେଲେ ସମଲିଙ୍ଗୀ କ୍ରିକେଟର ଡେଲିସା-ଲୌରା

ମେଲବୋର୍ଣ୍ଣ: ଶେଷରେ ବିବାହ ବନ୍ଧନରେ ଆବଦ୍ଧ ହେଲେ ଅଷ୍ଟ୍ରେଲିଆର ଚର୍ଚ୍ଚିତ ସମଲିଙ୍ଗୀ ଯୋଡି । ମହିଳା କ୍ରିକେଟର ଡେଲିସା କିମିନ୍ସ ଓ ଲୌରା ହ୍ୟାରିସଙ୍କ ପ୍ରେମ ସବୁଠାରେ ଚର୍ଚ୍ଚାର କାରଣ ସାଜିଥିଲା । କରୋନା ଯୋଗୁ ବେଶ୍ କିଛି ଦିନ ଅପେକ୍ଷା କରିବା ପରେ ଏବେ ସେମାନେ ବିବାହ କରିଛନ୍ତି ।…

ପରଲୋକରେ ପୂର୍ବତନ ଭାରତୀୟ କ୍ରିକେଟର୍ ଚେତନ ଚୌହାନ !

ଉତ୍ତରପ୍ରଦେଶ: ୭୩ ବର୍ଷ ବୟସରେ ଆରପାରିକୁ ଚାଲିଗଲେ ଭାରତର ପୂର୍ବତନ କ୍ରିକେଟର୍ ଚେତନ୍ ଚୌହାନ । କ୍ରିକେଟର୍‌ରୁ ପଲିଟିସିଆନ୍ ପାଲଟିଥିବା ଚେତନ ମୃତ୍ୟୁ ପୂର୍ବରୁ ଜୁଲାଇ ମାସରେ କରୋନା ଭାଇରସ୍‌ରେ ସଂକ୍ରମିତ ହୋଇଥିଲେ । ସେବେଠାରୁ ସେ ଭେଣ୍ଟିଲେଟରରେ ରହିଥିଲାବେଳେ ତାଙ୍କ…

୪ ବଲରେ ୪ ଉଇକେଟ ନେଇ ବିଶ୍ୱରେକର୍ଡ କଲେ ଅନୁରାଧା

ନୂଆଦିଲ୍ଲୀ: ଜର୍ମାନୀ ପକ୍ଷରୁ ଖେଳୁଥିବା ଭାରତର ମହିଳା କ୍ରିକେଟ ଖେଳାଳି ୪ ବଲରେ ୪ ଉଇକେଟ ନେଇ ବିଶ୍ୱରେକର୍ଡ କରିଛନ୍ତି । ଅଷ୍ଟ୍ରିଆ ବିପକ୍ଷ ଟି୨୦ କ୍ରିକେଟ ମ୍ୟାଚରେ ଜର୍ମାନୀ ଅଧିନାୟକ ଅନୁରାଧା ଡୋଡାବଲ୍ଲାପୁର ଏହି ସଫଳତା ହାସଲ କରିଛନ୍ତି । କରୋନା ଭାଇରସ ପ୍ରଭାବ କିଛି ମାତ୍ରାରେ…

ଧୋନୀଙ୍କ ଜର୍ସି ନମ୍ବର ୭କୁ ମଧ୍ୟ ଅବସର ଦିଆଯାଉ : ଦୀନେଶ

ରାଂଚି: ମହେନ୍ଦ୍ର ସିଂ ଧୋନୀ ଶନିବାର ଅନ୍ତର୍ଜାତୀୟ କ୍ରିକେଟକୁ ଅବସର ଘୋଷଣା କରିଛନ୍ତି । ଭାରତ ପାଇଁ ସେ ଅନେକ ସମ୍ମାନ ଆଣିଥିବାରୁ ଧୋନୀଙ୍କ ୭ ନମ୍ବର ଜର୍ସିକୁ ମଧ୍ୟ ଅବସର ଦିଆଯାଉ ବୋଲି ଉଇକେଟକିପର ଦୀନେଶ କାର୍ତିକ କହିଛନ୍ତି । ପୂର୍ବରୁ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ୧୦…

ଥ୍ୟାଙ୍କ ୟୁ ମାହି

ରାଂଚି : ଭାରତୀୟ କ୍ରିକେଟ ଇତିହାସର ସବୁଠାରୁ ସଫଳ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଛନ୍ତି । ଆସନ୍ତୁ ଜାଣିବା କାହିଁକି ସମସ୍ତ କ୍ରିକେଟ ଖେଳୁଥିବା ଦେଶ ଧୋନୀଙ୍କ ଦକ୍ଷତାକୁ ମାନନ୍ତି । ଧୋନୀଙ୍କ କ୍ୟାରିୟର ୧.ମହେନ୍ଦ୍ର ସିଂ ଧୋନୀ ୩୫୦ ଦିନିକିଆରେ…

ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଲେ ଏମ୍ ଏସ୍ ଧୋନୀ !

ରାଞ୍ଚି: ବ୍ଲିଡ୍ ବ୍ଲୁ ଅବତାରେ ଆଉ ନଜର ଆସିବେନି ମିଷ୍ଟର କୁଲ୍ ଏମ୍ ଏସ୍ ଧୋନୀ । ଶେଷରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଲେ ଭାରତର ପୂର୍ବତନ ଅଧିନାୟକ । ନିଜ ଇନଷ୍ଟାଗ୍ରାମରେ ଏକ ଭିଡିଓ ଜରିଆରେ ସେ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ନେବା ନେଇ ଘୋଷଣା କରିଛନ୍ତି । …