Latest Odisha News

BREAKING NEWS

Browsing Category

କ୍ରିକେଟ

ଟଙ୍କା ଧାର ଦେଇ ଫସିଗଲେ ହରଭଜନ ସିଂ !

ତାମିଲନାଡୁ: ଚର୍ଚ୍ଚାରେ ରହିଛନ୍ତି କ୍ରିକେଟର୍ ହରଭଜନ ସିଂ । ନିକଟରେ ବ୍ୟକ୍ତିଗତ କାରଣ ପାଇଁ ଆଇପିଏଲରୁ ଦୂରେଇଥିଲେ । ଆଉ ଏବେ ୪ କୋଟିର ଠକେଇ ପରେ ଚେନ୍ନାଇ ପୋଲିସ ନିକଟରେ ଅଭିଯୋଗ ଆଣିଛନ୍ତି । ରିପୋର୍ଟ ଅନୁଯାୟୀ ୨୦୧୫ରେ ଚେନ୍ନାଇର ଜଣେ ବ୍ୟବସାୟୀଙ୍କୁ ହରଭଜନ ୪ କୋଟି ଟଙ୍କା ଧାର…

ପୁଣି ପଡିଆକୁ ଫେରିବେ ଯୁବରାଜ !

ମୋହାଲୀ: ଭାରତୀୟ କ୍ରିକେଟର ଦଳର ଷ୍ଟାର ଖେଳାଳି ଯୁବରାଜ ସିଂ କିଛି ଦିନ ତଳେ କ୍ରିକେଟରୁ ସନ୍ୟାସ ନେଇଥିଲେ । ଏବେ ସେ ଏଥିରୁ ଓହରି ପୁନର୍ବାର ଖେଳ ଜାରି ରଖିବା ପାଇଁ ମନ ବଳାଇଛନ୍ତି । ଏଥିନେଇ ସେ ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡର ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କୁ ପତ୍ର ଲେଖି ଅନୁମତି…

ପ୍ରଫେଶନାଲ କ୍ରିକେଟରୁ ଅବସର ନେଲେ ଇଆନ ବେଲ୍‌

ଲଣ୍ଡନ: ଇଂଲଣ୍ଡର ସିନିୟର କ୍ରିକେଟ ଖେଳାଳି ଇଆନ ବେଲ୍ ରବିବାର ପ୍ରଫେଶନାଲ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ଟେଷ୍ଟ ଉପରେ ଗୁରୁତ୍ୱ ଦେବା ପାଇଁ ସେ ୨୦୧୫ରେ ଦିନିକିଆ କ୍ରିକେଟକୁ ଅଲବିଦା କହିଥିଲେ । ନଭେମ୍ବର ୨୦୧୫ରେ ସେ ଶେଷ ଟେଷ୍ଟ ମ୍ୟାଚ ଖେଳିଥିଲେ । ଏହା ପରେ କେବଳ ଘରୋଇ କ୍ରିକେଟ…

ଭାରତରେ ଆତଙ୍କବାଦୀ ମେମୋରିଆଲ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ !

ଜାମ୍ମୁ ଓ କାଶ୍ମୀର: ଚାଲିଥିଲା ଆତଙ୍କବାଦୀ ସ୍ମାରକୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ । ଖବର ପାଇ ଚଢାଉ କରିଥିଲା ପୋଲିସ । ଆତଙ୍କବାଦୀ ନାଁରେ ବଣ୍ଟାଯାଇଥିଲା ଜର୍ସି । ଦେଶ ବିରୋଧୀ କାର୍ଯ୍ୟାକଳାପ ଆଇନ ଅନୁଯାୟୀ ଗିରଫ ହେଲେ ୧୦ ଯୁବ କ୍ରିକେଟ୍ ଖେଳାଳି । ୟୁଏପିଏ ବା (Unlawful Activities…

ଜନ୍ମଦିନରେ ଆଖି ଦାନ କରିବା ପାଇଁ ନିଷ୍ପତି ନେଲେ ଜାଡେଜାଙ୍କ ପତ୍ନୀ ରିଭାବା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କ ପତ୍ନୀ ରିଭାବା ତାଙ୍କ ଜନ୍ମଦିନରେ ଆଖି ଦାନ କରିବା ପାଇଁ ନିଷ୍ପତି ନେଇଛନ୍ତି । ଯାହାକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଉଛି । ଏହା ଦ୍ୱାରା ଜଣେ ଆଖି ନ ଥିବା ବ୍ୟକ୍ତି ଉପକୃତ ହୋଇପାରିବେ ବୋଲି ଜାଡେଜା କହିଛନ୍ତି ।…

ଆଇପିଏଲ ଭାଷ୍ୟକାର ତାଲିକାରେ ସଞ୍ଜୟ ମଂଜ୍ରେରକରଙ୍କ ନାମ ନାହିଁ !

ମୁମ୍ବାଇ:ଇଣ୍ଡିଆନ ପ୍ରିମିୟର ଲିଗ୍‌-୨୦୨୦ ସଂସ୍କରଣ ପାଇଁ ଭାଷ୍ୟକାରଙ୍କ ନାମ ଘୋଷଣା କରାଯାଇଛି । ଏଥିରେ ସିନିୟର ଭାଷ୍ୟକାର ସଞ୍ଜୟ ମଂଜ୍ରେକରଙ୍କ ନାମ ନାହିଁ । ସେପ୍ଟେମ୍ବର ୧୯ରୁ ଆଇପିଏଲ ୟୁଏଇରେ ଆରମ୍ଭ ହେବ । ଦୁବାଇ ଓ ଆବୁଧାବିରେ ୨୧ ଲେଖାଏଁ ଏବଂ ଶାରଜାରେ ୧୪ ମ୍ୟାଚ ଖେଳାଯିବ ।…

ଚେନ୍ନାଇ ସୁପର କିଙ୍ଗସରେ ଚଡକ, ବାଦ୍ ପଡିଲେ ହରଭଜନ !

ଦୁବାଇ: ଧୋନୀଙ୍କ ସେନାରୁ ଶୁଣିବାକୁ ମିଳୁଛି ଗୋଟିଏ ପରେ ଗୋଟିଏ ଦୁଃଖଦ ଖବର । ସୁରେଶ ରାଇନାଙ୍କ ପରେ ଏବେ ଆଉ ଜଣେ ବରିଷ୍ଠ ଖେଳାଳି ଆଇପିଏଲରୁ ବାଦ ପଡିଛନ୍ତି । ଫଟାଫଟ୍ କ୍ରିକେଟ ଫର୍ମାଟ ଆଇପିଏଲ୍‌ରେ ଦେଖିବାକୁ ମିଳିବନି ଟର୍ବିନେଟର୍ ଓରଫ ହରଭଜନ ସିଂଙ୍କ ଯାଦୁଗରି ସ୍ପିନ୍ ବୋଲିଂ ।…

ଧନଶ୍ରୀ ଓ କ୍ରିକେଟର୍ ଚହଲଙ୍କ “ରଷୋଡେ” ନିଶା !

ଦୁବାଇ: ଭାରତୀୟ କ୍ରିକେଟର୍ ୟୁଜବେନ୍ଦ୍ର ଚହଲ । କ୍ରିକେଟ୍ ପଡିଆ ହେଉ କି ସୋସିଆଲ୍ ମିଡିଆ । ସବୁବେଳେ ନିଜ ଫଲୋଅର୍ସଙ୍କୁ ଏଣ୍ଟରଟେନ୍ କରିବାରେ ସେ ବେଶ ଆଗୁଆ । ଖାସ କରି ଲକ୍‌ଡାଉନ୍ ସମୟରେ ଏହି ଲେଗ୍ ସ୍ପିନର୍ ନିଜ ପରିବାର ଲୋକଙ୍କ ସହ ଭିଡିଓ ସେୟାର କରି ଚର୍ଚ୍ଚାକୁ ଆସିଥିଲେ ।…

ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କୁ ଟୁଇଟ କରି ପରିବାର ସପକ୍ଷରେ ନ୍ୟାୟ ମାଗିଲେ କ୍ରିକେଟର ରାଇନା

ମୋହାଲୀ:ହଠାତ୍ ଆଇପିଏଲ ଛାଡି ଭାରତ ଫେରିଥିବା କ୍ରିକେଟର ସୁରେଶ ରାଇନା ଏ ସମ୍ପର୍କରେ ମୁହଁ ଖୋଲିଛନ୍ତି । ରାଇନାଙ୍କ ପିଉସୀ ନାନୀ ଓ ତାଙ୍କ ପରିବାରବର୍ଗଙ୍କ ଉପରେ କେତେକ ଦୁବୃତ ଆକ୍ରମଣ କରିଥିଲେ । ଏଥିରେ ପିଉସା ଓ ତାଙ୍କର ଜଣେ ପୁଅ ମୃତ୍ୟୁବରଣ କରିଛନ୍ତି । ପିଉସୀଙ୍କ ଜୀବନ ମଧ୍ୟ…

ଦୁବାଇରେ ବିରୁଷ୍କାଙ୍କ ପ୍ରେଗନେନ୍ସି ସେଲିବ୍ରେସନ୍ !

ଦୁବାଇ: ସୋସିଆଲ ମିଡିଆରେ ଦୁଇରୁ ତିନି ହେବାକୁ ଯାଉଥିବା ଖବରକୁ ସେୟାର କରି ସମସ୍ତଙ୍କୁ ଚକିତ କରିଥିଲେ ବିରାଟ ଓ ଅନୁଷ୍କା । ଏହି ପୋଷ୍ଟ ପରେ ବଲିଉଡର ଅନେକ ତାରକାଙ୍କ ସମେତ ବହୁ କ୍ରିକେଟର୍ ବି ସେମାନଙ୍କୁ ବଧେଇ ଜଣାଇଥିଲେ । ତାଜା ସ୍ଥିତିରେ ସ୍ତ୍ରୀ ଅନୁଷ୍କାଙ୍କ ସହ ବିରାଟ ଦୁବାଇରେ…