Latest Odisha News

BREAKING NEWS

Browsing Category

କ୍ରିକେଟ

ସେମିଫାଇନାଲରେ ବର୍ଷା ଆଶଙ୍କା : ମ୍ୟାଚ ବାତିଲ ହେଲେ ଭାରତ ଫାଇନାଲକୁ ଯିବ

ସିଡନୀ: ଆଇସିସି ମହିଳା ଟି୨୦ ବିଶ୍ୱକପର ସେମିଫାଇନାଲ ମ୍ୟାଚ ଗୁରୁବାର ଖେଳାଯିବ । ଏହି ମ୍ୟାଚରେ କିନ୍ତୁ ବର୍ଷା ବାଧା ସୃଷ୍ଟି କରିପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ବର୍ଷା ଯୋଗୁ ମ୍ୟାଚ ସମ୍ଭବପର ନ ହେଲେ ଭାରତ ଇଂଲଣ୍ଡକୁ ପଛରେ ପକାଇ ଫାଇନାଲରେ ପ୍ରବେଶ କରିବ । ଗ୍ରୁପ୍…

ଗଙ୍ଗାରେ ବୁଡ ପକାଇଲେ ମହାନ ଫିଲ୍ଡର ରୋଡ୍ସ

ନୂଆଦିଲ୍ଲୀ:ଦକ୍ଷିଣ ଆଫ୍ରିକାର ପୂର୍ବତନ କ୍ରିକେଟର ତଥା ମହାନ ଫିଲ୍ଡର ଜଂଟି ରୋଡ୍ସ ଭାରତ ଏବଂ ହିନ୍ଦୁତ୍ୱକୁ ବେଶ୍ ଭଲ ପାଆନ୍ତି । ବୁଧବାର ସେ ଋଷିକେଶରେ ବୁଡ ପକାଇବା ସହ ଏହାର ଫଟୋ ସୋସିଆଲ ସାଇଟରେ ଶେୟାର କରିଛନ୍ତି । ଗଙ୍ଗାର ପବିତ୍ର ଥଣ୍ଡା ପାଣିରେ ବୁଡ ପକାଇଲି । ଏହା ଶାରୀରିକି ଓ…

ସୁନିଲ ଯୋଶୀ ହେଲେ ନୂଆ ଚିଫ୍ ସିଲେକ୍ଟର

ମୁମ୍ବାଇ: ଭାରତୀୟ କ୍ରିକେଟ ଟିମର ପୂର୍ବତନ ସ୍ପିନର ସୁନିଲ ଯୋଶୀଙ୍କୁ ନୂଆ ଚିଫ୍ ସିଲେକ୍ଟର ଭାବରେ ବିସିସିଆଇ ମନୋନୀତ କରିଛି । ଏମଏସକେ ପ୍ରସାଦ ଓ ତାଙ୍କ ସାଥୀ ଗଗନ ଖୋଡାଙ୍କ ସ୍ଥାନରେ ସୁନିଲ ଯୋଶୀ ଏହି ଦାୟିତ୍ୱ ତୁଲାଇବେ । ପୂର୍ବତନ ଭାରତୀୟ କ୍ରିକେଟର ମଦନ ଲାଲ, ଆରପି ସିଂ ଓ ସୁଲକ୍ଷଣା…

ଆଇସିସି ଟି୨୦ ମହିଳା ବିଶ୍ୱକପ:ସେମିଫାଇନାଲ ବାଧା ଅତିକ୍ରମ କରିବା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

ସିଡନୀ: ଟି୨୦ ମହିଳା ବିଶ୍ୱକପ କ୍ରିକେଟର ସେମିଫାଇନାଲ ମୁକାବିଲା ଗୁରୁବାର ଆୟୋଜିତ ହେବ । ଟିମ୍ ଇଣ୍ଡିଆ ଏ ପର୍ଯ୍ୟନ୍ତ ଟି୨୦ ବିଶ୍ୱକପର ସେମିଫାଇନାଲ ବାଧା ଅତିକ୍ରମ କରିପାରି ନାହିଁ । ଏଥର କିନ୍ତୁ ଭାରତୀୟ ଦଳ ଇଂଲଣ୍ଡକୁ ହରାଇ ଫାଇନାଲ ପ୍ରବେଶ ଲକ୍ଷ୍ୟରେ ରହିଛି । ଏହି ମ୍ୟାଚ ୩ଟା ବେଳେ…

ମହିଳା ଟି୨୦ ବିଶ୍ୱକପ କ୍ରିକେଟ ସେମିଫାଇନାଲରେ ଭାରତ-ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା-ଅଷ୍ଟ୍ରେଲିଆ ମଧ୍ୟରେ ମୁକାବିଲା

ମେଲବୋର୍ଣ୍ଣ:ଚଳିତ ମହିଳା ଟି୨୦ ବିଶ୍ୱକପ କ୍ରିକେଟର ସେମି ଫାଇନାଲ ଲାଇନଅପ୍ ଚୂଡାନ୍ତ ହୋଇଛି । ଗୁରୁବାର ଭାରତ-ଇଂଲଣ୍ଡ ଓ ଦକ୍ଷିଣଆଫିକା-ଅଷ୍ଟ୍ରେଲିଆ ମଧ୍ୟରେ ମୁକାବିଲା ହେବ । ୨ଟି ଯାକ ମ୍ୟାଚ ସିଡନୀ ଗ୍ରାଉଣ୍ଡରେ ଖେଳାଯିବ । ମଙ୍ଗଳବାର ଦକ୍ଷିଣ ଆଫ୍ରିକା ଓ ୱେଷ୍ଟଇଣ୍ଡିଜ ମଧ୍ୟରେ…

୧୩ ବର୍ଷ ପରେ ରଣଜୀ ଫାଇନାଲରେ ବେଙ୍ଗଲ

କୋଲକାତା: ପେସ୍ ବୋଲର ମୁକେଶ କୁମାରଙ୍କ କ୍ୟାରିୟରର ସର୍ବଶ୍ରେଷ୍ଠ ପ୍ରଦର୍ଶନ ବଳରେ ବେଙ୍ଗଲ ଟିମ୍ ୧୩ ବର୍ଷ ପରେ ଫାଇନାଲରେ ପ୍ରବେଶ କରିଛି । ରଣଜୀ ଟ୍ରଫି ସେମିଫାଇନାଲରରେ କର୍ଣ୍ଣାଟକାକୁ ୧୭୪ ରନରେ ପରାସ୍ତ କରିଥିଲା। ବେଙ୍ଗଲ ଦ୍ୱାରା ଧାର୍ୟ୍ୟ ୩୫୨ ରନର ଲକ୍ଷ୍ୟର ପିଛା କରୁଥିବା…

୧୮ ବର୍ଷ ମଧ୍ୟରେ ସବୁଠାରୁ ଖରାପ ପ୍ରଦର୍ଶନ କଲେ ଟିମ୍ ଇଣ୍ଡିଆର ଟପ ଅର୍ଡର ବ୍ୟାଟ୍ସମ୍ୟାନ

ନୂଆଦିଲ୍ଲୀ:ନ୍ୟୁଜିଲାଣ୍ଡ ଗସ୍ତରେ ଭାରତୀୟ କ୍ରିକେଟ ଖେଳାଳି ନୈରାଶ୍ୟଜନକ ପ୍ରଦର୍ଶନ କରି ଟେଷ୍ଟ ସିରିଜରେ ୦-୨ରେ ପରାଜିତ ହୋଇଛି । ଟିମ୍ ଇଣ୍ଡିଆ ବ୍ୟାଟ୍ସମ୍ୟାନ ୧୮ ବର୍ଷ ପରେ ସବୁଠାରୁ ଖରାପ ପ୍ରଦର୍ଶନ କରିଛନ୍ତି । ଆସନ୍ତୁ ଜାଣିବା କାଗଜ କଲମରେ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜର ପ୍ରଦର୍ଶନ।…

ଦ୍ୱିତୀୟ ଟେଷ୍ଟରେ ପରାସ୍ତ ହେଲା ଭାରତ; ୨-୦ରେ ନ୍ୟୁଜିଲାଣ୍ଡର ଶୃଙ୍ଖଳା ହାସଲ

ଖ୍ରୀଷ୍ଟଚର୍ଚ୍ଚ: ଭାରତୀୟ ଟେଷ୍ଟ ଦଳ ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ମଧ୍ୟ ପରାଜୟ ବରଣ କରିଛି । ଦ୍ୱିତୀୟ ଇନିଂସରେ ମାତ୍ର ୧୨୪ ରନରେ ଅଲଆଉଟ ହେବାପରେ ନ୍ୟୁଜିଲାଣ୍ଡକୁ ମ୍ୟାଚ ଜିତିବାକୁ ଆବଶ୍ୟକ ହେଉଥିଲା ୧୩୨ ରନ । କିୱିଦଳ ମାତ୍ର ୩ଟି ୱିକେଟ ବିନିମୟରେ ଆବଶ୍ୟକୀୟ ରନ ସଂଗ୍ରହ…

ମହିଳା ଟି୨୦ ବିଶ୍ୱକପ କ୍ରିକେଟ: ସେମିରେ ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା

ସିଡନୀ:ଅଲରାଉଣ୍ଡ ପ୍ରଦର୍ଶନ ସହାୟତାରେ ଏଠାରେ ଅନୁଷ୍ଠିତ ମହିଳା ଟି୨୦ ବିଶ୍ୱକପ କ୍ରିକେଟରେ ଇଂଲଣ୍ଡ ୪୬ ରନରେ ୱେଷ୍ଟଇଣ୍ଡିଜକୁ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛି । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ନାତାଲି ଶିବର(୫୭ରନ)ଙ୍କ ଅର୍ଦ୍ଧଶତକ ସହାୟତାରେ ୨୦ ଓଭରରେ ୫ ଉଇକେଟ…

ଭାରତ ୯୭ ରନରେ ଅଗ୍ରଣୀ

ଖ୍ରୀଷ୍ଟଚର୍ଚ୍ଚ: ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ କ୍ରିକେଟ ଟେଷ୍ଟର ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା ଭାରତ ଓଭରାଲ ୯୭ ରନର ଅଗ୍ରଣୀ ହାସଲ କରିଛି । ଭାରତ ପ୍ରଥମ ଇନିଂସରେ ୨୪୨ ରନ କରିଥିଲା । ଜବାବରେ ଘରୋଇ ଦଳ ଟିମ୍ ଇଣ୍ଡିଆ ବୋଲରଙ୍କ ଉଚିତ ମୁକାବିଲା କରି ନ ପାରି ୨୩୫ ରନରେ ଅଲଆଉଟ…