Latest Odisha News

BREAKING NEWS

Browsing Category

କ୍ରିକେଟ

ରଣଜୀ ଟ୍ରଫି: ବେଙ୍ଗଲ ୧୬୧ ରନରେ ଅଗ୍ରଣୀ

କଟକ:ରଣଜୀ ଟ୍ରଫି କ୍ରିକେଟ କ୍ୱାର୍ଟରଫାଇନାଲରେ ଓଡିଶା ବିପକ୍ଷରେ ବେଙ୍ଗଲ ପ୍ରଥମ ଇନିଂସ ଅଗ୍ରଣୀ ହାସଲ କରିଛି । ତୃତୀୟ ଦିବସ ଶେଷ ସୁଦ୍ଧା ବେଙ୍ଗଲ ୧୬୧ ରନ ଆଗରେ ରହିଛି । ଦ୍ୱିତୀୟ ଇନିଂସରେ ବେଙ୍ଗଲ ପକ୍ଷରୁ କୌଶିକ ଘୋଷ ୪୧ ଓ ଅଭିମନ୍ୟୁ ଈଶ୍ୱରନ ୩୦ ରନ କରିଥିଲେ । ଓଡିଶାର ଗୋବିନ୍ଦ…

ରଣଜୀ ଟ୍ରଫି: ବେଙ୍ଗଲକୁ ପ୍ରଥମ ଇନିଂସ ଅଗ୍ରଣୀ

କଟକ:ରଣଜୀ ଟ୍ରଫି କ୍ରିକେଟ କ୍ୱାର୍ଟରଫାଇନାଲରେ ଓଡିଶା ବିପକ୍ଷରେ ବେଙ୍ଗଲ ପ୍ରଥମ ଇନିଂସ ଅଗ୍ରଣୀ ହାସଲ କରିଛି । ବେଙ୍ଗଲର ପ୍ରଥମ ଇନିଂସ ସ୍କୋର ଜବାବରେ ଓଡିଶା ୨୫୦ ରନ କରି ଅଲଆଉଟ ହୋଇ ଯାଇଥିଲା । ଶାନ୍ତନୁ ମିଶ୍ର(୬୨), ଦେବାଶୀଷ ସାମନ୍ତରାୟ (୬୮) ଓ ଶୁଭ୍ରାଂଶୁ ସେନାପତି (୪୬)ଙ୍କ ବ୍ୟତୀତ…

ଟିମ୍ ଇଣ୍ଡିଆ ବିପକ୍ଷରେ ନ୍ୟୁଜିଲାଣ୍ଡ ୫୧ରନରେ ଅଗ୍ରଣୀ

ୱେଲିଂଟନ: ଭାରତ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟରେ ନ୍ୟୁଜିଲାଣ୍ଡ ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା ପ୍ରଥମ ଇନିଂସରେ ୫୧ ରନର ଅଗ୍ରଣୀ ହାସଲ କରିନେଇଛି । ନ୍ୟୁଜିଲାଣ୍ଡ ଷ୍ଟମ୍ପ୍ସ ଅପସାରଣ ବେଳକୁ ୫ ଉଇକେଟ ବିନିମୟରେ ୨୧୬ ରନ କରିଛି । କେନ୍ ୱିଲିୟମସନ (୮୯) ଓ ରସ ଟେଲର ୪୪ ରନ କରିଥିଲେ ।…

ଶାନ୍ତନୁ,ଦେବାଶୀଷଙ୍କ ଅର୍ଦ୍ଧଶତକ : ଓଡିଶା-୧୫୧/୪

କଟକ:ଚଳିତ ରଣଜୀ ଟ୍ରଫି କ୍ୱାର୍ଟର ଫାଇନାଲରେ ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା ବେଙ୍ଗଲ ବିପକ୍ଷରେ ଓଡିଶା ୪ ଉଇକେଟ ବିନିମୟରେ ୧୫୧ ରନ ସଂଗ୍ରହ କରିଛି । ବେଙ୍ଗଲ ପ୍ରଥମ ଇନିଂସରେ ୩୩୨ ରନ କରିଥିବାରୁ ଓଡିଶା ୧୮୧ ରନ ପଛରେ ରହିଛି । ଶାନ୍ତନୁ ମିଶ୍ର (୬୨) ଓ ଦେବାଶୀଷ ସାମନ୍ତରାୟ ୬୮ ରନ…

ଆଇସିସି ମହିଳା ଟି୨୦ ବିଶ୍ୱକପ: ଭାରତର ବିଜୟ ଅଭିଯାନ ଆରମ୍ଭ

ସିଡନୀ:ପୁନମ ଯାଦବଙ୍କ ଚମତ୍କାର ବୋଲିଂ ସହାୟତାରେ ଭାରତ ୧୭ ରନରେ ଅଷ୍ଟ୍ରେଲିଆକୁ ପରାସ୍ତ କରି ସମ୍ପୂର୍ଣ୍ଣ ଷ୍ଟାଇଲରେ ଆଇସିିସି ମହିଳା ଟି୨୦ ବିଶ୍ୱକପ ଅଭିଯାନ ଆରମ୍ଭ କରିଛି । ପ୍ରଥମେ ବ୍ୟାଟିଂ କରି ଭାରତ ୪ ଉଇକେଟ ବିନିମୟରେ ୧୩୨ ରନ କରିଥିଲା । ଦୀପ୍ତି ଶର୍ମା(୪୯), ଶେଫାଳୀ ବର୍ମା (୨୯)…

ଆରମ୍ଭ ହେଲା ଆଇସିସି ମହିଳା ଟି୨୦ ବିଶ୍ୱକପ

ସିଡନୀ: ଏଠାକାର ଗ୍ରାଉଣ୍ଡରେ ଆଇସିସି ମହିଳା ଟି୨୦ ବିଶ୍ୱକପ କ୍ରିକେଟ ଆରମ୍ଭ ହୋଇଛି । ଉଦଘାଟନୀ ମୁକାବିଲାରେ ଭାରତ ଏବଂ ଅଷ୍ଟ୍ରେଲିଆ ସାମ୍ନା ସାମ୍ନି ହୋଇଛନ୍ତି । ଟସ୍ ଜିତି ଅଷ୍ଟ୍ରେଲିଆ ଅଧିନାୟକ ଆଲିସା ହିଲେ ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଥିଲେ । ରିପୋର୍ଟ ହସ୍ତଗତ…

ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଲେ ପ୍ରଜ୍ଞାନ

ଭୁବନେଶ୍ୱର: ଓଡିଶାରେ ଜନ୍ମିତ ଭାରତୀୟ କ୍ରିକେଟ ଦଳର ବାମହାତୀ ସ୍ପିନର ପ୍ରଜ୍ଞାନ ଓଝା ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ସେ ତାଙ୍କ ଟୁଇଟର ପେଜରେ ଏ ନେଇ୨ ପୃଷ୍ଠାର ଏକ ପତ୍ର ଲଖି ଶେୟାର କରିଛନ୍ତି । ତାଙ୍କ ପତ୍ରରୁ ସେ ନିରାଶ ସହକାରେ ଅବସର ଘୋଷଣା କରୁଥିବା ଜଣାପଡୁଛି ।…

ଭାରତର ବ୍ୟାଟିଂ ବିପର୍ଯ୍ୟୟ: ୧୨୨/୫

ୱେଲିଂଟନ:ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟର ପ୍ରଥମ ଦିବସରେ ଭାରତ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି । ବର୍ଷା ବାଧାପ୍ରାପ୍ତ ପ୍ରଥମ ଦିନ ଷ୍ଟମ୍ପସ ଅପସାରଣ ବେଳକୁ ଟିମ୍ ଇଣ୍ଡିଆ ୫ ଉଇକେଟ ବିନିମୟରେ ୧୨୨ ରନ ସଂଗ୍ରହ କରିଛି । ଅଜିଙ୍କ୍ୟ ରାହାନେ ୩୮ ଓ ଋଷଭ ପନ୍ତ ୧୦ ରନ…

ବସନ୍ତଙ୍କୁ ୪ ଉଇକେଟ: ବେଙ୍ଗଲ ୩୩୨ ଅଲଆଉଟ

କଟକ:ଚଳିତ ରଣଜୀ ଟ୍ରଫି କ୍ୱାର୍ଟର ଫାଇନାଲର ଦ୍ୱିତୀୟ ଦିବସରେ ବସନ୍ତ ମହାନ୍ତିଙ୍କ ଚମତ୍କାର ବୋଲିଂ ସହାୟତାରେ ଓଡିଶା ୩୩୨ ରନରେ ବେଙ୍ଗଲକୁ ଅଲଆଉଟ କରିଦେଇଛି । ବସନ୍ତ ୪ଟି ଉଇକେଟ ଅକ୍ତିଆର କରିଥିବା ବେଳେ ସୂର୍ଯ୍ୟକାନ୍ତ ପ୍ରଧାନ ୩ଟି, ପ୍ରୀତ ସିଂହ ଚୌହ୍ୱାନ ୨ଟି ଓ ଦେବବ୍ରତ ପ୍ରଧାନ ଗୋଟିଏ…

ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟେଷ୍ଟ; ବର୍ଷା ଯୋଗୁଁ ଅଧାରୁ ଅଟକିଲା ମ୍ୟାଚ୍

ୱେଲିଂଟନ୍‌: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ସମୁଦାୟ ୨ଟି ଟେଷ୍ଟ ମ୍ୟାଚ୍ ବିଶିଷ୍ଟ ସିରିଜ ଖେଳାଯିବାକୁ ଥିବାବେଳେ ଶୁକ୍ରବାର ଠାରୁ ପ୍ରଥମ ଟେଷ୍ଟ ମ୍ୟାଚ୍ ଅନୁଷ୍ଠିତ ହେଉଛି। ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୱେଲିଂଟନ୍ ଠାରେ ଏହି ପ୍ରଥମ ଟେଷ୍ଟ ମ୍ୟାଚ ଅନୁଷ୍ଠିତ ହେଉଛି ।…