Latest Odisha News

BREAKING NEWS

Browsing Category

କ୍ରିକେଟ

ଆରମ୍ଭ ହେଲା ଆଇସିସି ମହିଳା ଟି୨୦ ବିଶ୍ୱକପ

ସିଡନୀ: ଏଠାକାର ଗ୍ରାଉଣ୍ଡରେ ଆଇସିସି ମହିଳା ଟି୨୦ ବିଶ୍ୱକପ କ୍ରିକେଟ ଆରମ୍ଭ ହୋଇଛି । ଉଦଘାଟନୀ ମୁକାବିଲାରେ ଭାରତ ଏବଂ ଅଷ୍ଟ୍ରେଲିଆ ସାମ୍ନା ସାମ୍ନି ହୋଇଛନ୍ତି । ଟସ୍ ଜିତି ଅଷ୍ଟ୍ରେଲିଆ ଅଧିନାୟକ ଆଲିସା ହିଲେ ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଥିଲେ । ରିପୋର୍ଟ ହସ୍ତଗତ…

ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଲେ ପ୍ରଜ୍ଞାନ

ଭୁବନେଶ୍ୱର: ଓଡିଶାରେ ଜନ୍ମିତ ଭାରତୀୟ କ୍ରିକେଟ ଦଳର ବାମହାତୀ ସ୍ପିନର ପ୍ରଜ୍ଞାନ ଓଝା ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ସେ ତାଙ୍କ ଟୁଇଟର ପେଜରେ ଏ ନେଇ୨ ପୃଷ୍ଠାର ଏକ ପତ୍ର ଲଖି ଶେୟାର କରିଛନ୍ତି । ତାଙ୍କ ପତ୍ରରୁ ସେ ନିରାଶ ସହକାରେ ଅବସର ଘୋଷଣା କରୁଥିବା ଜଣାପଡୁଛି ।…

ଭାରତର ବ୍ୟାଟିଂ ବିପର୍ଯ୍ୟୟ: ୧୨୨/୫

ୱେଲିଂଟନ:ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟର ପ୍ରଥମ ଦିବସରେ ଭାରତ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି । ବର୍ଷା ବାଧାପ୍ରାପ୍ତ ପ୍ରଥମ ଦିନ ଷ୍ଟମ୍ପସ ଅପସାରଣ ବେଳକୁ ଟିମ୍ ଇଣ୍ଡିଆ ୫ ଉଇକେଟ ବିନିମୟରେ ୧୨୨ ରନ ସଂଗ୍ରହ କରିଛି । ଅଜିଙ୍କ୍ୟ ରାହାନେ ୩୮ ଓ ଋଷଭ ପନ୍ତ ୧୦ ରନ…

ବସନ୍ତଙ୍କୁ ୪ ଉଇକେଟ: ବେଙ୍ଗଲ ୩୩୨ ଅଲଆଉଟ

କଟକ:ଚଳିତ ରଣଜୀ ଟ୍ରଫି କ୍ୱାର୍ଟର ଫାଇନାଲର ଦ୍ୱିତୀୟ ଦିବସରେ ବସନ୍ତ ମହାନ୍ତିଙ୍କ ଚମତ୍କାର ବୋଲିଂ ସହାୟତାରେ ଓଡିଶା ୩୩୨ ରନରେ ବେଙ୍ଗଲକୁ ଅଲଆଉଟ କରିଦେଇଛି । ବସନ୍ତ ୪ଟି ଉଇକେଟ ଅକ୍ତିଆର କରିଥିବା ବେଳେ ସୂର୍ଯ୍ୟକାନ୍ତ ପ୍ରଧାନ ୩ଟି, ପ୍ରୀତ ସିଂହ ଚୌହ୍ୱାନ ୨ଟି ଓ ଦେବବ୍ରତ ପ୍ରଧାନ ଗୋଟିଏ…

ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟେଷ୍ଟ; ବର୍ଷା ଯୋଗୁଁ ଅଧାରୁ ଅଟକିଲା ମ୍ୟାଚ୍

ୱେଲିଂଟନ୍‌: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ସମୁଦାୟ ୨ଟି ଟେଷ୍ଟ ମ୍ୟାଚ୍ ବିଶିଷ୍ଟ ସିରିଜ ଖେଳାଯିବାକୁ ଥିବାବେଳେ ଶୁକ୍ରବାର ଠାରୁ ପ୍ରଥମ ଟେଷ୍ଟ ମ୍ୟାଚ୍ ଅନୁଷ୍ଠିତ ହେଉଛି। ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୱେଲିଂଟନ୍ ଠାରେ ଏହି ପ୍ରଥମ ଟେଷ୍ଟ ମ୍ୟାଚ ଅନୁଷ୍ଠିତ ହେଉଛି ।…

ମଜମୁଦାରଙ୍କ ଅପରାଜିତ ଶତକ: ବେଙ୍ଗଲ ୩୦୮/୬

କଟକ: ଏଠାରେ ଚାଲିଥିବା ଦ୍ୱିତୀୟ କ୍ୱାର୍ଟରଫାଇନାଲର ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ଓଡିଶା ବିପକ୍ଷରେ ବେଙ୍ଗଲ ପ୍ରଥମେ ବ୍ୟାଟିଂ କରି ୬ ଉଇକେଟ ବିନିମୟରେ ୩୦୮ ରନ ସଂଗ୍ରହ କରିଛି । ଓଡିଶା ବୋଲରଙ୍କ ଚମତ୍କାର ବୋଲିଂ ଯୋଗୁଁ ବେଙ୍ଗଲ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ।…

ପ୍ରଥମ ଶ୍ରେଣୀ କ୍ରିକେଟ ଖେଳିବାରେ ଶତକ ହାସଲ କଲେ ବସନ୍ତ

ଭୁବନେଶ୍ୱର: ଓଡିଶାର ଷ୍ଟାର ବୋଲର ବସନ୍ତ ମହାନ୍ତି ପ୍ରଥମ ଶ୍ରେଣୀ କ୍ରିକେଟ ମ୍ୟାଚ ଖେଳିବାରେ ଶତକ ହାସଲ କରିଛନ୍ତି । ଚଳିତ ବେଙ୍ଗଲ ବିପକ୍ଷ ରଣଜୀ ମ୍ୟାଚରେ ସେ ଏହି ଗୌରବ ଅର୍ଜନ କରିଛନ୍ତି । ଉଇକେଟ ହାସଲକାରୀ ଏବଂ କଞ୍ଜୁସ ବୋଲର ଭାବେ ସେ ବେଶ୍ ପରିଚିତ । ୯୯ ମ୍ୟାଚରେ ସେ ୨.୩ ଆଭରେଜରେ…

୩ ଫର୍ମାଟରେ ୧୦୦ ମ୍ୟାଚ ଖେଳି ରେକର୍ଡ କରିବା ଲକ୍ଷ୍ୟରେ ରସ ଟେଲର

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡର ସିନିୟର କ୍ରିକେଟ ଖେଳାଳୀ ରସ ଟେଲର ଶୁକ୍ରବାର ଭାରତ ବିପକ୍ଷ ପ୍ରଥମ ଟେଷ୍ଟ ଅବସରରେ ନୂତନ କୀର୍ତିମାନ ସ୍ଥାପନ କରିବାକୁ ଯାଉଛନ୍ତି । ସେ ଏହି ମ୍ୟାଚରେ ଖେଳିଲେ ପ୍ରଥମ ଖେଳାଳୀ ଭାବେ କ୍ରିକେଟର ୩ ଫର୍ମାଟରେ ୧୦୦ ମ୍ୟାଚ ଖେଳିବା ଗୌରବ ଅର୍ଜନ କରିବେ । ଟେଲର…

୩ ବର୍ଷ ପରେ କ୍ରିକେଟର ଗୋଟିଏ ଫର୍ମାଟ ଛାଡିବା କଥା ଚିନ୍ତା କରିବେ କୋହଲି

ନୂଆଦିଲ୍ଲୀ: ଆଗାମୀ ୩ ବର୍ଷ ମଧ୍ୟରେ କ୍ରିକେଟର ଗୋଟିଏ ଫର୍ମାଟ ଛାଡିବା କଥା ଚିନ୍ତା କରିବି ବୋଲି ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲି କହିଛନ୍ତି । ୨୧ ଫେବୃୟାରୀରୁ ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ ଆରମ୍ଭ ହେବା ପୂର୍ବରୁ ସେ ଏହି ମନ୍ତବ୍ୟ ଦେଇଛନ୍ତ । ୩ବର୍ଷ ମଧ୍ୟରେ ୨ଟି ଟି୨୦…

ସଚିନଙ୍କୁ ମିଳିଲା ଲୌରେସ ସ୍ପୋର୍ଟିଂ ପୁରସ୍କାର

ବର୍ଲିନ: ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କୁ ଲୌରେସ ସ୍ପୋର୍ଟିଂ ମୁମେଂଟ ପୁରସ୍କାର ମିଳିଛି । ୨୦୧୧ ବିଶ୍ୱକପ କ୍ରିକେଟ ଜିତିବା ପରେ ଟିମ୍ ଇଣ୍ଡିଆର ଖେଳାଳିମାନେ ସଚିନଙ୍କ କାନ୍ଧରେ ବସାଇ ବିଜୟ ଉତ୍ସବ ପାଳନ କରିଥିଲେ । ଜର୍ମାନୀର ରାଜଧାନୀ ବର୍ଲନରେ ଲୌରେସ ପକ୍ଷରୁ ବିଶ୍ୱର…