Latest Odisha News

BREAKING NEWS

Browsing Category

କ୍ରିକେଟ

ମଜମୁଦାରଙ୍କ ଅପରାଜିତ ଶତକ: ବେଙ୍ଗଲ ୩୦୮/୬

କଟକ: ଏଠାରେ ଚାଲିଥିବା ଦ୍ୱିତୀୟ କ୍ୱାର୍ଟରଫାଇନାଲର ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ଓଡିଶା ବିପକ୍ଷରେ ବେଙ୍ଗଲ ପ୍ରଥମେ ବ୍ୟାଟିଂ କରି ୬ ଉଇକେଟ ବିନିମୟରେ ୩୦୮ ରନ ସଂଗ୍ରହ କରିଛି । ଓଡିଶା ବୋଲରଙ୍କ ଚମତ୍କାର ବୋଲିଂ ଯୋଗୁଁ ବେଙ୍ଗଲ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ।…

ପ୍ରଥମ ଶ୍ରେଣୀ କ୍ରିକେଟ ଖେଳିବାରେ ଶତକ ହାସଲ କଲେ ବସନ୍ତ

ଭୁବନେଶ୍ୱର: ଓଡିଶାର ଷ୍ଟାର ବୋଲର ବସନ୍ତ ମହାନ୍ତି ପ୍ରଥମ ଶ୍ରେଣୀ କ୍ରିକେଟ ମ୍ୟାଚ ଖେଳିବାରେ ଶତକ ହାସଲ କରିଛନ୍ତି । ଚଳିତ ବେଙ୍ଗଲ ବିପକ୍ଷ ରଣଜୀ ମ୍ୟାଚରେ ସେ ଏହି ଗୌରବ ଅର୍ଜନ କରିଛନ୍ତି । ଉଇକେଟ ହାସଲକାରୀ ଏବଂ କଞ୍ଜୁସ ବୋଲର ଭାବେ ସେ ବେଶ୍ ପରିଚିତ । ୯୯ ମ୍ୟାଚରେ ସେ ୨.୩ ଆଭରେଜରେ…

୩ ଫର୍ମାଟରେ ୧୦୦ ମ୍ୟାଚ ଖେଳି ରେକର୍ଡ କରିବା ଲକ୍ଷ୍ୟରେ ରସ ଟେଲର

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡର ସିନିୟର କ୍ରିକେଟ ଖେଳାଳୀ ରସ ଟେଲର ଶୁକ୍ରବାର ଭାରତ ବିପକ୍ଷ ପ୍ରଥମ ଟେଷ୍ଟ ଅବସରରେ ନୂତନ କୀର୍ତିମାନ ସ୍ଥାପନ କରିବାକୁ ଯାଉଛନ୍ତି । ସେ ଏହି ମ୍ୟାଚରେ ଖେଳିଲେ ପ୍ରଥମ ଖେଳାଳୀ ଭାବେ କ୍ରିକେଟର ୩ ଫର୍ମାଟରେ ୧୦୦ ମ୍ୟାଚ ଖେଳିବା ଗୌରବ ଅର୍ଜନ କରିବେ । ଟେଲର…

୩ ବର୍ଷ ପରେ କ୍ରିକେଟର ଗୋଟିଏ ଫର୍ମାଟ ଛାଡିବା କଥା ଚିନ୍ତା କରିବେ କୋହଲି

ନୂଆଦିଲ୍ଲୀ: ଆଗାମୀ ୩ ବର୍ଷ ମଧ୍ୟରେ କ୍ରିକେଟର ଗୋଟିଏ ଫର୍ମାଟ ଛାଡିବା କଥା ଚିନ୍ତା କରିବି ବୋଲି ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲି କହିଛନ୍ତି । ୨୧ ଫେବୃୟାରୀରୁ ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ ଆରମ୍ଭ ହେବା ପୂର୍ବରୁ ସେ ଏହି ମନ୍ତବ୍ୟ ଦେଇଛନ୍ତ । ୩ବର୍ଷ ମଧ୍ୟରେ ୨ଟି ଟି୨୦…

ସଚିନଙ୍କୁ ମିଳିଲା ଲୌରେସ ସ୍ପୋର୍ଟିଂ ପୁରସ୍କାର

ବର୍ଲିନ: ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କୁ ଲୌରେସ ସ୍ପୋର୍ଟିଂ ମୁମେଂଟ ପୁରସ୍କାର ମିଳିଛି । ୨୦୧୧ ବିଶ୍ୱକପ କ୍ରିକେଟ ଜିତିବା ପରେ ଟିମ୍ ଇଣ୍ଡିଆର ଖେଳାଳିମାନେ ସଚିନଙ୍କ କାନ୍ଧରେ ବସାଇ ବିଜୟ ଉତ୍ସବ ପାଳନ କରିଥିଲେ । ଜର୍ମାନୀର ରାଜଧାନୀ ବର୍ଲନରେ ଲୌରେସ ପକ୍ଷରୁ ବିଶ୍ୱର…

ଫେବୃୟାରୀ ୨୧ରୁ ମହିଳା ଟି୨୦ ବିଶ୍ୱକପ

ମେଲବୋର୍ନ: ଆଇସିସି ମହିଳା ଟି୨୦ ବିଶ୍ୱକପ କ୍ରିକେଟ ଫେବୃୟାରୀ ୨୧ରୁ ଆରମ୍ଭ ହେବ । ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆରେ ଏହା ଆୟୋଜିତ ହେବାକୁ ଯାଉଛି । ଫେବୃୟାରୀ ୨୧ରେ ଉଦଘାଟନୀ ମୁକାବିଲା ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ । ଫାଇନାଲ ମ୍ୟାଚ ମାର୍ଚ୍ଚ ୮ରେ ମେଲବୋର୍ଣ୍ଣରେ ଖେଳାଯିବ ।…

ଆଇପିଏଲ ୨୦୨୦: ଉଦଘାଟନୀ ମ୍ୟାଚରେ ସାମ୍ନାସାମ୍ନି ହେବେ ମୁମ୍ବାଇ ଇଣ୍ଡିଆନସ ଓ ଚେନ୍ନାଇ ସୁପର କିଙ୍ଗ

ମୁମ୍ବାଇ: ଆସନ୍ତା ମାର୍ଚ୍ଚ ମାସ ୨୯ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଚଳିତ ୨୦୨୦ ବର୍ଷର ଆଇପିଏଲ ମୁକାବିଲା । ଏହି ୧୩ ତମ ଆଇପିଏଲର ଉଦଘାଟନୀ ମ୍ୟାଚ ମୁମ୍ବାଇ ସ୍ଥିତ ୱାଙ୍ଖଡେ ଷ୍ଟାଡିୟମରେ ଅନୁଷ୍ଠିତ ହେବ । ଉଦଘାଟନୀ ମ୍ୟାଚରେ ପୂର୍ବ ବର୍ଷର ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ଓ ରନର୍ସଅପ…

ଅଷ୍ଟ୍ରେଲିଆ ଗସ୍ତରେ ଭାରତ ଦିବାରାତ୍ର ଟେଷ୍ଟ ଖେଳିବ

ମୁମ୍ବାଇ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଆଗାମୀ ଅଷ୍ଟ୍ରେଲିଆ ଗସ୍ତରେ ଦିବାରାତ୍ର ଟେଷ୍ଟ ଖେଳିବା ନେଇ ସମ୍ମତି ଜଣାଇଛି । ୨୦୨୦-୨୧ ଅଷ୍ଟ୍ରେଲିଆ ଗସ୍ତରେ ଭାରତ ୪ ଟେଷ୍ଟ ମ୍ୟାଚ ଡିସେମ୍ବର-ଜାନୁୟାରୀ ମଧ୍ୟରେ ଖେଳିବ । ଏହି ଅବସରରେ ଗୋଟିଏ ଦିବା-ରାତ୍ର ଟେଷ୍ଟ ମ୍ୟାଚ ଖେଳାଯିବ ।…

ଆଇପିଏଲ କାର୍ଯ୍ୟସୂଚୀ ଘୋଷିତ: ଚାମ୍ପିୟନ ମୁମ୍ବାଇ-ଚେନ୍ନାଇ ମଧ୍ୟରେ ପ୍ରଥମ ମୁକାବିଲା

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ୍ ୧୩ତମ ସଂସ୍କରଣର କାର୍ଯ୍ୟସୂଚୀ ଘୋଷଣା କରାଯାଇଛି । ଏହା ୨୯ ମାର୍ଚ୍ଚରୁ ଆରମ୍ଭ ହେବ । ଫାଇନାଲ ମ୍ୟାଚ ୨୪ ମେରେ ଖେଳାଯିବ । ଉଦଘାଟନୀ ମୁକାବିଲାରେ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ଚେନ୍ନାଇ ସୁପରକିଙ୍ଗ୍‌ସକୁ ଭେଟିବ ।  ଅନ୍ତିମ ଲିଗ୍ ମୁକାବିଲା ୧୭…

ଶୁଭ୍ରାଂଶୁଙ୍କ ଅପରାଜିତ ଶତକ: କ୍ୱାର୍ଟରରେ ଓଡିଶା

କଟକ: ଓଡିଶା-ଝାଡଖଣ୍ଡ ରଣଜୀ କ୍ରିକେଟ ମ୍ୟାଚ ଡ୍ରରେ ସମାପ୍ତ ହୋଇଛି । ଅନ୍ତିମ ଦିବସରେ ଓଡିଶାର ଶୁଭ୍ରାଂଶୁ ସେନାପତି (୧୦୦ଞ୍ଚ) ଓ ଦେବାଶୀଷ ସାମନ୍ତରାୟ ୬୪ଞ୍ଚ ରନ କରି ଅପରାଜିତ ରହିଛନ୍ତି । ଓଡିଶା ପ୍ରଥମ ଇନିଂସ ଅଗ୍ରଣୀ ହାସଲ କରିଛି । ଏଥିସହ ଓଡିଶା ୯ ମ୍ୟାଚରୁ ୫ ବିଜୟ, ୨ ପରାଜୟ ଓ ୨…