Latest Odisha News

BREAKING NEWS

Browsing Category

କ୍ରିକେଟ

ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟି୨୦ ବର୍ଷା ଯୋଗୁ ବାତିଲ

ୱେଲିଂଟନ: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ପ୍ରଥମ ଟି୨୦ କ୍ରିକେଟ ମ୍ୟାଚ ବର୍ଷା ଯୋଗୁ ବାତିଲ ହୋଇଯାଇଛି । ଟି୨୦ ବିଶ୍ୱକପ ପରେ ଏହି ସିରିଜ ଆରମ୍ଭ ହେଉଛି । ପ୍ରବଳ ବର୍ଷା ଯୋଗୁ ଖେଳାଳିମାନେ ଡ୍ରେସିଂ ରୁମରେ ବସି ସମୟ କାଟୁଥିବା ଦେଖିବାକୁ ମିଳିଛି । ଉଭୟ ଦେଶର କେତେକ…

ବିଜୟ ହଜାରେ ଟ୍ରଫି: ବରୋଦା ନିକଟରୁ ଓଡିଶାର ଶୋଚନୀୟ ପରାଜୟ

ମୁମ୍ବାଇ: ଡିୱାଇ ପାଟିଲ ଷ୍ଟାଡିୟମରେ ଚାଲିଥିବା ବିଜୟ ହଜାରେ ଟ୍ରଫିରେ ଗୁରୁବାର ଓଡିଶା ଶୋଚନୀୟ ଭାବେ ବରୋଦା ନିକଟରୁ ପରାଜିତ ହୋଇଛି । ପ୍ରଥମେ ବ୍ୟାଟିଂ କରି ବରୋଦା ୫୦ ଓଭରରେ ୭ ୱିକେଟ ହରାଇ ୨୮୪ ରନ କରିଥିଲା । ପ୍ରତ୍ୟୁଷ କୁମାର ୬୯, ବିଷ୍ଣୁ ସୋଲାଙ୍କି ୬୯ ଓ ଭାନୁ ପାନିଆ ୫୫ ରନର…

ଦ୍ରାବିଡ, ଷ୍ଟାଫଙ୍କୁ ବାରମ୍ବାର ବିଶ୍ରାମ ନେଇ ପ୍ରଶ୍ନ ଉଠାଇଲେ ପୂର୍ବତନ କୋଚ ଶାସ୍ତ୍ରୀ

ନୂଆଦିଲ୍ଲୀ: ଟିମ ଇଣ୍ଡିଆ କୋଚ ରାହୁଲ ଦ୍ରାବିଡ ଏବଂ ଅନ୍ୟ ସହଯୋଗୀ ଷ୍ଟାଫଙ୍କୁ ବାରମ୍ବାର ବିଶ୍ରାମ ଦିଆଯାଉଥିବା ପ୍ରଶ୍ନ ଉଠାଇଛନ୍ତି ରବି ଶାସ୍ତ୍ରୀ । ସେମାନଙ୍କୁ ଏତେ ବ୍ରେକ କାହିଁକି ଦିଆଯାଉଛି ବୋଲି ପୂର୍ବତନ କୋଚ ଶାସ୍ତ୍ରୀ କହିଛନ୍ତି । ନ୍ୟୁଜିଲାଣ୍ଡ ବିପକ୍ଷ ସୀମିତ ଓଭର ସିରିଜ…

ବିଶ୍ୱ ଚାମ୍ପିୟନକୁ ହରାଇଲା ଅଷ୍ଟ୍ରେଲିଆ

ଆଡିଲେଡ: ଏଠାରେ ଅନୁଷ୍ଠିତ ପ୍ରଥମ ଦିନିକିଆ କ୍ରିକେଟ ମ୍ୟାଚରେ ଅଷ୍ଟ୍ରେଲିଆ ୬ ୱିକେଟରେ ଟି୨୦ ବିଶ୍ୱ ଚାମ୍ପିୟନ ଇଂଲଣ୍ଡକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ଡେଭିଡ ମଲାନଙ୍କ ୧୩୪ ରନ ସହାୟତାରେ ୫୦ ଓଭରରେ ୯ ୱିକେଟ ହରାଇ ୨୮୭ ରନ କରିଥିଲା । ଅଷ୍ଟ୍ରେଲିଆ ପକ୍ଷରୁ ପ୍ୟାଟ…

ଆଇପିଏଲ: ଜାରୀ ହେଲା ରିଟେନ ଖେଳାଳିଙ୍କ ସୂଚୀ

ବାଙ୍ଗାଲୋର: ଆଇପିଏଲ ୨୦୨୩ ପାଇଁ ସମସ୍ତ ଟିମ ସେମାନଙ୍କ ରିଟେନ ଖେଳାଳିଙ୍କ ସୂଚୀ ଜାରୀ କରିଛନ୍ତି । ୨୩ ଡିସେମ୍ବରରେ ମିନି ଅକ୍ସନ କୋଚିରେ ଆୟୋଜିତ ହେବ । ଗୁଜରାଟ ଟାଇଟନ୍ସଠାରୁ କୋଲକାତା ଲୋକି ଫର୍ଗୁଶନ ଓ ରହନୁମୁଲ୍ଲା ଗୁରବାଜଙ୍କୁ କିଣିଛି । ଦିଲ୍ଲୀ ଶାର୍ଦ୍ଦୁଳ ଠାକୁରଙ୍କୁ ଦଳରେ ସାମିଲ…

ଟି୨୦ ବିଶ୍ୱକପ କ୍ରିକେଟ: ଶୀର୍ଷଙ୍କ ସୂଚୀ

ମେଲବୋର୍ଣ୍ଣ: ଟି୨୦ ବିଶ୍ୱକପ କ୍ରିକେଟ ୨୦୨୨ର ପୂର୍ଣ୍ଣଛେଦ ପଡିଛି । ପାକିସ୍ତାନକୁ ୫ ୱିକେଟରେ ହରାଇ ଇଂଲଣ୍ଡ ଦ୍ୱିତୀୟ ଥର ପାଇଁ ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଛି । ଇଂଲଣ୍ଡ ପୂର୍ବରୁ ୨୦୧୦ରେ ଟାଇଟଲ ହାସଲ କରିଥିଲା । ଆସନ୍ତୁ ନଜର ପକାଇବେ ଏହି ବିଶ୍ୱକପରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ…

୨୦୨୪ରେ ଶ୍ରୀଲଙ୍କାରେ ଆୟୋଜିତ ହେବ ୧୯ ବର୍ଷରୁ କମ ବିଶ୍ୱକପ

କଲମ୍ବୋ: ୨୦୨୪ରେ ୧୯ ବର୍ଷରୁ କମ ବିଶ୍ୱକପ କ୍ରିକେଟ ଶ୍ରୀଲଙ୍କାରେ ଆୟୋଜିତ ହେବ । ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ ୨୦୨୪ରୁ୨୭ ପର୍ଯ୍ୟନ୍ତ ହେବାକୁ ଥିବା ୧୯ ବର୍ଷରୁ କମ ବିଶ୍ୱକପର ଆୟୋଜକଙ୍କ ନାମ ଘୋଷଣା କରିଛି । ୨୦୨୫ରେ ମାଲେସିଆ-ଥାଇଲାଣ୍ଡରେ ୧୯ ବର୍ଷରୁ କମ ମହିଳା ବିଶ୍ୱକପ ଏବଂ ୨୦୨୭ରେ…

ବାରକ୍ଲେ ପୁନର୍ବାର ହେଲେ ଆଇସିସି ଚେୟାରମ୍ୟାନ

ମେଲବୋର୍ଣ୍ଣ: ଅଷ୍ଟ୍ରେଲିଆରେ ଚାଲିଥିବା ଟି୨୦ ବିଶ୍ୱକପ ଅବସରରେ ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ  । ନ୍ୟୁଜିଲାଣ୍ଡ କ୍ରିକେଟର ଡାଇରେକ୍ଟର ଓ ଓକିଲ ଗ୍ରେଗର ବାରକ୍ଲେ ପୁନର୍ବାର ଆଇସିସି ଚେୟାରମ୍ୟାନ ଭାବେ ମନୋନୀତ ହୋଇଛନ୍ତି । ଶନିବାର ସର୍ବସମ୍ମତି କ୍ରମେ ସେ ଏହି ପଦ ଦ୍ୱିତୀୟ ଥର ପାଇଁ…

ଟି୨୦ ବିଶ୍ୱକପ ଫାଇନାଲରେ ଲା ଲୀନା ଭୟ

ମେଲବୋର୍ଣ୍ଣ: ଟି୨୦ ବିଶ୍ୱକପ କ୍ରିକେଟ ଫାଇନାଲ ରବିବାର ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟରେ ଖେଳାଯିବ । ତେବେ ଫାଇନାଲରେ ବର୍ଷା ଆଶଙ୍କା ରହିଛି । ପାଣିପାଗ ରିପୋର୍ଟ ଅନୁସାରେ ବର୍ତମାନ ରବିବାର ଶତ ପ୍ରତିଶତ ଏବଂ ରିଜର୍ଭ ଡେ ସୋମବାରରେ ୯୫ ପ୍ରତିଶତ ବର୍ଷା ହୋଇପାରେ । ତେବେ ଅଷ୍ଟ୍ରେଲିଆରେ…

୧୩ ବର୍ଷ ପରେ ଟି୨୦ ବିଶ୍ୱକପ ଫାଇନାଲରେ ପାକିସ୍ତାନ

ସିଡନୀ: ଚଳିତ ଟି୨୦ ବିଶ୍ୱକପ କ୍ରିକେଟରେ ପ୍ର୍‌ମ ଦଳ ଭାବେ ପାକିସ୍ତାନ ଫାଇନାଲରେ ପ୍ରବେଶ କରିଛି । ଏଠାରେ ଅନୁଷ୍ଠିତ ପ୍ରଥମ ସେମିଫାଇନାଲରେ ପାକିସ୍ତାନ ୭ ୱିକେଟରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ୧୩ ବର୍ଷ ପରେ ପରେ ଟି୨୦ ବିଶ୍ୱକପ ଫାଇନାଲକୁ ଉନ୍ନୀତ ହୋଇଛି । ଭାରତ-ଇଂଲଣ୍ଡ ମଧ୍ୟରେ…