Latest Odisha News

BREAKING NEWS

Browsing Category

କ୍ରିକେଟ

ଦାଦା ପଡିଗଲେ ଏକୁଟିଆ

ପୁରୀ: ବିସିସିଆଇର ବୈଠକରେ ସୌରଭ ଗାଙ୍ଗୁଲିଙ୍କ ପତା କଟିଲା କି ? ମଙ୍ଗଳବାର ଆୟୋଜିତ ବୈଠକରେ ଦାଦାଙ୍କ ଦାଦାଗିରି ଏକ ପ୍ରକାର ଶେଷ ହୋଇଛି । ଗାଙ୍ଗୁଲିଙ୍କ ଭବିଷ୍ୟତ ନେଇ ମିଡିଆଠାରୁ ଆରମ୍ଭ କରି ରାଜନୈତିକ ଦଳ ଖୁସୁରୁପୁସୁରୁ ହେଉଛନ୍ତି । ବୈଠକରେ ସମସ୍ତେ ସେମାନଙ୍କ ପଦ ବଜାୟ ରଖିଥିବା ବେଳେ…

ଗାଙ୍ଗୁଲି ମନା କରିବା ପରେ ଅରୁଣ ଧୂମାଲ ହୋଇପାରନ୍ତି ଆଇପିଏଲ ଚେୟାରମ୍ୟାନ

ମୁମ୍ବାଇ: ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଆଇପିଏଲ ଚେୟାରମ୍ୟାନ ହେବାକୁ ମନା କରିବା ପରେ ଏବେ କୋଷାଧ୍ୟକ ଅରୁଣ ଧୂମାଲଙ୍କୁ ଏହି ଦାୟିତ୍ୱ ମିଳିପାରେ । ନଭେମ୍ବରରେ ଆଇପିଏଲ ଅଧ୍ୟକ୍ଷ ବ୍ରିଜେଶ ପଟେଲ ୭୦ ବର୍ଷରେ ପଦାର୍ପଣ କରିବେ । ଏଥିସହ ତାଙ୍କ କାର୍ଯ୍ୟକାଳ ଶେଷ ହୋଇଥିବାରୁ ନୂଆ…

ବିସିସିଆଇର ଗୁରୁତ୍ୱପୂର୍ଣ୍ଣ ବୈଠକରେ ଗାଙ୍ଗୁଲିଙ୍କ ଭବିଷ୍ୟତ ନେଇ ହେବ ଆଲୋଚନା

ମୁମ୍ବାଇ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡର ନୂତନ ଅଧ୍ୟକ୍ଷ ନେଇ ଆଲୋଚନା ଜୋର ଧରିଛି । ରିପୋର୍ଟ ମୁତାବକ ବର୍ତମାନ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଆଗାମୀ ନିର୍ବାଚନ ଲଢ଼ିବେ ନାହିଁ । ତାଙ୍କ ସ୍ଥାନରେ ପୂର୍ବତନ ମହାନ ଖେଳାଳି ରୋଜର ବିନ୍ନୀଙ୍କୁ ଏହି ଦାୟିତ୍ୱ ପ୍ରଦାନ କରାଯାଇପାରେ । ବିସିସିଆଇର…

ଏସିଆ କପ ମହିଳା କ୍ରିକେଟ: ଥାଇଲାଣ୍ଡ ବିପକ୍ଷରେ ଭାରତର ବୃହତ ବିଜୟ

ସିଲହଟ: ଚଳିତ ଏସିଆ କପ ମହିଳା କ୍ରିକେଟରେ ଭାରତର ପ୍ରଭାବୀ ପ୍ରଦର୍ଶନ ଜାରୀ ରହିଛି । ରାଉଣ୍ଡ ରବିନ ଷ୍ଟେଜର ଅନ୍ତିମ ମ୍ୟାଚରେ ଥାଇଲାଣ୍ଡ ବିପକ୍ଷରେ ଭାରତ ବୃହତ ବିଜୟ ହାସଲ କରିଛି । ସେମିଫାଇନାଲରେ ପ୍ରବେଶ କରି ସାରିଥିବା ଭାରତ ଟସ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତି ନେଇଥିଲା । ଥାଇଲାଣ୍ଡ…

ବୁମରାହଙ୍କ ସ୍ଥାନରେ ଟି୨୦ ବିଶ୍ୱକପ ଦଳରେ ସାମିଲ ହେବେ ସାମୀ

ମୁମ୍ବାଇ: ଟି୨୦ ବିଶ୍ୱକପ ଠିକ ପୂର୍ବରୁ ଆଘାତ ସମସ୍ୟା ଯୋଗୁ ଷ୍ଟାର ବୋଲର ଯଶପ୍ରୀତ ବୁମରାହ ଓହରି ଯାଇଛନ୍ତି । ତାଙ୍କ ସ୍ଥାନରେ ଭାରତୀୟ କିଏ ସାମିଲ ହେବ ସେ ନେଇ ଆଲୋଚନା ଜୋର ଧରିଛି । ତେବେ ମହମ୍ମଦ ସାମୀ ଏହି ଦୌଡରେ ଆଗରେ ଅଛନ୍ତି ଏବଂ ତାଙ୍କୁ ସାମିଲ କରାଯିବ ବୋଲି ବିସିସିଆଇର ଜନୈକ…

ଟିମ ଇଣ୍ଡିଆ ପାଇଁ ରାହୁ ସାଜିଛି ବିଶ୍ରାମ

ପୁରୀ: ୨୦୦୭ ପ୍ରାରମ୍ଭିକ ସଂସ୍କରଣ ପରେ ୧୫ ବର୍ଷ ହେବ କ୍ରିକେଟପ୍ରେମୀ ଭାରତର ଟି୨୦ ବିଶ୍ୱକପ ବିଜୟକୁ ଚାତକ ପରିି ଚାହିଁ ବସିଛନ୍ତିି । ପଦ୍ମ ଘୁଂଚି ଘୁଂଚି ଯାଉଛି.... ଅଥଚ କପ ହାତକୁ ଆସୁନି । ଅଧିନାୟକ ବଦଳଠାରୁ ଆରମ୍ଭ କରି ଖେଳାଳିଙ୍କୁ ଏଥିପାଇଁ ଯଥେଷ୍ଟ ବିଶ୍ରାମ ଦିଆଯାଇଛି । ତଥାପି…

ପୁନର୍ବାର ବାପା ହେଲେ କ୍ରିକେଟର ରାହାଣେ

ମୁମ୍ବାଇ: ଭାରତୀୟ କ୍ରିକେଟ ଦଳର ବ୍ୟାଟ୍ସମ୍ୟାନ ଅଜିଙ୍କ୍ୟ ରାହାଣେ ପୁନର୍ବାର ବାପା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ରାହାଣେଙ୍କ ପତ୍ନୀ ରାଧିକା ବୁଧବାର ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ । ସୋସିଆଲ ମିଡିଆରେ ରାହାଣେ ଏହି ଖୁସି ଖବର ପ୍ରଶଂସକଙ୍କ ସହ ଶେୟାର କରିଛନ୍ତି । ସେ ଏ ନେଇ ଏକ…

ସୟେଦ ମୁସ୍ତାକ ଅଲୀ ଟ୍ରଫି: ଅଭିଷେକଙ୍କ ନେତୃତ୍ୱରେ ଓଡିଶା ଦଳ ଘୋଷିତ, ୪ ନୂଆ ମୁହଁ

ଭୁବନେଶ୍ୱର: ସୟେଦ ମୁସ୍ତାକ ଅଲୀ ଟ୍ରଫି ପାଇଁ ମଙ୍ଗଳବାର ଅଭିଷେକ ରାଉତଙ୍କ ନେତୃତ୍ୱରେ ଓଡିଶା ଦଳ ଘୋଷଣା କରାଯାଇଛି । ଓଡିଶା କ୍ରିକେଟ ଆସୋସିଏଶନ ପକ୍ଷରୁ ଘୋଷଣା କରାଯାଇଥିବା ଏହି ଦଳରେ ୪ ନୂଆ ମୁହଁକୁ ମଧ୍ୟ ସୁଯୋଗ ମିଳିଛି । ଲକ୍ଷ୍ନୌରେ ଅକ୍ଟୋବର ୧୧ରୁ ଏହି ଟୁର୍ଣ୍ଣାମେଂଟ ଆରମ୍ଭ ହେବ ।…

ଟି୨୦ ବିଶ୍ୱକପ : ଅଫିସିଆଲ ଅମ୍ପାୟର ପ୍ୟାନେଲ ଭାରତର ନୀତିନ ମେନନ ସାମିଲ

ମେଲବୋର୍ଣ୍ଣ: ଟି୨୦ ବିଶ୍ୱକପ କ୍ରିକେଟ ପାଇଁ ୧୬ ଜଣିଆ ଅମ୍ପାୟର ତାଲିକା ଘୋଷଣା କରାଯାଇଛି । ଏଥିରେ ଜଣେ ମାତ୍ର ଭାରତୀୟ ଭାବେ ନୀତନ ମେନନଙ୍କୁ ସୁଯୋଗ ମିଳିଛି । ନୀତିନଙ୍କ ଅମ୍ପାୟରିଂ ଦକ୍ଷତା ଆଇସିସିକୁ ପ୍ରଭାବିତ କରିଛି । ଟେଷ୍ଟ କ୍ରିକେଟରେ ତାଙ୍କ ନିଷ୍ପତି ବିରୋଧରେ ଆସିଥିବା ଡିସିସନ…

ଏଥର ଅଫିିସିଆଲ: ଟି୨୦ ବିଶ୍ୱକପରୁ ଓହରିଲେ ବୁମରାହ

ମୁମ୍ବାଇ: ଯଶପ୍ରୀତ ବୁମରାହ ଆଘାତ ସମସ୍ୟା ଯୋଗୁ ଟି୨୦ ବିଶ୍ୱକପରୁ ଓହରିଯିବା ଏକପ୍ରକାର ନିଶ୍ଚିତ ହୋଇଥିବା ବେଳେ ଆଜି ଏହାର ବିଧିବଦ୍ଧ ଘୋଷଣା କରିଛି ବିସିସିଆଇ । ବୋର୍ଡର ମେଡିକାଲ ଟିମ ବୁମରାହ ସ୍ୱାସ୍ଥାବସ୍ଥା ନେଇ ଭଲ ଭାବେ ଅନୁଧ୍ୟାନ କରିବା ପରେ ତାଙ୍କୁ ବିଶ୍ୱକପ ଦଳରୁ ବାଦ ଦେବା ପାଇଁ…