Latest Odisha News

BREAKING NEWS

Browsing Category

କ୍ରିକେଟ

ନେଦରଲାଣ୍ଡକୁ ପ୍ରଥମ ଥର ପାଇଁ ବିଶ୍ୱକପରେ ଭେଟିବ ଟିମ ଇଣ୍ଡିଆ, ବର୍ଷା ଚିନ୍ତାର କାରଣ

ସିଡନୀ: ଚଳିତ ଟି୨୦ ବିଶ୍ୱକପ କ୍ରିକେଟରେ ପାକିସ୍ତାନକୁ ରୋମାଂଚକ ମୁକାବିଲାରେ ହରାଇ ଭାରତ ବିଜୟ ଅଭିଯାନ ଆରମ୍ଭ କରିଛି । ସୁପର ୧୨ର ଦ୍ୱିତୀୟ ମୁକାବିଲାରେ ଗୁରୁବାର ନେଦରଲାଣ୍ଡକୁ ଭେଟିବ ଟିମ ଇଣ୍ଡିଆ । ଉଭୟ ଦେଶ ପରସ୍ପରକୁ ଟି୨୦ ବିଶ୍ୱକପରେ ପ୍ରଥମ ଥର ଭେଟିବାକୁ ଯାଉଛନ୍ତି । ଭାରତ ଏହି…

ଟି୨୦ ବିଶ୍ୱକପ କ୍ରିକେଟ: ଇଂଲଣ୍ଡକୁ ହରାଇଲା ଆୟର୍ଲାଣ୍ଡ

ମେଲବୋର୍ଣ୍ଣ: ଚଳିତ ଟି୨୦ ବିଶ୍ୱକପ କ୍ରିକେଟରେ ବୁଧବାର ଡକ୍ୱୱର୍ଥ ଲୁଇସ ନିୟମରେ ଇଂଲଣ୍ଡକୁ ଆୟର୍ଲାଣ୍ଡ ହରାଇ ବଡ ବିପର୍ଯ୍ୟୟ ସୃଷ୍ଟି କରିଛି । ପ୍ରଥମେ ବ୍ୟାଟିଂ କରି ଆୟର୍ଲାଣ୍ଡ ୧୯.୨ ଓଭରରେ ୧୫୭ ରନ କରି ଅଲଆଉଟ ହୋଇ ଯାଇଥିଲା । ଆଣ୍ଡ୍ର‌୍ୟ ବାଲବର୍ନି ସର୍ବାଧିକ ୬୨ ରନ କରିଥିଲେ । ବର୍ଷା…

ବିଶ୍ୱ ଚାମ୍ପିୟନ ଅଷ୍ଟ୍ରେଲିଆର ବିଜୟ ଅଭିଯାନ ଆରମ୍ଭ

ମେଲବୋର୍ଣ୍ଣ: ବିଶ୍ୱ ଚାମ୍ପିୟନ ଅଷ୍ଟ୍ରେଲିଆ ଚଳିତ ଟି୨୦ ବିଶ୍ୱକପ କ୍ରିକେଟରେ ଶ୍ରୀଲଙ୍କାକୁ ୭ ୱିକେଟରେ ହରାଇ ସମ୍ପୂର୍ଣ୍ଣ ଷ୍ଟାଇଲରେ ବିଜୟ ଅଭିଯାନ ଆରମ୍ଭ କରିଛି । ମାର୍କସ ଷ୍ଟୋଇନସ ବିସ୍ଫୋରକ ଅର୍ଦ୍ଧଶତକ ହାସଲ କରି ଦଳର ବିଜୟରେ ମୂଖ୍ୟ ଭୂମିକା ଗ୍ରହଣ କରିଥିଲେ । ପ୍ରଥମେ ବ୍ୟାଟିଂ କରି…

ଟିମ ପେନଙ୍କ ଚାଂଚଲ୍ୟକର ଖୁଲାସା: ବଲ ଟ୍ୟାମ୍ପରିଂ କରିଥିଲେ ଦକ୍ଷିଣ ଆଫ୍ରିକା ଟିମ

ମେଲବୋର୍ଣ୍ଣ: ଚଳିତ ଟି୨୦ ବିଶ୍ୱକପ ଅବସରରେ ବଲ ଟ୍ୟାମ୍ପରିଂ ଇସ୍ୟୁ ପୁନର୍ବାର ସାମ୍ନାକୁ ଆସିଛି । ମଙ୍ଗଳବାର ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ଟିମ ପେନ ଦକ୍ଷିଣ ଆଫ୍ରିକା ଦଳ ଉପରେ ସାଂଘାତିକ ଅଭିଯୋଗ ଆଣିଛନ୍ତି । ପେନ ତାଙ୍କ ଆତ୍ମଜୀବନୀ ଦି ପେଡ ପ୍ରାଇସରେ ସେ ଏହା ଉଲ୍ଲେଖ କରିଛନ୍ତି ।…

ଆଶ୍ଚର୍ଯ୍ୟ, ସ୍ତବ୍ଧ ଓ ଆବାକ କରିଦେଲେ କୋହଲି

ଟି୨୦ ବିଶ୍ୱକପ କ୍ରିକେଟରେ ଭାରତ ଚମତ୍କାର ଢ଼ଙ୍ଗରେ ପାକିସ୍ତାନକୁ ପରାସ୍ତ କରି ବିଜୟ ଅଭିଯାନ ଆରମ୍ଭ କରିଛି । ଭାରତ ବିଜୟର ହୀରୋ ସାଜିଥିଲେ କିଙ୍ଗ କୋହଲି । କିଛି ଦିନ ତଳେ ତାଙ୍କୁ ବିଶ୍ୱକପ ଦଳରେ ନେବା ଉଚିତ ହେବ କି ନାହିଁ ଆଲୋଚନା ହେଉଥିଲା । ସମସ୍ତ ସମାଲୋଚକଙ୍କୁ ନୀରବ କରି ଦେଇଛନ୍ତି…

ଆଉ ଅଳ୍ପ ସମୟ ପରେ ଭାରତ-ପାକ ମ୍ୟାଚ: ମେଘୁଆ ପାଗ, ବର୍ଷା ଆଶଙ୍କା କମିଲା

ମେଲବୋର୍ଣ୍ଣ: ଟି୨୦ ବିଶ୍ୱକପର ସବୁଠାରୁ ହାଇ ଭୋଲେଟେଜ ମୁକାବିଲା ଦେଖିବା ପାଇଁ ଇନ୍ଦ୍ର ଦେବତା ବି ବୋଧ ହୁଏ ଚାହୁଁଛନ୍ତି । ଗତ କାଲି ୯୦ ପ୍ରତିଶତ ବର୍ଷା ଆଶଙ୍କା ଥିବା ବେଳେ ଆଜି ଏହା ୧୫ ପ୍ରତିଶତ ଖସି ଆସିଛି । ପାଗ ମେଘୁଆ ଥିଲେ ମଧ୍ୟ ମ୍ୟାଚ ହେବା ସମ୍ଭାବନା ବୃଦ୍ଧି ପାଇଛି । ୧ ଲକ୍ଷ…

ବୋଲିଂରେ କୁରାନଙ୍କ କମାଲ, ୫ ୱିକେଟରେ ଇଂଲଣ୍ଡ ବିଜୟୀ

ପର୍ଥ: ଚଳିତ ଟି୨୦ ବିଶ୍ୱକପ କ୍ରିକେଟ ଗ୍ରୁପ ୧ର ସୁପର ୧୨ ମୁକାବିଲାରେ ସାମ କୁରାନଙ୍କ ଚମତ୍କାର ବୋଲିଂ ପ୍ରଦର୍ଶନ ବଳରେ ଇଂଲଣ୍ଡ ୫ ୱିକେଟରେ ଆଫଗାନିସ୍ତାନକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ଆଫଗାନିସ୍ତାନ ୧୯.୪ ଓଭରରେ ୧୧୨ ରନ କରି ଅଲଆଉଟ ହୋଇ ଯାଇଥିଲା । ଇବ୍ରାହିମ ଜର୍ଦ୍ଦାନ ୩୨…

ଟି୨୦ ବିଶ୍ୱକପ କ୍ରିକେଟ: ବିଶ୍ୱ ଚାମ୍ପିୟନକୁ ହରାଇଲା ନ୍ୟୁଜିଲାଣ୍ଡ

ମେଲବୋର୍ଣ୍ଣ: ଚଳିତ ଟି୨୦ ବିଶ୍ୱକପ କ୍ରିକେଟରେ ନ୍ୟୁଜିଲାଣ୍ଡ ନିଜସ୍ୱ ଶୈଳୀରେ ବିଜୟ ଅଭିଯାନ ଆରମ୍ଭ କରିଛି । ସୁପର ୧୨ର ପ୍ରଥମ ମୁକାବିଲାରେ କିୱି ଦଳ ବିଶ୍ୱ ଚାମ୍ପିୟନ ଅଷ୍ଟ୍ରେଲିଆକୁ ୮୯ ରନରେ ଶୋଚନୀୟ ଭାବେ ପରାଜିତ କରିଛି । ଗ୍ରୁପ ୧ର ପ୍ରଥମ ମ୍ୟାଚରେ ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ…

ଟି୨୦ରେ ଭାରତର ଏକ ନମ୍ବର ଅଧିନାୟକ ହେବା ପାଇଁ ରୋହିତଙ୍କ ନିକଟରେ ସୁଯୋଗ

ମେଲବୋର୍ଣ୍ଣ: ଟି୨୦ କ୍ରିକେଟରେ ଭାରତର ଏକ ନମ୍ବର ଅଧିନାୟକ ହେବା ପାଇଁ ରୋହିତ ଶର୍ମାଙ୍କ ନିକଟରେ ସୁବର୍ଣ୍ଣ ସୁଯୋଗ ରହିଛି । ଚଳିତ ଟି୨୦ ବିଶ୍ୱକପରେ ରୋହିତଙ୍କୁ ୭ଟି ମ୍ୟାଚରେ ବିଜୟ ହାସଲ କରିବାକୁ ପଡିବ । ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱରେ ଭାରତ ୭୨ ମ୍ୟାଚରୁ ୪୧ ବିଜୟ ହାସଲ କରିଛି ।…

କ୍ରିକେଟ, ବିଶ୍ୱକପ ଆଉ ଭାରତ-ପାକ ମ୍ୟାଚ : ରୋମାଂଚର ଟ୍ରିପଲ ଡୋଜ

୨୩ ଅକ୍ଟୋବର ପାଇଁ ଏବେଠାରୁ ଛାତ ଧଡ ଧଡ । ଟି୨୦ ବିଶ୍ୱକପରେ ଦୁଇ ପାରମ୍ପାରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ-ପାକିସ୍ତାନ ଆମ୍ନା ସାମ୍ନା ହେବେ । ଦୀପାବଳିର ଖୁସି ବି ପରୋକ୍ଷରେ ଏହା ସହିତ ଜଡିତ ହୋଇଯାଇଛି । ବର୍ଷା ଯଦି ବାଧକ ନ ସାଜେ ତାହାହେଲେ କ୍ରିକେଟପ୍ରେମୀ ନିଶ୍ଚିତ ଭାବେ ଏକ ରୋମାଂଚକ…