Latest Odisha News

BREAKING NEWS

Browsing Category

କ୍ରିକେଟ

ଟି୨୦ ବିଶ୍ୱକପ ପାଇଁ ଦଳ ଘୋଷଣା କଲା ଏସିଆ କପ ଚାମ୍ପିୟନ ଟିମ

କଲମ୍ବୋ: ଏସିଆ କପ ଚାମ୍ପିୟନ ଶ୍ରୀଲଙ୍କା ଟିମ ଆଜି ଟି୨୦ ବିଶ୍ୱକପ କ୍ରିକେଟ ପାଇଁ ଦଳ ଘୋଷଣା କରିଛି । ଦାସୁନ ଶାନକାଙ୍କ ନେତୃତ୍ୱରେ ଘୋଷିତ ଦଳରୁ ଦୀନେଶ ଚାନ୍ଦିମାଲାଙ୍କୁ ବାଦି ଦିଆଯାଇ ଷ୍ଟାଣ୍ଡବାଇରେ ରଖାଯାଇଛି । ପେସ ବୋଲର ଦୁଷ୍ମଥ ଚମିରା ଦଳକୁ ଫେରିଛନ୍ତି । ପାକିସ୍ତାନ ହରାଇ…

୫ ମିନିଟରେ ବିକ୍ରି ହେଲା ଭାରତ-ପାକ ମ୍ୟାଚର ଟିକେଟ

ଦୁବାଇ: ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି-୨୦ ବିଶ୍ୱକପରେ ଦୁଇ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବେ। ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ଖେଳା ଯିବାକୁ ଥିବା ଏହି ମ୍ୟାଚ୍ ପାଇଁ ଏବେଠାରୁ ସମସ୍ତ ଟିକେଟର ବିକ୍ରି ଶେଷ ହୋଇଯାଇଛି।  ଆଇସିସି କହିଛି ଯେ ଭାରତ-ପାକିସ୍ତାନ…

ଗାଙ୍ଗୁଲି ହେବେ କି ଆଇସିସି ଚେୟାରମ୍ୟାନ ?

ପୁରୀ: ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ତଥା ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଆଇସିସି ଚେୟାରମ୍ୟାନ ଦୌଡରେ ସାମିଲ ହେବା ସମ୍ଭାବନା ସୃଷ୍ଟି ହୋଇଛି । ଫଳରେ ଏହି ଅଫସାଇଡ ଧୂରନ୍ଧର ଆଉ ଏକ ଚୌକା ମାରିବେ । ବିସିସିଆଇ ସୂତ୍ରରୁ ମିଳିଥିବା ତଥ୍ୟ ଅନୁସାରେ ଏହାର ଅଧିକାରୀମାନେ…

କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଲେ ଉଥାପ୍ପା

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ ବିଜୟୀ ଭାରତୀୟ ଦଳର ସଦସ୍ୟ ରବିନ ଉଥାପ୍ପା ଆଜି କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି । ୨୦୦୭ ଟି୨୦ ବିଶ୍ୱକପରେ ପାକିସ୍ତାନ ବିପକ୍ଷ ମୁକାବିଲା ପରେ ସେ ଭାରତର ଘରେ ଘରେ ପରିଚିତ ହୋଇ ଯାଇଥିଲେ । ଏହି ସଂଘର୍ଷପୂର୍ଣ୍ଣ ମୁକାବିଲର ଫଳାଫଳ ପାଇଁ…

ପନ୍ତଙ୍କୁ କ୍ଷମା ମାଗିବା ଘଟଣାରେ ଉର୍ବଶୀଙ୍କ କଭି ହାଁ କଭି ନାଁ ନୀତି

ମୁମ୍ବାଇ: କ୍ରିକେଟର ରିଷଭ ପନ୍ତଙ୍କୁ ବଲିଉଡ ଅଭିନେତ୍ରୀ ଉର୍ବଶୀ ରୌତେଲା ମଙ୍ଗଳବାର କ୍ଷମା ମାଗିବା ଘଟଣା ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏପରିକି ଉଭୟଙ୍କ ମଧ୍ୟରେ ଭାଙ୍ଗି ଯାଇଥିବା ସମ୍ପର୍କ ପୁନର୍ବାର ଯୋଡିହେବା ନେଇ ଅନୁମାନ କରାଯାଇଥିଲା । ଏବେ ସେ ଏଥିରୁ ଓହରି ଯାଇଛନ୍ତି ।…

ସୁପ୍ରିମ ରିଲିଫ :ପଦରେ ରହିପାରିବେ ଗାଙ୍ଗୁଲି, ଶାହ

ନୂଆଦିଲ୍ଲୀ: ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଓ ସେକ୍ରେଟାରୀ ଜୟ ଶାହାଙ୍କୁ ଆଜି ମିଳିଛି ସୁପ୍ରିମ ରିଲିଫ । ସୁପ୍ରିମକୋର୍ଟ କୁଲିଂ ଅଫ ପିରୟଡ ସହ ଜଡିତ ସମ୍ବିଧାନରେ ସଂଶୋଧନ କରିବା ପାଇଁ ମଂଜୁରୀ ପ୍ରଦାନ କରିଛି । ଫଳରେ ଗାଙ୍ଗୁଲି ଓ ଶାହ ତାଙ୍କ ପଦ ବଜାୟ ରଖିପାରିବେ । ପୂର୍ବରୁ…

ରୋହିିତ ଖେଳିବେ ୮ମ ଟି୨୦ ବିଶ୍ୱକପ: ଆଭରେଜ, ଅର୍ଦ୍ଧଶତକରେ କୋହଲି ଆଗରେ

ପୁରୀ: ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି୨୦ ବିଶ୍ୱକପରେ ଭାରତର ଅଧିନାୟକ ରୋହିତ ଶର୍ମା ୮ମ ଥର ପାଇଁ ଏହି ମେଗା ଇଭେଂଟ ଖେଳିବାକୁ ଯାଉଛନ୍ତି । ରୋହିତ ୭ଟି ବିଶ୍ୱକପରେ ସର୍ବାଧିକ ୩୩ ମ୍ୟାଚ ଖେଳି ୮ ଅର୍ଦ୍ଧଶତକ ସହାୟତାରେ ୮୪୭ ରନ ସଂଗ୍ରହ କରିଛନ୍ତି । ଭାରତୀୟ ଦଳରେ ସ୍ଥାନ ପାଇଥିବା ୫ଜଣ…

ଛୋଟୁ ଭୈୟାଙ୍କୁ କ୍ଷମା ମାଗିଲେ ଉର୍ବଶୀ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଉର୍ବଶୀ ରୌତେଲା ଓ କ୍ରିକେଟର ରିଷଭ ପନ୍ତଙ୍କ ମଧ୍ୟରେ ଉପୁଜିଥିବା ବିବାଦର ଅନ୍ତ ଘଟିଛି । ରିପୋର୍ଟ ମୁତାବକ ଉର୍ବଶୀ ତାଙ୍କ ଭୁଲ ନେଇ ପନ୍ତଙ୍କୁ କ୍ଷମା ମାଗିଛନ୍ତି । ଏକ ଚ୍ୟାନେଲକୁ ଦେଇଥିବା ସାକ୍ଷାତକାରରେ ସାମ୍ବାଦିକଜଣଙ୍କ ତାଙ୍କୁ ପଚରାଥିଲେ ଆପଣ ବୁଲେଇ…

ଟି୨୦ ବିଶ୍ୱକପ କ୍ରିକେଟ: ଭାରତୀୟ ଚୟନ କମିଟି ଅଣଦେଖା କଲେ କି ଏହି ପାଂଚ ଖେଳାଳିଙ୍କୁ

ପୁରୀ: ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି୨୦ ବିଶ୍ୱକପ ପାଇଁ ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଦଳ ଘୋଷଣା କରାଯାଇଛି । ତେବେ ଏହି ଚୟନ ନେଇ କ୍ରିକେଟ ସମୀକ୍ଷକମାନେ କିଛି ମାତ୍ରାରେ ଅସନ୍ତୁଷ୍ଟ ରହିଛନ୍ତି । ସେମାନଙ୍କ ମତରେ ୫ଜଣ ଖେଳାଳିଙ୍କୁ ସମ୍ପୂର୍ଣ୍ଣ ଭାବେ ଅଣଦେଖା କରାଯାଇଛି । ଫର୍ମ…

ଟ୍ୱିଟରରେ କୋହଲିଙ୍କ ପ୍ରଶଂସକ ସଂଖ୍ୟା ଛୁଇଁଲା ୫ କୋଟି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ବିରାଟ କୋହଲିଙ୍କ ପ୍ରଶଂସକଙ୍କ ସଂଖ୍ୟା ଟ୍ୱିଟରରେ ୫ କୋଟି ଛୁଇଁଛି । ବିଶ୍ୱର ପ୍ରଥମ କ୍ରିକେଟର ଭାବେ ସେ ଏହି ଉପଲବ୍ଧି ହାସଲ କରିଛନ୍ତି । ସେହିପରି ଇନଷ୍ଟାଗ୍ରାମରେ ତାଙ୍କ ଫଲୋର୍ସ ସଂଖ୍ୟା ୨୦ କୋଟିରେ ପଂହଚିଛି । ସେ ଟ୍ୱିଟରରେ ୫ମ ସର୍ବାଧିକ ଫଲୋ…