Latest Odisha News

BREAKING NEWS

Browsing Category

କ୍ରିକେଟ

ଶ୍ରୀଲଙ୍କା ବିପକ୍ଷ କ୍ରିକେଟ ସିରିଜ: କୋହଲିଙ୍କୁ ବିଶ୍ରାମ ଦିଆଯାଇପାରେ, ଜାଡେଜା ଫେରିବେ

ନୂଆଦିଲ୍ଲୀ: ଶ୍ରୀଲଙ୍କା ବିପକ୍ଷ କ୍ରିକେଟ ସିରିଜରେ ଭାରତୀୟ ଦଳରେ ବଡ ଧରଣର ପରିବର୍ତନ କରାଯିବ ବୋଲି କ୍ରିକବଜରେ ଖବର ପ୍ରକାଶ ପାଇଛି । ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କୁ ଟି୨୦ ସିରିଜରେ ବିଶ୍ରାମ ଦିଆଯାଇପାରେ । ସେହିପରି ରବୀନ୍ଦ୍ର ଜାଡେଜା ଓ ଯଶପ୍ରୀତ ବୁମରାହ ଦଳକୁ ଫେରିବା…

ସଚିନଙ୍କୁ କୋହଲି ଏମିତି କଣ ଉପହାର ଦେଲେ ଯେ, ତାଙ୍କ ଆଖିରୁ ଅଶ୍ରୁ ଧାର ବୋହିଗଲା

ମୁମ୍ବାଇ: ଭାରତୀୟ କ୍ରିକେଟର ମହାନ ବ୍ୟାଟ୍ସମ୍ୟାନ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଏକ ସାକ୍ଷାତକାରରେ ବିରାଟ କୋହଲିଙ୍କ ଏକ ଉପହାର କିପରି ତାଙ୍କ ଆଖିରୁ ଲୁହ ଝରାଇଥିଲା ତାହା କହିଛନ୍ତି । ୧୬ ନଭେମ୍ବର ୨୦୧୩ରେ ସଚିନ ତାଙ୍କ କ୍ୟାରିୟରର ଶେଷ ଟେଷ୍ଟ ମ୍ୟାଚ ଖେଳିଥିଲେ । ଡ୍ରେସିଂ ରୁମରେ…

ଓଡ଼ିଶା-ଗୋଆ ରଣଜୀ ମୁକାବିଲା: ଟସ୍ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଲା ଓଡ଼ିଶା

ଅହମ୍ମଦାବାଦ: ଆଜିଠାରୁ ଆରମ୍ଭ ହୋଇଛି ଓଡ଼ିଶା-ଗୋଆ ରଣଜୀ ଲଢ଼େଇ । ଅହମ୍ମଦାବାଦ ମୋଟେରା ସ୍ଥିତ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଛି ମ୍ୟାଚ୍ । ଟସ୍ ଜିତି ପ୍ରଥମେ ଫିଲଡିଂ ନିଷ୍ପତ୍ତି ନେଇଛି ଓଡ଼ିଶା । ନୂଆ ମୁହଁ ଭାବରେ ଦଳରେ ସାମିଲ ହୋଇଛନ୍ତି ଆଶିଷ ରାୟ । ଚଳିତ ସିଜିନର…

T20 ଲଢେଇ: ୱେଷ୍ଟଇଣ୍ଡିଜକୁ ୬ ୱିକେଟରେ ହରାଇଲା ଟିମ୍ ଇଣ୍ଡିଆ

କୋଲକାତା: ବିଜୟରୁ ଟି-ଟ୍ୱେଣ୍ଟି ଅଭିଯାନ ଆରମ୍ଭ । ପ୍ରଥମ ଟି-ଟ୍ୱେଣ୍ଟିରେ ୱେଷ୍ଟଇଣ୍ଡିଜକୁ ୬ ୱିକେଟରେ ହରାଇଛି ଟିମ୍ ଇଣ୍ଡିଆ । ପ୍ରଥମେ ବ୍ୟାଟିଂ କରି ୱେଷ୍ଟଇଣ୍ଡିଜ ୧୫୮ ରନ୍ ବିଜୟ ଲକ୍ଷ୍ୟ ଦେଇଥିଲା । ପ୍ରଥମରୁ ପ୍ରହାର ଆରମ୍ଭ କରିଥିଲେ କ୍ୟାପଟେନ୍ ରୋହିତ ଶର୍ମା । ତାଙ୍କୁ ସାଥ ଦେଇଥିଲେ…

ଶ୍ରେୟାଶ ହେଲେ କେକେଆର ଅଧିନାୟକ

କୋଲକାତା: ଆଗାମର ଆଇପିଏଲ ପାଇଁ କୋଲକାତା ନାଇଟ ରାଇଡର୍ସ ଶ୍ରେୟାଶ ଆୟାରଙ୍କୁ ଦଳର ଅଧିନାୟକ ଭାବେ ନିଯୁକ୍ତ କରିଛି । ବୁଧବାର ଏ ନେଇ ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି । ଆୟାରଙ୍କୁ କୋଲକାତା ୧୨.୨୫ କୋଟି ଟଙ୍କାରେ ଦଳରେ ନେଇଥିଲା । ୨୦୧୯, ୨୦ରେ ସେ ଦିଲ୍ଲୀ କ୍ୟାପିଟାଲ୍ସର ନେତୃତ୍ୱ…

ୱେଷ୍ଟଇଣ୍ଡିଜ ବିପକ୍ଷ T20 ସିରିଜରେ ରିଷଭ ପନ୍ଥ ଉପ-ଅଧିନାୟକ

କୋଲକାତା: ୱେଷ୍ଟଇଣ୍ଡିଜ ବିପକ୍ଷ ଟି-ଟ୍ୱେଣ୍ଟି ସିରିଜ ପାଇଁ ଭାରତୀୟ ଦଳର ଉପଅଧିନାୟକ ହେଲେ ରିଷଭ ପନ୍ଥ । ତାଙ୍କୁ ନିଯୁକ୍ତି ଦେଇଛି ବିସିସିଆଇ । ଲୋକେଶ ରାହୁଲଙ୍କ ଅନୁପସ୍ଥିତିରେ ତାଙ୍କୁ ନୂଆ ଦାୟିତ୍ୱ ଦିଆଯାଇଛି । ଆସନ୍ତାକାଲିଠୁ ଆରମ୍ଭ ହେବ ଭାରତ-ୱେଷ୍ଟଇଣ୍ଡିଜ୍ ଟି-ଟ୍ୱେଣ୍ଟି ସିରିଜ ।…

ଦୀର୍ଘ ଦିନ ପରେ ଅଲଗା ହେଲେ ଆଇପିଏଲର ଏହି ଚର୍ଚ୍ଚିତ ଯୋଡି

ମୁମ୍ବାଇ: ଆଇପିଏଲର ମେଗା ନିଲାମ ପ୍ରକ୍ରିୟା ଶେଷ ହୋଇଛି । ଏଥର ନିଲାମରେ ପ୍ରଥମ ଥର ଦୀର୍ଘ ଦିନ ଧରି ଏକାଠି ଖେଳି ଆସିଥିବା ଚର୍ଚ୍ଚିତ ଯୋଡି ପରସ୍ପରଠାରୁ ଅଲଗା ହୋଇଛନ୍ତି । ଆସନ୍ତୁ ଜାଣିବା ସେମାନଙ୍କ ବିଷୟରେ... ଧୋନୀ-ରାଇନା: ଚେନ୍ନାଇ ସୁପର କିଙ୍ଗସ ପକ୍ଷରୁ ମହେନ୍ଦ୍ର ସିଂ ଧୋନୀ ଓ…

ଛକା ରୋକିବାକୁ ଯାଇ ଆହତ ହେଲେ ସ୍ମିଥ, ସିରିଜରୁ ଓହରିଲେ

ସିଡନୀ: ଶ୍ରୀଲଙ୍କା ବିପକ୍ଷ ଟି୨୦ କ୍ରିକେଟ ସିରିଜ ଅବସରରେ ଆହତ ହୋଇଛନ୍ତି ଅଷ୍ଟ୍ରେଲିଆର ଷ୍ଟାର ବ୍ୟାଟ୍ସମ୍ୟାନ ଷ୍ଟିଭ ସ୍ମିଥ । ସିଡନୀରେ ଦ୍ୱିତୀୟ ଟି୨୦ ଅବସରରେ ଶ୍ରୀଲଙ୍କାର ମହୀଶ ଦୀକ୍ଷଣା ଅନ୍ତିମ ଓଭରରେ ଏକ ବଡ ଶଟ ଖେଳିଥିଲେ । ସ୍ମିଥ ଛକାକୁ ରୋକିବା ପାଇଁ ଡ୍ରାଇଭ ମାରିଥିଲେ । ଏହି…

ଆଇପିଏଲ ନିଲାମ: ରାଇନାଙ୍କଠାରୁ ଆରମ୍ଭ କରି ଶାକିବ, ଫିଂଚ ପରି ଖେଳାଳିଙ୍କୁ କେହି ନେଲେନି

ବାଙ୍ଗାଲୋର: ଆଇପିଏଲ ୨୦୨୨ ମେଗା ନିଲାମ ସମାପ୍ତ ହୋଇଛି । ଏଥର ଫ୍ରାଂଚାଇଜମାନଙ୍କ ରଣନୀତି କାହାକୁ ବୁଝା ପଡି ନ ଥିଲା । ଯୁବ ଖେଳାଳିଙ୍କ ଉପରେ ଅର୍ଥ ଢ଼ଳା ଯାଇଥିଲା ବେଳେ ସିନିୟର ଓ ଷ୍ଟାର ଖେଳାଳିଙ୍କୁ ଅଣଦେଖା କରାଯାଇଥିଲା । ମିଷ୍ଟର ଆଇପିଏଲ ଭାବେ ପରିଚିତ ସୁରେଶ ରାଇନାଙ୍କ କେହି ନ ନେବା…

ପୁନର୍ବାର ମୁମ୍ବାଇ ଇଣ୍ଡିଆନ୍ସ ସହ ଜଡିତ ହେଲେ ସଚିନଙ୍କ ପୁତ୍ର ଅର୍ଜୁନ

ବାଙ୍ଗାଲୋର: ଆଇପିଏଲ ନିଲାମରେ ଆଗାମୀ ସଂସ୍କରଣ ପାଇଁ ମୁମ୍ବାଇ ଇଣ୍ଡିଆନ୍ସ ପୁନର୍ବାର ମହାନ ଖେଳାଳି ସଚିନ ତେନ୍ଦୁଲକରଙ୍କ ପୁତ୍ର ଅର୍ଜୁନଙ୍କୁ ଦଳରେ ସାମିଲ କରିଛି । ଫ୍ରାଂଚାଇଜ ତାଙ୍କୁ ୩୦ ଲକ୍ଷରେ କ୍ରୟ କରିଛି । ଅର୍ଜୁନଙ୍କ ବେସ ପ୍ରାଇସ ୨୦ ଲକ୍ଷ ଥିଲା । ସେ କୌଣସି ମ୍ୟାଚ ଖେଳିବା ପାଇଁ…