Latest Odisha News

BREAKING NEWS

Browsing Category

କ୍ରିକେଟ

ଆଇପିଏଲ ନିଲାମରେ ଚର୍ଚ୍ଚା ସାଉଁଟିଲେ ଏହି ୩ ଲଳନା

ବାଙ୍ଗାଲୋର: ଆଇପିଏଲ ୨୦୨୨ ମୋଗା ନିଲାମର ଦ୍ୱିତୀୟ ଦିବସରେ ଫ୍ରାଂଚାଇଜମାେନେ ସେମାନଙ୍କ ପ୍ରିୟ ଖେଳାଳିଙ୍କୁ ଟିମରେ ସାମିଲ କରିବାରେ ଲାଗିଛନ୍ତି । ତେବେ ଏହି ନିଲାମ ପ୍ରକ୍ରିୟାରେ ଚର୍ଚ୍ଚା ସାଉଁଟିଛି ୩ ଲଳନା । ସେମାନେ ହେଲେ କାବ୍ୟା ମାରନ, ସୁହାନ ଖାଁ ଓ ଜାହ୍ନବୀ ମେହେଟ୍ଟା ।…

ଆଇପିଏଲ ନିଲାମ: ଓଡିଶାର ଶୁଭ୍ରାଂଶୁଙ୍କ ୨୦ ଲକ୍ଷରେ କିଣିଲା ଚେନ୍ନାଇ

ଭୁବନେଶ୍ୱର: ଓଡିଶାର ଶୁଭ୍ରାଂଶୁ ସେନାପତିଙ୍କୁ ଚଳିତ ଆଇପିଏଲ ମେଗା ନିଲାମରେ ଚେନ୍ନାଇ ସୁପର କିଙ୍ଗସ ୨୦ ଲକ୍ଷରେ କ୍ରୟ କରିଛି । ନିକଟରେ ଶୁଭ୍ରାଂଶୁ ବିଜୟ ହଜାରେ ଟ୍ରଫିରେ ଓଡିଶାର ନେତୃତ୍ୱ ନେଇଥିଲେ । ସେ ଆନ୍ଧ୍ରପ୍ରଦେଶ ବିପକ୍ଷରେ ଆକର୍ଷଣୀୟ ଶତକ ହାସଲ କରିଥିଲେ । ଡିସେମ୍ବରରେ ତାଙ୍କୁ…

ଗୋଟିଏ ଦିନରେ ବାପା ହେବା ସହ କୋଟିପତି ଖେଳାଳି ହେଲେ ଶିବମ ଦୁବେ

ନୂଆଦିଲ୍ଲୀ: କ୍ରିକେଟର ଶିବମ ଦୁବେଙ୍କ ପାଇଁ ଆଜିର ଦିନ ସ୍ମରଣୀୟ ହୋଇ ରହିବ । ସେ ଗୋଟିଏ ଦିନରେ କୋଟିପତି ହେବା ସହ ବାପା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ଆଇପିଏଲ ନିଲାମରେ ଚେନ୍ନାଇ ସୁପର କିଙ୍ଗସ ତାଙ୍କୁ ୪ କୋଟି ଟଙ୍କାରେ କ୍ରୟ କରିଛି । ଅଲରାଉଣ୍ଡର ଶୁଭମଙ୍କ ବେସ ପ୍ରାଇସ ୫୦ଲକ୍ଷ…

IPL ଖେଳାଳି ନିଲାମୀ: ଆଜି ୧୬୧ କ୍ରିକେଟରଙ୍କ ବାଜି ଲାଗିବ

ବେଙ୍ଗାଳୁରୁ: ଆଜିଠୁ ଆରମ୍ଭ ହେଉଛି ଆଇପିଏଲ୍ ୨୦୨୨ ପାଇଁ ଖେଳାଳି ନିଲାମ । ଦୁଇ ଦିନ ବେଙ୍ଗାଳୁରୁରେ ଏହି ମେଗା ଅକ୍ସନ ଚାଲିବ । ମୋଟ୍ ୫୯୦ ଖେଳାଳି ନିଲାମୀରେ ସାମିଲ ହୋଇଛନ୍ତି । ଏମାନଙ୍କ ଭିତରେ ୩୭୦ ଜଣ ଭାରତୀୟ ଓ ୨୨୦ ବିଦେଶୀ କ୍ରିକେଟର ଅଛନ୍ତି । ପୂର୍ବରୁ ୧୦ଟି ଫ୍ରାଞ୍ଚାଇଜି ଟିମ୍…

୩୯ ବର୍ଷ ପରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଭାରତର କ୍ଲିନ ସୁଇପ

ଅହମ୍ମଦାବାଦ: ଏଠାରେ ଅନୁଷ୍ଠିତ ତୃତୀୟ ତଥା ଅନ୍ତିମ ଦିନିକିଆ କ୍ରିକେଟ ମ୍ୟାଚରେ ଭାରତ ୯୬ ରନରେ ୱେଷ୍ଟଇଣ୍ଡିଜକୁ ପରାସ୍ତ କରିଛି । ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଭାରତ ନୂତନ କୀର୍ତିମାନ ସ୍ଥାପନ କରିଛି । ୩୯ ବର୍ଷ ପରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଭାରତ କ୍ଲିନ ସୁଇପ କରିଛି । ଶେଷଥର…

ୱେଷ୍ଟଇଣ୍ଡିଜ ବିପକ୍ଷ ଟି୨୦ ସିିରିଜରେ ଓଡିଶାର ସୁଶାନ୍ତ ହେବେ ପର୍ଯ୍ୟବେକ୍ଷକ

ଭୁବନେଶ୍ୱର: ଆଗାମୀ ଭାରତ-ୱେଷ୍ଟଇଣ୍ଡିଜ ଟି୨୦ ସିରିଜ ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇଛି । ଓଡିଶା କ୍ରିକେଟ ଆସୋସିଏଶନ ସଦସ୍ୟ ସୁଶାନ୍ତ କୁମାର ମହାନ୍ତଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ପ୍ରଦାନ କରିଛି ବିସିସିଆଇ । ଉଭୟ ଦେଶ ମଧ୍ୟରେ ୩ଟି ଟି୨୦ ସିରିଜ ମ୍ୟାଚ ଖେଳାଯିବ ।…

ୱେଷ୍ଟଇଣ୍ଡିଜ ବିପକ୍ଷ ଟି୨୦ ସିରିଜରୁ ଓହରିଲେ ରାହୁଲ, ଅକ୍ଷର

ନୂଆଦିଲ୍ଲୀ:ଫେବୃୟାରୀ ୧୬ରୁ ଇଡେନଗାର୍ଡେନରେ ଆରମ୍ଭ ହେବାକୁ ଯାଉଥିବା ଟି୨୦ ସିରିଜ ପୂର୍ବରୁ ଭାରତୀୟ କ୍ରିକେଟ ଦଳକୁ ଶକ୍ତ ଧକ୍କା ଲାଗିଛି । ଟିମ ଇଣ୍ଡିଆର ୨ ମ୍ୟାଚ ବିଜେତା କେଏଲ ରାହୁଲ ଓ ଅକ୍ଷର ପଟେଲ ଆଘାତ ସମସ୍ୟା ଯୋଗୁ ସିରିଜରୁ ଓହରି ଯାଇଛନ୍ତି । ଅଧିନାୟକ ରୋହିତ ଶର୍ମା ବର୍ତମାନ…

ବାପା ହେଲେ ୱେଷ୍ଟଇଣ୍ଡିଜ ଅଲରାଉଣ୍ଡର ବ୍ରାଥୱେଟ, ଝିଅର ନାମ ରଖିଲେ ଇଡେନ ରୋଜ

କୋଲକାତା: ୱେଷ୍ଟଇଣ୍ଡିଜ କ୍ରିକେଟ ଦଳର ଅଲରାଉଣ୍ଡର କାର୍ଲସ ବ୍ରାଥୱେଟ କନ୍ୟା ସନ୍ତାନର ବାପା ହୋଇଛନ୍ତି । ତାଙ୍କ ପତ୍ନୀ ଜେସିକା ଫେଲିକ୍ସ ଆଜି ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ । ବ୍ରାଥୱେଟ ଏହି ଖୁସି ଖବର ଇନଷ୍ଟାଗ୍ରାମରେ ଶେୟାର କରିଥିଲେ । ସେ ତାଙ୍କ ଝିଅର ନାନ ଇଡେନ ରୋଜ ରଖିଛନ୍ତି ।…

ରୋହିତଙ୍କ ଆଙ୍ଗ୍ରୀ ଅବତାର

ଅହମ୍ମଦାବାଦ: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ଭାରତ ବିଜୟ ହାସଲ କରିବା ସହ ୩ମ୍ୟାଚ ବିଶିଷ୍ଟ ସିରିଜରେ ୨-୦ର ଅଗ୍ରଣୀ ହାସଲ କରିନେଇଛି । ତେବେ ଏହି ମ୍ୟାଚରେ ଅଧିନାୟକ ରୋହିତ ଶର୍ମାଙ୍କ ଆଙ୍ଗ୍ରୀ ଅବତାର ଦେଖିବାକୁ ମିଳିଛି । ୱେଷ୍ଟଇଣ୍ଡିଜର ବ୍ୟାଟିଂ ସମୟରେ…

ରିଷଭ ପନ୍ଥ କାହିଁକି ଓପେନିଂ କରିଥିଲେ, ରୋହିତ କହିଲେ କାରଣ

ଅହମ୍ମଦାବାଦ: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦ୍ୱିତୀୟ ଦିନିକିଆରେ ରୋହିତ ଶର୍ମାଙ୍କ ସହ ଇନିଂସ ଓପନ୍ କରିଥିଲେ ରିଷଭ ପନ୍ଥ । ଇନଫର୍ମ ଲୋକେଶ ରାହୁଲ ଥାଇ ବି କାହିଁକି ପନ୍ଥ ଓପେନିଂ କଲେ ? ଏହାକୁ ନେଇ ଚର୍ଚ୍ଚା ଚାଲିଥିଲା । ମ୍ୟାଚ୍ ଜିତିବା ପରେ କ୍ୟାପଟେନ୍ ରୋହିତ ଶର୍ମା ଏହା ପଛର କାରଣ…