Latest Odisha News

BREAKING NEWS

Browsing Category

କ୍ରିକେଟ

ଭାରତ ବିପକ୍ଷ ସୀମିତ ଓଭର ବିଶିଷ୍ଟ କ୍ରିକେଟ କାର୍ଯ୍ୟସୂଚୀ ଘୋଷଣା କଲା ଇସିବି

ଲଣ୍ଡନ: ଭାରତ-ଇଂଲଣ୍ଡ ସୀମିତ ଓଭର ବିଶିଷ୍ଟ କ୍ରିକେଟ ସିରିଜ ପାଇଁ ଇସିବି କାର୍ଯ୍ୟସୂଚୀ ଘୋଷଣା କରିଛି । ଦୁଇ ଦଳ ମଧ୍ୟରେ ଟେଷ୍ଟ ସିରିଜର ଅନ୍ତିମ ମ୍ୟାଚ ୧୦ ସେପ୍ଟେମ୍ବରରୁ ଆରମ୍ଭ ହେବ । ଭାରତ ଆସନ୍ତା ବର୍ଷ ପୁନର୍ବାର ଇଂଲଣ୍ଡ ଗସ୍ତରେ ଯିବ । ସେଠାରେ ୩ଟି ଦିନିକିଆ ଏବଂ ସମାନ ସଂଖ୍ୟକ…

ରବି ଶାସ୍ତ୍ରୀ, କୋହଲିଙ୍କ ଉପରେ ବିସିସିଆଇ ଅସନ୍ତୁଷ୍ଟ !

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ (ବିସିସିଆଇ) ଅଧିନାୟକ ବିରାଟ କୋହଲି ଓ କୋଚ ରବି ଶାସ୍ତ୍ରୀଙ୍କ ଉପରେ ଅସନ୍ତୁଷ୍ଟ ରହିଛି । ଏହାର କାରଣ ହେଲା ଶାସ୍ତ୍ରୀ, କୋହଲି ମନା କରାଯିବା ସତ୍ୱେ ଏକ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏଠାରେ ଉପସ୍ଥିତ ଭୀଡ ଯୋଗୁ…

ଭିନୁ ମଙ୍କଡ ଟ୍ରଫି ପାଇଁ ଓଡିଶା ଦଳ ଘୋଷିତ

ଭୁବନେଶ୍ୱର: ୧୯ ବର୍ଷରୁ କମ୍ ଭିନୁ ମଙ୍କଡ ଟ୍ରଫି ପାଇଁ ଓଡିଶା କ୍ରିକେଟ ଦଳ ଘୋଷଣା କରାଯାଇଛି । ମୋହାଲୀରେ ସେପ୍ଟମ୍ବର ୨୮ରୁ ଆରମ୍ଭ ହେବାକୁ ଯାଉଥିବା ଏହି ଟୁର୍ଣ୍ଣାମେଂଟରେ ୨୨ ଜଣିଆ ଓଡିଶା ଦଳର ନେତୃତ୍ୱ ସୂର୍ଯ୍ୟ ମହାପାତ୍ର ନେବେ । ସେପ୍ଟେମ୍ବର ୨୮ରେ ଉତରପ୍ରଦେଶ ବିପକ୍ଷରେ ଅଭିଯାନ…

୫୦ ବର୍ଷ ପରେ ଓଭାଲରେ ବିଜୟ ହାସଲ କଲା ଟିମ ଇଣ୍ଡିଆ

ଓଭାଲ:ଏଠାରେ ଅନୁଷ୍ଠିତ ୪ର୍ଥ କ୍ରିକେଟ ଟେଷ୍ଟରେ ଭାରତ ୧୫୭ ରନରେ ଇଂଳଣ୍ଡକୂୁ ପରାସ୍ତ କରିଛି । ଏଥିସହ ୫୦ ବର୍ଷ ପରେ ଓଭାଲରେ ଭାରତ ଆୟୋଜକ ଇଂଲଣ୍ଡକୁ ପରାସ୍ତ କରିବାରେ ସଫଳ ହୋଇଛି । ସେହିପରି ୩୫ ବର୍ଷ ପରେ ଇଂଲଣ୍ଡ ମାଟିରେ ଭାରତ ଗୋଟିଏ ସିରିଜରେ ୨ଟି ମ୍ୟାଚ ଜିତିଛି । ଭାରତ ସିରିଜରେ…

ଦ୍ରୁତ ୧୦୦ ଉଇକେଟ ହାସଲରେ କପିଳଦେବଙ୍କ ରେକର୍ଡ ଭାଙ୍ଗିଲେ ବୁମରାହ

ନୂଆଦିଲ୍ଲୀ: ଚଳିତ ଇଂଲଣ୍ଡ ବିପକ୍ଷ ଚତୁର୍ଥ କ୍ରିକେଟ ଟେଷ୍ଟର ଅନ୍ତିମ ଦିବସରେ ଭାରତର ପେସ ବୋଲର ଯଶପ୍ରୀତ ବୁମରାହ ନୂତନ ରେକର୍ଡ ସୃଷ୍ଟି କରିଛନ୍ତି । କମ୍ ମ୍ୟାଚରେ ୧୦୦ ଉଇକେଟ ହାସଲ କରିବାରେ ସେ କପିଳ ଦେବଙ୍କୁ ପଛରେ ପକାଇ ଦେଇଛନ୍ତି । ପୂର୍ବରୁ ଭାରତ ପକ୍ଷରୁ କପିଳ ଦେବ(୨୫ ମ୍ୟାଚରେ…

ଦ୍ୱିତୀୟ ଥର ପାଇଁ ପିତା ହେଲେ ଜୋସ ବଟଲର

ଲଣ୍ଡନ: ଇଂଲଣ୍ଡ କ୍ରିକେଟର ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ଜୋସ ବଟଲର ଦ୍ୱିତୀୟ ଥର ପାଇଁ ପିତା ହୋଇଛନ୍ତି । ତାଙ୍କ ପତ୍ନୀ ଲୁଇସ ୱେବର ରବିବାର କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି । ବଟଲର ତାଙ୍କ ଝିଅର ନାମ ମ୍ୟାଗି ରଖିଛନ୍ତି । ଆଇପିଏଲ ଟିମ ରାଜସ୍ଥାନ ରୟାଲ୍ସ ପ୍ରଶଂସକଙ୍କ ସହ ଏହି ଖୁସି ଖବର…

ଇଂଲଣ୍ଡ ସମ୍ମୁଖରେ ୩୬୮ ରନର ବିଜୟ ଲକ୍ଷ୍ୟ ରଖିଲା ଭାରତ

ଓଭାଲ: ଏଠାରେ ଚାଲିଥିବା ଚତୁର୍ଥ କ୍ରିକେଟ ଟେଷ୍ଟରେ ଭାରତ ୪ର୍ଥ ଦିବସରେ ଇଂଲଣ୍ଡ ସମ୍ମୁଖରେ ୩୬୮ ରନର ବିଜୟ ଲକ୍ଷ୍ୟ ରଖିଛି । ରୋହିତ ଶର୍ମା (୧୨୭ରନ)ଙ୍କ ଚମତ୍କାର ଶତକ ପରେ ରିଷଭ ପନ୍ତ(୫୦) ଓ ଶାର୍ଦ୍ଦୁଳ ଠାକୁର(୬୦) ଆକର୍ଷଣୀୟ ଅର୍ଦ୍ଧଶତକ ଯୋଗୁ ଭାରତ ଦ୍ୱିତୀୟ ଇନିଂସରେ ୪୬୬ ରନ ସଂଗ୍ରହ…

ଟିମ୍ ଇଣ୍ଡିଆ ମୁଖ୍ୟ କୋଚ ଶାସ୍ତ୍ରୀ କରୋନା ପଜିଟିଭ

ଓଭାଲ: ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟ ଅବସରରେ ଭାରତୀୟ କ୍ରିକେଟ ଦଳକୁ ଶକ୍ତ ଧକ୍‌କା ଲାଗିଛି । ଦଳର ମୁଖ୍ୟ କୋଚ ରବି ଶାସ୍ତ୍ରୀ କରୋନା ପଜିଟିଭ ହୋଇଛନ୍ତି । ସେ ଏବେ ଆଇସୋଲେସନରେ ରହିଛନ୍ତି । ଶାସ୍ତ୍ରୀଙ୍କ ସମେତ ୪ଜଣଙ୍କୁ ମଧ୍ୟ ଆଇସୋଲେଶସନରେ ରହିବା ପାଇଁ କୁହାଯାଇଛି । ସେମାନ ହେଲେ…

ଦ୍ୱିତୀୟ ଓପନର ଭାବେ ଦ୍ରୁତ ୧୧୦୦୦ ରନ କଲେ ରୋହିତ

ନୂଆଦିଲ୍ଲୀ: ହିଟମ୍ୟାନ ରୋହିତ ଶର୍ମା ଆନ୍ତର୍ଜାତୀୟ କ୍ରିକେଟରେ ଦ୍ୱିତୀୟ ଓପନର ଭାବେ ଦ୍ରୁତ ୧୧୦୦୦ ରନ ପୂର୍ଣ୍ଣ କରିବା ଗୌରବ ଅର୍ଜନ କରିଛନ୍ତି । ଇନିଂସ ଆଧାରରେ ସେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ପଛକୁ ରହିଛନ୍ତି । ସଚିନ ୨୪୧ ଇନିଂସରେ ଏହି କୀର୍ତିମାନ କରିଥିବା ବେଳେ ରୋହିତ…

ଆନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଲେ ଡେଲ ଷ୍ଟେଇନ

ଡର୍ବାନ: ଦକ୍ଷିଣ ଆଫ୍ରିକା କ୍ରିକେଟର ମହାନ ବୋଲର ଡେଲ ଷ୍ଟେଇନ କ୍ରିକେଟର ସମସ୍ତ ଫର୍ମାଟକୁ ଅଲବିଦା କହିଛନ୍ତି । ୩୮ ବର୍ଷୀୟ ଏହି ପେସ ବୋଲର ତାଙ୍କ କ୍ୟାରିୟରରେ ୯୩ ଟେଷ୍ଟ, ୧୨୫ ଦିନିକିଆ ଓ ୪୭ ଟି୨୦ ମ୍ୟାଚ ଖେଳିଛନ୍ତି । ଏବେ ସେ ବେଶ୍ କିଛି ଦିନ ହେବ ଆଘାତ ସମସ୍ୟାରେ ପଡିଥିଲେ । ଟେଷ୍ଟ…