Latest Odisha News

BREAKING NEWS

Browsing Category

ଫୂଟବଲ

ୟୁରୋକପ ଫୁଟବଲ: ସେମିଫାଇନାଲରେ ସ୍ପେନ-ଇଟାଲୀ ମୁକାବିଲା

ଲଣ୍ଡନ: ୟୁରୋକପ ଫୁଟବଲ ପ୍ରଥମ ସେମିଫାଇନାଲରେ ଦୁଇ ଶକ୍ତିଶାଳୀ ଟିମ୍ ଇଟାଲୀ ଓ ସ୍ପେନ ମଧ୍ୟରେ ମୁକାବିଲା ହେବ । ଇଟାଲୀ କ୍ରମାଗତ ୩୨ ମ୍ୟାଚରେ ଅପରାଜେୟ ରହିଥିବା ବେଳେ ସ୍ପେନ ମଧ୍ୟ ଲଗାତାର ୧୨ ମ୍ୟାଚ ଜିତି ଭଲ ଫର୍ମରେ ରହିଛି । ଉଭୟ ଟିମ୍ ୪ର୍ଥ ଥର ପାଇଁ ଏହି ମୁକାବିଲାରେ ସାମ୍ନା ସାମ୍ନି…

୬୦ ବର୍ଷ ପରେ ୟୁରୋ କପ କ୍ୱାର୍ଟରରେ ପ୍ରବେଶ କଲା ସୁଇଜରଲାଣ୍ଡ

ବୁଖାରେଷ୍ଟ: ୬୦ ବର୍ଷ ପରେ ୟୁରୋ କପ ଫୁଟବଲ କ୍ୱାର୍ଟର ଫାଇନାଲରେ ପ୍ରବେଶ କରି ଇତିହାସ ରଚିଛି ସୁଇଜରଲାଣ୍ଡ । ବିଶ୍ୱ ଚାମ୍ପିୟନ ଫ୍ରାନ୍ସକୁ ପେନାଲ୍ଟି ଶୁଟଆଉଟରେ ୫-୪ରେ ହରାଇ ଦଳ ଏହି ସଫଳତା ହାସଲ କରିଛି । ଚୂଡାନ୍ତ ସମୟରେ ୩-୩ରେ ମ୍ୟାଚ ଶେଷ ହୋଇଥିଲା । ପେନାଲ୍ଟି ଶୁଟଆଉଟରେ ଫ୍ରାନ୍ସ…

ୟୁରୋ କପରେ କମାଲ କଲା ବେଲଜିୟମ, ଚାମ୍ପିୟନ ପର୍ତୁଗାଲକୁ ହରାଇ କ୍ୱାର୍ଟରରେ

ନୂଆଦିଲ୍ଲୀ: ୟୁରୋକପ ଫୁଟବଲରେ ଆଜି ବଡ ଧରଣର ବିପର୍ଯ୍ୟୟ ସୃଷ୍ଟି କରିଛି ବେଲଜିୟମ । ପ୍ରି-କ୍ୱାର୍ଟର ମୁକାବିଲାରେ ବେଲଜିୟମ ଚାମ୍ପିୟନ ପର୍ତୁଗାଲକୁ ୧-୦ ଗୋଲରେ ହରାଇ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି । କ୍ୱାର୍ଟରରେ ବେଳଜିୟମ ଏବଂ ଇଟାଲୀ ମଧ୍ୟରେ ମୁକାବିଲା ହେବ । ପର୍ତୁଗାଲ ଅଧିନାୟକ…

ରୋନାଲ୍ଡୋ ଏପରି କଣ କଲେ ଯେ, କୋକା କୋଲା କମ୍ପାନୀର କ୍ଷତି ହେଲା ୨୯ହଜାର କୋଟି !

ବୁଡାପେଷ୍ଟ: ଚଳିତ ୟୁରୋକପ ଫୁଟବଲରେ ପର୍ତୁଗାଲର ଷ୍ଟାର ଖେଳାଳି କ୍ରିଷ୍ଟିଆନ ରୋନାଲ୍ଡୋଙ୍କ ଯୋଗୁ ମୃଦୁ ପାନୀୟ କମ୍ପାନୀ କୋକା କୋଲା ୨୯ ହଜାର କୋଟି ଟଙ୍କାର କ୍ଷତି ସହିଛି । ଏକ ପ୍ରେସ କନଫେରେନ୍ସରେ ରୋନାଲ୍ଡୋ ଟେବୁଲ ଉପରେ କୋକାକୋଲା ବୋତଲ ଦେଖି ବିରକ୍ତ ହୋଇଥିଲେ । ସେ ୨ଟି ବୋତଲ ହଟାଇବା…

ଗୋଟିଏ ମ୍ୟାଚରେ ୬ ରେକର୍ଡ କଲେ କ୍ରିଷ୍ଟିଆନୋ ରୋନାଲ୍ଡୋ

ବୁଡାପେଷ୍ଟ: ଆଧୁନିକ ଫୁଟବଲର ଶ୍ରେଷ୍ଠ ଖେଳାଳି ଭାବେ ପରିଚିତ ପର୍ତୁଗାଲର କ୍ରିଷ୍ଟିଆନୋ ରୋନାଲ୍ଡୋ ଚଳିତ ୟୁରୋକପରେ ଗୋଟିଏ ମ୍ୟାଚରେ ୬ଟି ରେକର୍ଡ ସୃଷ୍ଟି କରିଛନ୍ତି । ହଙ୍ଗେରୀ ବିପକ୍ଷ ମ୍ୟାଚରେ ରୋନାଲ୍ଡୋଙ୍କ ଚମତ୍କାର ପ୍ରଦର୍ଶନ ବଳରେ ପର୍ତୁଗାଲ ୩-୦ରେ ବିଜୟ ଅଭିଯାନ ଆରମ୍ଭ କରିଛି ।…

କୋପା ଆମେରିକା ଫୁଟବଲରେ କରୋନା ସଙ୍କଟ

ବ୍ରାସିଲିଆ: ଦକ୍ଷିଣ ଆମେରିକା ଫୁଟବଲ କନଫେଡେରେଶନ ଦ୍ୱାରା ଆୟୋଜିତ କୋପା ଆମେରିକା ଟୁର୍ଣ୍ଣାମେଂଟରେ କରୋନା ସଙ୍କଟ ଦେଖା ଦେଇଛି । ରିପୋର୍ଟ ମୁତାବକ ଏ ପର୍ଯ୍ୟନ୍ତ ୩୧ ଖେଳାଳି ଓ ୧୦ ହୋଟେଲ କର୍ମଚାରୀ କରୋନା ସଂକ୍ରମିତ ହୋଇଥିବା ବ୍ରାଜିଲର ସ୍ୱାସ୍ଥ୍ୟ ମନ୍ତ୍ରୀ ମାର୍ସିଲୋ କ୍ୱିରୋଗା…

ୟୁରୋ କପ ଫୁଟବଲ: କ୍ରୋଏସିଆକୁ ହରାଇ ଅଭିଯାନ ଆରମ୍ଭ କଲା ଇଂଲଣ୍ଡ

ନୂଆଦିଲ୍ଲୀ: ୟୁରୋ କପ ଫୁଟବଲ ଟୁର୍ଣ୍ଣାମେଂଟରେ ରବିବାର ୱେମ୍ବଲିଂରେ ଖେଳାଯାଇଥିବା ଏକ ରୋମାଂଚପୂର୍ଣ୍ଣ ମୁକାବିଲାରେ କ୍ରୋଏସିଆକୁ ୧-୦ ଗୋଲରେ ହରାଇ ଇଂଲଣ୍ଡ ତାର ଅଭିଯାନ ଆରମ୍ଭ କରିଛି । ଫିଫା ୨୦୧୮ ବିଶ୍ୱକପ ଫାଇନାଲିଷ୍ଟ କ୍ରୋଏସିଆ ଭଲ ପ୍ରଦର୍ଶନ କରି କେତେକ ସୁଯୋଗ ସୃଷ୍ଟି କରିଥିଲେ…

ଆନ୍ତର୍ଜାତୀୟ ଗୋଲ ସ୍କୋରରେ ମେସିଙ୍କୁ ପଛରେ ପକାଇଲେ ସୁନୀଲ ଛେତ୍ରୀ

ନୂଆଦିଲ୍ଲୀ: ଭାରତୀୟ ଫୁଟବଲର ମହାନ ଖେଳାଳି ସୁନୀଲ ଛେତ୍ରୀ ଆନ୍ତର୍ଜାତୀୟ ଗୋଲ ସ୍କୋରରେ ଆର୍ଜେଂଟିନାର ଲିଓନେଲ ମେସିଙ୍କୁ ପଛରେ ପକାଇଛନ୍ତି । ଫିଫା ବିଶ୍ୱକପ ଓ ଏସିଆକପ ଯୋଗ୍ୟତା ପର୍ଯ୍ୟାୟ ମୁକାବିଲାରେ ସେ ବାଂଲାଦେଶ ବିପକ୍ଷରେ ୨ଟି ଗୋଲ ସ୍କୋର କରିଥିଲେ । ମେସି ୧୪୩ ମ୍ୟାଚରେ ୭୨ ଗୋଲ…

୧୧ ଜୁନରୁ ୧୧ ଜୁଲାଇ ପର୍ଯ୍ୟନ୍ତ ଆୟୋଜିତ ହେବ ୟୁରୋ କପ, ଏଥର ୧୧ ଦେଶରେ ଖେଳାଯିବ

ନୂଆଦିଲ୍ଲୀ: ୟୁଇଏଫଏ ୟୁରୋ କପ ଟୁର୍ଣ୍ଣାମେଂଟ ୧୧ଜୁନରୁ ୧୧ ଜୁଲାଇ ପର୍ଯ୍ୟନ୍ତ ଆୟୋଜିତ ହେବ । ଭାରତୀୟ ସମୟ ଅନୁସାରେ ଏହା ରାତି ୧୨ଟା୩୦ରୁ ଆରମ୍ଭ ହେବ । ଆଜରବୈଜାନାର ବାକୁ, ଡେନମାର୍କର କୋପେନହେଗନ, ଇଂଲଣ୍ଡର ଲଣ୍ଡନ, ଜର୍ମାନୀର ମ୍ୟୁନିକ, ହଙ୍ଗେରୀର ବୁଡାପେଷ୍ଟ, ଇଟାଲୀର ରୋମ,…

ଡିଫେଣ୍ଡର ଲାଲରୁଆଥାରାଙ୍କ ସହ ଚୁକ୍ତି କଲା ଓଡିଶା ଏଫସି

ଭୁବନେଶ୍ୱର: ଇଣ୍ଡିଆନ ସୁପର ଲିଗ ଫୁଟବଲର ୮ମ ସଂସ୍କରଣ ପାଇଁ ମଙ୍ଗଳବାର ୨୬ ବର୍ଷୀୟ ଭାରତୀୟ ଡିଫେଣ୍ଡର ଲାଲରୁଆଥାରାଙ୍କ ସହ ଓଡିଶା ଏଫସି ଚୁକ୍ତି କରିଛି । ଏହି ଉଦୀୟମାନ ଖେଳାଳି ୨ ବର୍ଷ ପାଇଁ ଚୁକ୍ତିବଦ୍ଧ ହୋଇଛନ୍ତି । ସେ ୨୦୧୫ରେ ଆଇଜାଲ ଏଫସି ପକ୍ଷରୁ ପ୍ରଫେଶନାଲ କ୍ୟାରିୟର ଆରମ୍ଭ…