Latest Odisha News

BREAKING NEWS

Browsing Category

ହକି

ଅର୍ଜୁନ ପୁରସ୍କାର ପାଇଁ ଅଣଦେଖା ହେଲେ ଓଡିଶାର ବୀରେନ୍ଦ୍ର ଲାକ୍ରା, ଦୀପଗ୍ରେସ ଏକ୍କା !

ଭୁବନେଶ୍ୱର: ୨୦୨୧ ଅର୍ଜୁନ ପୁରସ୍କାର ପାଇଁ ହକି ଇଣ୍ଡିଆ କେଉଁ ନୀତି ଆପଣାଇଛି ତାହା ଜଣାପଡୁ ନାହିଁ । ପ୍ରଦର୍ଶନ, ଅଭିଜ୍ଞତା ନା ଆଉ କିଛି ? ତେବେ ଏଥର ଅର୍ଜୁନ ପୁରସ୍କାର ପାଇଁ ଭାରତର ଦୁଇ ଆନ୍ତର୍ଜାତୀୟ ଷ୍ଟାର ବୀରେନ୍ଦ୍ର ଲାକ୍ରା ଏବଂ ଦୀପଗ୍ରେସ ଏକ୍କାଙ୍କ ନାମ ପଠାଯାଇ ନାହିଁ । ଏହି…

ଦମଦାର ଦୀପ୍

ଭୁବନେଶ୍ୱର: ଓଡ଼ିଆ ମହିଳା ହକି ଷ୍ଟାର ଦୀପ ଗ୍ରେସ୍ ଏକ୍କା । ଇଣ୍ଡିଆନ୍ ହକି ଟିମ୍‌ର ଭାଇସ୍ କ୍ୟାପଟେନ୍ ଭାବେ ନିଯୁକ୍ତ ହୋଇଛନ୍ତି ଦୀପ୍ । ଟୋକିଓ ଅଲିମ୍ପିକ୍ସ ପାଇଁ ଘୋଷିତ ୧୬ ଜଣିଆ ଭାରତୀୟ ମହିଳା ହକି ଦଳରେ ଜଣେ ଓଡ଼ିଆ ହେଉଛନ୍ତି ଦୀପ୍ । ସୁନ୍ଦରଗଡ଼ ଲୁଲକିଡି ନାଁରେ ଏକ ଛୋଟ ଗାଁରେ ଜନ୍ମ…

ଟୋକିଓ ଅଲିମ୍ପିକ୍ସ: ଭାରତୀୟ ମହିଳା ହକି ଦଳର ଉପ ଅଧିନାୟିକା ହେଲେ ଦୀପ ଗ୍ରେସ

ଭୁବନେଶ୍ୱର: ଆଗାମୀ ଟୋକିଓ ଅଲିମ୍ପିକ୍ସ ପୂର୍ବରୁ ଭାରତୀୟ ମହିଳା ହକି ଦଳରେ ଓଡିଶାର ଦୀପ ଗ୍ରେସ ଏକ୍କାକୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମିଳିଛି । ୧୬ ଜଣିଆ ଦଳରେ ଭେଟେରାନ ଷ୍ଟ୍ରାଇକର ରାନୀ ରାମପଲଙ୍କୁ ଦଳର ଅଧିନାୟିକା ଏବଂ ଦୀପ ଗ୍ରେସ ଓ ସବିତାଙ୍କୁ ଉପ ଅଧିନାୟିକା ଦାୟିତ୍ୱ ତୁଲାଇବେ ।…

ଦୀପଗ୍ରେସ ଏକ୍କା: ଲୁଲକିଡିହି-ବାହାମିନିବାହଲରୁ ଟୋକିଓ

ରାଉରକେଲା: ସୁନ୍ଦରଗଡର ଲୁଲକିଡିହି-ବାହାମିନିବାହଲର ବାଲିସଙ୍କରା ବ୍ଲକର ଦୀପଗ୍ରେସ ଏକ୍କା ଆଗାମୀ ଟୋକିଓ ଅଲିମ୍ପିକ୍ସ ପାଇଁ ଭାରତୀୟ ମହିଳା ହକି ଦଳରେ ସ୍ଥାନ ପାଇଁ ଓଡିଶାକୁ ଗୌରାବନ୍ୱିତ କରିଛନ୍ତି । ଓଡିଶାର ପ୍ରଥମ ମହିଳା ଭାବେ ସେ ୨ଟି ଅଲିମ୍ପିକ୍ସ ଖେଳିବାକୁ ଯାଉଛନ୍ତି । ଏହା ପୂର୍ବରୁ…

ଟୋକିଓ ଅଲିମ୍ପିକ୍ସ ପାଇଁ ଭାରତୀୟ ମହିଳା ହକି ଦଳ ଘୋଷିତ, ଓଡିଆ ଝିଅ ଦୀପଗ୍ରେସ ଏକ୍କାଙ୍କୁ ସୁଯୋଗ

ଭୁବନେଶ୍ୱର: ଆଗାମୀ ଟୋକିଓ ଅଲିମ୍ପିକ୍ସ ପାଇଁ ଗୁରୁବାର ହକି ଇଣ୍ଡିଆ ୧୭ଜଣିଆ ଭାରତୀୟ ମହିଳା ଦଳ ଘୋଷଣା କରାଯାଇଛି । ଏହି ଟିମରେ ଜଣେ ମାତ୍ର ଓଡିଆ ଝିଅ ଦୀପଗ୍ରେସ ଏକ୍କାଙ୍କୁ ସୁଯୋଗ ମିଳିଛି । ରିଓ ଅଲିମ୍ପିକ୍ସରେ ୪ଜଣ ଓଡିଆଙ୍କୁ ସୁଯୋଗ ମିଳିଥିଲା । ଯାହାକୁ ନେଇ ଓଡିଶା ହକିପ୍ରେମୀ…

ଅଲିମ୍ପିକ ଚାମ୍ପିୟନକୁ ହରାଇଲା ଭାରତୀୟ ହକି ଦଳ

ଭୁବନେଶ୍ୱର:ଏଫଆଇଏଚ ପ୍ରୋ ହକି ଲିଗରେ ଭାରତୀୟ ଖେଳାଳିମାନେ ପ୍ରଭାବୀ ପ୍ରଦର୍ଶନ ଜାରୀ ରଖିଛନ୍ତି । କ୍ରମାଗତ ଦ୍ୱିତୀୟ ଥର ଭାରତ ଅଲିମ୍ପିକ ଚାମ୍ପିୟନ ଆର୍ଜେଂଟିନାକୁ ୩-୦ ଗୋଲରେ ପରାସ୍ତ କରିଛି । ପୂର୍ବରୁ ସଂଘର୍ଷପୂର୍ଣ୍ଣ ପ୍ରଥମ ମ୍ୟାଚରେ ଭାରତ ଶୁଟଆଉଟରେ ୩-୨ ଗୋଲରେ ବିଜୟୀ ହୋଇଥିଲା ।…

ଜାତୀୟ ଜୁନିୟର ମହିଳା ହକି ଚାମ୍ପିୟନଶିପ ଘୁଂଚିଲା

ଭୁବନେଶ୍ୱର: ଝାଡଖଣ୍ଡ ସିମଡେଗାରେ ହେବାକୁ ଥିବା ଜାତୀୟ ଜୁନିୟର ମହିଳା ହକି ଚାମ୍ପିୟନଶିପକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି । ଏପ୍ରିଲ ୩ରୁ ଏହି ଚାମ୍ପିୟନଶିପ ଆରମ୍ଭ ହେବାର ଥିଲା । ଜଣେ କୋଚ ଏବଂ ୧୧ଜଣ ଖେଳାଳି କୋଭିଡ-୧୯ ସଂକ୍ରିମତ ଥିବା ଜଣାପଡିବା ପରେ ଏହି ପଦକ୍ଷେପ…

ଜାତୀୟ ସବଜୁନିୟର ମହିଳା ଏକାଡେମୀ ହକି : ସେମିଫାଇନାଲ ଲାଇନ ଅପ ଚୂଡାନ୍ତ

ଭୁବନେଶ୍ୱର: ହକି ଇଣ୍ଡିଆ ଓ ନାଭାଲ ଟାଟା ହକି ଏକାଡେମୀ ପକ୍ଷରୁ ଆୟୋଜିତ ଜାତୀୟ ସବ ଜୁନିୟର ମହିଳା ଏକାଡେମୀ ହକିର ସେମିଫାଇନାଲ ଲାଇନ ଅପ ଚୂଡାନ୍ତ ହୋଇଯାଇଛି । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଏହି ପ୍ରତିଯୋଗିତାର ୨ଟି ଯାକ ସେମିଫାଇନାଲ ମ୍ୟାଚ ମାର୍ଚ୍ଚ ୨୪ରେ ଖେଳାଯିବ ।…

ଜାତୀୟ ସବଜୁନିୟର ଏକାଡେମୀ ମହିଳା ହକି : ୪୨ ଗୋଲ ବ୍ୟବଧାନରେ ଜିତିଲା ମଧ୍ୟପ୍ରଦେଶ

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ଜାତୀୟ ସବଜୁନିୟର ଏକାଡେମୀ ମହିଳା ହକିରେ ମଧ୍ୟପ୍ରଦେଶ କରିଛି ଗୋଲ ବର୍ଷା । ତାମିଲନାଡୁ ବିପକ୍ଷ ମୁକାବିଲାରେ ମଧ୍ୟପ୍ରଦେଶ ୪୨-୦ ଗୋଲରେ ବିଜୟ ହାସଲ କରିିଛି । ବିଜୟୀ ଦଳ ପକ୍ଷରୁ ଭୂମିକ୍ଷା ସାହୁ ୯ଟି, କ୍ରିଷ୍ଣା ଶର୍ମା ୭ଟି, ହୁଦା ଖାଁ ୫ଟି,…

ନାଭାଲ ଟାଟା ହକି ଗ୍ରାସରୁଟ ଲିଗ୍‌: ବାଳକ ବିଭାଗରେ ସବଡେଗା, ବାଳିକାରେ ମାଝପଡା ଚାମ୍ପିୟନ

ଭୁବନେଶ୍ୱର: ପ୍ରଥମ ନାଭାଲ ହକି ଗ୍ରାସରୁଟ କଳିଙ୍ଗ ହକି କମ୍ପେ୍ଲକ୍ସରେ ସଫଳତାର ସହ ଆୟୋଜିତ ହୋଇଯାଇଛି । ବାଳକ ବିଭାଗରେ ସବଡେଗା ଓ ବାଳିକାରେ ମାଝପଡା ଚାମ୍ପିୟନ ହୋଇଛନ୍ତି । ବାଳିକା ଫାଇନାଲରେ ମାଝପଡା ୨-୦ ଗୋଲରେ ଆଲାନ୍ଦାକୁ ପରାସ୍ତ କରିଥିଲା । ପୁଜା ମାଝି ପ୍ଲେୟାର ଅଫ ଦି ଫାଇନାଲ ଓ…