Latest Odisha News

BREAKING NEWS

Browsing Category

ଖେଳ

ଅଷ୍ଟ୍ରେଲିଆ ମାଟିରେ ସିରିଜ୍ ଜିତି ଇତିହାସ ରଚିଲା ବିରାଟ ବାହିନୀ

ସିଡ଼ନୀ: ବିରାଟ କୋହଲୀଙ୍କ ଅଧିନାୟକତ୍ୱରେ ଭାରତୀୟ କ୍ରିକେଟ ଦଳ ୧୯୪୭ ପରଠାରୁ ପ୍ରଥମ ଥର ଲାଗି ଅଷ୍ଟ୍ରେଲିଆକୁ ନିଜ ମାଟିରେ ପରାସ୍ତ କରି ଐତିହାସିକ ଶୃଙ୍ଖଳା ଜିତି ପାରିଛି । ସ୍ଥାନୀୟ ସିଡ଼ନୀ କ୍ରିକେଟ୍ ଗ୍ରାଉଣ୍ଟରେ ଖେଳାଯାଉଥିବା ବର୍ଷା ବାଧାପ୍ରାପ୍ତ ୪ର୍ଥ ତଥା ଚୂଡ଼ାନ୍ତ ଟେଷ୍ଟ ମ୍ୟାଚ…

ଭାରତର ବିଶାଳ ୫୮୬/୬ ସ୍କୋର, ପୂଜାରାଙ୍କ ପରେ ଋଷଭ କଲେ ଧୂଆଁଧାର ଶତକ

ସିଡ଼ନୀ: ସିଡ଼ନୀଠାରେ ଚାଲିଥିବା ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ୪ର୍ଥ ଟେଷ୍ଟରେ ଚେତେଶ୍ୱର ପୂଜାରାଙ୍କ ଆକର୍ଷଣୀୟ ୧୯୩ ରନ ପରେ ୱିକେଟ ରକ୍ଷକ ଋଷଭ ପନ୍ଥଙ୍କ ଶତକୀୟ ଇନିଂସ ଯୋଗୁଁ ଭାରତ ପ୍ରଥମ ଇନିଂସରେ ବିଶାଳ ୫୮୬/୬ ସ୍କୋର କରି ମଜବୁତ ସ୍ଥିତିରେ ରହିଛି । ଏହି ଐତିହାସିକ…

ସିଡ଼ନୀ ଟେଷ୍ଟ: ପୁଣି ପୂଜାରାଙ୍କ ଦମଦାର୍ ଶତକ, ଭାରତ ୩୦୩/୪

ସିଡ଼ନୀ: ମେଲବୋର୍ଣ୍ଣ ଟେଷ୍ଟରେ ବିଜୟ ହାସଲ କରିପାରି ଭାରତ ଗାଭାସ୍କର-ବୋର୍ଡ଼ର ଟ୍ରଫିକୁ ଏକରକମ କବଜା କରିସାରିଛି । ମାତ୍ର ଏହି ଅଷ୍ଟ୍ରେଲିଆ-ଭାରତ ଟେଷ୍ଟ ଶୃଙ୍ଖଳାକୁ ଜିତି ଭାରତ ନିଜ କ୍ରିକେଟ ଇତିହାସରେ ଏକ ନୂଆ କୀର୍ତ୍ତିମାନ ସ୍ଥାପନ କରିପାରିବ । ଚେତେଶ୍ୱର ପୂଜାରାଙ୍କ ଅପରାଜିତ ୧୩୦ ରନ…

ସିଡନୀ ଟେଷ୍ଟ: ଘୋଷିତ ୧୩ ଜଣିଆ ଦଳରେ ରାହୁଲ ଓ ଅଶ୍ୱିନ୍ ସାମିଲ, ବାଦ୍ ପଡିଲେ ରୋହିତ ଶର୍ମା

ସିଡନୀ : ସିଡନୀରେ ଗୁରୁବାର ଅନୁଷ୍ଠିତ ହେବାକୁ ଯାଉଥିବା ଭାରତ-ଅଷ୍ଟ୍ରେଲିଆ ଚତୁର୍ଥ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍ ପାଇଁ ୧୩ ଜଣିଆ ଭାରତୀୟ ଦଳ ଘୋଷିତ ହୋଇଛି। ଏନେଇ ବିସିସିଆଇ ପକ୍ଷରୁ ଜାରି ଏକ ଟ୍ୱିଟରେ ସୂଚନା ଦିଆଯାଇଛି । ଆଜି ଘୋଷଣା କରାଯାଇଥିବା ୧୩ ଜଣିଆ ଦଳରେ ଓପନର୍ ଲୋକେଶ…

୨୦୧୮ ରେ ଯେଉଁ କ୍ରୀଡ଼ାବିତମାନେ ଓଡ଼ିଶାକୁ କରିଛନ୍ତି ଗୌରବାନ୍ୱିତ, ଜାଣନ୍ତୁ…

ଭୁବନେଶ୍ୱର: ଓଡ଼ିଶାର ପ୍ରତିଭାବାନ କ୍ରିଡ଼ାବିତମାନେ ୨୦୧୮ ମସିହାରେ ଓଡ଼ିଶା କ୍ରୀଡ଼ା ଇତିହାସରେ ନୂଆ କୀର୍ତ୍ତିମାନ ରଚନା କରିଛନ୍ତି । ସେହିପରି ଓଡ଼ିଶା ରାଜ୍ୟ ସରକାରଙ୍କ ଦ୍ୱାରା ଆୟୋଜିତ ବିଶ୍ୱକପ ହକି ପ୍ରତିଯୋଗିତା ଭାରତୀୟ କ୍ରୀଡ଼ା ଇତିହାସ ତଥା ଓଡ଼ିଶା କ୍ରୀଡ଼ା ଜଗତ ଲାଗି ଏକ ସ୍ୱର୍ଣ୍ଣିମ…

ଦମଦାର୍ ପ୍ରଦର୍ଶନ ସହ ମେଲବୋର୍ଣ୍ଣ ଟେଷ୍ଟରେ ଅଷ୍ଟ୍ରେଲିଆକୁ ୧୩୭ ରନରେ ପରାସ୍ତ କଲା ଭାରତ

ମେଲବୋର୍ଣ୍ଣ: ଭାରତୀୟ ଟେଷ୍ଟ ଟିମ୍ କ୍ରିକେଟ ଇତିହାସରେ ୧ମଥର ଲାଗି ଅଷ୍ଟ୍ରେଲିଆ ମାଟିରେ ଟେଷ୍ଟ ସିରିଜ୍ ଜିତି ପାରିବାର ଆଶା ଦୃଢିଭୂତ ହୋଇଛି । ପୂର୍ବରୁ ଭାରତ ନିଜ ମାଟିରେ ସିରିଜ୍ ଜିତିଥିଲେ ମଧ୍ୟ କେବେବି ଅଷ୍ଟ୍ରେଲିଆ ଦଳକୁ ଅଷ୍ଟ୍ରେଲିଆରେ ପରାସ୍ତ କରିପାରିନାହିଁ । ଏଥର କିନ୍ତୁ ସମସ୍ତ…

ବିଜୟର ଦ୍ୱାରଦେଶରେ ଭାରତ, ଅଷ୍ଟ୍ରେଲିଆ ୨୨୦/୮ ସ୍କୋରରେ ସଂଘର୍ଷ ଜାରି

ମେଲବୋର୍ଣ୍ଣ: ଅଷ୍ଟ୍ରେଲିଆର ମେଲବୋର୍ଣ୍ଣରେ ଇତିହାସ ରଚିବାକୁ ଯାଉଛି ଭାରତ । ଆଉ ୨ଟି ୱିକେଟ ହାସଲ ପରେ ଭାରତ ଐତିହାସିକ ବିଜୟ ସହିତ ଅଷ୍ଟ୍ରେଲିଆ ମାଟିରେ ୧ମ ଥର ଲାଗି ଟେଷ୍ଟ ସିରିଜ ବିଜୟ ହାସଲ କରିପାରିବ । ଅଷ୍ଟ୍ରେଲିଆ ତାର ୨ୟ ଇନିଂସରେ ମାତ୍ର ୨୨୦ ରନ କରି ମୂଲ୍ୟବାନ ୮ଟି ୱିକେଟ ହରାଇ…

ବିବାହ ବନ୍ଧନରେ ବାନ୍ଧି ହେଲେ ଓଡ଼ିଶା ହକି ତାରକା ସୁନିତା ଲାକ୍ରା

ରାଉରକେଲା: ମହିଳା ଅଲିମ୍ପିଆନ ଏବଂ ଭାରତୀୟ ମହିଳା ଜାତୀୟ ହକି ଦଳର ପୂର୍ବତନ ଅଧିନାୟିକା ତଥା ଓଡ଼ିଶାର ଜଣାଶୁଣା ହକି ତାରକା ସୁନିତା ଲାକ୍ରା ଶୁକ୍ରବାର ଦିନ ଏକ ଚର୍ଚ୍ଚରେ ସୁମନ ଦୀପକ ଟପ୍ପୋଙ୍କୁ ବିବାହ କରିଛନ୍ତି । ସେମାନେ ଶୁକ୍ରବାର ଦିନ ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁରସ୍ଥିତ ଏକ…

ବୁମରାଙ୍କ ଘାତକ ବୋଲିଂରେ କଙ୍ଗାରୁ ଧରାଶାୟୀ, ଅଷ୍ଟ୍ରେଲିଆ ୧୫୧/୧୦

ମେଲବୋର୍ଣ୍ଣ: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ମେଲବୋର୍ଣ୍ଣଠାରେ ଚାଲିଥିବା ୩ୟ ତଥା ନିର୍ଣ୍ଣାୟକ ଟେଷ୍ଟମ୍ୟାଚର ୩ୟ ଦିବସରେ ଭାରତୀୟ ବୋଲର ଯଶପ୍ରିତ ବୁମରାଙ୍କ ଘାତକ ବୋଲିଂକୁ ସାମ୍ନା କରିନ’ପାରି ଅଷ୍ଟ୍ରେଲିଆ ଦଳ ୧ମ ଇନିଂସରେ ମାତ୍ର ୧୫୧ ରନ କରି ଅଲଆଉଟ ହୋଇଛି । ଏହାଫଳରେ ୨୯୬ ରନର ପ୍ରଥମ ପାଳି…

ମେଲବୋର୍ଣ୍ଣ ଟେଷ୍ଟ: ପୂଜାରାଙ୍କ ଶତକୀୟ ଇନିଂସ, ୪୪୩/୭ ସ୍କୋରରେ ଭାରତର ପାଳି ଘୋଷଣା

ମେଲବୋର୍ଣ୍ଣ: ବିରାଟ ବାହିନୀର ଶକ୍ତିଶାଳୀ ବ୍ୟାଟିଂ ବିଭାଗ ଦଳକୁ ଏକ ମଜବୁତ ସ୍ଥିତିରେ ପହଞ୍ଚାଇଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷ ଚୂଡ଼ାନ୍ତ ମେଲବୋର୍ଣ୍ଣ ଟେଷ୍ଟର ୨ୟ ଦିବସରେ ଭାରତ ୧ମ ଇନିଂସରେ ୭ ୱିକେଟ ବିନିମୟରେ ୪୪୩ କରି ପାଳି ଘୋଷଣା କରିଛି । ବୋର୍ଡ଼ର୍ – ଗାଭାସ୍କର ଟେଷ୍ଟ ଶୃଙ୍ଖଳାକୁ…