Latest Odisha News

BREAKING NEWS

Browsing Category

ଖେଳ

ନ୍ୟୁଜିଲାଣ୍ଡ ୧୫୭ ରନରେ ଅଲଆଉଟ୍, ସହଜ ବିଜୟ ଲକ୍ଷ୍ୟରେ ଭାରତ

ନାପିଏର୍: ଅଷ୍ଟ୍ରେଲିଆ ମାଟିରେ ଉଭୟ ଟେଷ୍ଟ ଓ ଦିନିକିଆ ଶୃଙ୍ଖଳା ଜିତି ଇତିହାସ ରଚିଥିବା ବିରାଟଙ୍କ ଭାରତୀୟ ଦଳ ଏବେ ନ୍ୟୁଜିଲାଣ୍ଡ ଗସ୍ତରେ । ବୁଧବାର ନାପିଏର ଠାରେ ନ୍ୟୁଜିଲାଣ୍ଡ ଓ ଭାରତ ମଧ୍ୟରେ ଖେଳାଯାଉଥିବା ୧ମ ଦିନିକିଆରେ ଶକ୍ତିଶାଳୀ ଭାରତୀୟ ବୋଲରଙ୍କୁ ସାମ୍ନା କରିନପାରି…

ଆଇସିସି କ୍ରିକେଟ୍ ଆୱାର୍ଡ: ସବୁ ପୁରସ୍କାର ପୋଛିନେଲେ ଭାରତୀୟ କପ୍ତାନ ବିରାଟ କୋହଲି

ଦୁବାଇ: ଅଷ୍ଟ୍ରେଲିଆକୁ ନିଜ ମାଟିରେ ଉଭୟ ଟେଷ୍ଟ ଓ ଏକଦିବସୀୟ ଶୃଙ୍ଖଳାରେ ପରାସ୍ତ କରିବା ପରେ ଏବେ ଶକ୍ତିଶାଳୀ ଭାରତୀୟ କ୍ରିକେଟ ଦଳ ମଧ୍ୟ ଟେଷ୍ଟ ର‌୍ୟାଙ୍କିଂରେ ପ୍ରଥମ ସ୍ଥାନ ବଜାୟ ରଖିପାରିଛି । ତେବେ ସବୁଠାରୁ ଖୁସିର କଥା ହେଉଛି ଭାରତୀୟ ଦଳର କପ୍ତାନ ବିରାଟ କୋହଲୀ ଏକାକୀ ସମସ୍ତ ୫ଟି…

ସ୍ପେନ ଗସ୍ତ ଲାଗି ୧୮ ଜଣିଆ ଭାରତୀୟ ମହିଳା ହକି ଦଳରେ ଓଡିଶାର ୨ ଖେଳାଳୀ ସାମିଲ

ନୂଆଦିଲ୍ଲୀ : ଜାନୁଆରୀ ୨୬ ତାରିଖରେ ସ୍ପେନରେ ଆରମ୍ଭ ହେବାକୁ ଥିବା ଖେଳରେ ଭାରତୀୟ ମହିଳା ହକି ଦଳ ପାଇଁ ଘୋଷିତ ୧୮ ଜଣିଆ ଦଳରେ ଓଡିଶାର ହକି ଖେଳାଳୀ ଲିଲିମା ମିଞ୍ଜ ଓ ଦୀପ ଗ୍ରେସ ଏକ୍କା ସ୍ଥାନ ପାଇଛନ୍ତି । ଏସମ୍ପର୍କରେ ହକି ଇଣ୍ଡିଆ ତରଫରୁ ଘୋଷଣା କରାଯାଇଛି । ଏହି ଭାରତୀୟ ହକି…

ଧୋନୀଙ୍କ ଧୁଆଁଧାର ଇନିଂସରେ ଦିନିକିଆ ସିରିଜ ଜିତିଲା ଭାରତ

ମେଲବୋର୍ଣ୍ଣ: ଅଷ୍ଟ୍ରେଲିଆକୁ ନିଜ ମାଟିରେ ଉଭୟ ଟେଷ୍ଟ ଓ ଦିନିକିଆ ସିରିଜରେ ପରାସ୍ତ କରି ଭାରତୀୟ କ୍ରିକେଟ ଦଳ ଐତିହାସିକ ବିଜୟ ହାସଲ କରିପାରିଛି । ବିରାଟ ବାହିନୀ ପକ୍ଷରୁ ବ୍ୟାଟିଂରେ ମହେନ୍ଦ୍ର ସିଂହ ଧୋନୀଙ୍କ ୮୭ ରନ ଏବଂ କେଦାର ଯାଦବଙ୍କ ପ୍ରଶଂସନୀୟ ୬୧ ରନ ତଥା ବୋଲିଂରେ ୟୁଜବେନ୍ଦ୍ର…

ଚହଲଙ୍କ ଘାତକ ବୋଲିଂରେ କଙ୍ଗାରୁ ଧରାଶାୟୀ, ଭାରତର ବିଜୟ ଲକ୍ଷ୍ୟ ୨୩୧ ରନ

ମେଲବୋର୍ଣ୍ଣ: ଆଜି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଅନୁଷ୍ଠିତ ହେଉଥିବା ୩ୟ ତଥା ଚୂଡ଼ାନ୍ତ ଦିନିକିଆରେ ଘରୋଇ କଙ୍ଗାରୁ ଦଳକୁ ମାତ୍ର ୨୩୦ ରନ ସ୍କୋରରେ ଅଟକାଇ ବିରାଟ ବାହିନୀ ଏକ ସହଜ ବିଜୟ ଲକ୍ଷ୍ୟ ପଛରେ ବ୍ୟାଟିଂ ଆରମ୍ଭ କରିଛି । ୟୁଜବେନ୍ଦ୍ର ଚହଲଙ୍କ ବୋଲିଂ କଙ୍ଗାରୁ ଦଳ ଲାଗି ଘାତକ ସାବ୍ୟସ୍ତ…

ମେଲବୋର୍ଣ୍ଣ ଦିନିକିଆ ଟକ୍କର: ସିରିଜ ହାତେଇବା ଲକ୍ଷ୍ୟରେ ଭାରତ

ମେଲବୋର୍ଣ୍ଣ : ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ମେଲବୋର୍ଣ୍ଣରେ ଖେଳାଯାଉଥିବା ସିରିଜର ଆଜି ଅନ୍ତିମ ତଥା ଶେଷ ଦିନିକିଆ ମ୍ୟାଚ ଆରମ୍ଭ ହୋଇଛି । ଏହି ଅନ୍ତିମ ମ୍ୟାଚ ଜିତି ଇତିହାସ ରଚିବା ଲକ୍ଷ୍ୟରେ ବିରାଟ ବାହିନୀ ମଇଦାନକୁ ଓହ୍ଲାଇଛି । ଏହି ଦିନିକିଆ ମ୍ୟାଚରେ ଟସ୍ ଜିତି ଭାରତୀୟ ଦଳ…

ବିରାଟଙ୍କ ଶତକ ଓ ଧୋନୀଙ୍କ ଧୁଆଁଧାର ବ୍ୟାଟିଂରେ ଭାରତର ଚମତ୍କାର ବିଜୟ

ଆଡ଼ିଲେଡ଼: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆଡ଼ିଲେଡ଼ଠାରେ ଅନୁଷ୍ଠିତ ହୋଇଥିବା ୨ୟ ଏକଦିବସୀୟ ଆନ୍ତର୍ଜାତୀକ ଦିବାରାତ୍ର ମ୍ୟାଚରେ ଭାରତ ଉନ୍ନତ ବ୍ୟାଟିଂ ପ୍ରଦର୍ଶନ କରି ଅଷ୍ଟ୍ରେଲିଆକୁ ୬ ୱିକେଟରେ ପରାସ୍ତ କରିଛି । ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ୨୯୮/୯ ସ୍କୋର କରିଥିବା ବେଳେ ଭାରତ ୪ଟି…

‘ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସ’ରେ ଓଡିଶା ଝିଅଙ୍କ କମାଲ

ପୁଣେ : ପୁଣେରେ ଚାଲିଥିବା ୨୦୧୯ ମସିହା ‘ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସ’ରେ ଭାରତ୍ତୋଳନ, ସୁଇମିଂ, ଏବଂ ସ୍ପିଣ୍ଟର ଖେଳାଳୀମାନେ ଓଡିଶା ପାଇଁ ଗୌରବ ଆଣି ଦେଇଛନ୍ତି । ୧୭ ବର୍ଷରୁ କମ୍ ବାଳିକା ବର୍ଗରେ ଭାରତ୍ତୋଳନରେ ଓଡିଶାର ଦେବୀକା ଖିଲା ସ୍ୱର୍ଣ୍ଣ ପଦକ ହାତେଇବାରେ ସଫଳ ହୋଇଛନ୍ତି ।…

ମହିଳାଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ଦେବା ମହଙ୍ଗା ପଡ଼ିଲା, ପାଣ୍ଡ୍ୟା ଓ ରାହୁଲ୍ ୨ଟି ମ୍ୟାଚରୁ ବାସନ୍ଦ !

ମୁମ୍ବାଇ : ମହିଳାଙ୍କ ପ୍ରତି ଅରୁଚିକର ତଥା ଅଶାଳୀନ ମନ୍ତବ୍ୟ ଦେବା ମହଙ୍ଗା ପଡ଼ିଲା ଦୁଇ ଭାରତୀୟ କ୍ରିକେଟରଙ୍କୁ । ଅନ୍ୟତମ ରିଆଲିଟି ଶୋ’ ‘କଫି ୱିଥ୍ କରନ’ରେ ଗେଷ୍ଟ ଭାବେ ଯୋଗ ଦେଇଥିବା ଭାରତୀୟ କ୍ରିକେଟ ଦଳର ଦୁଇ ଖେଳାଳି କେ ଏଲ ରାହୁଲ ଓ ହାର୍ଦ୍ଦିକ ପାଣ୍ଡ୍ୟା ଶୋ’ ମଧ୍ୟରେ ମହିଳାଙ୍କ…

ଓଡ଼ିଶା ରଣଜୀ ଟ୍ରଫି ବିଜୟର ୨ କର୍ଣ୍ଣଧାର: ବ୍ୟାଟିଂରେ ଶୁଭ୍ରାଂଶୁ ଓ ବୋଲିଂରେ ବସନ୍ତ ମହାନ୍ତି ଶ୍ରେଷ୍ଠ

ଭୁବନେଶ୍ୱର: ଗୋଆ ବିପକ୍ଷରେ ବିଶାଳ ୨୭୬ ରନ ବ୍ୟବଧାନରେ ପରାସ୍ତ କରି ଓଡ଼ିଶା ଏହି ସିଜିନରେ ତା’ର ରଣଜୀ ଅଭିଯାନ ସମାପ୍ତ କରିଛି । ଓଡ଼ିଶାର ଚଳିତ ରଣଜୀ ଟ୍ରଫି ସିଜିନ ଶେଷ ହେବା ସହିତ ବ୍ୟାଟିଂରେ ଶୁଭ୍ରାଂଶୁ ସେନାପତି ତଥା ବୋଲିଂ ବିଭାଗରେ ବସନ୍ତ ମହାନ୍ତି ଶ୍ରେଷ୍ଠତ୍ୱ ପ୍ରଦର୍ଶନ କରିଛନ୍ତି…