Latest Odisha News

BREAKING NEWS

Browsing Category

ଖେଳ

ମେଲବୋର୍ଣ୍ଣ ଟେଷ୍ଟ: ଡେବ୍ୟୁ ମ୍ୟାଚରେ ରେକର୍ଡ କଲେ ମୟଙ୍କ ଅଗ୍ରୱାଲ, ଭାରତ ୨୧୫/୨

ମେଲବୋର୍ଣ୍ଣ : ଭାରତୀୟ କ୍ରିକେଟ ଦଳର ଓପନିଂ ବ୍ୟାଟ୍ସମ୍ୟାନ ମୟଙ୍କ ଅଗ୍ରୱାଲ୍ ବୁଧବାର ବକ୍ସି-ଡେ ଟେଷ୍ଟରେ ଅଷ୍ଟ୍ରେଲିଆ ବିପକ୍ଷରେ ଡେବ୍ୟୁରେ ଚତ୍ମକାର ପ୍ରଦର୍ଶନ କରି ୭୬ ରନ୍ ହାସଲ କରିଛନ୍ତି । ମୟଙ୍କ ଅଗ୍ରୱାଲ ୭୬ ରନ, ଚେତେଶ୍ୱର ପୂଜାରା ୬୮ ରନ ଏବଂ କପ୍ତାନ ବିରାଟ କୋହଲୀଙ୍କ ୪୭ ରନ…

ମେଲବୋର୍ଣ୍ଣ ୩ୟ ଟେଷ୍ଟ: ମଜବୁତ୍ ବ୍ୟାଟିଂରୁ ଭାରତୀୟ ଇନିଂସ ଆରମ୍ଭ, ୧୭୦/୨

ମେଲବୋର୍ଣ୍ଣ: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଟେଷ୍ଟ ଶୃଙ୍ଖଳାରେ ଆଜି ଆରମ୍ଭ ହୋଇଛି ବକ୍ସିଂ ଡ଼େ ଟେଷ୍ଟ ତଥା ଚୂଡ଼ାନ୍ତ ୩ୟ ଟେଷ୍ଟ । ଆଡ଼ିଲେଡ଼ରେ ଅନୁଷ୍ଠିତ ୧ମ ଟେଷ୍ଟରେ ଭାରତ ଜିତିବା ପରେ ୨ୟ ଟେଷ୍ଟରେ ଅଷ୍ଟ୍ରେଲିଆ ଦଳ ବିଜୟ ହାସଲ କରିବା ଫଳରେ ଏହି ଚୂଡ଼ାନ୍ତ ମେଲବୋର୍ଣ୍ଣ ଟେଷ୍ଟର…

ସ୍ୱଦେଶରେ ପହଞ୍ଚିଲେ ବିଶ୍ୱବିଜୟୀ ବେଲଜିୟମ ଦଳ, ରାଜା-ରାଣୀ କଲେ ସ୍ୱାଗତ

ଭୁବନେଶ୍ୱର : ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ଓଡ଼ିଶା ପୁରୁଷ ହକି ବିଶ୍ୱକପରେ ଜିତିବା ପରେ ବିଜୟୀ ବେଲଜିୟମ୍ ଦଳ ମଙ୍ଗଳବାର ସ୍ୱଦେଶକୁ ପ୍ରତ୍ୟାବର୍ତ୍ତନ କରିଛି । ସ୍ୱଦେଶକୁ ପ୍ରତ୍ୟାବର୍ତ୍ତନ ପରେ ବେଲଜିୟମ୍ ଦଳକୁ ରାଜଧାନୀ ବ୍ରସେଲ୍ସ ଠାରେ ଦେଶର ରାଣୀ ମାଥିଲଦେ,…

ଓଡିଶା ସ୍ୱିମର୍ ପ୍ରତ୍ୟାଶା ରାୟ ଜିତିଲେ ‘ନ୍ୟାସନାଲ୍ ସ୍କୁଲ୍ ଗେମ୍ସ ସ୍ୱିମିଂ ଚାମ୍ପିୟନସିପ୍’

ଭୁବନେଶ୍ୱର : ଓଡିଶା ଝିଅ ପ୍ରତ୍ୟାଶା ରାୟ ନ୍ୟାସନାଲ୍ ସ୍କୁଲ୍ ଗେମ୍ସ ସ୍ୱିମିଂ ଚାମ୍ପିୟନ୍ସିପ୍ରେ ୧୭ ବର୍ଷରୁ କମ୍ ୨୦୦ ମିଟର ସନ୍ତରଣ ପ୍ରତିଯୋଗିତାରେ ରୌପ୍ୟ ପଦକ ଜିତିଛନ୍ତି । ନୂଆଦିଲ୍ଲୀ ସ୍ଥିତ ତାଲକୋଟ୍ରା ଷ୍ଟାଡିୟମରେ ଚାଲିଥିବା ୬୪ତମ ନ୍ୟାସନାଲ୍ ସ୍କୁଲ୍ ଗେମ୍ସ ସ୍ୱିମିଂ…

ଓଡିଆ ଝିଅ ପଦ୍ମିନୀ ରାଉତ ଜିତିଲେ ‘ଏସିଆନ୍ କଣ୍ଟିନେଣ୍ଟାଲ୍ ଚେସ୍ ଚାମ୍ପିୟନସିପ’

ଭୁବନେଶ୍ୱର : ‘ଇଣ୍ଟରନେସନାଲ ଚେସ୍ ମାଷ୍ଟର’ ପଦ୍ମିନୀ ରାଉତ ରାଜ୍ୟ ପାଇଁ ପୁଣିଥରେ ଗୌରବ ଆଣିଦେଇଛନ୍ତି । ଫିଲିପାଇନ୍ସର ମକାଟି ଠାରେ ଅନୁଷ୍ଠିତ ‘ଏସିଆନ୍ କଣ୍ଟିନେଣ୍ଟାଲ୍ ଚେସ୍ ଚାମ୍ପିୟନ୍ସିପ’ରେ ସ୍ୱର୍ଣ୍ଣ ପଦକ ହାତେଇଛନ୍ତି ପଦ୍ମିନୀ । ପଦ୍ମିନୀ ୯ ରାଉଣ୍ଡରୁ ୭ ପଏଣ୍ଟ ହାସଲ କରି ଏହି…

ଆଇପିଏଲ୍ ୨୦୧୯: ଆଜି ଜୟପୁରରେ ଖେଳାଳି ନିଲାମ

ନୂଆଦିଲ୍ଲୀ : ଭାରତୀୟ ପ୍ରିମିୟର୍ ଲିଗ୍ (ଆଇପିଏଲ)ର ସିଜନ-୧୨ ପାଇଁ ଖେଳାଳିମାନଙ୍କ ନିଲାମି ପ୍ରକ୍ରିୟା ମଙ୍ଗଳବାର ଜୟପୁରରେ ଆରମ୍ଭ ହେବାକୁ ଯାଉଛି । ଏହି ନିଲାମରେ ସର୍ବମୋଟ ୧୦୦୩ ଜଣ ରେଜିଷ୍ଟ୍ରେସନ୍ କରିଥିବାବେଳେ ପ୍ରାୟ ୩୪୬ଜଣ ଖେଳାଳିଙ୍କୁ ସାମିଲ କରାଯାଇଥିବା ଜଣାପଡିଛି ।…

ଓଡ଼ିଶା ବିଶ୍ୱକପ ହକି: ବେଲଜିୟମ୍ ବିଶ୍ୱ ଚମ୍ପିଆନ

ଭୁବନେଶ୍ୱର: ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମରେ ଅନୁଷ୍ଠିତ ‘ଓଡ଼ିଶା ପୁରୁଷ ବିଶ୍ୱକପ ହକି’ ପ୍ରତିଯୋଗିତାର ଫାଇନାଲ ଜିତି ବେଲଜିୟମ୍ ପ୍ରଥମଥର ଲାଗି ଚମ୍ପିଆନ ଆଖ୍ୟା ଅର୍ଜନ କରିଛି । ରବିବାର ଫାଇନାଲରେ ବେଲଜିୟମ ପେନାଲଟି ସୁଟଆଉଟରେ ଶକ୍ତିଶାଳୀ ନେଦରଲାଣ୍ଡ ଦଳକୁ ୩-୨ ଗୋଲ୍ ବ୍ୟବଧାନରେ ପରାସ୍ତ…

ହକି ବିଶ୍ୱକପ: ଆଜି ଫାଇନାଲରେ ନେଦରଲାଣ୍ଡ ଓ ବେଲଜିୟମ କଡ୍ଡା ମୁକାବିଲା

ଭୁବନେଶ୍ୱର : ଓଡିଶା ପୁରୁଷ ହକି ବିଶ୍ୱକପର ଫାଇନାଲ ତଥା ଅନ୍ତିମ ମ୍ୟାଚ୍ ରବିବାର ଶକ୍ତିଶାଳୀ ନେଦରଲାଣ୍ଡ ଓ ବେଲଜିୟମ ମଧ୍ୟରେ ଅନୁଷ୍ଠିତ ହେବ । ଏଥିସହିତ ଆଜି ଅପରାହ୍ନରେ ମଧ୍ୟ କାଂସ୍ୟ ପଦକ ହାତେଇବା ପାଇଁ ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ କଡ୍ଡା ମୁକାବିଲା ହେବ ।…

ଓଡ଼ିଶା ବିଶ୍ୱକପ ହକି: ଟାଇଟଲ୍ ଲାଗି ଫାଇନାଲରେ ନେଦରଲାଣ୍ଡ ଭେଟିବ ବେଲଜିୟମକୁ

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡ଼ିୟମରେ ଅନୁଷ୍ଠିତ ହେଉଥିବା ଓଡ଼ିଶା ପୁରୁଷ ବିଶ୍ୱକପ ହକି ସେମିଫାଇନାଲରେ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ୪ (୨) – ୩ (୨) ଗୋଲରେ ପରାସ୍ତ କରି ନେଦରଲାଣ୍ଡ ଫାଇନାଲ ଖେଳିବାକୁ ଯୋଗ୍ୟତା ହାସଲ କରିପାରିଛି । ଅନ୍ୟ ଏକ ସେମିଫାଇନାଲରେ ବେଲଜିୟମ ଦଳ ଇଂଲଣ୍ଡ ଦଳକୁ ୦-୬…

ହକି ଫାଇନାଲରେ ତେନ୍ଦୁଲକର ପାଲଟିବେ ଷ୍ଟାର୍ ଆଟ୍ରାକ୍ସନ୍

ଭୁବନେଶ୍ୱର : କିମ୍ବଦନ୍ତୀ କ୍ରିକେଟର ତଥା ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ରବିବାର ଓଡ଼ିଶା ପୁରୁଷ ହକି ବିଶ୍ୱକପ୍ ଫାଇନାଲ୍ ମ୍ୟାଚ ଦେଖିବା ପାଇଁ ଭୁବନେଶ୍ୱର ଆସିବେ । ଏନେଇ ସଚିନ ନିଜ ଟ୍ୱିଟର ଆକାଉଣ୍ଟରରେ ପୋଷ୍ଟ କରିବା ସହ ହକି ବିଶ୍ୱକପର ବିଶ୍ୱସ୍ତରୀୟ ଆୟୋଜନ କରିଥିବା ଯୋଗୁଁ ସେ…