Latest Odisha News

BREAKING NEWS

Browsing Category

ଖେଳ

ଦମଦାର୍ ବିଜୟ ସହ ଭାରତ କ୍ୱାର୍ଟର୍ ଫାଇନାଲରେ, ଗୋଲ ଦେଲେ ଓଡ଼ିଆ ଖେଳାଳି ଅମିତ ରୋହିଦାସ

ଭୁବନେଶ୍ୱର: ବିଶ୍ୱକପର ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତ କାନାଡ଼ାକୁ ୫-୧ ଗୋଲରେ ପରାସ୍ତ କରି କ୍ୱାର୍ଟର୍ ଫାଇନାଲରେ ପ୍ରବେଶ କରିଛି । ଶନିବାର ଦିନ କଳିଙ୍ଗ ଷ୍ଟାଡ଼ିୟମରେ ଅନୁଷ୍ଠିତ ୨ୟ ମ୍ୟାଚରେ ଭାରତ ଚିତାକର୍ଷକ ଖେଳ ପ୍ରଦର୍ଶନ କରି କାନାଡ଼ା ବିପକ୍ଷରେ ୫ଟି ଗୋଲ ସ୍କୋର…

ଆଜି ଭାରତ-କାନାଡ଼ା ହକି ମ୍ୟାଚ: ଜିତିବା ଲକ୍ଷ୍ୟ ନେଇ ଭାରତୀୟ ଦଳ ପଡ଼ିଆକୁ ଓହ୍ଲାଇବ

ଭୁବନେଶ୍ୱର: ଓଡ଼ିଶା ପୁରୁଷ ବିଶ୍ୱକପ ହକିରେ ଆଜି ଭାରତ ଓ କାନାଡ଼ା ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ଅନୁଷ୍ଠିତ ହେବାକୁ ଯାଉଛି । ପୁଲ୍ ‘ସି’ରେ ଭାରତ ଓ ବେଲଜିୟମ ଗୋଟିଏ ବିଜୟ ଓ ଗୋଟିଏ ଡ୍ର ରଖି ୪ ପଏଣ୍ଟ ରଖିଥିବା ବେଳେ କାନାଡ଼ା ଓ ଦକ୍ଷିଣ ଆଫ୍ରିକା ଉଭୟେ ୧ ପଏଣ୍ଟ ଲେଖାଏଁ ପଏଣ୍ଟ ହାସଲ…

ଆଡ଼ିଲେଡ୍ ଟେଷ୍ଟର ୨ୟ ଦିବସରେ ଭାରତୀୟ ବୋଲରଙ୍କ କମାଲ୍ , ଅଷ୍ଟ୍ରେଲିଆ ୧୯୧/୭

ଆଡ଼ିଲେଡ: ନାଟକୀୟ ସ୍ଥିତିରେ ଚାଲିଛି ବହୁ ପରୀକ୍ଷିତ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଆରମ୍ଭ ହୋଇଥିବା ପ୍ରଥମ ଟେଷ୍ଟ ମ୍ୟାଚ୍ । ମ୍ୟାଚର ୨ୟ ଦିବସରେ ଭାରତୀୟ ବୋଲରଙ୍କୁ ସମ୍ମୁଖୀନ ହୋଇନପାରି କଙ୍ଗାରୁ ଦଳ ବ୍ୟାଟି ବିପର୍ଯ୍ୟୟର ସମ୍ମୁଖୀନ ହୋଇଛନ୍ତି । ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା…

ଭାଇରାଲ୍ ହେଉଛି ‘ଓଡିଶା ହକି ବିଶ୍ୱକପ’ ଅଫିସିଆଲ ଗୀତ ‘ଜୟ ହିନ୍ଦ ଇଣ୍ଡିଆ’…

ମୁମ୍ବାଇ : ‘ଓଡିଶା ପୁରୁଷ ହକି ବିଶ୍ୱକପ-୨୦୧୮’ ର ଅଫିସିଆଲ ଭିଡ଼ିଓ ‘ଜୟ ହିନ୍ଦ ଇଣ୍ଡିଆ’ ସଙ୍ଗୀତ କିମ୍ବଦନ୍ତୀ ଏ ଆର ରେହମାନ ଓ ରାଜ୍ୟ କ୍ରୀଡାମନ୍ତ୍ରୀ ଚନ୍ଦ୍ର ସାରଥୀ ବେହେରା ଏବଂ ରାଜ୍ୟ କ୍ରୀଡା ବିଭାଗ ନିର୍ଦ୍ଦେଶକ ଆର୍ ଭିନୀଲ କ୍ରିଷ୍ଣାଙ୍କ ଉପସ୍ଥିତିରେ ମୁମ୍ବାଇରେ ମୁକ୍ତିଲାଭ କରିଛି…

ଭାରତର ଜବରଦସ୍ତ ଖେଳ ପ୍ରଦର୍ଶନ, ଭାରତ-ବେଲଜିୟମ ମ୍ୟାଚ ୨-୨ରେ ଡ୍ର

ଭୁବନେଶ୍ୱର: ସଂଘର୍ଷପୂର୍ଣ୍ଣ ମ୍ୟାଚ ଖେଳି ଘରୋଇ ଭାରତୀୟ ଦଳ ଅପେକ୍ଷାକୃତ ଶକ୍ତିଶାଳୀ ବେଲଜିୟମ ସହିତ ମ୍ୟାଚ ଡ୍ର ରଖିବାରେ ସକ୍ଷମ ହୋଇଛି । ସ୍ଥାନୀୟ କଳିଙ୍ଗ ଷ୍ଟାଡ଼ିୟମରେ ଆଜି ଅନୁଷ୍ଠିତ ହୋଇଥିବା ଏହି ରୋମାଞ୍ଚକର ମ୍ୟାଚରେ ୩ୟ କ୍ୱାର୍ଟର୍ ସୁଦ୍ଧା ୧-୧ରେ ସମାନସ୍ତରରେ ଥିଲା । ତେବେ…

କାନାଡ଼ା-ଦକ୍ଷିଣ ଆଫ୍ରିକା ମ୍ୟାଚ୍ ୧-୧ରେ ଡ୍ର, ବେଲଜିୟମ-ଭାରତର କଡ଼ା ମୁକାବିଲା

ଭୁବନେଶ୍ୱର: ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ଚାଲିଥିବା ବିଶ୍ୱକପ ହକି ପ୍ରତିଯୋଗିତାରେ ରବିବାର ଅନୁଷ୍ଠିତ କାନାଡ଼ା ଓ ଦକ୍ଷିଣ ଆଫ୍ରିକା ୧ମ ମ୍ୟାଚ୍ ୧-୧ରେ ଡ୍ର ରହିଛି । ଆଜିର ୨ୟ ମ୍ୟାଚରେ ଶକ୍ତିଶାଳୀ ବେଲଜିୟମ ଓ ଭାରତ ମଧ୍ୟରେ ଖେଳ ଆରମ୍ଭ ହୋଇଛି । ବେଲଜିୟମ ଏପର୍ଯ୍ୟନ୍ତ ୧-୦ରେ ଅଗ୍ରଣୀ…

ଅଭିନବ ବିନ୍ଦ୍ରା ପ୍ରଥମ ଭାରତୀୟ ଭାବେ ପାଇଲେ ଆଇଏସଏସଏଫର ସର୍ବୋଚ୍ଚ ସମ୍ମାନ ‘ବ୍ଲୁ କ୍ରସ୍’

ନୂଆଦିଲ୍ଲୀ: ଭାରତୀୟ ଅଲମ୍ପିକ୍ ସ୍ୱର୍ଣ୍ଣ ପଦକ ବିଜେତା ଏବଂ ବିଶ୍ୱ ଚାମ୍ପିଅନ୍ ସୁଟର୍ ତଥା ବନ୍ଧୁକ ଚାଳନାରେ ପାରଦର୍ଶିତା ଲାଭ କରିଥିବା ଅଭିନବ ବିନ୍ଦ୍ରା ଦେଶ ପାଇଁ ପୁଣିଥରେ ଗୌରବ ଆଣିଦେଇଛନ୍ତି । ଏହି ମହାନ୍ ସୁଟର୍ ଅଭିନବ ବିନ୍ଦ୍ରାଙ୍କୁ ଅନ୍ତର୍ଜାତୀୟ ବନ୍ଧୁକ ଚାଳନା ଖେଳ ମହାସଂଘର…

ବିଶ୍ୱକପ୍ ହକି: ଆଜି ଆର୍ଜେଣ୍ଟିନା-ସ୍ପେନ୍ ଓ ଫ୍ରାନ୍ସ-ନ୍ୟୁଜିଲାଣ୍ଡ ମୁକାବିଲା

ଭୁବନେଶ୍ୱର: ଓଡ଼ିଶା ବିଶ୍ୱକପ୍ ପୁରୁଷ ହକି ପ୍ରତିଯୋଗିତାର ଆଜି ୨ୟ ଦିବସରେ ଅଲିମ୍ପିକ ଚମ୍ପିୟାନ ଆର୍ଜେଣ୍ଟିନା ଦଳ ୟୁରୋପିଆନ ଟିମ୍ ସ୍ପେନକୁ ଭେଟୁଥିବା ବେଳେ ଅନ୍ୟ ମ୍ୟାଚରେ ନ୍ୟୁଜିଲାଣ୍ଡ ଟିମ୍ ଫ୍ରାନ୍ସ ସହିତ ମୁକାବିଲା କରିବ । କଳିଙ୍ଗ ଷ୍ଟାଡ଼ିୟମରେ ସନ୍ଧ୍ୟା ୫ଟା ବେଳେ…

ଚମକିଲା ବାରବାଟୀ, ବିଶ୍ୱକପ୍ ଲାଗି ନବୀନ ଓ ଭାଇଚାରା ଲାଗି କଟକକୁ ପ୍ରଶଂସା କଲେ ସଲମାନ୍

କଟକ: ବଲିଉଡ଼ରେ ଭାଇଜାନ୍ ଭାବେ ପରିଚିତ ସୁପରଷ୍ଟାର୍ ସଲମାନ୍ ଖାନ୍ କଟକ ବାରବାଟୀରେ ପହଞ୍ଚିବା ପରେ ସମଗ୍ର ଷ୍ଟାଡ଼ିୟମର ଦର୍ଶକଙ୍କ କରତାଳିରେ ଫାଟି ପଡ଼ିଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କଟକ ବାରବାଟୀ ଷ୍ଟାଡ଼ିୟମରେ ‘ଓଡ଼ିଶା ବିଶ୍ୱକପ ପୁରୁଷ ହକି ୨୦୧୮’ ର ଉଦଘାଟନୀ…

ହକି ବିଶ୍ୱକପ୍: ଆରମ୍ଭରୁ ଭାରତର ଦମଦାର୍ ବିଜୟ, ଦକ୍ଷିଣ ଆଫ୍ରିକା ୫-୦ରେ ପରାସ୍ତ

ଭୁବନେଶ୍ୱର: ଓଡ଼ିଶା ପୁରଷ ବିଶ୍ୱକପ ହକିରେ ଆୟୋଜକ ଭାରତ ତା’ର ପ୍ରଥମ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ୫-୦ରେ ପରାସ୍ତ କରି ଦମଦାର୍ ବିଜୟ ହାସଲ କରିଛି । ଭାରତ ମ୍ୟାଚର ଆରମ୍ଭରୁ ଆକ୍ରମଣାତ୍ମକ ଭଙ୍ଗୀରେ ଖେଳ ଆରମ୍ଭ କରି ମାତ୍ର ୧୨ ମିନିଟ ମଧ୍ୟରେ ୨ଟି ଗୋଲ ସ୍କୋର କରି ପାରିଥିଲା । ଭାରତୀୟ…