Latest Odisha News

BREAKING NEWS

Browsing Category

ଖେଳ

ବିଶ୍ୱକପ ହକି: ଆଜି ଭାରତ ଭେଟୁଛି ଦକ୍ଷିଣ ଆଫ୍ରିକାକୁ

ଭୁବନେଶ୍ୱର: ‘ଓଡ଼ିଶା ବିଶ୍ୱକପ ପୁରୁଷ ହକି ୨୦୧୮’ ପରି ହକି ମହାସମରରେ ଆୟୋଜକ ଭାରତ ଭେଟୁଛି ଦକ୍ଷିଣ ଆଫ୍ରିକାକୁ । ଭୁବନେଶ୍ୱରର କଳିଙ୍ଗ ଷ୍ଟାଡ଼ିୟମରେ ସନ୍ଧ୍ୟା ୭ଟା ବେଳେ ଅନୁଷ୍ଠିତ ହେବାକୁ ଥିବା ଏହି ହକି ମ୍ୟାଚରେ ଘରୋଇ ଦର୍ଶକଙ୍କ ସାମ୍ନାରେ ବିଶ୍ୱକପ ଦାବିଦାର ଭାରତ ଦକ୍ଷିଣ ଆଫ୍ରିକାକୁ…

ହକି ବିଶ୍ୱକପ୍: ଝଲସୁଛି ବାରବାଟୀ, ସଲମାନଙ୍କ ଅପେକ୍ଷାରେ ଦର୍ଶକ

ଭୁବନେଶ୍ୱର: ‘ହକି ବିଶ୍ୱକପ୍’ ର ଉଦଘାଟନୀ ଉତ୍ସବରେ ସାରା ରାଜଧାନୀ ଦୁଲୁକିଥିବା ବେଳେ ଆଜି ବାରବାଟୀ ଷ୍ଟାଡିୟମରେ ଦ୍ୱିତୀୟ ଉଦ୍ଘାଟନୀ ଉତ୍ସବରେ ସଲମାନ ଖାନଙ୍କ ଯାଦୁରେ ଝୁମିବେ କଟକ ବାସୀ । ଆଜି କଟକ ବାରବାଟୀ ଷ୍ଟାଡିୟମରେ ଦ୍ୱିତୀୟ ଉଦ୍ଘାଟନୀ ଉତ୍ସବ ଅନୁଷ୍ଠିତ ହେବାକୁ ଥିବାବେଳେ…

କଟକରେ ସଲମାନ୍ ଖାନ୍ !

ଭୁବନେଶ୍ୱର: ଏହା ନିଶ୍ଚିତ ! କଟକ ବାରବାଟୀ ଷ୍ଟାଡ଼ିୟମରେ ବୁଧବାର ଦିନ ବିଶ୍ୱକପ ହକି ଉଦଘାଟନୀ ସମାରୋହରେ ଯୋଗ ଦେଉଥିବା କଥା ପକ୍କା କରିଛନ୍ତି ବଲିଉଡ଼ ସୁପରଷ୍ଟାର୍ ସଲମାନ୍ ଖାନ୍ । ସେ ଓଡ଼ିଶାରେ ଅନୁଷ୍ଠିତ ହେଉଥିବା ବିଶ୍ୱକପ ହକିର କଟକ ବାରବାଟୀ ଷ୍ଟାଡ଼ିୟମରେ ହେଉଥିବା ଉଦଘାଟନୀ…

ହକି ବିଶ୍ୱକପ୍: ଦୁଲୁକୁଛି ରାଜଧାନୀ, ଉଦଘାଟନୀ ପ୍ରତିକ୍ଷାରେ ଦର୍ଶକ

ଭୁବନେଶ୍ୱର : ଆଉ ମାତ୍ର କିଛି ମୂହୁର୍ତ୍ତ ପରେ କଳିଙ୍ଗ ଷ୍ଟାଡ଼ିୟମରେ ଆରମ୍ଭ ହେବ ‘ହକି ବିଶ୍ୱକପ୍’ର ଉଦଘାଟନୀ ଉତ୍ସବ। ଏଥିସହିତ ଓଡିଶାର କ୍ରୀଡା ଇତିହାସରେ ଯୋଡି ହୋଇଯିବ ଆଉ ଏକ ସ୍ୱର୍ଣ୍ଣିମ ଫର୍ଦ୍ଦ । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ‘ହକି ବିଶ୍ୱକପ’ର ରଙ୍ଗାରଙ୍ଗ ଉଦ୍ଘାଟନୀ ଉତ୍ସବ…

ହକି ବିଶ୍ୱକପ ସମାରୋହରେ ଯୋଗଦେବେ ଭାଇଜାନ ସଲମାନ୍ !

ଭୁବନେଶ୍ୱର : ନଭେମ୍ବର ୨୮ ତାରିଖରେ କଟକରେ ହେବାକୁ ଥିବା ହକି ବିଶ୍ୱକପ ଉଦଘାଟନୀ ସମାରୋହରେ ବଲିଉଡର ଭାଇଜାନ ସଲମାନ୍ ଖାନ୍ ଯୋଗଦେବା ନେଇ ଚର୍ଚ୍ଚା ଜୋର ଧରିଛି । ଏହି ସମାରୋହରେ ଯୋଗ ଦେବା ଲାଗି ରାଜ୍ୟ ସରକାର ସଲମାନ ଖାନଙ୍କ ସହ ଫୋନରେ ଯୋଗାଯୋଗ କରିଥିବା ବେଳେ ଭାଇଜାନ୍ ଫୋନରେ ସହମତି…

ହକି ବିଶ୍ୱକପ ଲାଗି କଟକ ବାରବାଟୀ ଚଳଚଞ୍ଚଳ

କଟକ : ରାଜଧାନୀରେ ହକି ଫିଭର ଜାରି ରହିଥିବା ବେଳେ କଟକରେ ନଭେମ୍ବର ୨୮ରେ ହେବାକୁ ଥିବା ମେଗା ଇଭେଣ୍ଟ କୁ ନେଇ ଉତ୍ସାହ ଦେଖିବାକୁ ମିଳୁଛି । ବାରବାଟୀ ଷ୍ଟାଡିୟମରେ ଏହି ଇଭେଣ୍ଟ ସନ୍ଧ୍ୟା ୫ଟା ୩୦ ବେଳକୁ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି । ଗଣମାଧ୍ୟମକୁ ସୂଚନା ଦେଇ କଟକ ଡିସିପି…

ହକି ବିଶ୍ୱକପ ଖେଳସୂଚୀ

ଭୁବନେଶ୍ୱର: ମଙ୍ଗଳବାର ଅର୍ଥାତ ୨୭ ତାରିଖରୁ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡ଼ିୟମରେ ଉଦଘାଟିତ ହେଉଛି ହକି ମହାକୁମ୍ଭ ‘ଓଡ଼ିଶା ବିଶ୍ୱକପ ହକି ୨୦୧୮’ । ଏହି ବିଶ୍ୱକପରେ ଆୟୋଜକ ଭାରତ ସମେତ ଆର୍ଜେଣ୍ଟିନା, ଅଷ୍ଟ୍ରେଲିଆ, ବେଲଜିୟମ, ନେଦରଲାଣ୍ଡ, ନ୍ୟୁଜିଲାଣ୍ଡ, ଇଂଲଣ୍ଡ, ଜର୍ମାନୀ, ସ୍ପେନ,…

ବିରାଟଙ୍କ ଧୁଆଁଧାର ବ୍ୟାଟିଂରେ ଭାରତ ବିଜୟୀ, ସିରିଜ୍ ୧-୧ରେ ବରାବର ରହିଲା

ସିଡ଼ନୀ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଟି-୨୦ ଶୃଙ୍ଖଳାର ୩ୟ ମ୍ୟାଚରେ ଭାରତ ଅଷ୍ଟ୍ରେଲିଆକୁ ୬ ୱିକେଟରେ ପରାସ୍ତ କରିଛି । ଅଧିନାୟକ ବିରାଟ କୋହଲୀଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଭାରତ ଏହି ମ୍ୟାଚ ଜିତି ସିରିଜକୁ ୧-୧ରେ ବରାବର ରଖିବାକୁ ସକ୍ଷମ ହୋଇପାରିଛି । ଅଷ୍ଟ୍ରେଲିଆ…

ଦୀପା କର୍ମକାର ଜିତିଲେ ବିଶ୍ୱକପ ଆର୍ଟିଷ୍ଟିକ୍ ଭୋଲ୍ଟ ବ୍ରୋଞ୍ଜ୍ ମେଡ଼ାଲ

ନୂଆଦିଲ୍ଲୀ: ଭାରତୀୟ ମହିଳା ଜିମ୍ନାଷ୍ଟ ଦୀପା କର୍ମକାରର ଜର୍ମାନୀରେ ଚାଲିଥିବା ବିଶ୍ୱକପ ଆର୍ଟିଷ୍ଟିକ୍ ଭୋଲ୍ଟ ପ୍ରତିଯୋଗିତାରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ଅଲିମ୍ପିକ୍ସରେ ପଦକ ହାସଲ କରିବାରୁ ବଞ୍ଚିତ ହୋଇଥିବା ଏହି ଭାରତୀୟ ଜିମ୍ନାଷ୍ଟିକ୍ସ ସେନସେସନ୍ ଦୀପା ଆଜି ୧୪.୩୧୬…

ଇତିହାସ ରଚିଲେ ମେରୀ କମ୍ : ୬ଷ୍ଠ ଥର ଲାଗି ହେଲେ ବିଶ୍ୱ ବିଜୟିନୀ

ନୂଆଦିଲ୍ଲୀ: ଅଲିମ୍ପିକ୍ସ ବକ୍ସିଂ ପଦକ ବିଜେତା ତଥା ଭାରତୀୟ ମହିଳା ବକ୍ସିଂ ଆଇକନ୍ ମେରୀ କମ୍ ଏଠାରେ ଅନୁଷ୍ଠିତ ହେଉଥିବା ବିଶ୍ୱ ମହିଳା ମୁଷ୍ଟିଯୁଦ୍ଧ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ହାସଲ କରି ଇତିହାସ ରଚିଛନ୍ତି । ମେରୀ କମ୍ ୬ଷ୍ଠଥର ଲାଗି ଏହି ଆଖ୍ୟା ଅର୍ଜନ କରି ଏକ ବିରଳ…