Latest Odisha News

BREAKING NEWS

Browsing Category

ଖେଳ

ଥାଇଲାଣ୍ଡ ଗୁମ୍ଫାରେ ଫୁଟବଲ ଖେଳାଳି ଫସିବା ପ୍ରସଙ୍ଗ: ବାଲୁକାକଳାରେ ଉଦ୍ଧାରକାରୀ ସମନ କୁନାନଙ୍କୁ ଅଶ୍ରୁଳ…

ପୁରୀ : ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଥାଇଲାଣ୍ଡ ବୁଡ଼ାଳୀ ତଥା ଗୁମ୍ପାରେ ଫସିଥିବା ଫୁଟବଲ ଖେଳାଳିଙ୍କ ଉଦ୍ଧାରକାରୀ ସମନ କୁନାନଙ୍କୁ ତାଙ୍କର ବାଲୁକା କଳା ମଧ୍ୟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ଥାଇଲାଣ୍ଡର ଏକ ଜୁନିୟର ଫୁଟବଲ ଦଳ ଗୁମ୍ଫା…

ରୋହିତ ଶର୍ମାଙ୍କ ଅପରାଜିତ ଶତକ, ଇଂଲଣ୍ଡକୁ ପରାସ୍ତ କରି ଭାରତ ୨-୧ରେ ଟି-୨୦ ସିରିଜ ଜିତିଲା

ଲଣ୍ଡନ : ଉଭୟ ବ୍ୟାଟିଂ ଓ ବୋଲିଂରେ ଆକର୍ଷଣୀୟ ଖେଳ ପ୍ରଦର୍ଶନ କରି ଇଂଲଣ୍ଡକୁ ୭ ୱିକେଟରେ ପରାସ୍ତ କରିଛି ଭାରତ, ଏଥିସହିତ ଟି-୨୦ ସିରିଜ ଜିତିପାରିଛିି । ଭାରତ ଟସରେ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତି ନେଇଥିଲା । ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୯ ୱିକେଟରେ ୧୯୮ ରନ…

ଜିମ୍ନାଷ୍ଟିକ ବିଶ୍ୱ ଚ୍ୟାଲେଞ୍ଜ କପ: ସ୍ୱର୍ଣ୍ଣ ଜିତିଲେ ଦୀପା କର୍ମକାର

ନୂଆଦିଲ୍ଲୀ : ତୁର୍କୀର ମର୍ସିନଠାରେ ଅନୁଷ୍ଠିତ ହେଉଥିବା ଜିମ୍ନାଷ୍ଟିକ ବିଶ୍ୱ ଚ୍ୟାଲେଞ୍ଜ କପରେ ଭାରତୀୟ ଜିମ୍ନାଷ୍ଟ କୁଇନ୍ ତଥା ଅଲିମ୍ପିଆନ ଦୀପା କର୍ମକାର ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ୨୪ ବର୍ଷିୟା ଭାରତୀୟ ଜିମ୍ନାଷ୍ଟ ଦୀପାଙ୍କର ଏହି ସଫଳତା ତାଙ୍କୁ ଏସୀୟ…

ବିଶ୍ୱକପ ଫୁଟବଲ: ରୁଷିଆକୁ ୪-୩ରେ ପରାସ୍ତ କରି କ୍ରୋଏସିଆ ସେମିଫାଇନାଲରେ

ମସ୍କୋ : ଫିଫା ବିଶ୍ୱକପ ଫୁଟବଲ କ୍ୱାର୍ଟର ଫାଇନାଲରେ ଆୟୋଜକ ରୁଷିଆ ପରାସ୍ତ ହୋଇଛି । ପଡ଼ୋଶୀ କ୍ରୋଏସିଆ ସେମିଫାଇନାଲକୁ ପ୍ରବେଶ କରି ବିଶ୍ୱକପ ଇତିହାସରେ ଏକ ଇତିହାସ ସୃଷ୍ଟି କରିଛି । ସେମିଫାଇନାଲରେ କ୍ରୋଏସିଆ ଦଳ ଶକ୍ତିଶାଳୀ ଇଂଲଣ୍ଡ ଦଳକୁ ଭେଟିବ । ରୁଷିଆ-କ୍ରୋଏସିଆ…

ପତ୍ନୀଙ୍କ ସହିତ ଧୁମଧାମରେ ଧୋନୀ ପାଳିଲେ ଜନ୍ମଦିନ

ଲଣ୍ଡନ : ଧମାକାଦାର ବ୍ୟାଟ୍ସମ୍ୟାନ ତଥା କ୍ରିକେଟ ସେନସେସନ୍ ମହେନ୍ଦ୍ର ସିଂହ ଧୋନୀ ତାଙ୍କର ୩୬ ତମ ଜନ୍ମଦିବସ ଲଣ୍ଡନରେ ବେଶ୍ ଧୁମଧାମରେ ପାଳନ କରିଛନ୍ତି । ପତ୍ନୀ ସାକ୍ଷୀଙ୍କ ସହିତ ଧୋନୀ କେକ୍ କାଟି ପାଳନ କରିଛନ୍ତି ନିଜର ଜନ୍ମଦିନଟିକୁ । ଏହି ଛୋଟ ପାର୍ଟିରେ ବିଶେଷ କେହି ଯୋଗ…

ବିଶ୍ୱକପ ଫୁଟବଲ: ଇଂଲଣ୍ଡ ସେମିଫାଇନାଲରେ, ସ୍ୱିଡ଼େନ ୨-୦ରେ ପରାସ୍ତ

ମସ୍କୋ : ଏକ ଚିତାକର୍ଷକ କ୍ୱାର୍ଟର୍ ଫାଇନାଲ ମ୍ୟାଚରେ ଇଂଲଣ୍ଡ ୨-୦ ଗୋଲରେ ଅନ୍ୟ ଏକ ୟୁରୋପୀୟ ରାଷ୍ଟ୍ର ସ୍ୱିଡ଼େନକୁ ପରାସ୍ତ କରି ସେମିଫାଇନାଲ୍ ଖେଳିବାକୁ ଯୋଗ୍ୟତା ହାସଲ କରିଛି । ଶନିବାର ଏକ ଭରପୁର ଦର୍ଶକଙ୍କ ଉପସ୍ଥିତିରେ ଦୁଇ ୟୁରୋପୀୟ ଦଳ ଇଂଲଣ୍ଡ-ସ୍ୱିଡ଼େନ ମଧ୍ୟରେ ବିଶ୍ୱକପ…

ବିଶ୍ୱକପ ଫୁଟବଲ: ବ୍ରାଜିଲର ବିଦାୟ, ସେମିଫାଇନାଲରେ ବେଲଜିୟମ ଭେଟିବ ଫ୍ରାନ୍ସକୁ

ମସ୍କୋ : ବିଶ୍ୱକପ ଫୁଟବଲ କ୍ୱାର୍ଟର ଫାଇନାଲରୁ ବିଦାୟ ନେଇଛି ବ୍ରାଜିଲ । ବେଲଜିୟମ ୨-୧ ଗୋଲରେ ଫୁଟବଲର ଦେଶ ବ୍ରାଜିଲକୁ ପରାସ୍ତ କରି ସେମିଫାଇନାଲକୁ ଉନ୍ନୀତ ହୋଇଛି । ସେହିପରି ଅନ୍ୟଏକ କ୍ୱାର୍ଟର ଫାଇନାଲ ମ୍ୟାଚରେ ଫ୍ରାନ୍ସ ୨-୦ ଗୋଲରେ ଉରୁଗୁଏକୁ ପରାସ୍ତ କରିଛି । ମ୍ୟାଚର ୧୩…

ଦୂତୀ ଚାନ୍ଦ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ, ସେଲଫି ନେଲେ, ଏସୀୟ କ୍ରୀଡ଼ା ଲାଗି ଆଶୀର୍ବାଦ କାମନା କଲେ

ଭୁବନେଶ୍ୱର : ଭାରତର ଦୃତତମ ମହିଳା ଦୂତୀ ଚାନ୍ଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି । ଜାତୀୟ ଚମ୍ପିୟାନସିପରେ ସର୍ବକାଳୀନ ରେକର୍ଡ଼ କରି ଏସୀୟ କ୍ରୀଡ଼ା ଲାଗି ଯୋଗ୍ୟତା ହାସଲ କରିବା ପରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଆଶୀର୍ବାଦ ଭିକ୍ଷା କରିଛନ୍ତି ।…

ବିଶ୍ୱକପ ଫୁଟବଲ: ଇଂଲଣ୍ଡ କ୍ୱାର୍ଟର ଫାଇନାଲକୁ ଉନ୍ନୀତ

ମସ୍କୋ : ଫୁଟବଲର ଜନକ ଇଂଲଣ୍ଡ ବିଶ୍ୱକପ ଫୁଟବଲରେ ନିଜ ଦେଶଲାଗି କମାଲ କରିିଛି । କଲମ୍ବିଆକୁ ହରାଇ ଇଂଲଣ୍ଡ କ୍ୱାର୍ଟର ଫାଇନାଲକୁ ପ୍ରବେଶ କରିଛି । ପ୍ରି-କ୍ୱାର୍ଟର ଫାଇନାଲର ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚରେ ଇଂଲିଶ୍ ଖେଳାଳିମାନେ ଚମତ୍କାର ଖେଳ ପ୍ରଦର୍ଶନ କରିଥିଲେ । ପେନାଲ୍ଟି ସୁଟଆଉଟରେ…

ବିଶ୍ୱକପ ଫୁଟବଲ: ଜାପାନ ୩-୨ରେ ପରାସ୍ତ, କ୍ୱାର୍ଟର ଫାଇନାଲରେ ବେଲଜିୟମ

ମସ୍କୋ : ଇତିହାସ ରଚିଥାନ୍ତା ଏସୀୟ ରାଷ୍ଟ୍ର ଜାପାନ । ବିଶ୍ୱକପ ଫୁଟବଲ ଇତିହାସରେ ଜାପାନ ସୁନ୍ଦର ଖେଳ ପ୍ରଦର୍ଶନ କରି ପ୍ରି-କ୍ୱାର୍ଟର ଫାଇନାଲରୁ ବିଦାୟ ନେଇଛି । ଏକ ଚିତାକର୍ଷକ ପ୍ରି-କ୍ୱାର୍ଟର ଫାଇନାଲ ମ୍ୟାଚରେ ଶକ୍ତିଶାଳୀ ବେଲଜିୟମଠୁ ପରାସ୍ତ ହୋଇଥିଲେ ବି ସମସ୍ତଙ୍କ ମନ ଜିଣିନେଲା…