Latest Odisha News

BREAKING NEWS

Browsing Category

ଖେଳ

ବିଶ୍ୱକପ ଫୁଟବଲ: ମେକ୍ସିକୋକୁ ୨-୦ ରେ ହରାଇ ବ୍ରାଜିଲ କ୍ୱାଟର ଫାଇନାଲରେ

ମସ୍କୋ : ଚର୍ଚ୍ଚିତ ବ୍ରାଜିଲୀୟ ଫୁଟବଲର୍ ନେମାର ପୁଣି ମ୍ୟାଚରେ ହିରୋ ପାଲଟିଛନ୍ତି । ସୋମବାର ଖେଳାଯାଇଥିବା ବିଶ୍ୱକପର ୧ମ ପ୍ରି-କ୍ୱାର୍ଟର ଫାଇନାଲରେ ମେକ୍ସିକୋ ଭେଟିଥିଲା ଶକ୍ତିଶାଳୀ ବ୍ରାଜିଲକୁ । ନେମାରଙ୍କ ୫୧ତମ ମିନିଟରେ ଏକ ଚମତ୍କାର ଫିଲ୍ଡ ଗୋଲ ଏବଂ ନେମାରଙ୍କ…

ଓଡ଼ିଶା ଖେଳାଳି ଦୀପସାନ ତିର୍କୀ ଭାରତୀୟ ଜୁନିୟର ହକି ଦଳର ଅଧିନାୟକ ଘୋଷିତ

ଭୁବନେଶ୍ୱର : ଅଭିଜ୍ଞ ଡ଼ିଫେଣ୍ଡର ତଥା ଓଡ଼ିଆ ହକି ଷ୍ଟାର ଦୀପସାନ ତିର୍କୀ ୨୩ ବର୍ଷରୁ କମ ଭାରତୀୟ ହକି ଦଳର ଅଧିନାୟକ ମନୋନୀତ ହୋଇଛନ୍ତି । ଘୋଷିତ ହୋଇଥିବା ୧୮ ଜଣିଆ ଭାରତୀୟ ଦଳ ଆସନ୍ତା ଜୁଲାଇ ୧୪ ତାରିଖରୁ ବେଲଜିୟମରେ ଅନୁଷ୍ଠିତ ହେବାକୁ ଥିବା ୬ଦେଶୀୟ ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିବ ।…

ବିଶ୍ୱକପ ଫୁଟବଲ: କ୍ୱାର୍ଟର ଫାଇନାଲରେ ରୁଷିଆ ଓ କ୍ରୋଏସିଆ

ମସ୍କୋ : ବିଶ୍ୱକପ ଫୁଟବଲରେ ନିଜ ଦେଶଲାଗି ଇତିହାସ ସୃଷ୍ଟି କରିଛି ରୁଷିଆ ଦଳ । ପ୍ରି-କ୍ୱାର୍ଟର ଫାଇନାଲରେ ଆୟୋଜକ ରୁଷିଆ ଶକ୍ତିଶାଳୀ ସ୍ପେନ ଦଳକୁ ଅପ୍ରତ୍ୟାଶିତ ଭାବେ ମ୍ୟାଚ ୧-୧ ରେ ଡ୍ର ରଖିବା ପରେ ପେନାଲ୍ଟି ସୁଟ ଆଉଟରେ ୪-୩ ଗୋଲ ବ୍ୟବଧାନରେ ବିଜୟ ହାସଲ କରିପାରିଛି । ଫଳରେ ରୁଷିଆ…

ବିଶ୍ୱକପ ଫୁଟବଲ: ରୋନାଲ୍ଡୋଙ୍କ ପର୍ତ୍ତୁଗାଲ ପରାସ୍ତ, ଉରୁଗୁଏ ୨-୧ରେ ଜିତି କ୍ୱାର୍ଟର ଫାଇନାଲରେ

ମସ୍କୋ : କିମ୍ବଦନ୍ତୀ ଫୁଟବଲ ଖେଳାଳି ପର୍ତ୍ତୁଗାଲକୁ ନିରାଶ କଲେ । ରଥି ମହାରଥିଙ୍କ ଦ୍ୱାରା ଖଚିତ ପର୍ତ୍ତୁଗାଲ ଦଳ ବିଶ୍ୱକପର ଅନ୍ୟତମ ଶକ୍ତିଶାଳୀ ଦଳ ଉରୁଗୁଏ ଆଗରେ ଶେଷରେ ହାର ମାନିଛି । ଉରୁଗୁଏ ୨-୧ରେ ମ୍ୟାଚ୍ ଜିତି କ୍ୱାର୍ଟର ଫାଇନାଲ ଖେଳିବାକୁ ଯୋଗ୍ୟତା ହାସଲ କରିଛି ।…

ବିଶ୍ୱକପ ଫୁଟବଲ: ମେସୀଙ୍କ ଆର୍ଜେଣ୍ଟିନା ୪-୩ ଗୋଲରେ ପରାସ୍ତ, କ୍ୱାର୍ଟର ଫାଇନାଲରେ ଫ୍ରାନ୍ସ

ମସ୍କୋ : ବିଶ୍ୱର ଶ୍ରେଷ୍ଠ ଫୁଟବଲ ଖେଳାଳୀଙ୍କ ଦଳ ଆର୍ଜେଣ୍ଟିନା ଦଳ ପରାଜୟ ସହିତ ବିଶ୍ୱକପରୁ ବିଦାୟ ନେଇଛି । ଫ୍ରାନ୍ସ ଓ ଆର୍ଜେଣ୍ଟିନା ମଧ୍ୟରେ ଖେଳାଯାଇଥିବା ପ୍ରି-କ୍ୱାର୍ଟର ଫାଇନାଲ ମ୍ୟାଚରେ ୪-୩ ଗୋଲରେ ପରାସ୍ତ ହୋଇଛି ଆର୍ଜେଣ୍ଟିନା । ଏହି ସଂଘର୍ଷପୂର୍ଣ୍ଣ ମ୍ୟାଚରେ ଫ୍ରାନ୍ସ ଦଳ…

ଭାରତ ୧୪୩ ରନରେ ଆୟାର୍ଲାଣ୍ଡକୁ ପରାସ୍ତ କଲା

ଡ଼ବଲିନ : ଭାରତ ଓ ଆୟାର୍ଲାଣ୍ଡ ମଧ୍ୟରେ ଅନୁଷ୍ଠିତ ହୋଇଥିବା ୨ୟ ଟି-ଟ୍ୱେଣ୍ଟି କ୍ରିକେଟ ମ୍ୟାଚରେ ଭାରତ ୧୪୩ ରନର ଏକ ବୃହତ ବିଜୟ ହାସଲ କରିଛି । ଭାରତ ପ୍ରଥମେ ବ୍ୟାଟିଂ କରି ୪ ୱିକେଟ ହରାଇ ୨୧୩ ରନର ଏକ ବିଶାଳ ସ୍କୋର କରିଥିଲା । ୨୧୪ ରନର ପିଛା କରି ଆୟାର୍ଲାଣ୍ଡ ଅଲଆଉଟ ହୋଇ…

ଏସୀୟ ଜୁନିୟର ରୋଇଂ ଚାମ୍ପିୟନ୍ସିପରେ ଓଡ଼ିଆ ଝିଅଙ୍କ କମାଲ୍ : ଭାରତ ଲାଗି ସ୍ୱର୍ଣ୍ଣ ଜିତିଲେ

ଭୁବନେଶ୍ୱର : କୋରିଆରେ ଅନୁଷ୍ଠିତ ହେଉଥିବା ଏସୀୟ ଜୁନିୟର ରୋଇଂ ଚାମ୍ପିୟନ୍ସିପରେ ଚାରିଜଣ ଓଡ଼ିଆ ଖେଳାଳି ଭାରତ ଲାଗି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ସ୍ୱର୍ଣ୍ଣପଦକ ଜିତିଥିବା ଓଡ଼ିଆ ଝିଅମାନେ ହେଲେ ରିତୁ କାଉଡ଼ି, ସୋନାଲି ସ୍ୱାଇଁ, ଦିପିକା ଖେସ, ଝରଣା ହସ୍ତି । ଏହି ସମସ୍ତ…

ଏସୀୟ କ୍ରୀଡ଼ା ଖେଳିବାକୁ ଓଡ଼ିଆ ଜିମ୍ନାଷ୍ଟ ରାକେଶ ପାତ୍ର ଯୋଗ୍ୟତା ଅର୍ଜନ କଲେ

ଭୁବନେଶ୍ୱର: ଓଡ଼ିଶା କ୍ରୀଡ଼ାପ୍ରେମୀଙ୍କ ଲାଗି ପୁଣି ଏକ ଖୁସିର ଖବର । ଓଡ଼ିଶାର ଉଦୀୟମାନ ଜିମ୍ନାଷ୍ଟ ରାକେଶ କୁମାର ପାତ୍ର ଇଣ୍ଡୋନେସିଆର ଜାକର୍ତ୍ତାଠାରେ ଅନୁଷ୍ଠିତ ହେବାକୁ ଥିବା ଏସୀୟ କ୍ରୀଡ଼ା ଜିମ୍ନାଷ୍ଟିକ ଲାଗି ଯୋଗ୍ୟ ବିବେଚିତ ହୋଇଛନ୍ତି । ଓଡ଼ିଆ ଯୁବକ ରାକେଶ ହେଉଛନ୍ତି ଏକମାତ୍ର…

ବିଶ୍ୱକପ ଖେଳିବା ଲାଗି ୪ ଜଣ ଓଡ଼ିଆ ଝିଅ ଭାରତୀୟ ଦଳରେ ସାମିଲ

ନୂଆଦିଲ୍ଲୀ: ଲଣ୍ଡନରେ ଜୁଲାଇ ୨୧ ତାରିଖରୁ ଆରମ୍ଭ ହେଉଥିବା ମହିଳା ବିଶ୍ୱକପ ଲାଗି ୪ ଜଣ ଓଡ଼ିଆ ଖେଳାଳି ଭାରତୀୟ ବିଶ୍ୱକପ ମହିଳା ହକି ଦଳ ଲାଗି ମନୋନୀ ହୋଇଛନ୍ତି । ଲଣ୍ଡନ ବିଶ୍ୱକପ ଲାଗି ଏକ ୧୮ ଜଣିଆ ଭାରତୀୟ ଦଳ ଘୋଷିତ ହୋଇଛି । ଏଥିରେ ଓଡ଼ିଆ ଖେଳାଳି ତଥା ଦକ୍ଷ ଡ଼ିଫେଣ୍ଡର ଦୀପ ଗ୍ରେସ…

ଜାତୀୟ ଆଥଲେଟିକ୍ସ ଚାମ୍ପିୟନସିପ: ଦୂତି ଚାନ୍ଦ କଲେ ନୂଆ କିର୍ତ୍ତିମାନ

ଭୁବନେଶ୍ୱର : ଭାରତର ଦ୍ରୁତତମ ମହିଳା ଧାବିକା ଦୂତି ଚାନ୍ଦ ଗୌହାଟୀରେ ଚାଲିଥିବା ଜାତୀୟ ବରିଷ୍ଠ ଦୌଡ଼କୁଦ ପ୍ରତିଯୋଗିତାର ୧୦୦ ମିଟର ଦୌଡ଼ରେ ନିଜ ରେକର୍ଡ଼ ନିଜେ ଭଙ୍ଗ କରି ଚାମ୍ପିୟନ୍ସିପରେ ଏକ ନୂଆ ରେକର୍ଡ଼ ପ୍ରତିଷ୍ଠା କରିପାରିଛନ୍ତି । ପ୍ରତିଯୋଗିତାର ଚତୁର୍ଥ ଦିବସରେ…