Latest Odisha News

BREAKING NEWS

Browsing Category

ଖେଳ

ମହିଳା ଏସିଆ କପ ଟି-୨୦: ଶ୍ରୀଲଙ୍କାକୁ ପରାସ୍ତ କଲା ଭାରତ

କୁଆଲାଲାମ୍ପୁର : ଛଅଟି ଦେଶକୁ ନେଇ ମାଲେସିଆରେ ଚାଲିଥିବା ମହିଳା ଏସିଆ କପ ଟି-୨୦ ର ଏକ ମ୍ୟାଚରେ ଆଜି ଭାରତ ଶ୍ରୀଲଙ୍କାକୁ ୭ ୱିକେଟରେ ପରାସ୍ତ କରିଛି । ଏହି ବିଜୟ ଫଳରେ ଭାରତ ଫାଇନାଲ ଖେଳିବା ଆଶା ଉଜ୍ଜିବିତ ହୋଇଛି । ଟସରେ ଜିତି ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରିଥିଲା ।…

ମାଡ଼ାମ ତୁସାଦ ମ୍ୟୁଜିୟମରେ ବିରାଟ କୋହଲୀଙ୍କ ମହମ ପ୍ରତିକୃତି ଅନାବୃତ ହେଲା

ନୂଆଦିଲ୍ଲୀ : ଦିଲ୍ଲୀର ମାଡ଼ାମ ତୁସାଦ ମ୍ୟୁଜିୟମରେ ଭାରତୀୟ କ୍ରିକେଟ କପ୍ତାନ ବିରାଟ କୋହଲୀଙ୍କ ମହମ ପ୍ରତିକୃତି ଅନାବରଣ ହୋଇଯାଇଛି । ନିଜ ସହ ପ୍ରତିକୃତିର ବେଶ୍ ସାମଞ୍ଜସ୍ୟ ଉପଲବ୍ଧୀ କରି ବିରାଟ ଆଶ୍ଚର୍ଯ୍ୟ ପ୍ରକଟ କରିବା ସହିତ ମାଡ଼ାମ ତୁସାଦ ମ୍ୟୁଜିୟମକୁ ଧନ୍ୟବାଦ ଦେଇଛନ୍ତି । ଏହି…

ମହିଳା ଏସିଆ କପ ଟି-୨୦: ଭାରତକୁ ପରାସ୍ତ କରି ରେକର୍ଡ କଲା ବାଂଲାଦେଶ

କୁଆଲାଲାମ୍ପୁର: ମାଲେସିଆରେ ଚାଲିଥିବା ମହିଳା ‘ଏସିଆ କପ ଟି-୨୦’ର ଏକ ଏକ ମ୍ୟାଚରେ ବାଂଲାଦେଶ ଭାରତକୁ ୭ ୱିକେଟରେ ପରାସ୍ତ କରିଛି । ‘ଏସିଆ କପ ଟି-୨୦’ ଇତିହାସରେ ଭାରତର ଏହା କୌଣସି ଦଳଠାରୁ ପରାସ୍ତ ହେବା ପ୍ରଥମ । ତେବେ ରୁମାନା ଅହମ୍ମଦଙ୍କ ଅଲରାଉଣ୍ଡିଂ ସାଫଲ୍ୟ ଯୋଗୁଁ ବାଂଲାଦେଶ…

ବିଶ୍ୱ ପରିବେଶ ଦିବସରେ ବାଲୁକା ଶିଳ୍ପୀଙ୍କ କଳା ପ୍ରଦର୍ଶନ

ପୁରୀ : ଆଜି ହେଉଛି ବିଶ୍ୱ ପରିବେଶ ଦିବସ । ପରିବେଶର ସୁରକ୍ଷା ଲାଗି ବାଲୁକା ଶିଳ୍ପୀମାନେ ତାଙ୍କ କଳାକୃତିରେ ସଚେତନତା ସୃଷ୍ଟି କରିବାକୁ ଚେଷ୍ଟା କରିଛନ୍ତି । ଜଣାଶୁଣା ସାମାଜିକ ସଂଗଠନ ‘ୟୁଏସଆଇ ଫାଉଣ୍ଡେସନ’ର ସହଯୋଗରେ ବାଲୁକା ଶିଳ୍ପୀ ମାନସ ସାହୁ ପରିବେଶକୁ ନେଇ ପ୍ରସ୍ତୁତ କରିଛନ୍ତି…