Latest Odisha News

BREAKING NEWS

Browsing Category

ଖେଳ

ଲକ୍ଷ୍ନୌ ସମ୍ମୁଖରେ ୧୮୩ ରନର ଟାର୍ଗେଟ ରଖିଲା ମୁମ୍ବାଇ

ଚେନ୍ନାଇ: ଏଠାରେ ବୁଧବାର ଅନୁଷ୍ଠିତ ଏଲିମିନେଟର ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ଇଣ୍ଡିଆନ୍ସ ୧୮୩ ରନର ବିଜୟ ଲକ୍ଷ୍ୟ ଲକ୍ଷ୍ନø ସୁପର ଜ୍ୟାଂଟସ ସମ୍ମୁଖରେ ରଖିଛି । କୌଣସି ଖେଳାଳି ବଡ ସ୍କୋର କରି ନ ଥିଲେ ମଧ୍ୟ ଦଳ ଏକ ଆଭରେଜ ସ୍କୋର କରିବାରେ ସଫଳ ହୋଇଛି । କାମେରୁନ ଗ୍ରୀନ ୪୧,…

ଗାଙ୍ଗୁଲି ହତାଶ ହୋଇ କହିଲେ, ମୁଁ ଯାହା କରୁଛି ତାକୁ ରାଜନୀତୀକରଣ କରାଯାଉଛି

ଅଗରତାଲା: ପୂର୍ବତନ ବିସିସିଆଇ ଅଧ୍ୟକ୍ଷ ତଥା ଭାରତର ମହାନ କ୍ରିକେଟ ଖେଳାଳି ସୌରଭ ଗାଙ୍ଗୁଲି ପୁନର୍ବାର ଚର୍ଚ୍ଚାରେ ରହିଛନ୍ତି । ନିକଟରେ ସୌରଭଙ୍କୁ ତ୍ରିପୁରାର ପର୍ଯ୍ୟଟନ ଆମ୍ବାସଡର କରାଯିବା ପରେ ବିଭିନ୍ନ ପ୍ରକାରର ଟିପ୍ପଣୀ ସବୁ ଆସିଥିଲା । ଏହା ଦେଖି ଗାଙ୍ଗୁଲି ହତାଶ ହୋଇ କହିଥିଲେ,…

ଅଧିକ ବୁଦ୍ଧି ପ୍ରୟୋଗ କରିବା ଧୋନୀଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇପାରେ, ଖେଳି ନ ପାରନ୍ତି ଫାଇନାଲ

ଅହମ୍ମଦାବାଦ: ଚଳିତ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗସ ପୁନର୍ବାର ମହେନ୍ଦ୍ର ସିଂ ଧୋନୀଙ୍କ ବଳିଷ୍ଠ ନେତୃତ୍ୱ ବଳରେ ଫାଇନାଲରେ ପ୍ରବେଶ କରିଛି । ତେବେ ଗୁଜରାଟ ଟାଇଟନ୍ସ ବିପକ୍ଷରେ କ୍ୱାଲିଫାୟର ୧ରେ ଧୋନୀ ଅଧିକ ବୁଦ୍ଧି ପ୍ରୟୋଗ କରି ଅଡୁଆରେ ପଡିଛନ୍ତି । ମାଥିସା ପାଥିରନଙ୍କୁ ଖେଳାଇବା ପାଇଁ…

କ୍ୱାଲିଫାୟର ମ୍ୟାଚରେ ଗୁଜରାଟକୁ ହରାଇ ଫାଇନାଲରେ ଚେନ୍ନାଇ ସୁପର କିଙ୍ଗସ

ଚେନ୍ନାଇ: ଚଳିତ ଆଇପିଏଲର ପ୍ରଥମ କ୍ୱାଲିଫାୟର ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସ ଗୁଜୁରାଟ ଟାଇଟାନ୍ସ ସମ୍ମୁଖରେ ଥିଲା। ସିଏସକେ ଦଳ ଏହି ମ୍ୟାଚକୁ ୧୫ ରନରେ ଜିତି ନେଇଛି। ଏହା ସହିତ, ସିଏସକେ ଚଳିତ ଆଇପିଏଲ ଫାଇନାଲରେ ପହଞ୍ଚିବାରେ ପ୍ରଥମ ଦଳ ହୋଇପାରିଛି। ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି…

କୋହଲି ଆଘାତପ୍ରାପ୍ତ, ଡବ୍ଲ୍ୟୁଟିସି ଫାଇନାଲରେ ଖେଳିବା ନେଇ ବଢ଼ିଲା ଚିନ୍ତା

ନୂଆଦିଲ୍ଲୀ: ଚଳିତ ଆଇପିଏଲରେ ରୟାଲ ଚ୍ୟାଲେଞ୍ଜର୍ସ ପକ୍ଷରୁ ଖେଳୁଥିବା ବିରାଟ କୋହଲି ଗୁଜରାଟ ଟାଇଟନ୍ସ ବିପକ୍ଷରେ ଆଘାତପ୍ରାପ୍ତ ହୋଇଛନ୍ତି । ଫଳରେ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ତାଙ୍କ ଖେଳିବା ନେଇ ସଂଶୟ ସୃଷ୍ଟି ହୋଇଛି । ଗୁଜରାଟ ବିପକ୍ଷ ମ୍ୟାଚରେ ପରାଜିତ ହୋଇ ବାଙ୍ଗାଲୋର…

ଚେନ୍ନାଇ-ଗୁଜରାଟ ଆଇପିଏଲ ପ୍ଲେ ଅଫ ଆଜି

ଚେନ୍ନାଇ: ଆଇପିଏଲ ଏବେ ଅନ୍ତିମ ପର୍ଯ୍ୟାୟରେ ପଂହଚିଛି । ମଙ୍ଗଳବାର ସନ୍ଧ୍ୟାରେ ୪ଥର ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗସ ଓ ଗତ ସଂସ୍କରଣର ବିଜେତା ଗୁଜରାଟ ଟାଇଟନ୍ସ ମଧ୍ୟରେ ମୁକାବିଲା ହେବ । ଏହି ମ୍ୟାଚର ବିଜେତା ସିଧାସଳଖ ଫାଇନାଲରେ ପ୍ରବେଶ କରିବ । ଅପରପକ୍ଷରେ ପରାଜିତ ଟିମକୁ ଆଉ ଏକ…

ଟିମ ଇଣ୍ଡିଆର କିଟ ସ୍ପନଶର ହେବ ଆଡିଡାସ

ନୂଆଦିଲ୍ଲୀ: ଜର୍ମାନୀର ସ୍ପୋର୍ଟ୍ସ ବ୍ରାଣ୍ଡ ଆଡିଡାସ ଟିମ ଇଣ୍ଡିଆର ନୂତନ କିଟ ସ୍ପନଶର ହେବ । ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ସଚିିବ ଜୟ ଶାହ ସୋମବାର ଟୁଇଟ କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି । କିଲର ଜିନ୍ସର ସ୍ପନଶରଶିପ ଚୁକ୍ତି ମେ ୩୧ରେ ଶେଷ ହୋଇଯିବ । ଏହା ପରେ ଆଡିଡାସ ଟିମ…

ବିଶ୍ୱର ଏକ ନମ୍ବର ଜାଭେଲିୟନ ଥ୍ରୋୟର ହେଲେ ଭାରତର ନୀରଜ

ନୂଆଦିଲ୍ଲୀ: ଅଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ବିଜେତା ଭାରତର ଜାଭେଲିନ ଖେଳାଳି ନୀରଜ ଚୋପ୍ରା ଆଉ ଏକ କୀର୍ତିମାନ ସ୍ଥାପନ କରିଛନ୍ତି । ବିଶ୍ୱ ଆଥଲେଟିକ୍ସ ଦ୍ୱାରା ଜାରୀ କରାଯାଇଥିବା ସଦ୍ୟ ର‌୍ୟାଙ୍କିଙ୍ଗରେ ସେ ପୁରୁଷ ବିଭାଗରେ ଶୀର୍ଷ ସ୍ଥ୍‌ାନ ହାସଲ କରିଛନ୍ତି । ସେ ବିଶ୍ୱ ଚାମ୍ପିୟନ…

ଆଇପିଏଲ ପ୍ଲେଅଫ ଲାଇନ ଅଫ ଚୂଡାନ୍ତ

କୋଲକାତା: ଚଳିତ ଇଣ୍ଡିଆନ ପ୍ରିମିୟର ଲିଗର ପ୍ଲେ ଅଫ ଲାଇନ ଅପ ଚୂଡାନ୍ତ ହୋଇଯାଇଛି । ଗୁଜରାଟ ଟାଇଟନ୍ସ, ଚେନ୍ନାଇ ସୁପର କିଙ୍ଗସ, ଲକ୍ଷ୍ନୌ ସୁପର ଜ୍ୟାଂଟସ ଓ ମୁମ୍ବାଇ ଇଣ୍ଡିଆନ୍ସ ୪ଟି ଦଳ ଭାବେ ପ୍ଲେ ଅଫରେ ପ୍ରବେଶ କରିଛନ୍ତି । ମେ ୨୩ରେ ଗୁଜରାଟ ଟାଇଟନ୍ସ ଓ ଚେନ୍ନାଇ ସୁପର କିଙ୍ଗସ ମଧ୍ୟରେ…

ଆଇପିଏଲ୍‌ରେ କ୍ରିସ୍‌ ଗେଲ୍‌କୁ ପଛରେ ପକାଇ ନମ୍ବର ୱାନ୍ ହେଲେ ବିରାଟ କୋହଲି

ମୁମ୍ବାଇ: ଗତକାଲି ଗୁଜରାଟ ଟାଇନ୍ସ ବିପକ୍ଷରେ ଶତକ ହାସଲ କରି ଆଇପିଏଲ୍‌ରେ ରେକର୍ଡ କରିଛନ୍ତି ବିରାଟ କୋହଲି। କ୍ରିସ୍‌ ଗେଲ୍‌ଙ୍କୁ ପଛରେ ପକାଇ ହେଲେ ନମ୍ବର ୱାନ୍ ବ୍ୟାଟର। ଗତ ଦୁଇ ଦିନ ହେଲା ଲାଗତର ଦୁଇଟି ଶତକ ମାରିଛନ୍ତି ବିରାଟ। ଏହା ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ୬୪…