Latest Odisha News

BREAKING NEWS

Browsing Category

ଖେଳ

ଭାରତୀୟ କ୍ରିକେଟ ଟିମର ୩ଟି ଫର୍ମାଟ ପାଇଁ ଅଲଗା ଅଲଗା ଜର୍ସି ଉନ୍ମୋଚିତ

ମୁମ୍ବାଇ: ସ୍ଥାନୀୟ ୱାଙ୍ଖେଡ ଷ୍ଟାଡିୟମରେ ଭାରତୀୟ କ୍ରିକେଟ ଟିମର ନୂତନ କିଟ ସ୍ପନଶର ପକ୍ଷରୁ ଜର୍ସି ଉନ୍ମୋଚନ କରାଯାଇଛି । ଆଇସିସି ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ପୂର୍ବରୁ ଆଡିଡାସ ଭାରତୀୟ ଖେଳାଳିମାନଙ୍କ ପାଇଁ ୩ଟି ଯାକ ଫର୍ମାଟ ନିମନ୍ତେ ଅଲଗା ଅଲଗା ଜର୍ସି ପ୍ରସ୍ତୁତ କରିଛି ।…

ସଫଳ ହେଲା ଧୋନୀଙ୍କ ଅସ୍ତ୍ରୋପଚାର

ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗର ୨୦୨୩ ସଂସ୍କରଣରେ ଗୂଜରାଟ ଟାଇଟନ୍ସକୁ ହରାଇ ଚେନ୍ନାଇ ସୁପର କିଙ୍ଗସ ଚାମ୍ପିୟନ ହୋଇଛି । ଏହା ପରେ ପୁନର୍ବାର ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱ ଦକ୍ଷତାକୁ ପ୍ରଶଂସା କରାଯାଉଛି । ଆଘାତ ସମସ୍ୟାରେ ପଡିଥିବା ଧୋନୀ ବ୍ୟାଟରେ ସେ ଭଳି କିଛି କମାଲ କରି ନ…

ପିଏସଜି ପକ୍ଷରୁ ଶନିବାର ମେସି ଖେଳିବେ ଶେଷ ମ୍ୟାଚ

ନୂଆଦିଲ୍ଲୀ: ଆର୍ଜେଂଟିନାର ମହାନ ଖେଳାଳି ଲିଓନେଲ ମେସି ତାଙ୍କ ପ୍ରିୟ କ୍ଲବ ପିଏସଜି ଛାଡିବାକୁ ଯାଉଛନ୍ତି । ଗତ ମାସରେ ଏ ନେଇ ରିପୋର୍ଟ ପ୍ରକାଶ ପାଇଥିଲା । ପିଏସଜିର ମୂଖ୍ୟ କୋଚ ଗୁରୁବାର କ୍ରିଷ୍ଟଫେ ଗାଲ୍ଟିୟର କହିଛନ୍ତି ମେସି କ୍ଲେରମୋଂଟ ଫୁଟ ବିପକ୍ଷରେ ଶେଷ ମ୍ୟାଚ ଖେଳିବେ । ଫୁଟବଲ…

ଡବ୍ଲ୍ୟୁଟିସି ଫାଇନାଲରେ ଡ୍ୟୁକ ବଲ ଭାରତକୁ ଅସୁବିଧାରେ ପକାଇପାରେ

ନୂଆଦିଲ୍ଲୀ: ଓଭାଲରେ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ । ଏହି ମ୍ୟାଚରେ ଡ୍ୟୁକ ବଲର ବ୍ୟବହାର ହେବ । ଭାରତର ଅଧିକାଂଶ ଖେଳାଳି ଏବେ ଆଇପିଏଲ ଖେଳି ଆସିଛନ୍ତି । ସେଠାରେ ନାଲି ବଲରେ ସେମାନେ ଅଭ୍ୟାସ କରୁଥିଲେ । ଗତ ସଂସ୍କରଣରେ ମଧ୍ୟ ଭାରତୀୟ ବୋଲର…

ଆଇପିଏଲ ଫାଇନାଲକୁ ଡିଜିଟାଲରେ ଉପଭୋଗ କଲେ ରେକର୍ଡ ସଂଖ୍ୟକ ଦର୍ଶକ

ଅହମ୍ମଦାବାଦ: ଇଣ୍ଡିଆନ ପ୍ରିମିୟର ଲିଗର ଫାଇନାଲ ମ୍ୟାଚକୁ ରେକର୍ଡ ସଂଖ୍ୟକ ଦର୍ଶକ ଡିଜିଟାଲ ପ୍ଲାଟଫର୍ମରେ ଉପଭୋଗ କରିଛନ୍ତି । ରିପୋର୍ଟ ମୁତାବକ ଚେନ୍ନାଇ ସୁପର କିଙ୍ଗସ ଓ ଗୁଜରାଟ ଟାଇଟାନ୍ସ ମଧ୍ୟରେ ଅନୁଷ୍ଠିତ ଫାଇନାଲ ମ୍ୟାଚକୁ ୧୨କୋଟିରୁ ଊର୍ଦ୍ଧ୍ୱ ଦର୍ଶକ ଉପଭୋଗ କରିଛନ୍ତି । ରିଲାଏନ୍ସ…

ରେସଲରଙ୍କ ଆନ୍ଦୋଳନକୁ ହାଇଜ୍ୟାକ କରୁଛି କିଏ ?

ଭାରତୀୟ କୁସ୍ତି ସଂଘ ଅଧ୍ୟକ୍ଷ ବ୍ରିିଜଭୂଷଣ ଶରଣ ସିଂଙ୍କ ବିରୋଧରେ ରେସଲରଙ୍କ ଧାରଣର ଏବେ ସାରା ଭାରତରେ ଚର୍ଚ୍ଚାର କାରଣ ସାଜିଛି । ନ୍ୟାୟ ପାଇଁ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନରେ ଏବେ ଧିରେ ଧିରେ ଅନ୍ୟ ହାତକୁ ଚାଲିଯାଉଛି । ତେବେ ରେସଲରଙ୍କ ଏହି ଆନ୍ଦୋଳନକୁ ହାଇଜ୍ୟାକ କରୁଛି କିଏ ? ଏଥିରେ…

୨୦ ବର୍ଷରୁ କମ ଫିଫା ବିଶ୍ୱକପ: କ୍ୱାର୍ଟରରେ ଆମେରିକା, ଇସ୍ରାଏଲ

ବୁଏନ୍ସ ଏରିସ: ଆର୍ଜେଂଟିନାରେ ଚାଲିଥିବା ୨୦ ବର୍ଷରୁ କମ ଫିଫା ବିଶ୍ୱକପର ରୋମାଂଚ ବଢ଼ିବାରେ ଲାଗିଛି । ବୁଧବାର ଚମତ୍କାର ପ୍ରଦର୍ଶନ କରି ଆମେରିକା ଓ ଇସ୍ରାଏଲ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି । ପ୍ରି-କ୍ୱାର୍ଟରରେ ଆମେରିକା ୪-୦ ଗୋଲରେ ନ୍ୟୁଜିଲାଣ୍ଡକୁ ହରାଇଥିଲା । ଆମେରିକା…

ଥାଇଲାଣ୍ଡ ଓପନ ବ୍ୟାଡମିଂଟନ: ପ୍ରଥମ ରାଉଣ୍ଡରୁ ସିନ୍ଧୁ ବିଦା

ବ୍ୟାଙ୍କକ: ଚଳିତ ଥାଇଲାଣ୍ଡ ଓପନ ବ୍ୟାଡମିଂଟନରେ ଭାରତର ଷ୍ଟାର ମହିଳା ଖେଳାଳି ପିଭି ସିନ୍ଧୁ ପ୍ରଥମ ରାଉଣ୍ଡରୁ ବିଦାୟ ନେଇଛନ୍ତି । ସାଇନା ନେହ୍ୱାଲ, ସାତ୍ୱିକ-ଚିରାଗ ଓ ଲକ୍ଷ୍ୟ ସେନ ସେମାନଙ୍କ ମ୍ୟାଚରେ ବିଜୟ ହାସଲ କରିଛନ୍ତି । ସିନ୍ଧୁ କାନାଡାର ମିଚେଲ ଲୀଙ୍କ ନିକଟରୁ ୨୧-୮, ୨୧-୧୮ ଓ…

ପନ୍ତଙ୍କ ବିଶ୍ୱକପ ଖେଳିବା ସମ୍ଭାବନା ଉଜ୍ଜୀବୀତ

ନୂଆଦିଲ୍ଲୀ: କାର ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ଟିମ ଇଣ୍ଡିଆର ୱିକେଟ କିପର ତଥା ବ୍ୟାଟ୍ସମ୍ୟାନ ଦ୍ରୁତ ଆରୋଗ୍ୟ ହେବାରେ ଲାଗିଛନ୍ତି । ନ୍ୟାଶନାଲ କ୍ରିକେଟ ଏକାଡେମୀରେ ସେ ଅଭ୍ୟାସ ଆରମ୍ଭ କରିଛନ୍ତି । ପନ୍ତଙ୍କ ଆଉ କୌଣସି ଅପରେଶନର ଆବଶ୍ୟକତା ନାହିଁ ଏନସିଏ ପକ୍ଷରୁ ତାଙ୍କ ଉପରେ ନଜର…

ପିସିବିକୁ ଆଇସିସିର ପ୍ରଶ୍ନ, ବିଶ୍ୱକପ ଖେଳିବ କି ନାହିଁ ?

ଲାହୋର: ଭାରତରେ ଅକ୍ଟୋବରରେ ହେବାକୁ ଥିବା ଦିନିକିଆ ବିଶ୍ୱକପ ଖେଳିବା ନେଇ ସ୍ପଷ୍ଟ କରିବା ପାଇଁ ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ ପାକିସ୍ତାନ କ୍ରିକେଟ ବୋର୍ଡକୁ କହିଛି । ଏଥିପାଇଁ ଆଇସିସି ଅଧ୍ୟକ୍ଷ ଗ୍ରେଗ ୱାର୍କଲ ଓ ସିଇଓ ଜ୍ୟେଫ ଏଲର୍ଡିସ ଲାହୋର ଆସିଛନ୍ତି । ପିସିବି ଅଧ୍ୟକ୍ଷ ନଜମ ସେଠୀ…