Latest Odisha News

BREAKING NEWS

Browsing Category

ଖେଳ

ଆସନ୍ତୁ ଜାଣିବା କେଉଁ କଳାକାର ଆଇପିଏଲ ଉଦଯାପନୀ ଉତ୍ସବରେ ପରିବେଷଣ କରିବେ

ଅହମ୍ମଦାବାଦ: ଆଇପିଏଲ ୨୦୨୩ ସଂସ୍କରଣ ଅନ୍ତିମ ପଯ୍ୟାୟରେ ପଂହଚିସାରିଛି । ମେ ୨୮ରେ ଅହମ୍ମଦାବାଦରେ ଫାଇନାଲ ମ୍ୟାଚ ଖେଳାଯିବ । ଇତି ମଧ୍ୟରେ ବିସିସିଆଇ ଓ ଆୟୋଜକ କମିଟି ଫାଇନାଲ ପୂର୍ବରୁ ହେବାକୁ ଥିବା ଉଦଯାପନୀ ଉତ୍ସବରେ କେଉଁମାନେ ପରିବେଷଣ କରିବେ ତାହା ଘୋଷଣା କରାଯାଇଛି । ର‌୍ୟାପର…

ମାଲେସିଆ ମାଷ୍ଟର୍ସ ବ୍ୟାଡମିଂଟନ: କ୍ୱାର୍ଟରରେ ସିନ୍ଧୁ, ପ୍ରଣୟ

ନୂଆଦିଲ୍ଲୀ: ମାଲେସିଆ ମାଷ୍ଟର୍ସ ବ୍ୟାଡମିଂଟନରେ ଭାରତୀୟ ଖେଳାଳିମାନେ ସମ୍ପୂର୍ଣ୍ଣ ଷ୍ଟାଇଲରେ ଅଭିଯାନ ଆରମ୍ଭ କରିଛନ୍ତି । ପିଭି ସିନ୍ଧୁ, ଏଚଏସ ପ୍ରଣୟ ଓ କିଦାମ୍ବି ଶ୍ରୀକାନ୍ତ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି । ମହିଳା ସିଙ୍ଗଲ୍ସରେ ସିନ୍ଧୁ ଜାପାନର ଆୟା ଓହେରୀଙ୍କୁ ୨୧-୧୬,…

ଆଇସିସି ଟେଷ୍ଟ ଚାମ୍ପିୟନଶିପର ପୁରସ୍କାର ରାଶି ଘୋଷଣା

ନୂଆଦିଲ୍ଲୀ: ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପର ପୁରସ୍କାର ରାଶି ଘୋଷଣା କରିଛି । ଚାମ୍ପିୟନ ହୋଇଥିବା ଟିମକୁ ୧୩.୨୨ କୋଟି ଓ ରନର୍ସଅପ ଦଳକୁ ୬.୬୧ କୋଟି ଟଙ୍କା ପୁରସ୍କାର ରାଶି ବାବଦକୁ ମିଳିବ । ସେହିପରି ତୃତୀୟ ଓ ଚତୁର୍ଥ ସ୍ଥାନରେ ରହିଥିବା ଟିମ ଦକ୍ଷିଣ ଆଫ୍ରିକା ଓ ଇଂଲଣ୍ଡକୁ…

ଗିଲ ହେବେ କି ଭାରତୀୟ କ୍ରିକେଟର ରାଜକୁମାର

ଆଇପିଏଲ ମାଧ୍ୟମରେ ଅନେକ ଯୁବ ଖେଳାଳି ସମ୍ମୁଖକୁ ଆସି ପାରୁଛନ୍ତି । ଏବେ ସାରା ଭାରତରେ ଚର୍ଚ୍ଚାର କାରଣ ସାଜିଛନ୍ତି ଶୁଭମନ ଗିଲ । ଏପରିକି ତାଙ୍କୁ ଭାରତୀୟ କ୍ରିକେଟର ରାଜକୁମାର ମଧ୍ୟ କୁହାଯାଉଛି । କିଙ୍ଗ କୋହଲିଙ୍କ ପରେ ପ୍ରିନ୍ସ ଗିଲ ଏବେ ସମସ୍ତଙ୍କୁ ପ୍ରିୟ ହୋଇ ଉଠିଛନ୍ତି ।…

ଆଇପିଏଲ ଫାଇନାଲ ପାଇଁ ପାକିସ୍ତାନ ବୋର୍ଡ ଅଧ୍ୟକ୍ଷଙ୍କୁ ଡାକରା ନାହିଁ

ଅହମ୍ମଦାବାଦ: ଇଣ୍ଡିଆନ ପ୍ରିମିୟର ଲିଗର ଫାଇନାଲ ମେ ୨୮ରେ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ । ଏହି ମ୍ୟାଚ ଦେଖିବା ପାଇଁ ଗୁରୁବାର ବିିସିସିଆଇ ଶ୍ରୀଲଙ୍କା, ବାଂଲାଦେଶ ଓ ଆଫଗାନିସ୍ତାନ ବୋର୍ଡର ଅଧ୍ୟକ୍ଷଙ୍କୁ ନିମନ୍ତ୍ରଣ କରିଛି । ତେବେ ପାକିସ୍ତାନ ବୋର୍ଡ ଅଧ୍ୟକୁ ଏ ନେଇ ଡକାଯାଇ…

ଜାସନ ରାୟଙ୍କ ପାଇଁ ଦେଶଠାରୁ ବଡ ହେଲା ଅର୍ଥ

ଲଣ୍ଡନ:ଇଂଲଣ୍ଡର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଜାସନ ରାୟଙ୍କ ଏକ ନିଷ୍ପତି ସମସ୍ତଙ୍କୁ ଚକିତ କରି ଦେଇଛି । ୩୨ ବର୍ଷୀୟ ଜାସନ ରାଷ୍ଟ୍ରୀୟ ଟିମ କଂଟ୍ରାକ୍ଟ ଛାଡି ଫ୍ରାଂଚାଇଜ କ୍ରିକେଟ ଖେଳିବା ପାଇଁ ନିଷ୍ପତି ନେଇଛନ୍ତି । ଦିନିକିଆ କ୍ରିକେଟରେ ଜାସନ ଇଂଲଣ୍ଡ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖେଳାଳି…

ଓଡିଶା କୋଚ ତାଲିକାରେ ସାମିଲ ହେଲେ ବସନ୍ତ ମହାନ୍ତି

ଭୁବନେଶ୍ୱର: ନିକଟରେ କ୍ରିକେଟରୁ ଅବସର ଘୋଷଣା କରିଥିବା ଓଡିଶାର ପେସ ବୋଲର ବସନ୍ତ ମହାନ୍ତିଙ୍କୁ ଓଡିଶା କ୍ରିକେଟ ଆସୋସିଏଶନ କୋଚ ତାଲିକାରେ ସାମିଲ କରିଛି । ବସନ୍ତ ପ୍ରଥମ ଶ୍ରେଣୀ କ୍ରିକେଟରେ ୧୦୫ ମ୍ୟାଚରେ ୪୦୩ ୱିକେଟ ଅକ୍ତିଆର କରିଛନ୍ତି । ବସନ୍ତଙ୍କ ସମେତ ନଟରାଜ ବେହେରା, ରଶ୍ମିରଞ୍ଜନ…

ଦୁର୍ବଳ ହେଉଛି ବ୍ରିଜଭୂଷଣଙ୍କ ବିରୋଧରେ ଧାରଣା, ହାତ ଛାଡୁଛନ୍ତି ସାଥୀ ରେସଲର

ନୂଆଦିଲ୍ଲୀ: ଭାରତୀୟ କୁସ୍ତି ସଂଘର ପୂର୍ବତନ ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂଙ୍କ ବିରୋଧରେ ରେସଲରମାନେ ଯନ୍ତରମନ୍ତରରେ ଧାରଣା ଦେଇଛନ୍ତି । ବଜରଙ୍ଗ ପୁନିଆ, ବିନେଶ ଫୋଗଟ ଓ ସାକ୍ଷୀ ମଲିକଙ୍କ ପରି ଏକ ମାସ ହେବ ବ୍ରିଜଭୂଷଣଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି । ୭ ମାସ ତଳେ ସେମାନେ ଏହି…

ଲକ୍ଷ୍ନୌ ସମ୍ମୁଖରେ ୧୮୩ ରନର ଟାର୍ଗେଟ ରଖିଲା ମୁମ୍ବାଇ

ଚେନ୍ନାଇ: ଏଠାରେ ବୁଧବାର ଅନୁଷ୍ଠିତ ଏଲିମିନେଟର ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ଇଣ୍ଡିଆନ୍ସ ୧୮୩ ରନର ବିଜୟ ଲକ୍ଷ୍ୟ ଲକ୍ଷ୍ନø ସୁପର ଜ୍ୟାଂଟସ ସମ୍ମୁଖରେ ରଖିଛି । କୌଣସି ଖେଳାଳି ବଡ ସ୍କୋର କରି ନ ଥିଲେ ମଧ୍ୟ ଦଳ ଏକ ଆଭରେଜ ସ୍କୋର କରିବାରେ ସଫଳ ହୋଇଛି । କାମେରୁନ ଗ୍ରୀନ ୪୧,…

ଗାଙ୍ଗୁଲି ହତାଶ ହୋଇ କହିଲେ, ମୁଁ ଯାହା କରୁଛି ତାକୁ ରାଜନୀତୀକରଣ କରାଯାଉଛି

ଅଗରତାଲା: ପୂର୍ବତନ ବିସିସିଆଇ ଅଧ୍ୟକ୍ଷ ତଥା ଭାରତର ମହାନ କ୍ରିକେଟ ଖେଳାଳି ସୌରଭ ଗାଙ୍ଗୁଲି ପୁନର୍ବାର ଚର୍ଚ୍ଚାରେ ରହିଛନ୍ତି । ନିକଟରେ ସୌରଭଙ୍କୁ ତ୍ରିପୁରାର ପର୍ଯ୍ୟଟନ ଆମ୍ବାସଡର କରାଯିବା ପରେ ବିଭିନ୍ନ ପ୍ରକାରର ଟିପ୍ପଣୀ ସବୁ ଆସିଥିଲା । ଏହା ଦେଖି ଗାଙ୍ଗୁଲି ହତାଶ ହୋଇ କହିଥିଲେ,…