Latest Odisha News

BREAKING NEWS

Browsing Category

ଖେଳ

ଟପ ଗ୍ରେଡରୁ ବାହାର ହେବେ କି ରୋହିତ, ବିରାଟ

ନୂଆଦିଲ୍ଲୀ: ଚାମ୍ପିୟନ୍ସ ଟ୍ରଫି କ୍ରିକେଟ ଫଳାଫଳ ଟିମ ଇଣ୍ଡିଆର ଅନେକ କ୍ରିକେଟରଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବ । କ୍ରମାଗତ ଭଲ ପ୍ରଦର୍ଶନ କରି ଶ୍ରେୟାଶ ଆୟାର ବିସିସିଆଇକୁ ପ୍ରଭାବିତ କରିପାରିଛନ୍ତି । ଶ୍ରେୟାଶଙ୍କୁ ଚାମ୍ପିୟନ୍ସ ଟ୍ରଫି ପରେ ବିସିସିଆଇ ପୁରସ୍କୃତ କରିବା ସମ୍ଭାବନା ରହିଛି ।…

ବାରବାଟୀ ଷ୍ଟାଡିୟମର ନବୀକରଣ ପାଇଁ ଏବେ ଯୋଜନା ନାହିଁ: କ୍ରୀଡ଼ା ମନ୍ତ୍ରୀ

ଭୁବନେଶ୍ୱର: କଟକର ଐତିହାସିକ ବାରବାଟୀ ଷ୍ଟାଡିୟମର ନବୀକରଣ ପାଇଁ ଓଡ଼ିଶା ସରକାରଙ୍କ କୌଣସି ଯୋଜନା ନାହିଁ। ବିଧାନସଭାରେ ଶୁକ୍ରବାର ଦିନ କଂଗ୍ରେସ ବିଧାୟକ ସୋଫିଆ ଫିରଦୋସଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ କ୍ରୀଡ଼ା ଏବଂ ଯୁବ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି। ଅପରପକ୍ଷରେ…

ଆକ୍ରମ, ୟୁନୁସଙ୍କୁ ଅର୍ଥ ଫିଙ୍ଗ…. ସବୁ କିଛି କରିବେ

କରାଚୀ: ଚାମ୍ପିୟନ୍ସ ଟ୍ରଫି ୨୦୨୫ ଗ୍ରୁପ ଷ୍ଟେଜରୁ ଆୟୋଜକ ପାକିସ୍ତାନ ବିଦାୟ ନେଇଛି । ଏ ନେଇ ପାକିସ୍ତାନ କ୍ରିକେଟରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି । କେତେକ ସିନିୟର ଖେଳାଳି ଓ ଟିମ ମ୍ୟାନେଜମେଂଟ ସଦସ୍ୟଙ୍କ ମନୋମୂଖୀ କାରୋବାର ଯୋଗୁ ଦଳର ପ୍ରଦର୍ଶନସ୍ତର ହ୍ରାସ ପାଇଛି ।…

ବିବାହର ୭ ବର୍ଷ ପରେ ମାଆ ହେବେ ଏହି ଷ୍ଟାର ରେସଲର

ଦୁବାଇ: ବିବାହର ୭ ବର୍ଷ ପରେ ଭାରତର ଷ୍ଟାର ମହିଳା ରେସଲର ମାଆ ହେବାକୁ ଯାଉଛନ୍ତି । ତାଙ୍କ ପତି ସୋମବୀର ରାଠୀ ଏହି ଖବର ସୋସିଆଲ ମିଡିଆ ମାଧ୍ୟମରେ ପ୍ରଶଂସକଙ୍କୁ ଜଣାଇଛନ୍ତି । ମହାନ ରେସଲର ତଥା ଜୁଲାନାର କଂଗ୍ରେସ ବିଧାୟିକା ଭିନେଶ ଫୋଗଟ ୨୦୧୮ରେ ସାଥୀ ରେସଲର ସୋମବୀର ରାଠୀଙ୍କୁ ବିବାହ…

ଏନଟିପିସି ର‌୍ୟାଙ୍କିଙ୍ଗ ତୀରନ୍ଦାଜ: ସବ ଜୁନିୟରରେ ବାଜି ମାରିଲେ ଆର୍ଯ୍ୟନ, ବୈଷ୍ଣବୀ

ପୁରୀ: ସ୍ଥାନୀୟ ଜଗନ୍ନାଥ କ୍ରିକେଟ ଷ୍ଟାଡିୟମରେ ତୃତୀୟ ଏନଟିପିସି ର‌୍ୟାଙ୍କିଙ୍ଗ ତୀରନ୍ଦାଜର ସବ ଜୁନିୟର ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ରିକର୍ଭ ବାଳକ ବିଭାଗରେ ଉତରପ୍ରଦେଶର ଆର୍ଯ୍ୟନ ରାନା, ତାମିଲନାଡୁର ସ୍ମରନ ସର୍ବେଶ ଓ ମେଘାଳୟର ଦେବରାଜ ମହାପାତ୍ର ଯଥାକ୍ରମେ ପ୍ରଥମ ୩ଟି…

ସାମୀଙ୍କୁ ଅପରାଧୀ କହିଲେ ଏହି ଧର୍ମଗୁରୁ

ନୂଆଦିଲ୍ଲୀ: ଚାମ୍ପିୟନ୍ସ ଟ୍ରଫି କ୍ରିକେଟରେ ମହମ୍ମଦ ସାମୀଙ୍କ ଆକର୍ଷଣୀୟ ପ୍ରଦର୍ଶନ ସହାୟତାରେ ଭାରତ ସେମିଫାଇନାଲରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି । ଏହି ମ୍ୟାଚ ଅବସରରେ ସାମୀ ଏନର୍ଜି ଡ୍ରିଙ୍କ ପିଉଥିବା ଦେଖିବାକୁ ମିଳିଥିଲା । ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।…

୨୫ ବର୍ଷ ପରେ ପ୍ରତିଶୋଧ ନେବା ପାଇଁ ଭାରତ ନିକଟରେ ସୁଯୋଗ

ଦୁବାଇ: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଆଇସିସି ଚାମ୍ପିୟନ୍ସ ଟ୍ରଫି ଫାଇନାଲ ମ୍ୟାଚ ମାର୍ଚ୍ଚ ୯ରେ ଖେଳାଯିବ । ଉଭୟ ଦଳ ଗ୍ରୁପ ପର୍ଯ୍ୟାୟ ଏବଂ ସେମିଫାଇନାଲରେ ଭଲ ପ୍ରଦର୍ଶନ କରି ଟାଇଟଲ ମୁକାବିଲାରେ ଅବତୀର୍ଣ୍ଣ ହୋଇଛନ୍ତି । ୨୫ ବର୍ଷ ପରେ ଏହି ଦୁଇ ଟିମ ଆଇସିସିର ସୀମିତ ଓଭର ମୁକାବିଲାର…

ମିଲରଙ୍କ ବିସ୍ଫୋରକ ଶତକ ବ୍ୟର୍ଥ: ଭାରତ-ନ୍ୟୁଜିଲାଣ୍ଡ ଫାଇନାଲ

କରାଚୀ: ଡେଭିଡ ମିଲରଙ୍କ ବିସ୍ଫୋରକ ଶତକ ସତ୍ୱେ ଚାମ୍ପିୟନ୍ସ ଟ୍ରଫି କ୍ରିକେଟର ଦ୍ୱିତୀୟ ସେମିଫାଇନାଲରେ ନ୍ୟୁଜିଲାଣ୍ଡ ୫୦ ରନରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି । ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ରବିବାର ଫାଇନାଲ ମ୍ୟାଚ ଖେଳାଯିବ । ପ୍ରଥମେ ବ୍ୟାଟିଂ କରି…

ଗମ୍ଭୀରଙ୍କୁ ମିଛୁଆ ପ୍ରମାଣିତ କଲେ ସାମୀ

ଦୁବାଇ: ଭାରତ ଚଳିତ ଚାମ୍ପିୟନ୍ସ ଟ୍ରଫି କ୍ରିକେଟର ଫାଇନାଲରେ ପ୍ରବେଶ କରିଛି । ଦଳ ଏବେ ଟାଇଟଲ ହାସଲଠାରୁ ଗୋଟିଏ ପାଦ ଦୂରରେ ରହିଛି । ଭାରତ ତାର ସମସ୍ତ ମ୍ୟାଚ ଦୁବାଇରେ ଖେଳିଥିବାରୁ ଫାଇଦାରେ ରହୁଥିବା ବିପକ୍ଷ ଟିମର କେତେକ ସଦସ୍ୟ ବୟାନ ଦେଇଥିଲେ । ତେବେ ଏହାକୁ କୋଚ ଗୌତମ ଗମ୍ଭୀର ଓ…

ଆଇସିସି ଦିନିକିଆ ର‌୍ୟାଙ୍କିଙ୍ଗ: ରୋହିତଙ୍କୁ ପଛରେ ପକାଇଲେ କୋହଲି

ଦୁବାଇ: ଚଳିତ ଚାମ୍ପିୟନ୍ସ ଟ୍ରଫି କ୍ରିକେଟରେ ଭଲ ପ୍ରଦର୍ଶନ କରିବା ଯୋଗୁ ଭାରତର କେତେଜଣ ଖେଳାଳିଙ୍କ ଆଇସିସି ଦିନିକିଆ ର‌୍ୟାଙ୍କିଙ୍ଗରେ ଉନ୍ନତି ହୋଇଛି । ଶୁଭମନ ଗିଲ ୭୯୧ ପଂଏଟ ସହ ଶୀର୍ଷ ସ୍ଥାନ ବଜାୟ ରଖିଛି । ବାବର ଆଜମ ଦ୍ୱିତୀୟ ଏବଂ ହେନେରୀ କ୍ଲାସେନ ତୃତୀୟ ସ୍ଥାନରେ ରହିଛନ୍ତି ।…