Latest Odisha News

BREAKING NEWS

Browsing Category

ଖେଳ

ଆସନ୍ତୁ ନଜର ପକାଇବା ଚାମ୍ପିୟନ୍ସ ଟ୍ରଫିର ଇତିହାସ ଉପରେ

ନୂଆଦିଲ୍ଲୀ: ଆଇସିସି ଚାମ୍ପିୟନ୍ସ ଟ୍ରଫିର ୨୦୨୫ ସଂସ୍କରଣ ଫେବୃୟାରୀ ୧୯ରୁ ପାକିସ୍ତାନରେ ଆରମ୍ଭ ହେବ । ଏହାର ଫାଇନାଲ ମ୍ୟାଚ ମାର୍ଚ୍ଚ ୯ରେ ଖେଳାଯିବ । ସୁରକ୍ଷା ଦୃଷ୍ଟିକୋଣରୁ ଭାରତ ତାର ସମସ୍ତ ମ୍ୟାଚ ଦୁବାଇରେ ଖେଳିବ । ପ୍ରାୟ ୮ ବର୍ଷ ପରେ ଚାମ୍ପିୟନ୍ସ ଟ୍ରଫି ପୂନର୍ବାର ଆୟୋଜିତ ହେଉଛି…

ବିସିସିଆଇ ନୂଆ ନିୟମ ସମସ୍ତଙ୍କ ପାଇଁ, ବାଦ ପଡିଲେନି କୋଚ ଗମ୍ଭୀର

ନୂଆଦିଲ୍ଲୀ: ଟିମ ମଧ୍ୟରେ ମତଭେଦ ବଢ଼ିବା ଯୋଗୁ ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ କେତେକ କଠୋର ନିୟମ ଲାଗୁ କରିଛି । ଏହ ନିୟମ ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜରୁ ପ୍ରାୟତଃ ଲାଗୁ ହୋଇ ସାରିଛି । କୋଚ ଏବଂ ଖେଳାଳିଙ୍କ ପାଇଁ ଏହା ଲାଗୁ କରାଯାଇଛି । ଗମ୍ଭୀରଙ୍କ ସମେତ ଅନ୍ୟମାନେନିଜ ସହାୟକ…

ଆଜିଠୁ ମହିଳା ପ୍ରିମିୟର ଲିଗ୍ ଆରମ୍ଭ

ନୂଆଦିଲ୍ଲୀ:‘ଡବ୍‌ଲ୍ୟୁପିଏଲ୍‌’ର ତୃତୀୟ ସଂସ୍କରଣ ଆଜି ଠାରୁ ଆରମ୍ଭ ହେବାକୁ ଯାଉଛି । ଏହି ଟୁର୍ଣ୍ଣାମେଣ୍ଟରେ ପାଞ୍ଚଟି ଦଳ ଅଂଶଗ୍ରହଣ କରିବେ । ଆଜି ଅର୍ଥାତ୍ ଫେବ୍ରୁଆରି ୧୪ରୁ ମ୍ୟାଚ ଆରମ୍ଭ ହୋଇ ମାର୍ଚ୍ଚ ୧୫ ତାରିଖରେ ତାରିଖରେ ଲିଗ୍ ଶେଷ ହେବ । ଏଥିରେ ଅଂଶଗ୍ରହଣ କରୁଥିବା ଦଳ ଗୁଡିକ…

ରୋହିତଙ୍କ କଥା ଶୁଣିଲା ନାହିଁ ବିସିସିଆଇ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ଅଧିନାୟକ ରୋହିତ ଶର୍ମାଙ୍କୁ ବଡ ଝଟକା ଦେଇଛି ବିସିସିଆଇ । ଚାମ୍ପିୟନ୍ସ ଟ୍ରଫି ପାଇଁ ଦଳ ଦୁବାଇ ଯିବା ପୂର୍ବରୁ ବୋର୍ଡକୁ ପରିବାର, ଯାତ୍ରା ସମ୍ବନ୍ଧୀୟ ଆସବାବପତ୍ର ପ୍ରଭୃତିର ତାଲିକା ଖେଳାଳିମାନଙ୍କୁ ଦେବାକୁ ପଡିଛି । ପୂର୍ବରୁ ବିସିସିଆଇ ବିଦେଶ…

ଚାମ୍ପିୟନ୍ସ ଟ୍ରଫିରୁ ଓହରିବା ପରେ ବୁମରାହ ଶେୟାର କଲେ ପ୍ରଥମ ପୋଷ୍ଟ

ନୂଆଦିଲ୍ଲୀ: ଆଇସିସି ଚାମ୍ପିୟନ୍ସ ଟ୍ରଫି ପୂର୍ବରୁ ଯଶପ୍ରୀତ ବୁମରାହ ଓହରିଯିବା ଭାରତକୁ ଶକ୍ତା ଧକ୍କା ଲାଗିଛି । ଏବେ ତାଙ୍କ ସ୍ଥାନରେ ହର୍ଷିତ ରାଣାଙ୍କୁ ଦଳରେ ସାମିଲ କରାଯାଇଛି । ବୁମରାହ ଓହରିବା ପରେ ଗୁରୁବାର ସୋସିଆଲ ମିଡିଆରେ ଏ ସମ୍ପର୍କରେ ପ୍ରଥମ ପୋଷ୍ଟ କରିଛନ୍ତିି । ସେ ତାଙ୍କ…

ଚାମ୍ପିୟନ୍ସ ଟ୍ରଫି ପୂର୍ବରୁ ଟିମ ଇଣ୍ଡିଆ ଖେଳିବ ନାହିଁ ଅଭ୍ୟାସ ମ୍ୟାଚ

ନୂଆଦିଲ୍ଲୀ:ଇଂଲଣ୍ଡ ବିପକ୍ଷ ଦିନିକିଆ କ୍ରିକେଟ ସିରିଜ ୩-୦ରେ ଜିତିବା ପରେ ଏବେ ଟିମ ଇଣ୍ଡିଆ ଚାମ୍ପିୟନ୍ସ ଟ୍ରଫି ପାଇଁ ପ୍ରସ୍ତୁତିି ଆରମ୍ଭ କରିଛନ୍ତି । ଫେବୃୟାରୀ ୧୯ରୁ ଏହା ପାକିସ୍ତାନ ଏବଂ ଦୁବାଇରେ ଆୟୋଜିତ ହେବ । ଭାରତ ତାର ସମସ୍ତ ମ୍ୟାଚ ଦୁବାଇରେ ଖେଳିବ । ତେବେ ଟୁର୍ଣ୍ଣାମେଂଟ…

କେକେଆରର ଆଇପିଏଲ ଟ୍ରଫି ଟୁର୍, ୧୬ରେ ଭୁବନେଶ୍ବରକୁ ଆସିବ ଟ୍ରଫି

ଭୁବନେଶ୍ବର: ଇଣ୍ଡିଆନ ପ୍ରିମିୟର ଲିଗ୍-୨୦୨୪ର ଚମ୍ପିଆନ କୋଲକତା ନାଇଟ ରାଇଡର୍ସ (କେକେଆର) ପକ୍ଷରୁ ଟ୍ରଫି ଟୁର୍ କାର୍ଯ୍ୟକ୍ରମ ରଖିଛି । ଫେବୃଆରୀ ୧୪ରୁ ୧୬ମାର୍ଚ୍ଚ ପର୍ଯ୍ୟନ୍ତ ଆୟୋଜିତ ହେବ । ତେବେ ଏପରି ଆଇପିଏଲ ଟ୍ରଫି ଟୁର୍ କାର୍ଯ୍ୟକ୍ରମ ପ୍ରଥମ ଥର ପାଇଁ ଏକ ଫ୍ରାଞ୍ଚାଇଜ୍ ପକ୍ଷରୁ…

ତାହାହେଲେ ଏଥିପାଇଁ ଚାମ୍ପିୟନ୍ସ ଟ୍ରଫି ଟିମରେ ସାମିଲ ହେଲେ ବରୁଣ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମ ଏବେ ଚାମ୍ପିୟନ୍ସ ଟ୍ରଫି ଟାଇଟଲ ହାସଲ ନେଇ ସମସ୍ତ ପ୍ରକାର ଉଦ୍ୟମ ଆରମ୍ଭ କରିଛି । ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜରେ କ୍ଲିନ ସୁଇପ କରିବା ଦଳର ମନୋବଳ ବଢ଼ାଇଛି । ଆଘାତପ୍ରାପ୍ତ ପେସ ବୋଲର ଯଶପ୍ରୀତ ବୁମରାହଙ୍କ ସ୍ଥାନରେ ହର୍ଷିତ ରାଣାଙ୍କୁ ଚୂଡାନ୍ତ ଦଳରେ…

କୋହଲି ନୁହେଁ ଏହି ଖେଳାଳି ହେଲେ ଆରସିବିର ଅଧିନାୟକ

ବେଙ୍ଗାଲୁର: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ଇଣ୍ଡିଆନ ପ୍ରିମିୟର ଲିଗର ଆଗାମୀ ସଂସ୍କରଣ ପାଇଁ ଅଧିନାୟକ ଘୋଷଣା କରିଛି । ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ବଦଳରେ ଆରସିବି ଏଥର ଏହି ଗୁରୁ ଦାୟିତ୍ୱ ରଜତ ପାଟୀଦାରଙ୍କୁ ପ୍ରଦାନ କରିଛି । ପାଟୀଦାର ସୟେନ ମୁସ୍ତାକ ଅଲୀ ଟ୍ରଫି ଓ ବିଜୟ…

ଚାମ୍ପିଅନ୍ସ ଟ୍ରଫିରେ ସ୍ଥାନ ପାଇଲେ ଶିଖର ଧାୱନ

ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ ଓପନର ଶିଖର ଧାୱନ ଏବେ ଚର୍ଚ୍ଚାରେ । ଏଥର ସେ ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ ସ୍ଥାନ ପାଇଛନ୍ତି । ତେବେ ସେ ଜଣେ ଖେଳାଳି ଭାବରେ ନୁହେଁ, ଚାମ୍ପିଅନ୍ସ ଟ୍ରଫି ଲାଗି ଆଇସିସି ଆମ୍ବାସାଡର ଭାବେ ତାଙ୍କୁ ନିଯୁକ୍ତ କରିଛି । ସୂଚନାଥାଉକି,ଫେବୃଆରୀ ୧୯ରୁ…