Latest Odisha News

BREAKING NEWS

Browsing Category

ଖେଳ

ଗାଭାସ୍କରଙ୍କୁ ପଛରେ ପକାଇଲେ ସ୍ମିଥ

ଗାଲେ: ଅଷ୍ଟ୍ରେଲିଆର ଷ୍ଟାର ବ୍ୟାଟ୍ସମ୍ୟାନ ଷ୍ଟିଭ ସ୍ମିଥ ଟେଷ୍ଟ କ୍ରିକେଟରେ ୩୫ ଶତକ ହାସଲ କରି ଭାରତର ମହାନ ବ୍ୟାଟ୍ସମ୍ୟାନ ସୁନୀଲ ଗାଭାସ୍କରଙ୍କ ରେକର୍ଡ ଭାଙ୍ଗି ଦେଇଛନ୍ତି । ଗାଲେରେ ଶ୍ରୀଲଙ୍କା ବିପକ୍ଷ ଟେଷ୍ଟରେ ସ୍ମିଥ ଏହି କୀର୍ତିମାନ ସ୍ଥାପନ କରିଛନ୍ତି । ସେ ଏହି ମ୍ୟାଚରେ ୧୭୯…

ଟି୨୦: ବିଜୟ ସହ ସିରିଜରେ ରୋମାଂଚ ଭରିଲା ଇଂଲଣ୍ଡ

ରାଜକୋଟ: ଏଠାରେ ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚରେ ଇଂଲଣ୍ଡ ୨୬ ରନରେ ଭାରତକୁ ପରାସ୍ତ କରିଛି । ଏଥିସହ ୫ ମ୍ୟାଚ ବିଶିଷ୍ଟ ସିରିଜ ୨-୧ ରୋମାଂଚକ ସ୍ଥିତିକୁ ଆସିଯାଇଛି । ପ୍ରଭାବୀ ବୋଲିଂ ପ୍ରଦର୍ଶନ ସତ୍ୱେ ବ୍ୟାଟିଂ ବିପର୍ଯ୍ୟୟ ଯୋଗୁ ଭାରତ ସିରିଜ ବିଜୟ ସୁଯୋଗ ହାତଛଡା କରିଥିଲା । ପ୍ରଥମେ…

ରଣଜୀରେ କିପରି ଥିଲା କୋହଲିଙ୍କ ପ୍ରଦର୍ଶନ

ନୂଆଦିଲ୍ଲୀ: ୧୨ ବର୍ଷ ପରେ ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ରଣଜୀ ଟ୍ରଫି କ୍ରିକେଟ ଖେଳିବାକୁ ଯାଉଛନ୍ତି । ଆନ୍ତର୍ଜାତୀୟ କ୍ରିକେଟରେ ଖରାପ ଫର୍ମ ଯୋଗୁ ବିସିସିଆଇର ପରାମର୍ଶ କ୍ରମେ ସେ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି । ମଙ୍ଗଳବାର ସେ ଦିଲ୍ଲୀ ଟିମ ସହିତ ଯୋଗ ଦେଇ ଅଭ୍ୟାସ…

କଳାମାଟିରେ ତିଆରି ହେଉଛି ବାରବାଟୀ ପିଚ୍, ବ୍ୟାଟର ଫ୍ରେଣ୍ଡଲି ରହିବ ଗ୍ରାଉଣ୍ଡ

କଟକ: କେମିତି ତିଆରି ହେଉଛି ବାରବାଟୀ ପିଚ୍ ? ସମସ୍ତଙ୍କ ମନରେ ଏ ଉତ୍‌ସୁକତା ରହିଛି । ଏଥର ବାରବାଟୀ ପିଚ୍ କାହାକୁ ଦେବ ଅଧିକ ଫାଇଦା ? ଏ କଥା ଜାଣିବାକୁ ବି କ୍ରିକେଟ ପ୍ରେମିଙ୍କ ଭିତରେ ଆଗ୍ରହ ରହିଛି । ଏପରିସ୍ଥିତିରେ ଆମେ ଆପଣଙ୍କୁ ଜଣାଇବୁ କେମିତି ପ୍ରସ୍ତୁତ ହେଉଛି ବାରବାଟୀ ପିଚ୍, ଆଉ…

 ୪ ବର୍ଷ ପରେ କ୍ରିକେଟକୁ ଫେରିବେ ଡିଭିଲର୍ସ

ଡର୍ବାନ: ଦକ୍ଷିଣ ଆଫ୍ରିକାର ପୂର୍ବତନ ମହାନ ବ୍ୟାଟ୍ସମ୍ୟାନ ଏବି ଡିଭିଲର୍ସ ୨୦୨୧ରେ ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିଲେ । ୪ ବର୍ଷ ପରେ ଏହି ଷ୍ଟାର ଖେଳାଳି ପୂନର୍ବାର ଆନ୍ତର୍ଜାତୀୟ କ୍ରିକେଟକୁ ପ୍ରତ୍ୟାବର୍ତନ କରିଛନ୍ତି । ମିଷ୍ଟର ୩୬୦ ଡିଗ୍ରୀ ଭାବେ ପରିଚିତ ଡିଭିଲର୍ସ…

୨୦୨୪ ଆଇସିସି ପୁରସ୍କାର: ବୁମରାହ ହେଲେ ଶ୍ରେଷ୍ଠ ପୁରୁଷ ଖେଳାଳି

ନୂଆଦିଲ୍ଲୀ: ଭାରତର ପେସ ବୋଲର ଯଶପ୍ରୀତ ବୁମରାହ ୨୦୨୪ ଆଇସିସି ବାର୍ଷିକ ପୁରସ୍କାର ହାତେଇବାରେ ସଫଳ ହୋଇଛି । ସେ ଶ୍ରେଷ୍ଠ ପୁରୁଷ ଖେଳାଳି ଭାବେ ବିବେଚିତ ହୋଇଛନ୍ତି । ବୁମରାହ ଟି୨୦ ବିଶ୍ୱକପ ଏବଂ ଇଂଲଣ୍ଡ ବିପକ୍ଷ ଘରୋଇ ଟେଷ୍ଟ ସିରିଜରେ ପ୍ରଭାବୀ ପ୍ରଦର୍ଶନ କରିଥିଲେ । ସୋମବାର ବୁମରାହ…

ମୁମ୍ବାଇର ଆଗାମୀ ମ୍ୟାଚରେ ଖେଳିବେନି ରୋହିତ, ଯଶସ୍ୱୀ, ଶ୍ରେୟାଶ

ମୁମ୍ବାଇ: ଭାରତୀୟ କ୍ରିକେଟ ଟିମର କେତେଜଣ ଷ୍ଟାର ଖେଳାଳି ଫର୍ମ ସୁଧାରିବା ପାଇଁ ଚଳିତ ରଣଜୀ ଟ୍ରଫିର କେତେକ ମ୍ୟାଚରେ ଖେଳିଛନ୍ତି । ଜମ୍ମୁ ଏବଂ କଶ୍ମୀର ବିପକ୍ଷ ମ୍ୟାଚରେ ରୋହିତ ଶର୍ମା, ଯଶସ୍ୱୀ ଜୈସୱାଲ ଓ ଶ୍ରେୟାଶ ଆୟାର ମୁମ୍ବାଇ ପକ୍ଷରୁ ଖେଳିଥିଲେ । ଏହି ଷ୍ଟାର ଖେଳାଳିମାନେ ଭଲ…

ରଣଜୀ ଟ୍ରଫି: ରେଲୱେ ବିପକ୍ଷ ମ୍ୟାଚ ପାଇଁ ଦିଲ୍ଲୀ ଟିମ ଘୋଷିତ, କୋହଲି ଖେଳିବେ

ନୂଆଦିଲ୍ଲୀ: ଚାମ୍ପିୟନ୍ସ ଟ୍ରଫି ପୂର୍ବରୁ ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ରଣଜୀ କ୍ରିକେଟ ଖେଳିବାକୁ ଯାଉଛନ୍ତି । ଏହା ତାଙ୍କ ଫର୍ମ ଫେରିପାଇବାରେ ସହାୟ ହେବ ବୋଲି ଆଶା କରାଯାଉଛି । ଜାନୁୟାରୀ ୩୦ରେ ରେଲୱେ ଓ ଦିଲ୍ଲୀ ମଧ୍ୟରେ ମ୍ୟାଚ ଖେଳାଯିବ । ଏଥିପାଇଁ ଘୋଷିତ ଦଳରେ…

ବୁମରାହ ହେଲେ ଆଇସିସି ଟେଷ୍ଟ ପ୍ଲେୟର ଅଫ ଦି ଇୟର

ନୂଆଦିଲ୍ଲୀ: ଭାରତର ଷ୍ଟାର ପେସ ବୋଲର ଯଶପ୍ରୀତ ବୁମରାହ ୨୦୨୪ ପାଇଁ ଆଇସିସି ଟେଷ୍ଟ ପ୍ଲେୟାର ଅଫ ଦି ଇୟର ବିବେଚିତ ହୋଇଛନ୍ତି । ୨୦୨୪ରେ ସେ ୭୧ ୱିକେଟ ହାସଲ କରିଥିଲେ । ବୁମରାହ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ଭାରତ ପକ୍ଷରୁ ଚତୁର୍ଥ ଖେଳାଳି ଭାବେ ୭୦ରୁ ଊର୍ଦ୍ଧ୍ୱ ୱିକେଟ ନେଇଥିଲେ ।…

ଟିମ ଇଣ୍ଡିଆର ନୂଆ ହୀରୋ ତିଳକ ବର୍ମା

ଚେନ୍ନାଇ: ଆନ୍ତର୍ଜାତୀୟ ଟି୨୦ରେ ଭାରତ ପ୍ରଭାବୀ ପ୍ରଦର୍ଶନ ଜାରୀ ରଖିଛି । ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟି୨୦ରେ ତିଳକ ବର୍ମା ଆକର୍ଷଣୀୟ ପ୍ରଦର୍ଶନ କରି ଭାରତ ବିଜୟରେ ମୂଖ୍ୟ ଭୂମିକା ଗ୍ରହଣ କରିଥିଲେ । ସେ ୭୨ ରନର ବିସ୍ଫୋରକ ଇନିଂସ ଖେଳିଥିଲେ । ତିଳକ ଟି୨୦ରେ ନିଜ ନାମରେ ଏକ ଉପଲବ୍ଧି ହାସଲ…