Latest Odisha News

BREAKING NEWS

Browsing Category

ଖେଳ

ସଞ୍ଜୁ ସାମସନଙ୍କ ବଢ଼ିଲା ଅଡୁଆ

ନୂଆଦିଲ୍ଲୀ: ଆଇସିସି ଚାମ୍ପିୟନ୍ସ ଟ୍ରଫି ପାଇଁ ଜାନୁୟାରୀ ୧୯ରେ ଭାରତୀୟ ଦଳ ଚୟନ କରାଯିବ । ଏହି ଦଳରେ ସଞ୍ଜୁଙ୍କୁ ସ୍ଥାନ ମିଳି ନ ପାରେ । ଏପରିକି ତାଙ୍କ ବିରୋଧରେ ବିସିସିଆଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଅନୁମାନ କରାଯାଉଛି । କେରଳ କ୍ରିକେଟ ସଂଘ ସହ ସଞ୍ଜୁଙ୍କ ବିବାଦ ଏହାର ମୂଳ…

ବିସିସିଆଇର ୧୦ କଡା ନିୟମ

ନୂଆଦିଲ୍ଲୀ: କ୍ରମାଗତ ଖରାପ ପ୍ରଦର୍ଶନ ପରେ ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଏବେ ଆକ୍ସନ ମୁଡରେ ରହିଛି । ଏବେ ବିସିସିଆଇ ଖେଳାଳିମାନଙ୍କୁ ଶୃଙ୍ଖଳିତ ରଖିବା ପାଇଁ ଏବଂ କ୍ରୀଡା ମନୋନିବେଶ ନିମନ୍ତେ ୧୦ କଠୋର ନିୟମ ଲାଗୁ କରିଛି । ଆସନ୍ତୁ ନଜର ପକାଇବା ଏହି ନିୟମଗୁଡିକ ଉପରେ.. । ୧.ଘରୋଇ…

ସାଂସଦ ପ୍ରିୟା ସରୋଜଙ୍କ ସହ କ୍ରିକେଟର ରିଙ୍କୁ ସିଂହଙ୍କ ନିର୍ବନ୍ଧ! 

ଜୌନପୁର: ସମାଜବାଦୀ ପାର୍ଟି ସାଂସଦ ପ୍ରିୟା ସରୋଜଙ୍କ ସହ କ୍ରିକେଟର ରିଙ୍କୁ ସିଂହଙ୍କ ନିର୍ବନ୍ଧ ହୋଇଥିବା ନେଇ ଚର୍ଚ୍ଚା ହେଉଛି। ଉତ୍ତରପ୍ରଦେଶର ମଛଲିଶହରରୁ ସମାଜବାଦୀ ପାର୍ଟି ଟିକେଟରେ ପ୍ରଥମ ଥର ପାଇଁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ପ୍ରିୟା। ପ୍ରିୟା ସରୋଜ ସମାଜବାଦୀ ପାର୍ଟି…

ଚାମ୍ପିୟନ୍ସ ଟ୍ରଫି ପାଇଁ ଦଳ ଘୋଷଣା କରିବେ ଅଗରକର

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଚାମ୍ପିୟନ୍ସ ଟ୍ରଫି ପାଇଁ ଟିମ ଇଣ୍ଡିଆର ଘୋଷଣା ଜାନୁୟାରୀ ୧୮ରେ କରିବ । ଚୟନକମିଟି ମୂଖ୍ୟ ଅଜିତ ଅଗରକର ଏହା ବିଧିବଦ୍ଧ ଭାବେ ଘୋଷଣା କରିବେ ବୋଲି ସ୍ପଷ୍ଟ ହୋଇଛି । ଏହି ଅବସରରେ ଇଂଲଣ୍ଡ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ପାଇଁ…

ଜାତୀୟ କ୍ରୀଡା ପୁରସ୍କାର ସମାରୋହ: ୪ ଜଣଙ୍କୁ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ,୩୨ଜଣଙ୍କୁ ଅର୍ଜୁନ ପୁରସ୍କାର ପ୍ରଦାନ

ନୂଆଦିଲ୍ଲୀ: ଶୁକ୍ରବାର ରାଷ୍ଟ୍ରପତି ଭବନରେ ଜାତୀୟ କ୍ରୀଡା ପୁରସ୍କାର ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଶ୍ୱର କିଛି ପ୍ରମୁଖ କ୍ରୀଡାବିତଙ୍କୁ ସମ୍ମାନିତ କରିଛନ୍ତି ମହାମହିମ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁଇ ଅଲିମ୍ପିକ୍ ପଦକ ବିଜେତା ସୁଟର ମନୁ ଭାକର ଏବଂ ଚେସ୍ ବିଶ୍ୱ…

ସୌରାଷ୍ଟ୍ର ବିପକ୍ଷ ରଣଜୀ ମୁକାବିଲା ପାଇଁ ଦିଲ୍ଲୀ ଦଳରେ କୋହଲି

ନୂଆଦିଲ୍ଲୀ: ଭାରତୀୟ ଟିମର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ଆଗାମୀ ଦିଲ୍ଲୀ ବିପକ୍ଷ ରଣଜୀ ଟ୍ରଫି ମୁକାବିଲା ପାଇଁ ପ୍ରାରମ୍ଭିକ ଟିମରେ ସାମିଲ ହୋଇଛନ୍ତି । ଜାନୁୟାରୀ ୨୩ରେ ରାଜକୋଟରେ ଖେଳାଯିବାକୁ ଥିବା ସୌରାଷ୍ଟ ବିପକ୍ଷ ମ୍ୟାଚରେ କୋହଲି ଖେଳିବେ କି ନାହିଁ ତାହା ଏବେ ବି ସସ୍ପେନ୍ସ…

ଖୋଖୋ ବିଶ୍ବକପ୍:ଆଜି କ୍ବାଟରଫାଇନାଲ ଲଢେଇ, ଭାରତର ଉଭୟ ବର୍ଗ ଦେଖାଇବେ ଦମ୍

ନୂଆଦିଲ୍ଲୀ:ସ୍ଥାନୀୟ ଇନ୍ଦିରାଗାନ୍ଧୀ ଏରୋନରେ ଚାଲିଛି ଖୋଖୋ ବିଶ୍ବକପ୍ ର ପ୍ରଥମ ସଂସ୍କରଣ ଖେଳ । ତେବେ ଆଜି ଖୋଖୋ ବିଶ୍ବକପର କ୍ବାର୍ଟର ଫାଇନାଲ ଖେଳାଯିବ । ଭାରତର ଉଭୟ ମହିଳା , ପୁରୁଷ ଦଳ ନିଜର ଦମଦାର୍ ପ୍ରଦର୍ଶନ ଦେଖାଇ ଅପରାଜୟ ସହ ଗ୍ରୁପ ବିଜେତା ହୋଇଛନ୍ତି ଓ ଆଜି କ୍ବାଟରଫାଇନାଲ…

ଟିମ ଇଣ୍ଡିଆରେ କେକେଆର ପ୍ରଭାବ ନେଇ ବିସିସିଆଇ ଅସନ୍ତୁଷ୍ଟ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜରେ ଭାରତ ଶୋଚନୀୟ ଭାବେ ପରାଜିତ ହେବା ପରେ ବିସିସିଆଇ ଦଳର ପ୍ରଦର୍ଶନ ନେଇ ଅସନ୍ତୁଷ୍ଟ ଓ କ୍ଷୁବ୍ଧ ରହିଛି । କୋଚ ଗୌତମ ଗମ୍ଭୀର ତାଙ୍କ କେକେଆର ସହଯୋଗୀ ଷ୍ଟାଫଙ୍କୁ ନେବା ପାଇଁ ଜିଦ କରିଥିଲେ । ଏବେ ଫଳାଫଳ ସନ୍ତୋଷଜନକ ରହି ନ ଥିବାରୁ…

କୋହଲି, ରୋହିତଙ୍କୁ ବଡ ପରାମର୍ଶ ଦେଲେ ଯୁବରାଜ

ନୂଆଦିଲ୍ଲୀ: ଭାରତର ଦୁଇ ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ଖରାପ ଫର୍ମ ଦଳ ପାଇଁ ଚିନ୍ତାର କାରଣ ସାଜିଛି । ଟିମ ଇଣ୍ଡିଆର ପୂର୍ବତନ ବ୍ୟାଟ୍ସମ୍ୟାନ ଯୁବରାଜ ସିଂ ଏହି ଦୁଇ ଷ୍ଟାର ଖେଳାଳିଙ୍କୁ ଏକ ବଡ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି ଘରୋଇ କ୍ରିକେଟ ଫର୍ମକୁ…

ଜାତୀୟ ସବ ଜୁନିୟର ଜୁଡୋ ଚାମ୍ପିୟନଶିପ: ଓଡିଶା ଦଳ ଘୋଷିତ

ଭୁବନେଶ୍ୱର: ମହାରାଷ୍ଟ୍ର ଜୁଡୋ ଆସୋସିଏଶନ ଏବଂ ଭାରତୀୟ ଜୁଡୋ ଫେଡେରେଶନ ଆନୁକୂଲ୍ୟରେ ଜାତୀୟ ସବ ଜୁନିୟର ଚାମ୍ପିୟନଶିପ ୧୮ରୁ ୨୧ ଜାନୁୟାରୀ ପର୍ଯ୍ୟନ୍ତ ଆୟୋଜିତ ହେବ । ପୁଣେର ବେଲେୱାଡିରେ ଏହି ଚାମ୍ପିୟନଶିପ ଆୟୋଜିତ ହେବ । ଓଡିଶା ପକ୍ଷରୁ ୧୩ ପ୍ରତିଯୋଗୀ ଓ ୨ ଅଫିସିଆଲ ଏହି ଗସ୍ତରେ ଯିବେ…