Latest Odisha News

BREAKING NEWS

Browsing Category

ଖେଳ

ଆଇପିଏଲ ମେଗା ନିଲାମ: ଚର୍ଚ୍ଚାରେ ଅଂଶୁଲ କମ୍ବୋଜ

ଜେଦାହ: ଆଇପିଏଲ ୨୦୨୫ ପାଇଁ ମେଗା ନିଲାମ ଚାଲିଛି । ଷ୍ଟାର ଖେଳାଳିଙ୍କ ପରେ ଏବେ ଫ୍ରାଂଚାଇଜର ମାନେ ଯୁବ ଖେଳାଳିମାନଙ୍କୁ ଦଳରେ ନେବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି । ଦ୍ୱିତୀୟ ଦିବସରେ ଯୁବ ଖେଳାଳି ଅଂଶୁଲ କମ୍ବୋଜ ଚର୍ଚ୍ଚାର କାରଣ ସାଜିଛନ୍ତି । ହରିୟାଣାର ଏହି ଯୁବ ବୋଲର ରଣଜୀରେ…

ଏହି ୫ କାରଣ ଯୋଗୁ ଭାରତ ଜିତିଲା ପର୍ଥ ଟେଷ୍ଟ

ପର୍ଥ: ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର-ଗାଭାସ୍କର ଟ୍ରଫିରେ ଭାରତ ପ୍ରଥମ ଟେଷ୍ଟକୁ ବୃହତ ବ୍ୟବଧାନରେ ଜିତିଛି । ଯଶସ୍ୱୀ ଜୈସୱାଲ ଓ ଅଧିନାୟକ ଯଶପ୍ରୀତ ବୁମରାହ ପ୍ରଦର୍ଶନ ଭାରତ ବିଜୟରେ ମୂଖ୍ୟ କାରଣ ସାଜିଥିଲା । ଆସନ୍ତୁ ନଜର ପକାଇବା କେଉଁ କାରଣ ଯୋଗୁ ଭାରତ ଏହି ମ୍ୟାଚକୁ ଜିତିଥିଲା । ପ୍ରଥମେ…

ଅଟୋକୁ ଧକ୍କା ଦେଲା ବିଧାୟକଙ୍କ ଗାଡି଼, ୪ ଆହତ

ବ୍ରହ୍ମପୁର: ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠୀଙ୍କୁ ନେଇ ଯାଉଥିବା ଗାଡି ସୋମବାର ଖୋର୍ଦ୍ଧା ଜିଲ୍ଲାର ବଡପୋଖରିଆ ଅଞ୍ଚଳରେ ଏକ ଅଟୋରିକ୍ସାକୁ ଧକ୍କା ଦେଇଛି। ଫଳରେ ୪ ଜଣ ଆହତ ହୋଇଛନ୍ତି। ସୂଚନାନୁସାରେ, ୧୬ ନଂ ଜାତୀୟ ରାଜପଥର ବଡପୋଖରିଆ ଛକ ନିକଟରେ ଏସୟୁଭି ଅଟୋରିକ୍ସାକୁ ଧକ୍କା ଦେଇଥିଲେ…

ବିରାଟଙ୍କ ଛକାରେ ଫାଟିଲା ସିକ୍ୟୁରିଟି ଗାର୍ଡଙ୍କ ମୁଣ୍ଡ

ପର୍ଥ: ଅଷ୍ଟ୍ରେଲିଆ ବିପକ୍ଷରେ ପର୍ଥ ଟେଷ୍ଟର ଦ୍ୱିତୀୟ ଇନିଂସରେ ଭାରତୀୟ ଦଳ ଜବରଦସ୍ତ ବ୍ୟାଟିଂ କରିଥିଲେ। ଓପନର୍ ୟଶସ୍ୱୀ ଜୈସୱାଲ ଏବଂ କେ. ଏଲ୍ ରାହୁଲ ୨୦୧ ରନ୍ ଯୋଡିଥିଲେ। ୟଶସ୍ୱୀ ୧୬୧ ରନ ଏବଂ ରାହୁଲ ୭୭ ରନ ବନାଇଥିଲେ। ତାଙ୍କ ପରେ ବିରାଟ କୋହଲି ବ୍ୟାଟିଂ କରିବାକୁ ଆସିଥିଲେ।…

ଐତିହାସିକ ବିଜୟ: ପର୍ଥରେ ଅଷ୍ଟ୍ରେଲିଆଠୁ ପ୍ରତିଶୋଧ ନେଲା ଭାରତ

ନୂଆଦିଲ୍ଲୀ: ପର୍ଥ ଟେଷ୍ଟରେ ପ୍ରତିଶୋଧ ନେଲା ଭାରତ । ୨୯୫ ରନରେ ଅଷ୍ଟ୍ରେଲିଆକୁ ପରାସ୍ତ କରି ଐତିହାସିକ ବିଜୟର ସ୍ବାଦ ଚଖାଇଲେ ଟିମ୍ ଇଣ୍ଡିଆ । ତେବେ ପର୍ଥରେ ଖେଳାଯାଇଥିବା ବର୍ଡର ଗାଭାସ୍କର ଟ୍ରଫିରେ ଭାରତ ଅଷ୍ଟ୍ରେଲିଆଠାରୁ ୧-୦ରେ ଆଗୁଆ ରହି ୫ ଟେଷ୍ଟ ସିରିଜ ବିଶିଷ୍ଟ ଟେଷ୍ଟ ସିରିଜର…

ଭେଙ୍କେଟେଶଙ୍କୁ ୨୩.୭୫ରେ ନେଲା କେକେଆର

କୋଲକାତା: ଆଇପିଏଲ ୨୦୨୫ ମେଗା ନିଲାମରେ ଭାରତୀୟ ଖେଳାଳିଙ୍କ ଉପରେ ଫ୍ରାଂଚାଇଜମାନେ ସମ୍ପୂର୍ଣ୍ଣ ବିଶ୍ୱାସ ପ୍ରକଟ କରିଛନ୍ତି । ଷ୍ଟାର ଅଲରାଉଣ୍ଡର ଭେଙ୍କେଟେଶ ଆୟାରଙ୍କୁ କୋଲକାତା ନାଇଟ ରାଇଡର୍ସ ୨୩.୭୫ କୋଟିରେ ନେଇଛି । କେକେଆର ଏହି ନିଷ୍ପତି ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି । ୨କୋଟି…

ଆଇପିଏଲ ମେଗା ନିଲାମ: ବିକ୍ରି ହେଲେ ୧୨ ମାର୍କ୍ୟୁ ଖେଳାଳି

ଜେଦାହ: ଆଇପିଏଲ ମେଗା ନିଲାମ ୨୦୨୫ରେ ଫ୍ରାଚାଇଜରମାନେ ଷ୍ଟାର ଖେଳାଳିଙ୍କ ପିଛା ଅର୍ଥ ଖର୍ଚ୍ଚ କରିବା ଆରମ୍ଭ କରିଛନ୍ତି । ଜେଦାହରେ ଆରମ୍ଭ ହୋଇଥିବା ନିଲାମର ପ୍ରଥମ ଦିବସରେ ୧୨ ମାର୍କ୍ୟୁ ଖେଳାଳି ବିକ୍ରି ହୋଇଛନ୍ତି । ରିଷଭ ପନ୍ତ ୨୭ କୋଟି ଟଙ୍କା ସହ ଆଇପିଏଲ ଇତିହାସର ସବୁଠାରୁ ଦାମୀ…

ଆଇପିଏଲ ମେଗା ନିଲାମ: ପନ୍ତ ସବୁଠାରୁ ଦାମୀ ଖେଳାଳି

ଦୁବାଇ: ଆଇପିଏଲ ୨୦୨୫ ପାଇଁ ମେଗା ନିଲାମ ଜେଦାହରେ ଆରମ୍ଭ ହୋଇଛି । ନିଲାମରେ ଭାରତର ଷ୍ଟାର ୱିକେଟକିପର ରିଷଭ ପନ୍ତ ଆଇପିଏଲ ଇତିହାସର ସବୁଠାରୁ ଦାମୀ ଖେଳାଳି ସାଜିଛନ୍ତି । ଏହା ପୂର୍ବରୁ କୋଲକାତା ନାଇଟ ରାଇଡର୍ସ ମିଚେଲ ଷ୍ଟାର୍କଙ୍କୁ ୨୦୨୪ ନିଲାମରେ ୨୪.୭୫ କୋଟି ଟଙ୍କାରେ ନେଇ ଇତିହାସ…

ପର୍ଥ ଟେଷ୍ଟ: ଦୃଢ଼ ସ୍ଥିତିରେ ଭାରତ, ବ୍ରାଡମ୍ୟାନଙ୍କ ରେକର୍ଡ ଭାଙ୍ଗିଲେ ବିରାଟ

ପର୍ଥ: ଏଠାରେ ଅନୁଷ୍ଠିତ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟରେ ଭାରତ ଦୃଢ଼ ସ୍ଥିତିରେ ରହିଛି । ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ଭାରତ ୫୩୪ ରନର ଟାର୍ଗେଟ ଅଷ୍ଟ୍ରେଲିଆ ସମ୍ମୁଖରେ ରଖିଛି । ଏହାର ଜବାବରେ ଘରୋଇ ଦଳ ୩ ୱିକେଟ ହରାଇ ୧୨ ରନ କରି ବିପଦରେ ପଡିଛି । ଉସମାନ ଖ୍ୱାଜା ୩ ରନ…

ଦୁର୍ଘଟଣାରୁ ବଞ୍ଚାଇଥିବା ବ୍ୟକ୍ତିଙ୍କୁ ସ୍ପେଶାଲ ଗିଫ୍ଟ ଦେଲେ ପନ୍ତ

ନୂଆଦିଲ୍ଲୀ: ୨୦୨୨ ମସିହାରେ ଟିମ୍ ଇଣ୍ଡିଆର ୱିକେଟ୍ କିପର ତଥା ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତଙ୍କର ଏକ କାର ଦୁର୍ଘଟଣା ହୋଇଥିଲା। ଏହି ଦୁର୍ଘଟଣାରେ ସେ ଗୁରୁତର ଆହତ ହେବାସହ କାରରେ ନିଆଁ ମଧ୍ଯ ଲାଗିଯାଇଥିଲା। ସେହି ସମୟରେ ତାଙ୍କୁ ଦୁଇ ଜଣ ଲୋକ ଉଦ୍ଧାର କରିଥିଲେ। ପନ୍ତ ତାଙ୍କ ଜୀବନ ରକ୍ଷା…