Latest Odisha News

BREAKING NEWS

Browsing Category

ଖେଳ

କୋହଲିଙ୍କ ସହିତ ଆଲୋଚନା କରିବ ବିସିସିଆଇ

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ସିନିୟର ଖେଳାଳି ରୋହିତ ଶର୍ମାଙ୍କୁ ବର୍ଡର-ଗାଭାସ୍କର ଟ୍ରଫିର ଅନ୍ତିମ ମୁକାବିଲାରେ ଚୂଡାନ୍ତ ଏକାଦଶରେ ସାମିଲ କରାଯାଇ ନ ଥିଲା । ରୋହିତ ଦଳର ହିତ ପାଇଁ ଏହି ମ୍ୟାଚ ଖେଳି ନ ଥିବା କୁହାଯାଇଛି । ତେବେ ସମୀକ୍ଷକଙ୍କ ମତରେ ରୋହିତ ମେଲବୋର୍ଣ୍ଣରେ ତାଙ୍କ କ୍ୟାରିୟରର…

ପଡିଆରେ ଧକ୍କା ହୋଇଗଲେ ଅଷ୍ଟ୍ରେଲିଆର ଦୁଇ ଖେଳାଳି, ଡାକ୍ତରଖାନାରେ ଭର୍ତି

କାନବେରା: ବିଗ ବ୍ୟାଶ ଲିଗରେ ଏକ ବଡ ଧରଣର ଦୁର୍ଘଟଣା ଘଟିଛି । ଶୁକ୍ରବାର ଅନୁଷ୍ଠିତ ସିଡନୀ ଥଣ୍ଡର୍ସ ଓ ପର୍ଥ ସ୍କ୍ରଚର୍ସ ମ୍ୟାଚ ଅବସରରେ ଅଷ୍ଟ୍ରେଲିଆର ଦୁଇ ଖେଳାଳି ଫିଲ୍ଡିଂ କରୁଥିବା ବେଳେ ପରସ୍ପର ସହ ଧକ୍କା ହୋଇ ଡାକ୍ତରଖାନାରେ ଭର୍ତି ହୋଇଛନ୍ତି । ତେବେ ଏହି ଦୁଇ ଖେଳାଳି ବର୍ତମାନ…

କରୁଣ ନାୟାରଙ୍କ ନାମରେ ନୂତନ ବିଶ୍ୱରେକର୍ଡ

ନୂଆଦିଲ୍ଲୀ: ବିଜୟ ହଜାରେ ଟ୍ରଫିରେ କର୍ଣ୍ଣାଟକର କରୁଣ ନାୟାର ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି । ଉତରପ୍ରଦେଶ ବିପକ୍ଷ ମ୍ୟାଚରେ ନାୟାର ୧୦୧ ବଲରେ ୧୧୨ ରନ କରିଛନ୍ତି । ତାଙ୍କ ଇନିଂସ ବଳରେ ୟୁପି ୮ ୱିକେଟରେ ବିଦର୍ଭକୁ ପରାସ୍ତ କରିଛି । ୪ଟି ଇନିଂସରେ ନାୟାର ତାଙ୍କର ତୃତୀୟ ଶତକ ପୂରଣ…

ହାର୍ଦ୍ଦିକ ହୋଇ ପାରନ୍ତି ଟିମ ଇଣ୍ଡିଆର ନୂଆ ଦିିନିକିଆ ଅଧିନାୟକ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର-ଗାଭାସ୍କର ଟ୍ରଫିର ଅନ୍ତିମ ମୁକାବିଲାରେ ରୋହିତ ଶର୍ମାଙ୍କୁ ବିଶ୍ରାମ ଦିଆଯାଇଛି । ତେବେ ସମୀକ୍ଷକଙ୍କ କହିବରା ଅନୁସାରେ ରୋହିତଙ୍କ ଟେଷ୍ଟ କ୍ୟାରିୟରର ଅନ୍ତ ଆରମ୍ଭ ହୋଇଯାଇଛି । ପରାଜୟ ଏବଂ ଖରାପ ଫର୍ମ ରୋହିତଙ୍କୁ ହରଡଘଣାରେ ପକାଇ ଦେଇଛି । ଟି୨୦…

ପୂନର୍ବାର ଭାରତର ବ୍ୟାଟିଂ ବିପର୍ଯ୍ୟୟ, କୋହଲି ବିଫଳ

ସିଡନୀ: ଏଠାରେ ଆରମ୍ଭ ହୋଇଥିବା ଅଷ୍ଟ୍ରେଲିଆ ବିପକ୍ଷ ସିଡନୀ କ୍ରିକେଟ ଟେଷ୍ଟରେ ପୂନର୍ବାର ଭାରତ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି । ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ଭାରତର ପ୍ରଥମ ଇନିଂସ ସ୍କୋର ୧୮୫ ରନ ଜବାବରେ ଅଷ୍ଟ୍ରେଲିଆ ଗୋଟିଏ ୱିକେଟ ହରାଇ ୯ ରନ ସଂଗ୍ରହ କରିଛି । ଉସମାନ…

ହକି ଇଣ୍ଡିଆ ଲିଗ୍: ଡ୍ରାଗନ୍ସ ବିପକ୍ଷରେ ବିଜୟୀ ହୋଇ ପଏଣ୍ଟ ଖାତା ଖୋଲିବା ଲକ୍ଷ୍ୟରେ କଳିଙ୍ଗ

ରାଉରକେଲା: ହକି ଇଣ୍ଡିଆ ଲିଗରେ ଆଜି ନିଜର ୨ୟ ମ୍ୟାଚ ଖେଳିବାକୁ ଯାଉଛି ଘରୋଇଦଳ କଳିଙ୍ଗ ଲାନସର୍ସ । ତାମିଲନାଡୁ ଡ୍ରାଗନ୍ସକୁ ଘରୋଇ ଗ୍ରାଉଣ୍ଡ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଭେଟିବ । ଲିଗ୍ ର ପ୍ରଥମ ମ୍ୟାଚରେ ୟୁପି ରୁଦ୍ରସ ଠାରୁ ପରାଜୟ ପରେ କଳିଙ୍ଗ ଆଜି ନିଜର ପ୍ରଥମ ବିଜୟ ଆଶାରେ…

ଶୁଭମନ ଗିଲଙ୍କ ସମେତ ୪ଜଣ ଖେଳାଳିଙ୍କୁ ସମନ

ନୂଆଦିଲ୍ଲୀ: ୪୫୦ କୋଟି ଟଙ୍କାର ଚିଟଫଣ୍ଡ ଦୁର୍ନୀତି ମାମଲାରେ ଗୁଜରାଟର ସିଆଇଡି କ୍ରିକେଟର ଶୁଭମନ ଗିଲଙ୍କ ସମେତ ୪ଜଣ କ୍ରିକେଟରଙ୍କ ନାମରେ ସମନ ଜାରୀ କରିଛି । ଯଦି ସେମାନେ ଏଥିରେ ଦୋଷୀ ସାବ୍ୟସ୍ତ ହେବେ ତାହାହେଲେ ଦଣ୍ଡିତ ହୋଇ ପାରନ୍ତି । ଗୁଜରାଟ ଟାଇଟାନ୍ସର ଅଧିନାୟକ ଗିଲଙ୍କ ବ୍ୟତୀତ…

ଗାଭାସ୍କର କହିଲେ ରୋହିତଙ୍କ ଖେଳିବା ନେଇ କୋଚ, ମ୍ୟାନେଜମେଂଟଙ୍କ ସହ ହେବି କଥା

ସିଡନୀ: ଆଛ କିଛି ଘଂଟା ପରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୫ମ ଟେଷ୍ଟ ଆରମ୍ଭ ହେବ । ଏହି ମ୍ୟାଚରେ ଅଧିନାୟକ ରୋହିତ ଶର୍ମାଙ୍କ ଖେଳିବା ନେଇ ସଂଶୟ ରହିଛି । ଏହି ଖବର ପ୍ରକାଶିତ ହେବା ପରେ ଆଲୋଚନା ଜୋର ଧରିଛି । ଇତି ମଧ୍ୟରେ ଲିଟିଲ ମାଷ୍ଟର ସୁନୀଲ ଗାଭାସ୍କର କହିଛନ୍ତି ରୋହିତ ସିଡନୀ ଟେଷ୍ଟ…

ସିଡନୀରେ ୧୩ ବର୍ଷ ହେବ ଭାରତ ହାରିନି ଟେଷ୍ଟ

ସିଡନୀ: ବର୍ଡର-ଗାଭାସ୍କର ଟ୍ରଫିର ପଂଚମ ତଥା ଅନ୍ତିମ ମୁକାବିଲା ଜାନୁୟାରୀ ୩ରୁ ସିଡନୀରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ । ଏଠାରେ ଭାରତ ୧୩ ବର୍ଷ ହେବ କୌଣସି ଟେଷ୍ଟ ହାରିନି । ୨୦୧୨ରେ ଶେଷ ଥର ଟିମ ଇଣ୍ଡିଆ ଏଠାରେ ପରାଜିତ ହୋଇଥିଲା । ଏଠାରେ ଏହା ପରେ ଭାରତ ୩ଟି ମ୍ୟାଚ ଖେଳିଛି ଓ…

କୋହଲିଙ୍କୁ ମିଳିବ କି ପୂନର୍ବାର ଟେଷ୍ଟ ଅଧିନାୟକ ଦାୟିତ୍ୱ

ସିଡନୀ: କୋଚ ଗୌତମ ଗମ୍ଭୀର, ଚୟନ କମିଟି ମୂଖ୍ୟ ଅଜିତ ଅଗରକର ଓ ଅଧିନାୟକ ରୋହିତ ଶର୍ମାଙ୍କ ମିଳିତ ପ୍ରଦର୍ଶନ ଉପରେ ବିସିସିଆଇ ଅସନ୍ତୁଷ୍ଟ । ଟିମ ଇଣ୍ଡିଆକୁ ସଫଳତାର ଧାରାକୁ ଫେରାଇ ଆଣିବା ପାଇଁ କଡା ପଦକ୍ଷେପ ଗ୍ରହଣ କରାଯାଇପାରେ । ପ୍ରାରମ୍ଭିକ ରିପୋର୍ଟ ଅନୁସାରେ ରୋହିତ ଶର୍ମା ଟେଷ୍ଟ…