Latest Odisha News

BREAKING NEWS

Browsing Category

ଖେଳ

ସାନିଆ-ଶୋଏବଙ୍କ ଛାଡପତ୍ର ଖବର ପୁନର୍ବାର ଚର୍ଚ୍ଚାରେ

ହାଇଦ୍ରାବାଦ: ଭାରତର ଟେନିସ ଖେଳାଳି ସାନିଆ ମିର୍ଜା ଓ ପାକିସ୍ତାନ କ୍ରିକେଟର ଶୋଏବ ମଲିକଙ୍କ ଛାଡପତ୍ର ଖବର ଏବେ ପୁନର୍ବାର ଚର୍ଚ୍ଚାରେ କାରଣ ସାଜିଛି । ଇନଷ୍ଟାଗ୍ରାମରେ ସାନିଆଙ୍କ ଏକ ପୋଷ୍ଟ ଏବେ ଭାଇରାଲ ହେବାରେ ଲାଗିଛି । ସାନିଆ ଏଥିରେ ଛାଡପତ୍ର ନେବା ଏକ କଷ୍ଟକର ପଦକ୍ଷେପ ବୋଲି…

ବିଶ୍ୱନାଥନ ଆନନ୍ଦଙ୍କୁ ପଛରେ ପକାଇଲେ ପ୍ରଜ୍ଞାନନନ୍ଦ

ନୂଆଦିଲ୍ଲୀ: ଭାରତର ଷ୍ଟାର ଚେସ ଖେଳାଳି ଆର.ପ୍ରଜ୍ଞାନନନ୍ଦ ଆଉ ଏକ କୀର୍ତିମାନ ନିଜ ନାମରେ ଯୋଡିଛନ୍ତି । ଟିଟା ଷ୍ଟିଲ ଚେସରେ ସେ ବିଶ୍ୱ ଚାମ୍ପିୟନ ଡିଙ୍ଗ ଲାଇରେନଙ୍କୁ ପରାସ୍ତ କରିଥିଲେ । ଏଥିସହ ସେ ବିଶ୍ୱନାଥନ ଆନନ୍ଦଙ୍କୁ ପଛରେ ପକାଇ ଭାରତର ଏକ ନମ୍ବର ଚେସ ଖେଳାଳି ପାଲଟିଛନ୍ତି ।…

ଆଇପିଏଲ ୨୦୨୪: ଏଥର ପର୍ଯ୍ୟାୟକ୍ରମେ ଘୋଷଣା କରାଯିବ କାର୍ଯ୍ୟସୂଚୀ

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ ଚଳିତ ବର୍ଷ ଜୁନ ମାସରୁ ଖେଳାଯିବ । ଏବେ ସମସ୍ତଙ୍କ ନଜର ଆଇପିଏଲ ୨୦୨୪ କାର୍ଯ୍ୟସୂଚୀ ଉପରେ ରହିଛି । ରିପୋର୍ଟ ଅନୁସାରେ ଆଇପିଏଲ ୨୧ମାର୍ଚ୍ଚରୁ ମେ ୨୬ ପର୍ଯ୍ୟନ୍ତ ଖେଳାଯାଇପାରେ । ଏହାର କାର୍ଯ୍ୟସୂଚୀ ପ୍ରଥମ ଥର ପାଇଁ ପର୍ଯ୍ୟାୟକ୍ରମେ ଘୋଷଣା କରାଯିବ ବୋଲି…

ବର୍ଗର ଖାଇବା ପାଇଁ ପଇସା ନ ଥିଲା, କୋହଲିଙ୍କ ସାହାଯ୍ୟ ପରେ ଏବେ କମାଲ କରୁଛନ୍ତି ସୁମିତ

ନୂଆଦିଲ୍ଲୀ: ପ୍ରତିଭାକୁ ସହଜରେ ଦାବୀ ହୁଏନି । ସୁଯୋଗ ମିଳିଲେ ଜଣେ ଦକ୍ଷତା ସମ୍ପନ୍ନ ଖେଳାଳି ତାର ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ପଛାଏ ନାହିଁ । ଟେନିସ ଖେଳାଳି ସୁମିତ ନାଗଲ ଏହାର ଜ୍ୱଳନ୍ତ ଦୃଷ୍ଟାନ୍ତ । ଅଷ୍ଟ୍ରେଲିଆନ ଓପନର ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରି ସେ ସମସ୍ତଙ୍କୁ ଗୌରବନ୍ୱିତ…

ବିସିସିଆଇ ଚୟନ କମିଟି ସଦସ୍ୟଙ୍କ ମଧ୍ୟରୁ କିଏ ହେବେ ବିଦା

ମୁମ୍ବାଇ:ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଚୟନ କମିଟି ସଦସ୍ୟଙ୍କ ମଧ୍ୟରୁ ଜଣେ ବିଦା ହେବେ ବୋଲି ରିପୋର୍ଟ ପ୍ରକାଶ ପାଇଛି । ଅଜିତ ଅଗରକରଙ୍କ ଅଧ୍ୟକ୍ଷତାରେ ଗଠିତ ଚୟନ କମିଟିରେ ଏବେ ୫ଜଣ ସଦସ୍ୟ ରହିଛନ୍ତି । କୌଣସି ସ୍ଥାନ ଖାଲି ନ ଥିଲେ ମଧ୍ୟ ଅଗରକରଙ୍କ ବ୍ୟତୀତ ଜଣେ ବିଦା ହେବା ଏକପ୍ରକାର…

ଶିଖର ଧାୱନ କହିଲେ ରୋହିତଙ୍କ ଯୋଗୁ ମୋ କ୍ୟାରିୟର….

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ସିନିୟର ବ୍ୟାଟ୍ସମ୍ୟାନ ଶିଖର ଧାୱନ ପ୍ରାୟ ବର୍ଷେ ହେବ ଟିମରୁ ବାହାରେ ଅଛନ୍ତି । ରୋହିତ ଶର୍ମାଙ୍କ ସହ ସେ ଓପନିଂ କରି ଅନେକ ଥର ଭଲ ପ୍ରଦର୍ଶନ କରିଛନ୍ତି । ୨୦୧୩ରୁ ୨୦୨୨ ପର୍ଯ୍ୟନ୍ତ ଉଭୟ ଓପନିଂ କରି ୫୧୪୮ ରନ ସଂଗ୍ରହ କରିଛନ୍ତି । ଏହାର ଫାଇଦା ମଧ୍ୟ…

ଅଷ୍ଟ୍ରେଲିଆନ ଓପନ ଟେନିସ: ଦ୍ୱିତୀୟ ରାଉଣ୍ଡରେ ସୁମିତ

ମେଲବୋର୍ଣ୍ଣ: ଅଷ୍ଟ୍ରେଲିଆନ ଓପନ ଟେନିସ ଟୁର୍ଣ୍ଣାମେଂଟରେ ଭାରତର ସୁମିତ ନାଗଲ ବଡ ବିପର୍ଯ୍ୟୟ ସୃଷ୍ଟି କରିଛନ୍ତି । ସେ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରି କୀର୍ତିମାନ ସ୍ଥାପନ କରିଛନ୍ତି । ପ୍ରଥମ ରାଉଣ୍ଡ ମୁକାବିଲାରେ ସୁମିତ ୩୧ତମ ର‌୍ୟାଙ୍କିଙ୍ଗ ପ୍ରାପ୍ତ ଆଲେକଜାଣ୍ଡର ବାବଲିକଙ୍କୁ ୬-୪,…

ଅଷ୍ଟ୍ରେଲିଆନ ଓପନ ପ୍ରଥମ ରାଉଣ୍ଡରୁ ବିଦା ହେଲେ ମୁରେ, ପରୋକ୍ଷରେ ଅବସର ସମ୍ପର୍କରେ ଦେଲେ ସୂଚନା

ମେଲବୋର୍ଣ୍ଣ: ଚଳିତ ଅଷ୍ଟ୍ରେଲିଆନ ଓପନ ଟେନିସ ଟୁର୍ଣ୍ଣାମେଂଟରେ ବଡ ବିପର‌୍ୟ୍ୟୟ ଦେଖିବାକୁ ମିଳିଛି । ୩ଥର ଗ୍ରାଣ୍ଡ ସ୍ଲାମ ବିଜେତା ବ୍ରିଟେନର ଆଣ୍ଡି ମୁରେ ପ୍ରଥମ ରାଉଣ୍ଡରୁ ବିଦାୟ ନେଇଛନ୍ତି । ଆର୍ଜେଂଟିନାର ଥମାସ ମାର୍ଟିନ ଇଚଭେରୀଙ୍କ ନିକଟରୁ ସେ ୬-୪, ୬-୨, ୬-୨ ସେଟରେ ପରାଜିତ…

କୁଚ ବିହାର ଟ୍ରଫିରେ ଇତିହାସ ରଚିଲେ ପ୍ରଖର ଚର୍ତୁବେଦୀ

ବାଙ୍ଗାଲୋର: କର୍ଣ୍ଣାଟକ ବ୍ୟାଟ୍ସମ୍ୟାନ ପ୍ରଖର ଚର୍ତୁବେଦୀ କୁଚ ବିହାର ଟ୍ରଫିରେ ଇତିହାସ ରଚିଛନ୍ତି । ସେ ମୁମ୍ବାଇ ବିପକ୍ଷ ଫାଇନାଲ ମ୍ୟାଚରେ ୪୦୪ ରନର ସ୍ମରଣୀୟ ଇନିଂସ ଖେଳି ଅପରାଜିତ ରହିଛନ୍ତି । ୧୯ ବର୍ଷରୁ କମ କ୍ରିକେଟରେ ସେ ପ୍ରଥମ ଖେଳାଳି ଭାବେ ଏହି ସଫଳତା ହାସଲ କରିଛନ୍ତି ।…

ରଣଜୀ ଟ୍ରଫି: ମଧ୍ୟପ୍ରଦେଶ ବିପକ୍ଷ ମ୍ୟାଚରେ ପ୍ରଥମ ଇନିଂସ ଅଗ୍ରଣୀ ଭିତିରେ ଓଡିଶା ହାସଲ କଲା ୩ ପଂଏଟ

ଭୁବନେଶ୍ୱର: ଓଡିଶା ଓ ମଧ୍ୟପ୍ରଦେଶ ମଧ୍ୟରେ ଅନୁଷ୍ଠିତ ରଣଜୀ ଟ୍ରଫି କ୍ରିକେଟ ମ୍ୟାଚ ଡ୍ରରେ ସମାପ୍ତ ହୋଇଛି । ପ୍ରଥମ ଇନିଂସ ଅଗ୍ରଣୀ ଭିତିରେ ଓଡିଶା ୩ ପଂଏଟ ହାସଲ କରିଛି । ପ୍ରଥମ ଇନିଂସରେ ଶୁଭ୍ରାଂଶୁ ସେନାପତିଙ୍କ ଚମତ୍କାର ଦ୍ୱିଶତକ ବଳରେ ଓଡିଶା ୪୯୮ ରନ କରିଥିଲା । ଏହାର ଜବାବରେ…