Latest Odisha News

BREAKING NEWS

Browsing Category

ଖେଳ

କିଶୋରଙ୍କ ସ୍ୱପ୍ନ ସାକାରରେ ଏଥର ଅନ୍ତରାୟ ହେବନି ଭିସା

ଭୁବନେଶ୍ୱର: ପ୍ରଥମ ଓଡିଆ ଆଥଲେଟ ଭାବେ କିଶୋର ଜେନା ବିଶ୍ୱ ଆଥଲେଟିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରି ମନରେ ଅନେକ ସ୍ୱପ୍ନ ସଜାଡିଥିଲେ । ମାତ୍ର ହଠାତ ଏହି ଆଶା ଭାଙ୍ଗିବା ଆଶଙ୍କା ସୃଷ୍ଟି କରିଥିଲା । ହଙ୍ଗେରୀର ଏମାସରେ ୧୯ରୁ ଆରମ୍ଭ ହେବ ଏହି ଚାମ୍ପିୟନଶିପ । ତାଙ୍କୁ ପ୍ରଦାନ କରାଯାଇଥିବା…

‘ଭଙ୍ଗା କୁଡ଼ିଆରୁ ଭାରତୀୟ ଟିମ’- ମା’ଙ୍କ ସ୍ୱପ୍ନକୁ ପୂରା କଲେ ରିଙ୍କୁ ସିଂ

ପୁରା ହେଇଛି ଗରୀବର ସ୍ବପ୍ନ | ଦିନେ ନିଜ ଘର ଗଳିରେ କାଠଫାଳିଆରେ କ୍ରିକେଟ ଖେଳୁଥିବା ପିଲା ଏବେ ଭାରତ ପାଇଁ ଖେଳିବାକୁ ଯାଉଛି | ପ୍ରଥମ ଥର ପାଇଁ ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି ରିଙ୍କୁ ସିଂ  । ଆନ୍ତର୍ଜାତୀୟ ସ୍ତର ଖେଳରେ ପଦାର୍ପଣ କରିବାକୁ ଯାଉଥିବା ଆଇପିଏଲ୍‌ ତାରକା ରିଙ୍କୁ ସିଂହ ଏବେ…

କିଙ୍ଗ କୋହଲି : କ୍ରିକେଟ ପଡିଆରେ ୧୫ ବର୍ଷର ରାଜୁତି ଜାରୀ

ଭାରତର ମହାନ ଖେଳାଳି ବିରାଟ କୋହଲିଙ୍କ ଆନ୍ତର୍ଜାତୀୟ କ୍ରିକେଟ କ୍ୟାରିୟରର ୧୫ ବର୍ଷ ପୂରଣ ହୋଇଛି । କିଙ୍ଗ କୋହଲି ପଡିଆରେ ଏବେ ବି ରାଜୁତି ଜାରୀ ରଖିଛନ୍ତି । ୧୫ ବର୍ଷ ତଳେ ଡାମ୍ବୁଲାରେ କ୍ୟାରିୟର ଆରମ୍ଭ କରିଥିବା ଏହି ଛୋଟ ପିଲାଟି ଦିନେ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ…

ଅଲିମ୍ପିଆନ ଦୂତି ଚାନ୍ଦଙ୍କୁ ଶକ୍ତ ଧକ୍କା, ଡୋପ୍ ଟେଷ୍ଟରେ ବିଫଳ ହୋଇ ୪ ବର୍ଷ ପାଇଁ ବାସନ୍ଦ ହେଲେ ଦୂତି

ଭୁବନେଶ୍ଵର: ଅଲିମ୍ପିଆନ ଦୂତି ଚାନ୍ଦଙ୍କୁ ଲାଗିଛି ଶକ୍ତ ଧକ୍କା । ଡୋପ ଟେଷ୍ଟ ମାମଲାରେ ବିଫଳ ହୋଇ ଶେଷରେ ସେ ୪ ବର୍ଷ ବାସନ୍ଦ ହୋଇଛନ୍ତି । ଦଣ୍ଡାଦେଶ ଚଳିତ ବର୍ଷ ଜାନୁଆରୀ ୩ତାରିଖରୁ ଲାଗୁ ହୋଇଛି । ତେଣୁ ସେ ୨୦୨୭ ଜାନୁଆରୀ ମାସ ପର୍ଯ୍ୟନ୍ତ କୌଣସି ରାଜ୍ୟ, ଜାତୀୟ କିମ୍ବା ଅନ୍ତର୍ଜାତୀୟ…

ହକି ଫାଇଭ ଏସ ବିଶ୍ୱକପ କ୍ୱାଲିଫାୟର୍ସ : ଭାରତ ଦଳରେ ୪ ଓଡିଆ

ଭୁବନେଶ୍ୱର: ଓମାନରେ ଅଗଷ୍ଟ ୨୯ରୁ ସେପ୍ଟମ୍ବର ୨ ପର୍ଯ୍ୟନ୍ତ ଫାଇଭ ଏସ ବିଶ୍ୱକପ କ୍ୱାଲିଫାୟର୍ସ ଆୟୋଜିତ ହେବ । ଏଥିନେଇ ଗୁରୁବାର ଭାରତୀୟ ଦଳ ଘୋଷଣା କରାଯାଇଛି । ପୁରୁଷ ଦଳରେ ଓଡିଶାର ଏକମାତ୍ର ଖେଳାଳି ଭାବେ ଦୀପଶାନ ତିର୍କୀ ସ୍ଥାନ ପାଇଛନ୍ତି । ଅପରପକ୍ଷରେ ମହିଳା ଟିମରେ ରାଜ୍ୟର ୩…

ଆଇସିସି ଦିନିକିଆ ବିଶ୍ୱକପ: ତାଜମହଲ ଆଗରେ ପ୍ରଦର୍ଶିତ ହେଲା ଟ୍ରଫି

ନୂଆଦିଲ୍ଲୀ: ଭାରତରେ ଆୟୋଜିତ ହେବାକୁ ଥିବା ଦିନିକିଆ ବିଶ୍ୱକପର ଜ୍ୱର ବଢିବା ଆରମ୍ଭ ହୋଇଛି । ଏହା ଆରମ୍ଭ ହେବାକୁ ଆଉ ୪୯ ଦି ବାକି ରହିଛି । ଇତି ମଧ୍ୟରେ ବିଶ୍ୱକପ ଟ୍ରଫି ବିଭିନ୍ନ ସ୍ଥାନ ପରିକ୍ରମା କରିବାରେ ଲାଗିଛି । ତାଜମହଲ ନିକଟରେ ଟ୍ରଫି ପଂହଚିବା ପରେ ଦର୍ଶକଙ୍କ ଏଥିପ୍ରତି ଆକୃଷ୍ଟ…

ମହିଳା ବିଶ୍ୱକପ ଫୁଟବଲ: ସ୍ପେନ-ଇଂଲଣ୍ଡ ଫାଇନାଲ

ସିଡନୀ: ଇଂଲଣ୍ଡ ଚଳିତ ଫିଫା ମହିଳା ବିଶ୍ୱକପ ଫୁଟବଲର ଫାଇନାଲରେ ପ୍ରବେଶ କରିଛି । ବୁଧବାର ଅନୁଷ୍ଠିତ ଦ୍ୱିତୀୟ ସେମିଫାଇନାଲରେ ଇଂଲଣ୍ଡ ୩-୧ ଗୋଲରେ ଆୟୋଜକ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା । ଫାଇନାଲରେ ସ୍ପେନ ଓ ଇଂଲଣ୍ଡ ମଧ୍ୟରେ ମୁକାବିଲା ହେବ । ଉଭୟ ଟିମ ପ୍ରଥମ ଥର ପାଇଁ ଏହି ମେଗା…

ପଡିଆକୁ ଫେରିଲେ ରିଷଭ ପନ୍ତ:ପ୍ରଦର୍ଶନୀ ମ୍ୟାଚରେ ମାରିଲେ ଚୌକା, ଛକା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟପ୍ରେମୀଙ୍କ ପାଇଁ ଖୁସି ଖବର । ଷ୍ଟାର ୱିକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ସୁସ୍ଥ ହେବା ସହ ପଡିଆକୁ ଫେରିଛନ୍ତି । ସ୍ଥାନୀୟ ଏକ ପ୍ରଦର୍ଶନୀ ମ୍ୟାଚରେ ପନ୍ତ ବ୍ୟାଟିଂ କରିଥିଲେ । ସେ ଯେତେବେଳେ ପଡିଆରେ ପ୍ରବେଶ କଲେ ଉପସ୍ଥିତ ଦର୍ଶକ ତାଙ୍କୁ କରତାଳି ଦେଇ…

ଅବସରରୁ ଓହରିଲେ ଷ୍ଟୋକ୍ସ, ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ ପାଇଁ ଇଂଲଣ୍ଡ ଦଳରେ ସାମିଲ

ଲଣ୍ଡନ: ଇଂଲଣ୍ଡକୁ ବିଶ୍ୱକପ ଜିତାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ବେନ ଷ୍ଟୋକ୍ସ ଅବସରରୁ ପ୍ରତ୍ୟାବର୍ତନ କରିଛନ୍ତି । ତାଙ୍କୁ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ ପାଇଁ ଦଳରେ ସାମିଲ କରାଯାଇଛି । ତାମିମ ଇକବାଲ, ମୋଇନ ଅଲୀଙ୍କ ପରେ ତୃତୀୟ କ୍ରିକେଟର ଭାବେ ସେ ଅବସରରୁ…

ଅଲ ହିଲାଲ କ୍ଲବ ସହିତ ଚୁକ୍ତିବଦ୍ଧ ହେଲେ ନେମାର

ନୂଆଦିଲ୍ଲୀ: ବ୍ରାଜିଲର ଲୋକପ୍ରିୟ ଫୁଟବଲ ଖେଳାଳି ଜୁନିୟର ନେମାର ସାଉଦି ଆରବର ଅଲ ହିଲାଲ କ୍ଲବ ସହ ଚୁକ୍ତିବଦ୍ଧ ହୋଇଛନ୍ତି । ଏଥିସହ ସେ ପିଏସଜି କ୍ଲବ ଛାଡିଛନ୍ତି । ଅଲ ହିଲାଲ ଟ୍ରାନ୍ସଫର ଫି ବାବଦକୁ ପିଏସଜିକୁ ୯୦ ମିଲିୟନ ୟୁରୋ ଦେଇଥିବା ଖବର ପ୍ରକାଶ ପାଇଛି । ବର୍ଷକୁ ୧୦୦ ମିଲିୟନ ୟୁରୋ…