Latest Odisha News

BREAKING NEWS

Browsing Category

ଖେଳ

କ୍ରିକେଟରୁ ସନ୍ନ୍ୟାସ ନେଲେଣି, ତଥାପି କମିନି ସଚିନଙ୍କ ରୋଜଗାର..ଜାଣନ୍ତୁ ମାଷ୍ଟର ବ୍ଲାଷ୍ଟରଙ୍କର କେତେ ସମ୍ପତ୍ତି

ମୁମ୍ବାଇ:କ୍ରିକେଟ କହିଲେ ସଚିନ ଏବଂ ସଚିନ କହିଲେ ରେକର୍ଡ । ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର । ବଲବ୍ୟାଟରେ ଖେଳି ରେକର୍ଡ ପରେ ରେକର୍ଡ ଜିତିଥିବା ଏହି ଖେଳାଳି କୋଟି କୋଟି ହୃଦୟକୁ ଜିତିଛନ୍ତି  । ଖେଳ ଦୁନିଆରୁ ସନ୍ନ୍ୟାସ ନେଇ ସାରିଲେଣି ସତ, ହେଲେ କ୍ରିକେଟ ଜଗତରେ ତାଙ୍କର କ୍ରେଜ…

ରାହାନେ, ଦୁବେଙ୍କ ବିସ୍ଫୋରକ ବ୍ୟାଟିଂ: କୋଲକାତା ସମ୍ମୁଖରେ ୨୩୬ ରନର ଲକ୍ଷ୍ୟ

ଇଡେନଗାର୍ଡେନ: ଚଳିତ ଆଇପିଏଲରେ ରବିବାର ଅନୁଷ୍ଠିତ ଦ୍ୱିତୀୟ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ସୁପର କିଙ୍ଗସ ୨୩୬ ରନର ବିଶାଳ ଲକ୍ଷ୍ୟ କୋଲକାତା ନାଇଟ ରାଇଡର୍ସ ସମ୍ମୁଖରେ ରଖିଛି । ଅଜିଙ୍କ୍ୟ ରାହାନେ ଓ ଶିବମ ଦୁବେ କୋଲକାତା ବୋଲରଙ୍କୁ ନିର୍ଧୂମ ପ୍ରହାର କରିଥିଲେ । ରାହାନେ ୨୯…

ପୁନର୍ବାର ଧାରଣାରେ ବସିଲେ ମହିଳା ରେସଲର

ନୂଆଦିଲ୍ଲୀ: ଭାରତର ଷ୍ଟାର ମହିଳା ରେସଲର ରବିବାର ପୁନର୍ବାର ଜନ୍ତରମନ୍ତରରେ ଧାରଣାରେ ବସିଛନ୍ତି । ଭାରତୀୟ ରେସଲିଂ ଫେଡେରେଶନର ଅଧ୍ୟକ୍ଷ ଏବଂ ଅନ୍ୟ ପ୍ରଶିକ୍ଷକମାନେ ସେମାନଙ୍କୁ ଯୌନ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ କରି ଏହି ଧାରଣାରେ ବସିଛନ୍ତି । ପୂର୍ବରୁ ଫେଡେରେଶନ ମୂଖ୍ୟ ବ୍ରିଜ ଭୂଷଣ…

କୋହଲିଙ୍କ ନେତୃତ୍ୱରେ ବାଙ୍ଗାଲୋରର କ୍ରମାଗତ ଦ୍ୱିତୀୟ ବିଜୟ

ବାଙ୍ଗାଲୋର: ଚଳିତ ଆଇପିଏଲରେ ରବିବାର ଅନୁଷ୍ଠିତ ପ୍ରଥମ ମୁକାବିଲାରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୭ ରନରେ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିଛି । ଚଳିତ ସିଜନରେ ବିରାଟ କୋହଲିଙ୍କ ନେତୃତ୍ୱରେ ବାଙ୍ଗାଲୋରର ଏହା କ୍ରମାଗତ ଦ୍ୱିତୀୟ ବିଜୟ । ପ୍ରଥମେ ବ୍ୟାଟିଂ କରି ବାଙ୍ଗାଲୋର ୨୦ ଓଭରରେ ୯…

ଗାଙ୍ଗୁଲି-କୋହଲି ବିବାଦରେ ମୁହଁ ଖୋଲିଲେ ଶାସ୍ତ୍ରୀ

ମୁମ୍ବାଇ: ଭାରତୀୟ କ୍ରିକେଟ ଟିମର ଦୁଇ ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଓ ବିରାଟ କୋହଲି ଆଇପିଏଲର ଏକ ମ୍ୟାଚ ପରେ ହାତ ନ ମିଳାଇବା ବେଶ ଆଲୋଚନାର କାରଣ ସାଜିଛି । କୋହଲି ହାତ ନ ମିଳାଇବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ଭଲ ନ ଥିବା ଅନୁମାନ…

ଆପଣ ଜାଣନ୍ତି କି ଆଇପିଏଲ ଖେଳିବା ପାଇଁ ୧୦ ଟିମ କେତେ କିଲୋମିଟର ଯାତ୍ରା କରିବେ

ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗର ଚଳିତ ସଂସ୍କରଣ ଧିରେ ଧିରେ ରୋମାଂଚକ ହେବାରେ ଲାଗିଛି । ୫୯ ଦିନ ଧରି ହେବାକୁ ଥିବା ଏହି ଲିଗରେ ୧୦ଟି ଟିମ କେତେ କିଲୋମିଟର ଯାତ୍ରା କରିବେ ତାହା ଜାଣିଲେ ନିଶ୍ଚିତ ଆଶ୍ଚର୍ଯ୍ୟ ଲାଗିବ । ଏତିକି ଦିନ ମଧ୍ୟରେ ସେମାନେ ପାଖାପାଖି ୧ ଲକ୍ଷ ୬୯ ହଜାର ୫୩୨…

ୟର୍କର ମାରି ୨୪ ଲକ୍ଷ ଟଙ୍କାର ଷ୍ଟମ୍ପ ଭାଙ୍ଗିଲେ ଅର୍ଶଦୀପ ସିଂହ; ପଞ୍ଜାବର ଜବରଦସ୍ତ ପ୍ରତ୍ୟାବର୍ତ୍ତନ

ମୁମ୍ବାଇ: ଗତକାଲି ଆଇପିଏଲ୍‌ରେ ୩୧ ତମ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି ପଞ୍ଜାବ କିଙ୍ଗ୍ସ। ମ୍ୟାଚ୍‌ରେ ମୁମ୍ବାଇ ଶେଷ ପର୍ଯ୍ୟନ୍ତ ଲଢ଼େଇ କରିଥିଲେ ବି ଦଳ ୧୩ ରନ୍‌ରେ ପରାଜିତ ହୋଇଥିଲା। ଗତକାଲିର ମ୍ୟାଚରେ ପଞ୍ଜାବର ଅର୍ଶଦୀପ ସିଂହ ସବୁଠାରୁ ଭୟଙ୍କର ବୋଲର ସାବ୍ୟସ୍ତ…

ସୁପର କପ ଫାଇନାଲରେ ଓଡିଶା ଏଫସି

ଭୁବନେଶ୍ୱର : କେରଳର ମଞ୍ଜେରୀରେ ଚାଲିଥିବା ସୁପର କପ ଫୁଟବଲର ଫାଇନାଲରେ ଓଡିଶା ଏଫସି ପ୍ରବେଶ କରିଛି । ଶନିବାର ଓଡିଶା ସେମିଫାଇନାଲରେ ୩-୧ ଗୋଲରେ ନର୍ଥଇଷ୍ଟ ୟୁନାଇଟେଡକୁ ପରାସ୍ତ କରିଥିଲା । ଏପ୍ରିଲ ୨୫ରେ ହେବାକୁ ଥିବା ଫାଇନାଲରେ ଦଳ ବେଙ୍ଗାଲୁରୁ ଏଫସିକୁ ଭେଟିବ । ବେଙ୍ଗାଲୁରୁ ୨-୦…

ମୁମ୍ବାଇ ସମ୍ମୁଖରେ ୨୧୫ ରନର ଲକ୍ଷ୍ୟ ରଖିଲା ପଞ୍ଜାବ

ୱାଙ୍ଖେଡ: ଏଠାରେ ଶନିବାର ଅନୁଷ୍ଠିତ ଆଇପିଏଲର ଦ୍ୱିତୀୟ ମ୍ୟାଚରେ ପଞ୍ଜାବ କିଙ୍ଗସ ୨୧୫ ରନର ବିଜୟ ଲକ୍ଷ୍ୟ ମୁମ୍ବାଇ ଇଣ୍ଡିଆନ୍ସ ସମ୍ମୁଖରେ ରଖିଛି । ପ୍ରଥମେ ବ୍ୟାଟିଂ କରି ପଞ୍ଜାବ ଦଳଗତ ପ୍ରଦର୍ଶନ ମାଧ୍ୟମରେ ବଡ ସ୍କୋର କରିପାରିଥିଲା । ସାମ କୁରାନ ୫୫, ହରପ୍ରୀତ ସିଂ ୪୧ ଓ ଅଥର୍ବ ଟେଡ ୨୯…

ଶେଷ ଓଭରରେ ମୋହିତଙ୍କ କମାଲ, ଲକ୍ଷ୍ନୌକୁ ହରାଇଲା ଗୁଜରାଟ

ଅହମ୍ମଦାବାଦ: ଚଳିତ ଆଇପିଏଲରେ ଶନିବାର ମୋହିତ ଶର୍ମାଙ୍କ ଚମତ୍କାର ବୋଲିଂ ପ୍ରଦର୍ଶନ ବଳରେ ଏକ ରୋମାଂଚକ ମୁକାବିଲାରେ ଗୁଜରାଟ ଟାଇଟନ୍ସ ୭ ରନରେ ଲକ୍ଷ୍ନୌ ସୁପର ଜ୍ୟାଂଟସକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ଗୁଜରାଟ ୨୦ ଓଭରରେ ୬ ୱିକେଟ ହରାଇ ୧୩୫ ରନ କରିଥିଲା । ହାର୍ଦ୍ଦିକ…