Latest Odisha News

BREAKING NEWS

Browsing Category

ଖେଳ

ଭାରତର ଚମକୁଥିବା ହୀରା : ଓଡିଶାର ନୀଲମ ସଞ୍ଜୀପ ଖେସ

ହକି ବିଶ୍ୱକପ ୨୦୨୩ ଆରମ୍ଭ ହୋଇଛି । ଓଡିଶାରେ ଖେଳାଯାଉଥିବା ଏହି ମେଗା ଇଭେଂଟରେ ଭାରତ ୨-୦ ଗୋଲରେ ସ୍ପେନକୁ ପରାସ୍ତ କରି ବିଜୟ ଅଭିଯାନ ଆରମ୍ଭ କରିଛି । ୪୬ ବର୍ଷ ପରେ ଭାରତ ପୁନର୍ବାର ଚାମ୍ପିୟନ ହେବା ଲକ୍ଷ୍ୟରେ ପଡିଆକୁ ଓହ୍ଲାଇଛି । ଭାରତୀୟ ଟିମରେ ସ୍ଥାନ ପାଇଥିବା ୨ ଓଡିଆ ଅମିତ…

ଇଂଟର ସ୍କୁଲ ଟୁର୍ଣ୍ଣାମେଂଟରେ ୫୦୮ ରନର ଐତିହାସିକ ଇନିଂସ ଖେଳିଲେ ୟଶ ଚାଭଡୋ

ମୁମ୍ବାଇ: ମୁମ୍ବାଇର ୧୩ ବର୍ଷୀୟ କ୍ରିକେଟ ଶନିବାର ୫୦୮ ରନର ଐତିହାସିକ ଇନିଂସ ଖେଳି ଚର୍ଚ୍ଚାକୁ ଆସିଛନ୍ତି । ମୁମ୍ବାଇ ଇଣ୍ଡିଆନ୍ସ ଜୁନିୟର ଇଂଟର ସ୍କୁଲ ୧୪ ବର୍ଷରୁ କମ ଟୁର୍ଣ୍ଣାମେଂଟରେ ସେ ଏହି ଇନିଂସ ଖେଳିଛନ୍ତି । ସେ ତାଙ୍କ ଇନିଂସରେ ୧୭୮ ବଲର ସମ୍ମୁଖୀନ ହୋଇ ୮୧ ଚୌକା ଓ ୧୮ ଛକା…

ହକି ବିଶ୍ୱକପ: ନେଦରଲାଣ୍ଡ, ବେଲଜିୟମ ବିଜୟୀ

ରାଉରକେଲା: ଚଳିତ ହକି ବିଶ୍ୱକପରେ ଶନିବାର ଅନୁଷ୍ଠିତ ମୁକାବିଲାରେ ନେଦରଲାଣ୍ଡ ୪-୦ ଗୋଲରେ ମାଲେସିଆକୁ ଓ ବେଲିଜୟମ ୫-୦ ଗୋଲରେ ଦକ୍ଷିଣ କୋରିଆକୁ ପରାସ୍ତ କରିଛନ୍ତି । ବିର୍ସାମୁଣ୍ଡା ଷ୍ଟାଡିୟମରେ ଖେଳାଯାଇଥିବା ପୁଲ ସି ମ୍ୟାଚରେ ନେଦରଲାଣ୍ଡ ସମ୍ପୂର୍ଣ୍ଣ ଏକତରଫା ଭାବେ ମାଲେସିଆକୁ ପରାଜିତ…

ବିବାହ ବନ୍ଧନରେ ଆବଦ୍ଧ ହେଲେ ଦୁଇ କ୍ରିକେଟ ଖେଳାଳି

ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟର ଉଦୀୟମାନ ଖେଳାଳି ବେଦା କ୍ରିଷ୍ଣାମୂର୍ତି ଓ କର୍ଣ୍ଣାଟକର ଅର୍ଜୁନ ହୋଏସାଲା ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ମାଆଙ୍କ ଜନ୍ମ ବାର୍ଷିକୀ ଅବସରରେ ବେଦା ତାଙ୍କ ଦୀର୍ଘ ଦିନର ସାଥୀ ତଥା କ୍ରିକେଟର ଅର୍ଜୁନ ଏକ ହୋଇଛନ୍ତି । ଉଭୟ ପରସ୍ପରକୁ ଭଲ ପାଉଥିଲେ…

ଏକଦା ହକିର ‘ବାଦଶାହ’ ଥିଲା, ଏବେ କିନ୍ତୁ ବିଶ୍ୱକପ ଖେଳୁନି ପାକିସ୍ତାନ

ଓଡ଼ିଶା ସମ୍ବାଦ ବ୍ୟୁରୋ: ପାକିସ୍ତାନର ରାଜନୀତିକ ଏବଂ ଅର୍ଥନୈତିକ ପରିସ୍ଥିତି ଯେପରି କୋମାରେ ପ୍ରବେଶ କରିଛି। ଏହାର ଜାତୀୟ ଖେଳ ହକି ସହିତ ପ୍ରାୟ ସମାନ ଘଟଣା ଘଟିଛି। ଦଶନ୍ଧି ଧରି ପାକିସ୍ତାନ ହକି ଜଗତରେ ପ୍ରାଧାନ୍ୟ ବିସ୍ତାର କରିଥିଲା। ୧୯୪୮ ରୁ ୧୯୮୪ ପର୍ଯ୍ୟନ୍ତ ହକିରେ କେବଳ…

୪୦୦ ୱିକେଟ କ୍ଲବରେ ଓଡିଶା ପେସର ବସନ୍ତ

ଭୁବନେଶ୍ୱର: ଓଡିଶା କ୍ରିକେଟ ଟିମର ସିନିୟର ପେସ ବୋଲର ବସନ୍ତ ମହାନ୍ତି ଆଜି ଏକ ନୂତନ କୀର୍ତିମାନ ସ୍ଥାପନ କରିଛନ୍ତି । ହିମାଚଳପ୍ରଦେଶ ବିପକ୍ଷ ରଣଜୀ ମ୍ୟାଚରେ ସେ ୩ଟି ୱିକେଟ କରିଥିଲେ । ଏଥିସହ ବସନ୍ତ ପ୍ରଥମ ଶ୍ରେଣୀ କ୍ରିକେଟରେ ୪୦୦ ୱିକେଟ ହାସଲ କରିଛନ୍ତି । ୩୬ ବର୍ଷୀୟ ବସନ୍ତ ୨୦୦୭ରେ…

ହକି ବିଶ୍ୱକପ: ସମ୍ପୂର୍ଣ୍ଣ ଷ୍ଟାଇଲରେ ଅଭିଯାନ ଆରମ୍ଭ କଲା ଭାରତ

ରାଉରକେଲା: ହକି ବିଶ୍ୱକପ ଭୁବନେଶ୍ୱର ଏବଂ ରାଉରକେଲାରେ ଆରମ୍ଭ ହୋଇଯାଇଛି । ବିର୍ସା ମୁଣ୍ଡା ଷ୍ଟାଡିୟମରେ ଗ୍ରୁପ ଡିରେ ଭାରତ ତାର ପ୍ରଥମ ମୁକାବିଲାରେ ଅମିତ ରୋହିଦାସଙ୍କ ଚମତ୍କାର ପ୍ରଦର୍ଶନ ବଳରେ ୨-୦ ଗୋଲରେ ସ୍ପେନକୁ ପରାସ୍ତ କରି ସମ୍ପୂର୍ଣ୍ଣ ଷ୍ଟାଇଲରେ ଅଭିଯାନ ଆରମ୍ଭ କରିଛି । ଏଥିସହ…

ରଣଜୀ ଟ୍ରଫି କ୍ରିକେଟ: ହିମାଚଳ ପ୍ରଦେଶଠାରୁ ହାରିଲା ଓଡିଶା

ଭୁବନେଶ୍ୱର: ଚଳିତ ରଣଜୀ ଟ୍ରଫି କ୍ରିକେଟରେ ଓଡିଶାର ନୈରାଶ୍ୟଜନକ ପ୍ରଦର୍ଶନ ଜାରୀ ରହିଛି । ହିମାଚଳପ୍ରଦେଶର ନାଦୁଆନଠାରେ ଅନୁଷ୍ଠିତ ମ୍ୟାଚରେ ହିମାଚଳ ପ୍ରଦେଶ ୩ ୱିକେଟରେ ଓଡିଶାକୁ ପରାସ୍ତ କରିଛି । ଓଡିଶା ପ୍ରଦତ ୩୦୮ ରନର ବିଜୟ ଲକ୍ଷ୍ୟକୁ ହିମାଚଳ ୭ ୱିକେଟ ହରାଇ ହାସଲ କରି ନେଇଥିଲା ।…

ଅବସର ସଙ୍କେତ ଦେଲେ ଡେଭିଡ ୱାର୍ଣ୍ଣର

ସିଡନୀ: ଭାରତ ଗସ୍ତରେ ଆସିବା ପୂର୍ବରୁ ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ଣ୍ଣର ଆଜି ତାଙ୍କ ଅବସର ନେଇ ସୂଚନା ଦେଇଛନ୍ତି । ଆମେରିକା ଓ ୱେଷ୍ଟଇଣ୍ଡିଜରେ ୨୦୨୪ରେ ହେବାକୁ ଥିବା ଟି୨୦ ବିଶ୍ୱକପ କ୍ରିକେଟ ମୋ କ୍ୟାରିୟରର ଶେଷ ଆନ୍ତର୍ଜାତୀୟ ଟୁର୍ଣ୍ଣାମେଂଟ ହେବ ବୋଲି ସେ…

ଅଷ୍ଟ୍ରେଲିଆ ୮, ଫ୍ରାନ୍ସ ୦

ଭୁବନେଶ୍ୱର: ଶୁକ୍ରବାର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହକି ବିଶ୍ୱକପର ଦ୍ୱିତୀୟ ମ୍ୟାଚରେ ଟାଇଟଲ ଫେଭରାଇଟ ବିବେଚନା କରାଯାଉଥିବା ଅଷ୍ଟ୍ରେଲିଆ ୮-୦ ଗୋଲରେ ଫ୍ରାନ୍ସକୁ ପରାସ୍ତ କରି ବିଜୟ ଅଭିଯାନ ଆରମ୍ଭ କରିଛି । ୩ ଥର ବିଶ୍ୱ ଚାମ୍ପିୟନ ଅଷ୍ଟ୍ରେଲିଆ ସମ୍ପୂର୍ଣ୍ଣ ଏକତରଫା ଭାବେ ଏହି…