Latest Odisha News

BREAKING NEWS

Browsing Category

ଖେଳ

ଆଇପିଏଲ: ରାଜସ୍ଥାନ ବିପକ୍ଷରେ ରୋମାଞ୍ଚକର ମ୍ୟାଚ, ପଞ୍ଜାବ କିଙ୍ଗସର ବିଜୟ ଧାରା ଜାରି

ଗୌହାଟି: ଆଇପିଏଲର ୧୬ତମ ସଂସ୍କରଣରେ ଆଉ ଏକ ରୋମାଞ୍ଚକର ମ୍ୟାଚ ଦେଖିବାକୁ ମିିଳିଛି ରାଜସ୍ଥାନ ରୟାଲ୍ସ ଓ ପଞ୍ଜାବ କିଙ୍ଗସ ମଧ୍ୟରେ। ରାଜସ୍ଥାନକୁ ୫ ରନରେ ହରାଇ ପଞ୍ଜାବ କିଙ୍ଗସ ବିଜୟ ଧାରା ଜାରି ରଖିଛି। ରାଜସ୍ଥାନକୁ ପଞ୍ଜାବ ୧୯୮ ରନ୍‌ର ଟାର୍ଗେଟ ଦେଇଥିଲା। ହେଲେ ୨୦ ଓଭରରେ ୭ ୱିକେଟ୍…

ଶିଖର ଧାୱନଙ୍କ ବିସ୍ଫୋରକ ଅର୍ଦ୍ଧଶତକ

ଗୌହାଟୀ: ଏଠାରେ ବୁଧବାର ଅନୁଷ୍ଠିତ ଆଇପିଏଲ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ପଞ୍ଜାବ କିଙ୍ଗସ ୧୯୮ ରନର ବିଜୟ ଲକ୍ଷ୍ୟ ରାଜସ୍ଥାନ ରୟାଲ୍ସ ସମ୍ମୁଖରେ ରଖିଛି । ଶିଖର ଧାୱନଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଯୋଗୁ ଦଳ ବଡ ସ୍କୋର କରିବାରେ ସଫଳ ହୋଇଥିଲା । ଧାୱନ ୫୬ ବଲରେ ୯ ଚୌକା ଓ ୩ଛକା ବଳରେ ୮୬ ରନ…

ଭାରତର ୫ କ୍ରିକେଟର ପାଇବେ ଏମସିସିରେ ଆଜୀବନ ସଦସ୍ୟତା

ନୂଆଦିଲ୍ଲୀ: ଭାରତର ୫ଜଣ ଷ୍ଟାର କ୍ରିକେଟରଙ୍କୁ ମେରିଲବୋନ କ୍ରିକେଟ କ୍ଲବ ପକ୍ଷରୁ ଆଜୀବନ ସଦସ୍ୟତା ପ୍ରଦାନ କରାଯିବ । ଏହି ଖେଳାଳିମାନେ ହେଲେ ମହେନ୍ଦ୍ର ସିଂ ଧୋନୀ, ଯୁବରାଜ ସିଂ, ସୁରେଶ ରାଇନା, ମିଥାଲୀ ରାଜ ଓ ଝୁଲଣ ଗୋସ୍ୱାମୀ । ଚଳିତ ବର୍ଷ ଓଭରାଲ ୧୯ଜଣ ଖେଳାଳିଙ୍କୁ ଏହି ସମ୍ମାନ…

ମେସିଙ୍କୁ ୩୬୦୦ କୋଟି ଟଙ୍କା ଅଫର କଲା ସାଉଦି କ୍ଲବ ଅଲ ହିଲାଲ !

ରିୟାଦ: ଆର୍ଜେଂଟିନାର ଷ୍ଟାର ଖେଳାଳି ଲିଓନେଲ ମେସି ପୁନର୍ବରେ ବିଶ୍ୱର ଧନୀ ଫୁଟବଲର ହେବାକୁ ଯାଉଛନ୍ତି । ରିପୋର୍ଟ ମୁତାବକ ମେସି ଚଳିତ ସିଜନ ପରେ ଫ୍ରାନ୍ସର ପ୍ୟାରିସ ସେଂଟ ଜର୍ମନ କ୍ଲବ ଛାଡିବା ପାଇଁ ଚାହୁଁଛନ୍ତି । ନୂତନ ଚୁକ୍ତିପତ୍ରରେ ସେ ଏ ପର୍ଯ୍ୟନ୍ତ ସାଇନ କରି ନାହାନ୍ତି । ଏହି…

ଭାରତକୁ ଖେଳିବାକୁ ଆସି ପାରନ୍ତି ରୋନାଲ୍ଡୋ

ନୂଆଦିଲ୍ଲୀ: ବିଶ୍ୱର ମହାନ ଫୁଟବଲ ଖେଳାଳି ପର୍ତୁଗାଲର କ୍ରିଷ୍ଟିଆନ ରୋନାଲ୍ଡୋଙ୍କ ଭାରତରେ ଆସି ଖେଳିବା ସମ୍ଭାବନା ସୃଷ୍ଟି ହୋଇଛି । ଏହି ଖବର ପ୍ରକାଶ ପାଇବା ପରେ ପ୍ରଶଂସକମାନେ ଉତ୍ସାହିତ ହୋଇ ପଡିଛନ୍ତି । ରୋନାଲ୍ଡୋ ଚଳିତ ବର୍ଷ ଶେଷ ଭାଗରେ ଭାରତ ଆସିବା ସହ ଇଣ୍ଡିଆନ ସୁପର ଲିଗ ଟିମ…

ଆଇପିଏଲ: ଦିଲ୍ ଭାଙ୍ଗିଲା ଦିଲ୍ଲୀବାସୀଙ୍କର, ୬ ଓ୍ବିକେଟରେ ହରାଇଲା ଗୁଜୁରାଟ ଟାଇଟନ୍ସ

ନୂଆଦିଲ୍ଲୀ: ଘରୋଇ ପିଚରେ ହାରିଲା ଦିଲ୍ଲୀ କ୍ୟାପିଟାଲ୍ସ। ଚଳିତ ଆଇପିଏଲ ସିଜିନରେ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଆଜି ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ଗୁଜୁରାଟ ଟାଇଟାନ୍ସ ମଧ୍ୟରେ ମ୍ୟାଚ ଖେଳାଯାଇଥିଲା। ତେବେ ଗୁଜରାଟ ଦିଲ୍ଲୀକୁ ୬ ୱିକେଟରେ ପରାସ୍ତ କରିଛି। ଏହି ମ୍ୟାଚ ଜିତି ଗୁଜୁରାଟ…

ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ସତ୍ୱେ ଗୁଜରାଟ ସମ୍ମୁଖରେ ୧୬୩ ରନର ଲକ୍ଷ୍ୟ ରଖିଲା ଦିଲ୍ଲୀ

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗର ମଙ୍ଗଳବର ଅନୁଷ୍ଠିତ ମୁକାବିଲାରେ ଦିଲ୍ଲୀ କ୍ୟାପିଟାଲ୍ସ ୧୬୩ ରନର ବିଜୟ ଲକ୍ଷ୍ୟ ଗୁଜରାଟ ଟାଇଟାନ୍ସ ସମ୍ମୁଖରେ ରଖିଛି । ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ ୨୦ ଓଭରରେ ୮ ୱିକେଟ ହରାଇ ୧୬୨ ରନ ସଂଗ୍ରହ କରିଥିଲା । ଗୁଜରାଟ ବୋଲରଙ୍କ ଚମତ୍କାର ବୋଲିଂ ଯୋଗୁ…

କାର ଦୁର୍ଘଟଣା ପରେ ପ୍ରଥମ ଥର ପାଇଁ ଷ୍ଟାଡିୟମରେ ପଂହଚିଲେ ପନ୍ତ

ନୂଆଦିଲ୍ଲୀ: ଚଳିତ ଆଇପିଏଲରେ ମଙ୍ଗଳବାର ଦିଲ୍ଲୀ କ୍ୟାପିଟାଲ୍ସ ଓ ଗୁଜରାଟ ଟାଇଟନ୍ସ ମଧ୍ୟର ଖେଳାଯାଉଥିବା ମ୍ୟାଚକୁ ଷ୍ଟାର ଖେଳାଳି ରିଷଭ ପନ୍ତ ଉପଭୋଗ କରିଛନ୍ତି । ଗତ ବର୍ଷ କାର ଦୁର୍ଘଟଣା ପରେ ପ୍ରଥମ ଥର ପାଇଁ ପନ୍ତ ଷ୍ଟାଡିୟମକୁ ଆସିଛନ୍ତି । ଷ୍ଟାଡିୟମ ନିକଟରେ ପଂହଚିବା ମାତ୍ରେ…

ଆଇପିଏଲରେ ପାଦ ଥାପିଲା କରୋନା

ନୂଆଦିଲ୍ଲୀ: ଚଳିତ ଇଣ୍ଡିଆନ ପ୍ରିମିୟର ଲିଗରେ ପାଦ ଥାପିଛି କରୋନା । ଏହି ଖବର ପ୍ରଶଂସକଙ୍କୁ ଚିନ୍ତାରେ ପକାଇଛି । ଦୀର୍ଘ ଦିନ ପରେ ଷ୍ଟାଡିୟମରେ ଭରପୂର ସମର୍ଥକଙ୍କ ସହ ଏଥର ଆଇପିଏଲ ଖେଳାଯାଉଛି । ମଙ୍ଗଳବାର ଦିଲ୍ଲୀ କ୍ୟାପିଟାଲ୍ସ ଓ ଗୁଜରାଟ ଟାଇଟନ୍ସ ମଧ୍ୟରେ ହେବାକୁ ଥିବା ମୁକାବିଲା…

ପନ୍ତଙ୍କ ଜର୍ସି ଟାଙ୍ଗିବା ନେଇ ଦିଲ୍ଲୀ କ୍ୟାପିଟାଲ୍ସ ଉପରେ ଅସନ୍ତୋଷ ବ୍ୟକ୍ତ କଲା ବିସିସିଆଇ

ଅହମ୍ମଦାବାଦ: ଚଳିତ ଆଇପିଏଲରେ ଆଘାତ ସମସ୍ୟା ଯୋଗୁ ଦିଲ୍ଲୀ କ୍ୟାପିଟାଲ୍ସର ଷ୍ଟାର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ଖେଳୁ ନାହାନ୍ତି । ତେବେ ତାଙ୍କୁ ସମ୍ମାନ ଦେବା ପାଇଁ ଲକ୍ଷ୍ନୌ ସୁପରଜ୍ୟାଂଟସ ବିପକ୍ଷ ମ୍ୟାଚରେ ଦିଲ୍ଲୀ ଟିମ ଗ୍ରହଣ କରିଥିବା ପଦକ୍ଷେପ ବିସିସିଆଇକୁ ପସନ୍ଦ ଆସି ନାହିଁ ।…