Latest Odisha News

BREAKING NEWS

Browsing Category

ଖେଳ

ଚେତନଙ୍କ ଇସ୍ତଫା ପରେ ଚୟନ କମିଟି ଚେୟାରମ୍ୟାନ ଦୌଡରେ ଓଡିଶାର ଶିବସୁନ୍ଦର

ଭୁବନେଶ୍ୱର: ଷ୍ଟିଙ୍ଗ ଅପରେଶନ ପରେ ବିସିସିଆଇ ଚୟନ କମିଟି ଚେୟାରମ୍ୟାନ ପଦରୁ ଚେତନ ଶର୍ମା ଇସ୍ତଫା ଦେଇଛନ୍ତି । ଖାଲି ପଡିଥିବା ଏହି ସ୍ଥାନ ପାଇଁ ଏବେ ଉପଯୁକ୍ତ ପ୍ରାର୍ଥୀ ଖୋଜା ଚାଲିଛି । ରିପୋର୍ଟ ମୁତାବକ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଓପନର ତଥା ଓଡିଶାର ପ୍ରତିଷ୍ଠିତ ଖେଳାଳି ଶିବ…

ସନ୍ତୋଷ ଟ୍ରଫି: ସେମିଫାଇନାଲ ଦୌଡରୁ ବାଦ ପଡିଲା ଓଡିଶା

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ସନ୍ତୋଷ ଟ୍ରଫି ଫୁଟବଲ ଟୁର୍ଣ୍ଣାମେଂଟର ଏକ ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ଓଡିଶା ପରାଜିତ ହୋଇ ସେମି ଫାଇନାଲ ଦୌଡରୁ ବାଦ ପଡିଛି । ଗ୍ରୁପ ଏର ମୁକାବିଲାରେ ଓଡିଶା ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ କେରଳଠାରୁ ୧-୦ ଗୋଲରେ ହାରି ଯାଇଥିଲା । ୧୬ତମ…

ଆଇପିଏଲ ୨୦୨୩ ସଂସ୍କରଣର କାର୍ଯ୍ୟସୂଚୀ ଘୋଷିତ

ମୁମ୍ବାଇ:ଇଣ୍ଡିଆନ ପ୍ରିମିୟର ଲିଗ ୧୬ତମ ସଂସ୍କରଣର କାର୍ଯ୍ୟସୂଚୀ ଆଜି ଘୋଷଣା କରାଯାଇଛି । ଚାମ୍ପିୟନ ଗୁଜରାଟ ଟାଇଟନ୍ସ ଓ ଚେନ୍ନାଇ ସୁପର କିଙ୍ଗସ ମଧ୍ୟରେ ମାର୍ଚ୍ଚ ୩୧ରେ ପ୍ରଥମ ମ୍ୟାଚ ଖେଳାଯିବ । ମେ ୨୮ରେ ଫାଇନାଲ ମ୍ୟାଚ ଆୟୋଜିତ ହେବ । ଟୁର୍ଣ୍ଣାମେଂଟରେ ୧୮ଥର ଡବଲ ହେଡର ମୁକାବିଲା…

ଅଷ୍ଟ୍ରେଲିଆ ୨୬୩ରେ ଅଲଆଉଟ, ଭାରତ ୨୧/୦

ନୂଆଦିଲ୍ଲୀ: ଏଠାରେ ଅନୁଷ୍ଠିତ ଭାରତ ବିପକ୍ଷ ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ୨୬୩ ରନରେ ଅଲଆଉଟ ହୋଇଯାଇଛି । ଜବାବରେ ପ୍ରଥମ ଦିବସ ଷ୍ଟମ୍ପ ଅପସାରଣ ବେଳକୁ ଭାରତ କୌଣସି ୱିକେଟ ନ ହରାଇ ୨୧ ରନ ସଂଗ୍ରହ କରିଛି । ଘରୋଇ ଦଳ ଏବେ ବି ଭ୍ରମଣକାରୀ ଟିମଠାରୁ ୨୪୨ ରନ…

ରବୀନ୍ଦ୍ର ଜାଡେଜାଙ୍କ ଆଉ ଏକ କୀର୍ତିମାନ

ନୂଆଦିଲ୍ଲୀ: ଏଠାରେ ଚାଲିଥିବା ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ଭାରତର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଆଉ ଏକ କୀର୍ତିମାନ ସ୍ଥାପନ କରିଛନ୍ତି । ଏସୀୟ ଖେଳାଳିଙ୍କ ମଧ୍ୟରେ ଜାଡେଜା କମ ମ୍ୟାଚରେ ୨୫୦୦ ରନ ଏବଂ ୨୫୦ ୱିକେଟ ନେଇଛନ୍ତି । ସେ ୬୨ ଟେଷ୍ଟରେ ଏହି ସଫଳତା ହାସଲ…

ଭାରତ-ଅଷ୍ଟ୍ରେଲିଆ ଦ୍ୱିିତୀୟ ଟେଷ୍ଟ: ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଲା ଅଷ୍ଟ୍ରେଲିଆ

ନୂଆଦିଲ୍ଲୀ: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ଶୁକ୍ରବାର ଦିଲ୍ଲୀରେ ଅରୁଣ ଜେଟ୍‌ଲୀ ଷ୍ଟାଡିୟମ୍‌ରେ ଖେଳାଯାଉଛି। ଆଜିର ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଟସ୍‌ ଜିତି ପ୍ରଥମେ  ବ୍ୟାଟିଂ ନିଷ୍ପତ୍ତି ନେଇଛି। ଏହା ପୂର୍ବରୁ ନାଗପୁରରେ ଖେଳାଯାଇଥିବା ମ୍ୟାଚ୍‌ରେ ଭାରତ ଅଷ୍ଟ୍ରେଲିଆକୁ…

କ୍ରିକେଟର ପୃଥ୍ୱୀ ଶଙ୍କୁ ଆକ୍ରମଣ ଘଟଣା, ସପନା ଗିଲ ଗିରଫ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଭାରତୀୟ କ୍ରିକେଟ ଟିମର ଖେଳାଳି ପୃଥ୍ୱୀ ଶ ଏବଂ ତାଙ୍କ ସାଙ୍ଗମାନଙ୍କ ଉପରେ ଆକ୍ରମଣ ଘଟଣାରେ ପୋଲିସ ସୋସିଆଲ ମିଡିଆ ସେନସନ ସପନା ଗିଲଙ୍କୁ ଗିରଫ କରିଛି। ମୁମ୍ବାଇର ଓସିୱାରା ପୋଲିସ ନିକଟରେ ଏ ନେଇ ଅଭିଯୋଗ ହୋଇଥିଲା। ଏହା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ…

ରଣଜୀ ଟ୍ରଫି ଫାଇନାଲ: ବେଙ୍ଗଲ ୧୭୪, ସୌରାଷ୍ଟ ୮୧/୨

କୋଲକାତା: ଇଡେନଗାର୍ଡେନରେ ଚାଲିଥିବା ରଣଜୀ ଟ୍ରଫି କ୍ରିକେଟ ଫାଇନାଲର ପ୍ରଥମ ଦିବସରେ ୧୨ଟି ୱିକେଟର ପତନ ଘଟିଛି । ବେଙ୍ଗଲକୁ ୧୭୪ ରନରେ ଅଲଆଉଟ କରିବା ପରେ ଷ୍ଟମ୍ପସ ଅପସାରଣ ବେଳକୁ ସୌରାଷ୍ଟ୍ର ୨ଟି ୱିକେଟ ହରାଇ ୮୧ ରନ କରିଛି । ହାର୍ଭିକ ଦେଶାଇ ୩୮ ଓ ଚେତନ ଶାକାରିୟା ୨ ରନ କରି ଅପରାଜିତ…

ସେଲଫି ନେବାକୁ ମନା କରିବାରୁ ପୃଥ୍ୱୀ ଶଙ୍କ କାର ଉପରେ ଆକ୍ରମଣ

ମୁମ୍ବାଇ: ଟିମ ଇଣ୍ଡିଆ କ୍ରିକେଟର ପୃଥ୍ୱୀ ଶଙ୍କ ଉପରେ ଗୁରୁବାର ବଡ ଧରଣର ଆକ୍ରମଣ ହୋଇଛି । ସେ କାରରେ ତାଙ୍କର ଜଣେ ବନ୍ଧୁ ସହ ବସିଥିବା ବେଳେ କେତେଜଣ ପ୍ରଶଂସକ ସେଲଫି କ୍ଲିକ କରିବାକୁ ଚାହୁଁଥିଲେ । ଶ’ ମନା କରିବାରୁ ସେମାନେ ରାଗି ଯାଇଥିଲେ । ୮ଜଣ ଯୁବକ ତାଙ୍କ କାର ଉପରେ ଆକ୍ରମଣ…

ମହିଳା ଟି-୨୦ ବିଶ୍ୱକପ: ୱେଷ୍ଟଇଣ୍ଡିଜକୁ ୬ ୱିକେଟରେ ପରାସ୍ତ କଲା ଟିମ୍ ଇଣ୍ଡିଆ

ଓଡ଼ିଶା ସମ୍ବାଦ ବ୍ୟୁରୋ: ମହିଳା ଟି-୨୦ ବିଶ୍ୱକପର ଦ୍ୱିତୀୟ ମ୍ୟାଚରେ ଭାରତ ବିଜୟୀ ହୋଇଛି। ବୁଧବାର କେପଟାଉନରେ ଖେଳାଯାଇଥିବା ମ୍ୟାଚରେ ଟିମ୍ ଇଣ୍ଡିଆ ୱେଷ୍ଟଇଣ୍ଡିଜକୁ ୬ ୱିକେଟରେ ପରାସ୍ତ କରିଛି। ୱେଷ୍ଟଇଣ୍ଡିଜ ବ୍ୟାଟିଂ କରି ପ୍ରଥମେ ୧୧୯ ରନ୍‌ର ଟାର୍ଗେଟ ଦେଇଥିଲା। ଏହାର ଜବାବରେ ଟିମ୍…