Latest Odisha News

BREAKING NEWS

Browsing Category

ଖେଳ

ଓସିଏର ଟେକ୍ନିକାଲ ଡାଇରେକ୍ଟର ଭାବେ ନିଯୁକ୍ତ ହେଲେ ଭେଙ୍କଟରାମ

ଭୁବନେଶ୍ୱର: ପୂର୍ବତନ ପ୍ରଥମଶ୍ରେଣୀ କ୍ରିକେଟର ଭି ଭେଙ୍କଟରାମଙ୍କୁ ଓଡିଶା କ୍ରିକେଟ ଏକାଡେମୀର ଟେକ୍ନିକାଲ ଡାଇରେକ୍ଟର ଭାବେ ନିଯୁକ୍ତ କରାଯାଇଛି । ମଙ୍ଗଳବାର ଓସିଏ ପକ୍ଷରୁ ଏ ନେଇ ଘୋଷଣା କରାଯାଇଛି । ଭେଙ୍କଟରାମ ୭୧ ପ୍ରଥମଶ୍ରେଣୀ କ୍ରିକେଟ ଖେଳି ୨୨୨ ୱିକେଟ ଅକ୍ତିଆର କରିଛନ୍ତି । ଏଥିରେ…

ଦୀନେଶ ମୋଙ୍ଗିଆ ଓ ରୂମେଲିଙ୍କୁ କୋଚ୍ ଭାବେ ନିଯୁକ୍ତି ଦେଲା ଓସିଏ

କଟକ: ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ (ଓସିଏ) ନିକଟରେ ଆଗାମୀ ବିସିସିଆଇ ଘରୋଇ ମ୍ୟାଚ ୨୦୨୩-୨୪ ପାଇଁ ଦୁଇ ଜଣ ପ୍ରଶିକ୍ଷକଙ୍କୁ ନିଯୁକ୍ତି ଦେଇଥିବା ଘୋଷଣା କରିଛି। ଦିନେଶ ମୋଙ୍ଗିଆଙ୍କୁ ଓଡ଼ିଶା ସିନିୟର ପୁରୁଷ କ୍ରିକେଟ୍ ଦଳର ମୁଖ୍ୟ କୋଚ୍ ଭାବେ ଚୟନ କରାଯାଇଥିବା ବେଳେ ରୁମେଲି ଧରଙ୍କୁ ସିନିୟର…

ବାଙ୍ଗାଲୋର ଆଗରେ ୨୨୭ ରନର ବିଜୟ ଲକ୍ଷ୍ୟ

ବେଙ୍ଗାଲୁରୁ : ବାଙ୍ଗାଲୋର ଏମ.ଚିନ୍ନାସ୍ବାମୀ ଷ୍ଟାଡିୟମଠାରେ ଖେଳାଯାଉଥିବା ଆଇପିଏଲ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗୋଲର ଆଗରେ ୨୨୭ ରନର ବିଜୟ ଲକ୍ଷ୍ୟ ରଖିଛି ଚେନ୍ନାଇ ସୁପରକିଙ୍ଗସ୍ ।  ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ନିର୍ଦ୍ଧାରିତ ୨୦ ଓଭରରେ ୬ ଓ୍ବିକେଟ ହରାଇ ୨୨୬ ରନ କରିଥିଲା ।…

ଦାଦାଙ୍କୁ ଅନଫଲୋ କଲେ କିଙ୍ଗ

ମୁମ୍ବାଇ: ବିିସିସିଆଇର ପୂର୍ବତନ ସଭାପତି ସୌରଭ ଗାଙ୍ଗୁଲି ଓ ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି । କିଙ୍ଗ କୋହଲି ନିକଟରେ ଇନଷ୍ଟାଗ୍ରାମରେ ଦାଦାଙ୍କୁ ଅନଫଲୋ କରିଛନ୍ତି । ଯାହାକି ଏବେ ସୋସିଆଲ ମିଡିଆରେ ଏକ ଚର୍ଚ୍ଚାର କାରଣ ସାଜିଛି । କୋହଲିଙ୍କ…

ବ୍ରାଜିଲ ପାରା ବ୍ୟାଡମିଂଟନରେ କମାଲ କଲେ ଓଡିଶାର ପ୍ରମୋଦ

ଭୁବନେଶ୍ୱର: ବ୍ରାଜିଲର ସାଓ ପାଓଲୋରେ ଅନୁଷ୍ଠିତ ପାରା ବ୍ୟାଡମିଂଟନ ଚାମ୍ପିୟନଶିପରେ ଓଡିଶାର ପ୍ରମୋଦ ଭଗତ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି । ଏହି ମହାନ ଖେଳାଳିଜଣଙ୍କ ଡବଲ୍ସରେ ସ୍ୱର୍ଣ୍ଣ ଏବଂ ସିଙ୍ଗଲ୍ସରେ ରୌପ୍ୟ ପଦକ ହାସଲ କରିଛନ୍ତି । ମହିଳା ଡବଲ୍ସ ଏସଏଲ୩-ଏସଏଲ୪ ଫାଇନାଲରେ ପ୍ରମୋଦ ଏବଂ…

ଆଇପିଏଲରେ ଡେବ୍ୟୁ କଲେ ସଚିନଙ୍କ ପୁଅ ଅର୍ଜ୍ଜୁନ; ଟୁଇଟରରେ ବାପା ଦେଲେ ଭାବବେଗ ଭରା ବାର୍ତ୍ତା

ନୂଆଦିଲ୍ଲୀ: ଆଇପିଏଲରେ ଡେବ୍ୟୁ କଲେ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜ୍ଜୁନ । ରବିବାର ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଆଇପିଏଲରେ ସେ ଡେବ୍ୟୁ କରିଛନ୍ତି । କୋଲକାତା ନାଇଟ ରାଇଡର୍ସ ବିରୋଧରେ ସେ ତାଙ୍କର ପ୍ରଥମ ମ୍ୟାଚ ଖେଳିଥିଲେ । ଆଇପିଏଲ…

ଘରୋଇ ଟୁର୍ଣ୍ଣାମେଂଟର ପୁରସ୍କାର ରାଶି ବୃଦ୍ଧି କଲା ବିସିସିଆଇ

ମୁମ୍ବାଇ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଆଗାମୀ ସିଜନରୁ ଘରୋଇ ଟୁର୍ଣ୍ଣାମେଂଟର ପୁରସ୍କାର ରାଶି ବୃଦ୍ଧି କରିଛି । ରବିବାର ବିସିସିଆଇ ସେକ୍ରେଟାରୀ ଜୟ ଶାହ ଏ ସମ୍ପର୍କରେ ସୂଚନା ଦେଇଥିଲେ । ରଣଜୀ ଚାମ୍ପିୟନଙ୍କୁ ଏବେ ୨ କୋଟି ବଦଳରେ ୫କୋଟି ଟଙ୍କା ମିଳିବ । ମହିଳା ସିନିୟର ଦିନିକିଆ…

ବ୍ୟର୍ଥ ହେଲା ଆୟାରଙ୍କ ଶତକ, କୋଲକାତା ବିପକ୍ଷରେ ମୁମ୍ବାଇର ୨୩ତମ ବିଜୟ

ମୁମ୍ବାଇ: ଚଳିତ ଆଇପିଏଲରେ ରବିବାର ଅନୁଷ୍ଠିତ ପ୍ରଥମ ମୁକାବିଲାରେ ମୁମ୍ବାଇ ଇଣ୍ଡିଆନ୍ସ ୫ ୱିକେଟରେ କୋଲକାତା ନାଇଟ ରାଇଡର୍ସକୁ ପରାସ୍ତ କରିଛି । କୋଲକାତା ବିପକ୍ଷରେ ମୁମ୍ବାଇର ଏହା ୨୩ତମ ବିଜୟ । କୋଲକାତା ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୬ ୱିକେଟ ହରାଇ ୧୮୫ ରନ କରିଥିଲା । ଭେଙ୍କେଟେଶ…

ମୁଁ ଆଇପିଏଲ ନୁହେଁ ପ୍ରୀତିଙ୍କୁ ଦେଖା କରିବାକୁ ଆସିଛି

ଲକ୍ଷ୍ନୌ: ଆଇପିଏଲରେ କ୍ରିକେଟ ବ୍ୟତୀତ ଦର୍ଶକମାନଙ୍କୁ ଅନେକ କ୍ଷେତ୍ରରେ ମନୋରଞ୍ଜନର ସୁଯୋଗ ମିଳିଥାଏ । ଶନିବାର ଲକ୍ଷ୍ନୌ ସୁପର ଜ୍ୟାଂଟସ ଓ ପଞ୍ଜାବ କିଙ୍ଗସ ମଧ୍ୟରେ ମ୍ୟାଚ ଖେଳା ଯାଇଥିଲା । ଏହି ମ୍ୟାଚରେ ଷ୍ଟାଡିୟମରେ ଜଣେ ଯୁବକଙ୍କ ପ୍ଲାକାର୍ଡ ଦର୍ଶକଙ୍କୁ ବେଶ ପସନ୍ଦ ଆସିଥିଲା ।…

ରାହୁଲଙ୍କ ଅର୍ଦ୍ଧଶତକ, ପଞ୍ଜାବ ସମ୍ମୁଖରେ ୧୬୦ ରନର ଲକ୍ଷ୍ୟ

ଲକ୍ଷ୍ନୌ: ଚଳିତ ଆଇପିଏଲରେ ଶନିବାର ଅନୁଷ୍ଠିତ ଦ୍ୱିତୀୟ ମୁକାବିଲାରେ ଲକ୍ଷ୍ନୌ ସୁପର ଜ୍ୟାଂଟସ ୧୬୦ ରନର ବିଜୟ ଲକ୍ଷ୍ୟ ପଞ୍ଜାବ କିଙ୍ଗସ ସମ୍ମୁଖରେ ରଖିଛି । ପ୍ରଥମେ ବ୍ୟାଟିଂ କରି ଅଧିନାୟକ କେଏଲ ରାହୁଲଙ୍କ ୭୪ ରନର ଇନିଂସ ବଳରେ ଲକ୍ଷ୍ନୌ ୮ ୱିକେଟ ବିନିମୟରେ ୧୫୯ ରନ କରିବାକୁ ସକ୍ଷମ…