Latest Odisha News

BREAKING NEWS

Browsing Category

ଖେଳ

ଟେଷ୍ଟ ସିରିଜରେ ରୋହିତଙ୍କ ସ୍ଥାନ ନେଇପାରନ୍ତି ଅଭିମନ୍ୟୁ ।

ଡିସେମ୍ବର ୧୪ ରୁ ବାଂଲାଦେଶ ବିପକ୍ଷ ଦୁଇ ଟେଷ୍ଟ ସିରିଜ ପାଇଁ ଭାରତୀୟ ଅଧିନାୟକ ରୋହିତ ଶର୍ମା୍ଙ୍କ ଖେଳିବାକୁ ନେଇ ସନ୍ଦେହ କରାଯିଉଛି । କିନ୍ତୁ ଏର୍ଯ୍ୟନ୍ତ  କୌଣଷି ଖବର ନଥିବାବେଳେ ଦଳର ପ୍ରଶିକ୍ଷକ ରାହୁଲ ଦ୍ରାବିଡ ବୁଧବାର ଅଧିନାୟକ ରୋହିତ ଶର୍ମାଙ୍କ ଆଘାତ ସମ୍ପର୍କରେ ଏକ ମତାମତ ଦେଇ…

ବୀରୁଙ୍କ ବିରାଟ ରେକର୍ଡ

କ୍ରିକେଟ୍ ଇତିହାସରେ ଯଦି ଡବଲ ଶେଂଚୁରି କଥା ଆଗକୁ ଆସେ ତେବେ ହାତ ଗଣତି କତୋଟି ଖେଳାଳିଙ୍କ ନାଁ ମନକୁ ଆସିଥାଏ । ସେଥିମଧ୍ୟରୁ ଅନ୍ୟତମ ହେଉଛନ୍ତି ଭରତୀୟ ଦଳର ପୂର୍ବତନ ଓପନର ବ୍ୟାଟର ବିରେନ୍ଦ୍ର ଶେହୱାଗ । ୨୦୧୧ ମସିହା ଆଜିର ଦିନରେ କରିଥିଲେ ଏମତି କିଛି କମାଲ ଯାହାକୁ ଦେଖି ବିଶ୍ବ…

ରୋହିତଙ୍କ ନିଷ୍ପତିରେ ଗାଭାସ୍କର ଖପା ।

ରୋହିତଙ୍କ ନିଷ୍ପତିରେ ଗାଭାସ୍କର ଖପା , ଆସିବାର ଥିଲା ଯଦି ଆଗରୁ ଆସିଲେନି କାହିଙ୍କି , ବାଂଗ୍ଲାଦେଶ ଠୁ ସିରିଜ ହାରିବା ପରେ କ୍ରୀଡା ପ୍ରେମୀଙ୍କ ମନରେ ଦେଖା ଦେଇଛି ଅସନ୍ତୁଷ୍ଟ । କିଏ ଦଳରୁ ଖେଳାଳି ପରିବର୍ତ୍ତନ କରିବା କଥା କହୁଛି ତ ଆଉ କିଏ ସ୍ପିଲ୍ଟ କ୍ୟାପଟେନ୍ସି ପାଇଁ ରାୟ ଦେଉଛି ।…

ବିସିସିଆଇ ପକ୍ଷରୁ ଘରୋଇ ଶୃଙ୍ଖଳା ପାଇଁ ଘୋଷଣା ହେଲା କାର୍ଯ୍ୟସୂଚୀ ।

ବିସିସିଆଇ ପକ୍ଷରୁ ଘରୋଇ ଶୃଙ୍ଖଳା ପାଇଁ ଘୋଷଣା ହେଲା କାର୍ଯ୍ୟସୂଚୀ । ଆଗକୁ ଆସୁଥିବା ଘରୋଇ ଶୃଙ୍ଖଳା ପାଇଁ କାର୍ଯ୍ୟସୂଚୀ ଘୋଷଣା କଲା ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) । ଶ୍ରୀଲଙ୍କା ବିପକ୍ଷରେ ୩ଟି ଟି-୨୦ ଏବଂ ତିନୋଟି ଦିନିକିଆ ମୁମ୍ବାଇ, ରାଜକୋଟ, କଲିକତା,…

ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜ ଖେଳି ନ ପାରନ୍ତି ରୋହିତ

ଢ଼ାକା: ଭାରତୀୟ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମା ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜରେ ଖେଳି ନ ପାରନ୍ତି । ଦ୍ୱିତୀୟ ଦିନିକିଆ ଅବସରରେ ରୋହିତ ଆଘାତପ୍ରାପ୍ତ ହୋଇଥିଲେ । ତେବେ ଏହା ସତ୍ୱେ ସେ ଶେଷ ଭାଗରେ ବ୍ୟାଟିଂ କରିବାକୁ ଆସି ଚମତ୍କାର ଅର୍ଦ୍ଧଶତକ ହାସଲ କରିଥିଲେ । ଅବଶ୍ୟ ଭାରତ ଏହି…

ରୋହିତଙ୍କ ବିସ୍ଫୋରକ ଅର୍ଦ୍ଧଶତକ ସତ୍ୱେ ଭାରତ ହାରିଲା, ସିରିଜ ହାତେଇଲା ବାଂଲାଦେଶ

ମୀରପୁର: ଆଘାତପ୍ରାପ୍ତ ରୋହିତ ଶର୍ମାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ସତ୍ୱେ ଏଠାରେ ଅନୁଷ୍ଠିତ ଦ୍ୱିତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ବାଂଲାଦେଶ ୫ ରନରେ ଭାରତକୁ ପରାସ୍ତ କରିଛି । ଏଥିସହ ୩ ମ୍ୟାଚ ବିଶିଷ୍ଟ ମୁକାବିଲାରେ ୨-୦ରେ ଅଗ୍ରଣୀ ରହି ବାଂଲାଦେଶ ଆଗୁଆ ସିରିଜ ଜିତି ନେଇଛି । ଦ୍ୱିତୀୟ ଥର…

ଆନ୍ତର୍ଜାତୀୟ ଫୁଟବଲ କ୍ୟାରିୟରକୁ ଅଲବିଦା କହିଲେ ବେଲଜିୟମ ଷ୍ଟାର ଖେଳାଳି ହାଜାର୍ଡ

ଦୋହା: ଚଳିତ ଫିଫା ବିଶ୍ୱକପରେ ବେଲଜିୟମର ପ୍ରଦର୍ଶନ ନୈରାଶ୍ୟଜନକ ରହିଥିଲା । ଏପରିକି ଦଳ ନକଆଉଟ ପର୍ଯ୍ୟାୟକୁ ଉନ୍ନୀତ ହୋଇପାରି ନ ଥିଲା । ବୁଧବାର ଦଳର ଷ୍ଟାର ଖେଳାଳି ଇଡେନ ହାଜାର୍ଡ ମାତ୍ର ୩୧ ବର୍ଷ ବୟସରେ ଆନ୍ତର୍ଜାତୀୟ ଫୁଟବଲକୁ ଅଲବିଦା କହିଛନ୍ତି । ସେ ୩ଟି ଯାକ ମ୍ୟାଚ ଖେଳିଥିଲେ…

ଫିଫା ବିଶ୍ୱକପ: କ୍ୱାର୍ଟର ଫାଇନାଲ ଲାଇନ ଅପ ଚୂଡାନ୍ତ

ଦୋହା: ଫିଫା ବିଶ୍ୱକପ କ୍ୱାର୍ଟର ଫାଇନାଲ ଲାଇନଅପ ଚୂଡାନ୍ତ ହୋଇଯାଇଛି । ଆଉ ୨ଟି ପର୍ଯ୍ୟାୟ ପରେ କିଏ ହେବ ଚାମ୍ପିୟନ ତାହା ସ୍ପଷ୍ଟ ହେବ । ପ୍ରି-କ୍ୱାର୍ଟରରେ ସ୍ପେନକୁ ହରାଇ ମରକ୍କୋ ଆଉ ଏକ ନାଟକୀୟ ଫଳାଫଳ ପ୍ରଦାନ କରିଛି । ନେଦରଲାଣ୍ଡ ୩-୧ରେ ଆମେରିକାକୁ, ଆର୍ଜେଂଟିନା ୨-୧ରେ…

ଭାରତ–ବାଂଲାଦେଶ ୨ୟ ଦିନିକିଆ ; ୬୯ ରନରେ ୪ ୱିକେଟ ହରାଇଲା ବାଂଲାଦେଶ

ଭାରତ -ବାଂଲାଦେଶ ଦିତୀୟ ଦିନିକିଆ ମୁକାବିଲା ଆଜି ମିରପୁରର ଶେରଇ ବାଂଲା ଷ୍ଟାଡିୟମରେ ଖେଳା ଯାଉଛି । ବାଂଲା ଦେଶ ପ୍ରଥମେ ଟସ୍ ଜିତି ବ୍ୟାଟିଂର ନିଷ୍ପତି ନେଇଛି । ମିଳିଥିବା ଖବର ଅନୁଯାୟୀ,  ବର୍ତ୍ତମାନ  ସୁଦ୍ଧା ୧୯ ଓଭର ଖେଳ ଶେଷ ହେଇଛି ।  ବାଂଲାଦେଶ  ୪ ୱିକେଟ ହରାଇ ୬୯…