Latest Odisha News

BREAKING NEWS

Browsing Category

ଖେଳ

ବିଜ୍ଞାପନ ପ୍ରଚାର କରି ପ୍ରଶଂସକଙ୍କ ଭାବନା ସହ ଖେଳିଲେ ଧୋନୀ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟପ୍ରେମୀଙ୍କ ନିକଟରେ ମହେନ୍ଦ୍ର ସିଂ ଧୋନୀଙ୍କ ଏକ ସ୍ୱତନ୍ତ୍ର ସ୍ଥାନ ରହିଛି । ଧୋନୀ ବି ତାଙ୍କ ଅଧିନାୟକ ଦକ୍ଷତା ଏବଂ ପ୍ରଦର୍ଶନ ବଳରେ ଏଥିନେଇ କେବେ ନିରାଶ କରି ନାହାନ୍ତି । ତେବେ ରବିବାର ଧୋନୀ ଏକ ବଡ ଘୋଷଣା କରିବେ ବୋଲି ସୋସିଆଲ ମିଡିଆରେ ଆଗୁଆ ସୂଚନା…

ସୋସିଆଲ ମିଡିଆରେ ଚରିତ୍ର ସଂହାର

ଭୁବନେଶ୍ୱର :  ପୁଣି ଚର୍ଚ୍ଚାରେ ଦୁଇ ଆଥ୍‌ଲେଟ୍‌ ଭଉଣୀ ଦୂତୀ ଚାନ୍ଦ ଓ ସରସ୍ୱତୀ ଚାନ୍ଦଙ୍କ କଳି। ଫେସବୁକରେ  ପରସ୍ପର ବିରୋଧରେ ପୋଷ୍ଟ କରି ବର୍ଷିଛନ୍ତି ଧାବିକା ଦୂତୀ ଚାନ୍ଦ ଓ ଭଉଣୀ ସରସ୍ୱତୀ ଚାନ୍ଦ। ପରସ୍ପରର ଚରିତ୍ର ସଂହାର କରିଛନ୍ତି ଦୁଇ ଭଉଣୀ। ଜଣେ ଯୁବତୀଙ୍କ ସହ ଭଉଣୀ ସରସ୍ୱତୀ…

ପଶ୍ଚିମାଂଚଳ ଜିତିଲା ଦୁଲୀପ ଟ୍ରଫି ଟାଇଟଲ, ଯଶସ୍ୱୀଙ୍କୁ ପଡିଆରୁ ବାହାର କରିଦେଲେ ରାହାନେ

କୋଏମ୍ବଟୁର: ଏଠାରେ ଅନୁଷ୍ଠିତ ଦୁଲୀପ ଟ୍ରଫି କ୍ରିକେଟର ଫାଇନାଲରେ ଦକ୍ଷିଣାଂଚଳକୁ ୨୯୪ ରନରେ ହରାଇ ପଶ୍ଚିମାଂଚଳ ଟାଇଟଲ ହାସଲ କରିଛି । ଏହା ଓଭରାଲ ପଶ୍ଚିମାଂଚଳର ୧୯ତମ ଟାଇଟଲ । ତେବେ ଏହି ମ୍ୟାଚରେ ଚମତ୍କାର ପ୍ରଦର୍ଶନ ସତ୍ୱେ ଅଶୋଭନୀୟ ବ୍ୟବହାର ପାଇ ଯଶସ୍ୱୀ ଜୈସୱାଲଙ୍କୁ ପଡିଆ ବାହାରକୁ…

ଝୁଲଣଙ୍କ ନାମରେ ନାମିତ ହେବେ ଇଡେନ ଗାର୍ଡେନ ଷ୍ଟାଡିୟମର ଷ୍ଟାଣ୍ଡ

କୋଲକାତା: ଭାରତୀୟ ମହିଳା କ୍ରିକେଟର ମହାନ ପେସ ବୋଲର ଝୁଲଣ ଗୋସ୍ୱାମୀ ଲର୍ଡ୍ସରେ ଅବସର ଘୋଷଣା କରିଛନ୍ତି । ଝୁଲଣଙ୍କ ସମ୍ମାନ ପାଇଁ ଇଡେନ ଗାର୍ଡେନର ଏକ ଷ୍ଟାଣ୍ଡ ତାଙ୍କ ନାମରେ ନାମିତ କରାଯିବ ବୋଲି ଘୋଷଣା କରାଯାଇଛି । କ୍ରିକେଟ ଆସୋସିଏଶନ ଅଫ ବେଙ୍ଗଲର ଅଧ୍ୟକ୍ଷ ଅଭିଷେକ ଡାଲମିଆ ଏହା…

ନବ ନିର୍ବାଚିତ ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କୀଙ୍କୁ ସ୍ବାଗତ

ଭୁବନେଶ୍ୱର: ଓଡ଼ିଶା ପାଇଁ ଗୈାରବ ଆଣିଥିବା ହକି ଇଣ୍ଡିଆର ନବନିର୍ବାଚିତ ସଭାପତି ଦିଲୀପ ତିର୍କୀଙ୍କୁ ବିମାନ ବନ୍ଦରରେ ହକି ଓଡ଼ିଶାର ଅଧିକାରୀମାନେ ଏବଂ ପ୍ରଶଂସକମାନେ ଭବ୍ୟ ସ୍ବାଗତ କରିଥିଲେ । କ୍ରୀଡ଼ା ସଚିବ ଆର ଭିନିଲ କ୍ରିଷ୍ଣା ମଧ୍ୟ ଶ୍ରୀ ତିର୍କୀଙ୍କୁ ସ୍ବାଗତ କରିଛନ୍ତି ।  ଗଣମାଧ୍ୟମ…

ଓଡିଶାର ନେମାହ ଜିତିଲେ ଆଇଟା ସୁପର ସିରିଜ ବାଳିକା ଟାଇଟଲ

ଭୁବନେଶ୍ୱର: ଓଡିଶାର ଉଦୀୟମାନ ଟେନିସ ଖେଳାଳି ନେମାହ ଶାରା କିସପୋଟ୍ଟା ପ୍ରଭାବୀ ପ୍ରଦର୍ଶନ ଜାରୀ ରଖିଛନ୍ତି । ଶନିବାର ଆସାମର ଜୋହରାଟରେ ଅନୁଷ୍ଠିତ ଆଇଟା ସୁପର ସିରିଜ ୧୬ ବର୍ଷରୁ କମ ଟୁର୍ଣ୍ଣାମେଂଟର ବାଳିକା ସିଙ୍ଗଲ୍ସ ବିଭାଗରେ ନେମାହ ଟାଇଟଲ ହାସଲ କରିଛନ୍ତି । ସେ ଓଡିଶାକୁ ଗୌରବାନ୍ୱିତ…

୨୫ ସେପ୍ଟମ୍ବରରେ ଧୋନୀ ନେବେ କି ଆଇପିଏଲରୁ ଅବସର ?

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଆଇପିଏଲରୁ ଅବସର ନେବାକୁ ଯାଉଛନ୍ତି ବୋଲି ପ୍ରଶଂସକମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି । ଧୋନୀ ସୋସିଆଲ ମିଡିଆରେ ୨୫ ସେପ୍ଟେମ୍ବର ମଧ୍ୟାହ୍ନ ୨ଟାରେ ଲାଇଭରେ ଆସି ବଡ ଘୋଷଣା କରିବେ ବୋଲି ସୂଚନା ଦେଇଛନ୍ତି । ୨ ବର୍ଷ ତଳେ…

ରୋହିତଙ୍କ ଛକା କଲା ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରେ ରେକର୍ଡ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ଅଷ୍ଟ୍ରେଲିଆ ବିପକ୍ଷରେ ନାଗପୁର ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରେ ଏକ ନୂଆ ବିଶ୍ୱ ରେକର୍ଡ କରିଛନ୍ତି। ଏହି ମ୍ୟାଚରେ କଙ୍ଗାରୁ ଦଳ ବିପକ୍ଷରେ ଦ୍ୱିତୀୟ ଇନିଂସର ପ୍ରଥମ ଓଭରର ତୃତୀୟ ବଲରେ ରୋହିତ ଶର୍ମା ଏକ ଛକା ମାରିଥିଲେ।…

ଜୀବନର ଶେଷ ମ୍ୟାଚରେ ରୋଜର ଫେଡରରଙ୍କ ଆଖିରେ ଲୁହ

ଲଣ୍ଡନ: ବିଶ୍ବର ପ୍ରସିଦ୍ଧ ଟେନିସ୍ ଖେଳାଳି ରୋଜର ଫେଡେରର ଲେଭର କପରେ କ୍ୟାରିୟରର ଶେଷ ଟୁର୍ନାମେଣ୍ଟ ହାରିଯାଇଛନ୍ତି ।  ଟେନିସରୁ ସନ୍ୟାସ ନେବାକୁ ଘୋଷଣା କରିଥିବା ଫେଡରର ଏହି ଅନ୍ତିମ ଟୁର୍ନାମେଣ୍ଟରେ ନିଜର ସବୁଠୁ ବଡ଼ ପ୍ରତିଦ୍ବନ୍ଦ୍ବୀ ରାଫେଲ ନାଦାଲଙ୍କ ସହ ମିଶି ଡବଲ୍ସ ମ୍ୟାଚ୍…

କଟକରେ ଲିଜେଣ୍ଡ୍‌ସ ଲିଗ୍ କ୍ରିକେଟ୍‌ର ଫାଇନାଲ ମ୍ୟାଚ୍‌

ଭୁବନେଶ୍ୱର: ଆସନ୍ତା ଅକ୍ଟୋବର ୫ ତାରିଖରେ ସ୍କାଏ୨୪୭ ଡଟ୍ ନେଟ୍ ଲିଜେଣ୍ଡ୍‌ସ ଲିଗ୍ କ୍ରିକେଟ୍ (ଏଲ୍‌ଏଲ୍‌ସି)ର ଫାଇନାଲ ମ୍ୟାଚ୍ କଟକର ବାରବାଟୀ ଷ୍ଟାଡିୟମଠାରେ ଆୟୋଜିତ ହେବ । ଏହି ମ୍ୟାଚ ବେଶ ଉତ୍କଣ୍ଠାପୂର୍ଣ୍ଣ ହେବ ବୋଲି କହିଛନ୍ତି ଲିଜେଣ୍ଡ୍‌ସ ଲିଗ୍ କ୍ରିକେଟ୍‌ର ସହପ୍ରତିଷ୍ଠାତା ଓ…