Latest Odisha News

BREAKING NEWS

Browsing Category

ଖେଳ

ନେଦରଲାଣ୍ଡ ବିପକ୍ଷରେ ବିଜୟ ସ୍ୱାଦ ଚାଖିଲା ପାକିସ୍ତାନ

ପର୍ଥ: ଚଳିତ ଟି୨୦ ବିଶ୍ୱକପ କ୍ରିକେଟ ସୁପର ୧୨ ପର୍ଯ୍ୟାୟରେ ପାକିସ୍ତାନ ବିଜୟ ସ୍ୱାଦ ଚାଖିଛି । ଭାରତ ଏବଂ ଜିମ୍ବାୱେ ନିକଟରୁ ହାରିବା ପରେ ପାକିସ୍ତାନ ତାର ତୃତୀୟ ମ୍ୟାଚରେ ନେଦରଲାଣ୍ଡକୁ ୬ ୱିକେଟରେ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ନେଦରଲାଣ୍ଡ ୨୦ ଓଭରରେ ୯ ୱିକେଟ ହରାଇ ୯୧ ରନ…

ସୁଯୋଗ ମିଳିଲା, ତଥାପି ମ୍ୟାଚ ଜିତି ପାରିଲାନି ଜିମ୍ବାୱେ

ଗାବା: ସୁପର ୧୨ର ଏକ ରୋମାଂଚକ ମୁକାବିଲାରେ ଜିମ୍ବାୱେ ୩ ରନରେ ବାଂଲାଦେଶ ନିକଟରୁ ପରାଜିତ ହୋଇଛି । ମ୍ୟାଚର ଫଳାଫଳ ଶେଷ ବଲ ପର୍ଯ୍ୟନ୍ତ ଯାଇଥିଲା । ଅନ୍ତିମ ବଲରେ ଜିମ୍ବାୱେକୁ ବିଜୟ ହେବ ପାଇଁ ୫ରନ ଆବଶ୍ୟକ ହେଉଥିଲା । ମାତ୍ର ବ୍ୟାଟ୍ସମ୍ୟାନ ଦ୍ୱୟ ୧ରନ କରିବାରେ ସଫଳ ହୋଇଥିଲା । ବାଂଲାଦେଶ…

କୋଚ ଦେଲେ ବଡ ଇସାରା, କେ.ଏଲ ରାହୁଲଙ୍କ ପାଇଁ ଆଜି ଶେଷ ସୁଯୋଗ?

ପର୍ଥ: ଟି-୨୦ ବିଶ୍ୱକପରେ ଭାରତ ଦୁଇଟି ଯାକ ମ୍ୟାଚ ଜିତି ବିଜୟ ଅଭିଯାନ ଜାରି ରଖିଛି । ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଭାରତ ପାକିସ୍ତାନ ଏବଂ ନେଦରଲ୍ୟାଣ୍ଡକୁ ପରାସ୍ତ କରି ୪ ପଏଣ୍ଟ ହାସଲ କରିଛି । ଆଜି ଦକ୍ଷିଣ ଆଫ୍ରିକା ବିପକ୍ଷରେ ମ୍ୟାଚ୍ ରହିଛି । ଏବଂ ପ୍ରଥମ ଦୁଇଟି ମ୍ୟାଚରେ ବିଫଳ…

ଫିଲିପ୍ସଙ୍କ ବ୍ୟାଟିଂ ପରେ ବୋଲ୍ଟଙ୍କ କମାଲ, ଶ୍ରୀଲଙ୍କା ବିପକ୍ଷରେ ନ୍ୟୁଜିଲାଣ୍ଡର ବୃହତ ବିଜୟ

ମେଲବୋର୍ଣ୍ଣ: ଟି୨୦ ବିଶ୍ୱକପ କ୍ରିକେଟରେ ଉଭୟ ବ୍ୟାଟିଂ ଓ ବୋଲିଂରେ ଶୃଙ୍ଖଳିତ ପ୍ରଦର୍ଶନ କରି ନ୍ୟୁଜିଲାଣ୍ଡ ୬୫ ରନରେ ଶ୍ରୀଲଙ୍କାକୁ ପରାସ୍ତ କରିଛି । ଏଥିସହ ନ୍ୟୁଜିଲାଣ୍ଡ ସେମିଫାଇନାଲ ଦୌଡରେ ଆଗରେ ରହିଥିବା ବେଳେ ଶ୍ରୀଲଙ୍କା ପ୍ରାୟତଃ ଏଥିରୁ ବାଦ୍ ପଡିଛି । ପ୍ରଥମେ ବ୍ୟାଟିଂ କରି…

ଭାରତ-ଦକ୍ଷିଣ ଆଫ୍ରିକା ହାଇ ଭୋଲଟେଜ ମୁକାବିଲା

ନୂଆଦିଲ୍ଲୀ: ଚଳିତ ଟି୨୦ ବିଶ୍ୱକପ କ୍ରିକେଟରେ ରବିବାର ହେବାକୁ ଥିବା ହାଇ ଭୋଲଟେଜ ମୁକାବିଲାରେ ଭାରତ-ଦକ୍ଷିଣ ଆଫ୍ରିକା ସାମ୍ନି ସାମ୍ନି ହେବେ । ଏହି ମ୍ୟାଚରେ ଭାରତର ଦୃଢ଼ ବ୍ୟାଟିଂ ଲାଇନ ଅପ ଓ ଦକ୍ଷିଣ ଆଫ୍ରିକା ବୋଲିଂ ମଧ୍ୟରେ ଏକ ସୁସ୍ଥ ପ୍ରତିଦ୍ୱନ୍ଦ୍ୱିତା ଦର୍ଶକମାନେ ଦେଖିବାକୁ ପାଇବେ…

ଏଫଆଇଏଚ ପ୍ରୋ ଲିଗ : ସଂଘର୍ଷପୂର୍ଣ୍ଣ ମୁକାବିଲାରେ ନ୍ୟୁଜିଲାଣ୍ଡକୁ ପରାସ୍ତ କଲା ଭାରତ

ଭୁବନେଶ୍ୱର: ଦର୍ଶକରେ ଭରପୂର କଳିଙ୍ଗ ଷ୍ଟାଡିୟମରେ ଆଜି ଅନୁଷ୍ଠିତ ଏଫଆଇଏଚ ପ୍ରୋ ଲିଗର ଏକ ରୋମାଂଚକ ମୁକାବିଲାରେ ଭାରତ ୪-୩ ଗୋଲରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି । ୧-୩ରେ ପଛୁଆ ଥିବା ଭାରତ ମ୍ୟାଚକୁ ବରାବର କରିବା ସହ ଶେଷ ମୂହର୍ତରେ ଗୋଲ ସ୍କୋର କରି ଘରୋଇ ଦର୍ଶକଙ୍କ ମନ ଜିଣିଥିଲେ ।…

ଖେଲୋ ଇଣ୍ଡିଆ ମିଟରେ ଓଡିଶାର ଜ୍ୟୋତ୍ସ୍ନାଙ୍କୁ ରୌପ୍ୟ

ଭୁବନେଶ୍ୱର: ଓଡିଶାର ଉଦୀୟମାନ ୱେଟଲିଫ୍ଟର ଜ୍ୟୋତ୍ସ୍ନା ସବର ଖେଲୋ ଇଣ୍ଡିଆ ନ୍ୟାଶନାଲ ର‌୍ୟାଙ୍କିଙ୍ଗ ମହିଳା ବିଭାଗରେ ଚମତ୍କାର ପ୍ରଦର୍ଶନ କରିଛନ୍ତି । ଉତରପ୍ରଦେଶର ମୋଦିନଗରରେ ଅନୁଷ୍ଠିତ ଏହି ଚାମ୍ପିୟନଶିପର ଫେଜ୨ ମୁକାବିଲାରେ ଜ୍ୟୋତ୍ସ୍ନା ରୌପ୍ୟ ପଦକ ହାସଲ କରିଛନ୍ତି । ୪୦ କିଗ୍ରା…

ଅଷ୍ଟ୍ରେଲିଆ-ଇଂଲଣ୍ଡ ମ୍ୟାଚ ବାତିଲ

ମେଲବୋର୍ଣ୍ଣ: ଚଳିତ ଟି୨୦ ବିଶ୍ୱକପ କ୍ରିକେଟରେ ଅଷ୍ଟ୍ରେଲିଆ-ଇଂଲଣ୍ଡ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ମୁକାବିଲା ବର୍ଷା ଯୋଗୁ ବାତିଲ ହୋଇଯାଇଛି । ପ୍ରବଳ ବର୍ଷା ଯୋଗୁ ଗୋଟିଏ ବି ବଲ ଖେଳାଯିବା ସମ୍ଭବପର ହୋଇ ନ ଥିଲା । ଉଭୟ ଟିମ ଗୋଟିଏ ଲେଖାଁଏ ମ୍ୟାଚ ହାରିଥିବାରୁ ଏହା ସେମାନଙ୍କ…

ଆଫଗାନିସ୍ତାନ-ଆୟର୍ଲାଣ୍ଡ ମ୍ୟାଚ ବର୍ଷା ଯୋଗୁ ବାତିଲ, ପଏଣ୍ଟ ଭାଗ କଲେ ଉଭୟ ଦଳ

ମେଲବୋର୍ଣ୍ଣ: ଚଳିତ ଟି୨୦ ବିଶ୍ୱକପ କ୍ରିକେଟରେ ବର୍ଷା ଖଳନାୟକ ସାଜିଛି । ସୁପର ୧୨ର ଏକ ମୁକାବିଲାରେ ଆଫଗାନିସ୍ତାନ-ଆୟର୍ଲାଣ୍ଡ ପରସ୍ପରକୁ ଭେଟିଥାନ୍ତେ । ତେବେ ଏହି ମ୍ୟାଚ ବର୍ଷା ଯୋଗୁ ବାତିଲ ହୋଇଯାଇଛି । ଫଳରେ ଉଭୟ ଦଳ ନିୟମ ଅନୁସାରେ ଗୋଟିଏ ଲେଖାଁଏ ପଂଏଟ ହାସଲ କରିଛନ୍ତି ।…

ଭାରତକୁ ବିଶ୍ୱକପ ଜିତାଇବେ କି ‘ସୂରବୀର’

ଭୁବନେଶ୍ୱର: ଚଳିତ ଟି୨୦ ବିଶ୍ୱକପ କ୍ରିକେଟରେ ଭାରତର ପ୍ରଦର୍ଶନ ଉତ୍ସାହଜନକ ରହିଛି । ବିରାଟ କୋହଲି ଏବଂ ସୂର୍ଯ୍ୟକୁମାର ଯାଦବଙ୍କ ବିସ୍ଫୋରକ ବ୍ୟାଟିଂ ବିପକ୍ଷ ଶିବିରରେ ଭୟ ସଂଚାର କରୁଛି । ବୋଲର ଦିଗହୀନ ହୋଇ ପଡୁଛି । ମିଡିଲ ଅର୍ଡରରେ ଏବେ ଏହି ଯୋଡି ସୁରବୀର ଭାବେ ପରିଚିତ ହୋଇ ସାରିଲେଣି…