Latest Odisha News

BREAKING NEWS

Browsing Category

ଖେଳ

ରାଜ୍ୟସ୍ତରୀୟ ଜୁନିୟର ହକି ଚାମ୍ପିୟନଶିପ

ଭୁବନେଶ୍ୱର: ରାଜ୍ୟସ୍ତରୀୟ ହକି ଚାମ୍ପିୟନଶିପ ଭୁବନେଶ୍ୱରର କିଟ ୟୁନିଭରସିଟି ଓ କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହେଉଛି । ଏହା ଚଳିତ ମାସ ୨୩ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ । ଏଥିରେ ୫୦୦ରୁ ଊର୍ଦ୍ଧ୍ୱ ଖେଳାଳି ଅଂଶ ଗ୍ରହଣ କରୁଛନ୍ତି । ନକଆଉଟ ଫର୍ମାଟରେ ମ୍ୟାଚଗୁଡିକ ଆୟୋଜନ କରାଯାଉଛି । ୨୮…

ଭାରତକୁ ୪ ଓ୍ବିକେଟରେ ହରାଇଲା ଅଷ୍ଟ୍ରେଲିଆ

ମୋହାଲି:ମୋହାଲିଠାରେ ଖେଳାଯାଇଥିବା ପ୍ରଥମ ଟି-୨୦ରେ ଭାରତକୁ ୪ ଉଇକେଟରେ ହରାଇଛି ଅଷ୍ଟ୍ରେଲିଆ । ଭାରତ ବଡ଼ ଟାର୍ଗେଟ ଦେଇଥିଲେ ମଧ୍ୟ ଅଷ୍ଟ୍ରେଲିଆ ଭାରତକୁ ୪ ଓ୍ବିକେଟରେ ପରାସ୍ତ କରିଛି ।  ଭାରତ ଦେଇଥିବା ୨୦୯ ରନର ବିଜୟ ଲକ୍ଷ୍ୟକୁ ଅଷ୍ଟ୍ରେଲିଆ  ୧୯.୨ ତମ ଓଭରରେ ୨୧୧ ରନ କରି ହାସଲ କରିଛି…

ଅକ୍ଟୋବର ୧ରୁ ବଦଳିଯିବ କ୍ରିକେଟର କେତେକ ନିୟମ

ଦୁବାଇ: ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ ମୁଖ୍ୟ କାର୍ଯ୍ୟକାରୀ ସମିତ ବୈଠକ ପରେ ଅକ୍ଟୋବର ୧ରୁ ନୂତନ ନିୟମ ସହ ଆନ୍ତର୍ଜାତୀୟ ମ୍ୟାଚ ଆୟୋଜନ କରିବା ପାଇଁ ନିର୍ଦ୍ଦେଶନାମା ଜାରୀ କରିଛି । ପ୍ରଥମ ଥର ପାଇଁ ଆଇସିସି କ୍ରିକେଟ ସମିତି ବୈଠକରେ ଅଧ୍ୟକ୍ଷତା କରିବା ମୋ ପାଇଁ ସମ୍ମାନର ବିଷୟ ବୋଲି…

ଟି୨୦ ବିଶ୍ୱକପ ପାଇଁ ନ୍ୟୁଜିଲାଣ୍ଡ ଦଳ ଘୋଷିତ

ମେଲବୋର୍ଣ୍ଣ: ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି୨୦ ବିଶ୍ୱକପ କ୍ରିକେଟ ପାଇଁ ନ୍ୟୁଜିଲାଣ୍ଡ ଦଳ ଘୋଷଣା କରାଯାଇଛି । ୨୦୨୧ ଟି୨୦ ବିଶ୍ୱକପ ଫାଇନାଲରେ ପ୍ରବେଶ କରିଥିବା ଦଳରେ ୩ଟି ପରିବର୍ତନ କରାଯାଇଛି । ମାର୍ଟିନ ଗୁପଟିଲ ୭ମ ଥର ପାଇଁ ଟି୨୦ ବିଶ୍ୱକପ ଖେଳିବାକୁ ଯାଉଛନ୍ତି । ତାଙ୍କ ପୂର୍ବରୁ…

ଟି୨୦ କ୍ରିକେଟ ସିରିଜ: ବିଶ୍ୱ ଚାମ୍ପିୟନକୁ ଭେଟିବ ଏକ ନମ୍ବର ଟିମ

ମୋହାଲୀ: ଆଜିଠାରୁ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଟି୨୦ କ୍ରିକେଟ ସିରିଜ ଆରମ୍ଭ ହେବ । ଟି୨୦ ବିଶ୍ୱକପ ପୂର୍ବରୁ ଏହି ମୁକାବିଲା ଉଭୟ ଦଳ ପାଇଁ ଟିମ କମ୍ବିନେଶନ ପ୍ରସ୍ତୁତ ପାଇଁ ବେଶ ଜରୁରୀ । ବିଶ୍ୱଚାମ୍ପିୟନ ଏବଂ ଏକ ନମ୍ବର ଟିମ ମଧ୍ୟରେ ମୁକାବିଲା ଦେଖିବାକୁ ସମସ୍ତେ ବ୍ୟଗ୍ରତା ସହକାରେ…

ଟି୨୦ ଡନ କିଏ ? ରୋହିତ ନାଁ କୋହଲି..

ଆଗାମୀ ଟି୨୦ ବିଶ୍ୱକପ କ୍ରିକେଟ ପାଇଁ ଭାରତୀୟ ଦଳ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଦେଇଛି । ତେବେ ନିଶ୍ଚିତ ଭାବେ ଏହି ବିଶ୍ୱକପରେ ଭାରତର ଦୁଇ ଷ୍ଟାର ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ଉପରେ ସମସ୍ତଙ୍କ ନଜର ରହିବ । ଏମାନଙ୍କ ମଧ୍ୟରେ କିଏ ହେବ ଟି୨୦ର ଡନ ? ପ୍ରଦର୍ଶନ ବିଚାରକୁ ନେଲେ କେହି…

କ୍ରିକେଟରେ ଷ୍ଟାର କଲଚର ନେଇ ଗୌତମଙ୍କ ଗମ୍ଭୀର ବୟାନ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଓପନର ଗୌତମ ଗମ୍ଭୀର ଆଜି ଏକ ସାକ୍ଷାତକାରରେ କ୍ରିକେଟକୁ ନେଇ ଗମ୍ଭୀର ବୟାନ ଦେଇଛନ୍ତି । ଷ୍ଟାର କଲଚର ନେଇ ସେ ପ୍ରଶଂସକଙ୍କ ସମେତ ବୋର୍ଡ ଉପରେ ପ୍ରଶ୍ନ ଉଠାଇଛନ୍ତି । ୧୯୮୩ରେ ଭାରତ ବିଶ୍ୱକପ ବିଜୟୀ ହେବା ପରେ କପିଳ ଦେବ ରାତାରାତି ଷ୍ଟାର ପାଲଟି…

ମେନ ଇନ ବ୍ଲୁର ଉନ୍ମୋଚିତ ହେଲା ଜର୍ସି

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ କ୍ରିକେଟ ପୂର୍ବରୁ ଭାରତୀୟ ଦଳର ନୂତନ ଜର୍ସି ଉନ୍ମୋଚିତ ହୋଇଛି । ମେନ ଇନ ବ୍ଲୁ ଏଥର ନୂତନ ରୂପରେ ପଡିଆକୁ ଓହ୍ଲାଇବେ । ବିସିସିଆଇର ସ୍ପୋର୍ଟ୍ସ କିଟ ପ୍ରାୟୋଜକ ଏମପିଏଲ ରବିବାର ଭାରତୀୟ ପୁରୁଷ ଓ ମହିଳା କ୍ରିକେଟ ଦଳର ନୂତନ ଜର୍ସି ଜାରୀ କରିଥିଲା । ଏମପିଏଲ…

ସାମୀଙ୍କୁ କରୋନା, ଭାରତୀୟ ଦଳରେ ସାମିଲ ହେଲେ ଉମେଶ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ସିରିଜରୁ ଭାରତର ପେସ ବୋଲର ମହମ୍ମଦ ସାମୀ ଓହରି ଯାଇଛନ୍ତି । ସେ କରୋନା ସଂକ୍ରମିତ ହୋଇଥିବାରୁ ଏହି ପଦକ୍ଷେପ ନେଇଛନ୍ତି । ସାମୀଙ୍କ ସ୍ଥାନରେ ୩ ବର୍ଷ ପରେ ଉମେଶ ଯାଦବ ଦଳରେ ସ୍ଥାନ ପାଇଛନ୍ତି । ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ ପୂର୍ବରୁ ସାମି ସୁସ୍ଥ ହୋଇ…

ହକି ଇଣ୍ଡିଆର ସଭାପତି ପଦ ପାଇଁ ନାମାଙ୍କନ ଦାଖଲ କଲେ ଦିଲୀପ ତିର୍କୀ

ଭୁବନେଶ୍ୱର: ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ତଥା ଅଲମ୍ପିଆନ୍ ଦିଲୀପ ତିର୍କୀ ହକି ଇଣ୍ଡିଆର ସଭାପତି ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ନାମାଙ୍କନ ଦାଖଲ ପରେ ପ୍ରତିକ୍ରିୟାରେ ଦିଲୀପ ତିର୍କୀ କହିଛନ୍ତି, ଭାରତୀୟ ହକିକୁ ଉଚ୍ଚକୁ ନେବାକୁ ମୁଁ ବଦ୍ଧ ପରିକର । ସମସ୍ତଙ୍କ…