Latest Odisha News

BREAKING NEWS

Browsing Category

ଖେଳ

ଟି୨୦: ସ୍ଥିର ପ୍ରଦର୍ଶନରେ ସମସ୍ତଙ୍କୁ ପଛରେ ପକାଇ ଦେଇଛନ୍ତି ରାହୁଲ

ନୂଆଦିଲ୍ଲୀ: ଧଳା ବଲ କ୍ରିକେଟରେ ବିରାଟ କୋହଲିଙ୍କୁ ଭାରତର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ଭାବେ ଗଣତି କରାଯାଏ । ଏବେ ଟି୨୦ରେ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ପରିସଂଖ୍ୟନ ଉପରେ ଅନୁଧ୍ୟାନ କରାଯାଇଥିଲା । କୋହଲି ଆଗରେ ରହିବେ ବୋଲି ଅନୁମାନ କରାଯାଉଥିଲେ ମଧ୍ୟ କେଏଲ ରାହୁଲ ସ୍ଥିର ପ୍ରଦର୍ଶନ ଦେଇ…

କିଲର ମିଲରଙ୍କ କମାଲ, ଗୋଟିଏ ବଲ ବାକିଥାଇ ବେଙ୍ଗାଲୁରକୁ ହରାଇଲା ଦିଲ୍ଲୀ

ବେଙ୍ଗାଲୁର: ଚଳିତ ଆଇପିଏଲର ଏକ ରୋମାଂଚକ ମୁକାବିଲାରେ ଦିଲ୍ଲୀ କ୍ୟାପିଟାଲ୍ସ ଗୋଟିଏ ବଲ ବାକିଥାଇ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରକୁ ପରାସ୍ତ କରିଛି । ଶେଷ ଭାଗରେ ଡେଭିଡ ମିଲର ବିସ୍ଫୋରକ ବ୍ୟାଟିଂ କରି ଆରସିବି ହାତରୁ ମ୍ୟାଚ ଛଡେଇ ଆଣିଥିଲେ । ପ୍ରଥମେ ବ୍ୟାଟିଂ କରି ଆରସିବି ୨୦ ଓଭରରେ ୮…

କ୍ରିକେଟ ପରେ ଫୁଟବଲରେ ମଧ୍ୟ କମାଲ କଲେ ଏହି ଖେଳାଳି

ସିଡନୀ: କ୍ରିକେଟ ପଡିଆରେ ଆକ୍ରମଣାତ୍ମକ ବ୍ୟାଟିଂ ପ୍ରଦର୍ଶନ କରି ଅଷ୍ଟ୍ରେଲିଆର ମାଥ୍ୟୁ ୱାଡେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ଏବେ ସେ ଫୁଟବଲ ପଡିଆରେ ମଧ୍ୟ କମାଲ ଦେଖାଉଛନ୍ତି । ଅଷ୍ଟ୍ରେଲିଆର ଏହି ପୂର୍ବତନ ଟେଷ୍ଟ ଖେଳାଳି ସଦର୍ଣ୍ଣ ଫୁଟବଲ ଲିଗରେ ଲାଡରଡେଲ କ୍ଲବ ପକ୍ଷରୁ…

ଜାତୀୟ ସିନିୟର ରଗବୀ ସେଭେନ: ଓଡିଶା ମହିଳା ଦଳ ଚାମ୍ପିୟନ

ରାଜଗିର: ଏଠାରେ ଅନୁଷ୍ଠିତ ଜାତୀୟ ସିନିୟର ମହିଳା ରଗବୀ ଚାମ୍ପିୟନଶିପରେ ଓଡିଶା ଚାମ୍ପିୟନ ହୋଇଛି । ୬ ବର୍ଷ ମଧ୍ୟରେ ଓଡିଶା ତୃତୀୟ ଥର ପାଇଁ ଟାଇଟଲ ହାସଲ କରିଛି । ଫାଇନାଲରେ ଓଡିଶା ଗତ ସଂସ୍କରଣର ଚାମ୍ପିୟନ ବିହାରକୁ ୨୭-୦ରେ ସମ୍ପୂର୍ଣ୍ଣ ଏକତରଫା ଭାବେ ପରାଜିତ କରିଛି । ସମସ୍ତ ବିଭାଗରେ…

କୋଚଙ୍କ ବିରୋଧରେ ମାନସିକ ଯନ୍ତ୍ରଣା ଅଭିଯୋଗ ଆଣିଲେ ନୀରଜ, ସୁମିତ

ନୂଆଦିଲ୍ଲୀ: ଅଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରା ଏବଂ ତାଙ୍କ ସାଥୀ ଏକ ସାଂଘାତିକ ଅଭିଯୋଗ ଆଣିଛନ୍ତି । ଦି ବ୍ରିଜରେ ଏହି ଖବର ପ୍ରକାଶ ପାଇବା ପରେ ସମସ୍ତେ ଆଶ୍ଚର୍ଯ୍ୟଚକିତ ହୋଇ ପଡିଛନ୍ତି । କୋଚ ନଭଲ ସିଂ ସେମାନଙ୍କୁ ମାନସିକ ଯନ୍ତ୍ରଣା ଦେବା ସହ ପରିବାର ସଦସ୍ୟଙ୍କୁ…

ଜର୍ମାନୀ ମଡେଲଙ୍କ ଫଟୋକୁ ଲାଇକ କଲେ କୋହଲି

ନୂଆଦିଲ୍ଲୀ: ଭାରତର ଲୋକପ୍ରିୟ କ୍ରିକେଟର ବିରାଟ କୋହଲି ପୂନର୍ବାର ଚର୍ଚ୍ଚାରେ ରହିଛନ୍ତି । ଚଳିତ ଆଇପିଏଲ ଅବସରରେ କୋହଲି ଜର୍ମାନୀର ମଡେଲର ଲିଜଲାଜଙ୍କ ଏକ ଫଟୋକୁ ସୋସିଆଲ ମିଡିଆରେ ଲାଇକ କରିଛନ୍ତି । ଏହି ଫଟୋ ଉଠାଇଥିବା ଫଟୋଗ୍ରାପର ଅଦ୍ୱେତ ବୈଦ୍ୟ ଏ ନେଇ ବେଶ ଉତ୍ସାହିତ ଅଛନ୍ତି । ସେ…

ପ୍ରଭସିମ୍ରନଙ୍କ ବିସ୍ଫୋରକ ଅର୍ଦ୍ଧଶତକ, ମୁମ୍ବାଇକୁ ୭ ୱିକେଟରେ ହରାଇଲା ପଞ୍ଜାବ

ୱାଙ୍ଖେଡ: ଚଳିତ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସର ନୈରାଶ୍ୟଜନକ ପ୍ରଦର୍ଶନ ଜାରୀ ରହିଛି । ଶୁକ୍ରବାର ଅନୁଷ୍ଠିତ ମ୍ୟାଚରେ ପଞ୍ଜାବ କିଙ୍ଗସ ୭ ୱିକେଟରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ କ୍ୱିଂଟନ ଡିକକଙ୍କ ଅପରାଜିତ ଶତକ( ୬୦ ବଲରୁ ୧୧୨ ରନ) ସହାୟତାରେ…

ଯୁଦ୍ଧ ସତ୍ୱେ ଇରାନ ଖେଳିବ ଫିଫା ବିଶ୍ୱକପ

ପ୍ୟାରିସ: ଜୁନ ୧୧ରୁ ଫିଫା ବିଶ୍ୱକପ ଆରମ୍ଭ ହେବ । ଫୁଟବଲ ଏହି ମହାକୁମ୍ଭରେ ଇରାନ ଖେଳିବ କି ନାହିଁ ଦ୍ୱନ୍ଦ୍ୱ ଲାଗି ରହିଥିଲା । ମଧ୍ୟ ପ୍ରାଚ୍ୟରେ ଅଶାନ୍ତି ଏହାର ମୂଖ୍ୟ କାରଣ ଥିଲା । ଶୁକ୍ରବାର ଫିଫା ମୂଖ୍ୟ ଜିଆନି ଇନଫାଂଟିନୋ ଏହା ସ୍ପଷ୍ଟ କରିଛନ୍ତି । ପୂର୍ବରୁ ଇରାନ ତାର ଗ୍ରୁପ…

ଟିମ ସହିତ ହାଇଦ୍ରାବାଦ ଗଲେ ଧୋନୀ

ଚେନ୍ନାଇ: ଚଳିତ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗସ ତାର ପରବର୍ତୀ ମ୍ୟାଚ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଖେଳିବ । ଚେନ୍ନାଇ ଏ ପର୍ଯ୍ୟନ୍ତ ୫ଟି ମ୍ୟାଚ ଖେଳିଥିବା ବେଳେ ଧୋନୀ ଆଘାତ ସମସ୍ୟାରୁ ଗୋଟିଏ ବି ମ୍ୟାଚ ଖେଳି ନାହାନ୍ତି । ଧୋନୀ ହାଇଦ୍ରାବାଦ ବିପକ୍ଷରେ ଖେଳିବେ କି ନାହିଁ…

ଆଘାତ ସମସ୍ୟା ଯୋଗୁ ସମ୍ପୂର୍ଣ୍ଣ ଆଇପିଏଲରୁ ଓହରିଲେ ଖଲୀଲ

ଚେନ୍ନାଇ: ଚଳିତ ଆଇପିଏଲରେ ୫ ଥର ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗସକୁ ଆଉ ଏକ ଝଟକା ଲାଗିଛି । ଦଳର ଷ୍ଟାର ପେସ ବୋଲର ଖଲୀଲ ଅହମ୍ମଦ ଆଘାତ ସମସ୍ୟା ଯୋଗୁ ସମ୍ପୂର୍ଣ୍ଣ ଆଇପିଏଲରୁ ଓହରି ଯାଇଛନ୍ତି । କୋଲକାତା ନାଇଟ ରାଇଡର୍ସ ବିପକ୍ଷ ମ୍ୟାଚ ଅବସରରେ ସେ ଆଘାତପ୍ରାପ୍ତ ହୋଇଥିଲେ । ସେ ତାଙ୍କ…