Latest Odisha News

BREAKING NEWS

Browsing Category

ଖେଳ

ଗୋଟିଏ ବର୍ଷ ମଧ୍ୟରେ ଟିମ ଇଣ୍ଡିଆକୁ ମିଳିଲାଣି ୬ ଅଧିନାୟକ

ମୁମ୍ବାଇ: ବିସିସିଆଇ ଆୟର୍ଲାଣ୍ଡ ବିପକ୍ଷ ଟି୨୦ ସିରିଜ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଭାରତୀୟ କ୍ରିକେଟ ଦଳର ଅଧିନାୟକ ନିଯୁକ୍ତ କରିଛି । ସେ ଟି୨୦ରେ ଭାରତର ଓଭରାଲ ୯ମ ଅଧିନାୟକ ହେବେ । ତେବେ ଜୁନ ୨୧ରୁ ଏ ପର୍ଯ୍ୟନ୍ତ ଗୋଟିଏ ବର୍ଷ ମଧ୍ୟରେ ଟିମ ଇଣ୍ଡିଆକୁ ୬ଜଣ ଅଧିନାୟକ ମିଳି ସାରିଲେଣି…

ଟି-20 ଶ୍ରେଷ୍ଠ ୧୦ ରେ ଇଶାନ

ଆଇସିସି ପକ୍ଷରୁ ସଦ୍ୟ ପ୍ରକାଶ ପାଇଥିବା ଟି୨୦ ବ୍ୟାଟ୍‌ସମ୍ୟାନ ତାଲିକାରେ ଇଶାନ କମାଲ କରିଛନ୍ତି ।  ଏଥିରେ ଇଶାନ କିଶନ ୬୮ଟି ସ୍ଥାନ ଉପରକୁ ଉଠି ୭ମ ସ୍ଥାନରେ ପହଞ୍ଚିଛନ୍ତି। ଈଶାନ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ ଶୃଙ୍ଖଳାରେ ୩ଟି ମ୍ୟାଚରୁ ୨ଟି ଅର୍ଦ୍ଧଶତକ ସହ ୧୬୪ ରନ କରି ଏହି ସଫଳତା…

ଫିଫା ବିଶ୍ୱକପ ୨୦୨୨: ଶେଷ ଦଳ ଭାବେ ଯୋଗ୍ୟତା ଅର୍ଜନ କଲା କୋଷ୍ଟାରିକା

ସାନ ଜୋସ: ଚଳିତ ବର୍ଷ ନଭେମ୍ବରରେ ହେବାକୁ ଥିବା କାତାର ଫିଫା ବିଶ୍ୱକପ ଫୁଟବଲ ପାଇଁ ଶେଷ ଦଳ ଭାବେ କୋଷ୍ଟାରିକା ଯୋଗ୍ୟତା ଅର୍ଜନ କରିଛି । ଅନ୍ତିମ କ୍ୱାଲିଫାଇଙ୍ଗ ପ୍ଲେ ଅଫରେ କୋଷ୍ଟାରିକା ୧-୦ ଗୋଲରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ଏହି ସଫଳତା ହାସଲ କରିଛି । ଜୋଏଲ କ୍ୟାମ୍ପବେଲ ଦଳ ପକ୍ଷରୁ…

ଆୟର୍ଲାଣ୍ଡ ବିପକ୍ଷ ଟି୨୦ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା, ହାର୍ଦ୍ଦିକ ଅଧିନାୟକ

ମୁମ୍ବାଇ: ଆୟର୍ଲାଣ୍ଡ ବିପକ୍ଷ ୨ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ ପାଇଁ ଭାରତୀୟ ଦଳର ଅଧିନାୟକ ହେବେ ହାର୍ଦ୍ଦିକ ପାଣ୍ଡ୍ୟା । ବୁଧବାର ବିସିସିଆଇ ଚୟନ କମିଟି ୧୭ ଜଣିଆ ଭାରତୀୟ ଦଳର ଘୋଷଣା କରିଥିଲା । ଭୁବନେଶ୍ୱର କୁମାରଙ୍କ ଉପ ଅଧିନାୟକ ନିଯୁକ୍ତ କରାଯାଇଛି । ନିକଟରେ ଶେଷ ହୋଇଥିବା ଆଇପିଏଲରେ…

ଆୟର୍ଲାଣ୍ଡ ବିପକ୍ଷ ସିରିଜରେ ଅଧିନାୟକ ହେବେ ହାର୍ଦ୍ଦିକ !

ମୁମ୍ବାଇ: ଆଗାମୀ ଆୟର୍ଲାଣ୍ଡ ବିପକ୍ଷ ଟି୨୦ ସିରିଜରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଭାରତୀୟ କ୍ରିକେଟ ଦଳର ନେତୃତ୍ୱ ଦାୟିତ୍ୱ ପ୍ରଦାନ କରାଯିବା ନେଇ ଆଲୋଚନା ଚାଲିଛି । ଇଂଲଣ୍ଡ ଗସ୍ତ ପୂର୍ବରୁ ଆଘାତ ସମସ୍ୟାରେ ପଡିଥିବା ଉପ ଅଧିନାୟକ କେଏଲ ରାହୁଲ ଇଂଲଣ୍ଡ ବିପକ୍ଷ ବକେୟା ଏଜବେଷ୍ଟନ ଟେଷ୍ଟରେ…

ଜାତୀୟ ମୁଏଥାଇ ପ୍ରତିଯୋଗିତା ୧୬ ଜୁନରୁ: ଓଡିଶା ଦଳ ଘୋଷିତ

ଭୁବନେଶ୍ୱର: ୧୬ରୁ ୨୨ ଜୁନ ପର୍ଯ୍ୟନ୍ତ ମଧ୍ୟପ୍ରଦେଶରେ ଆୟୋଜିତ ହେବ ଜାତୀୟ ମୁଏଥାଇ ପ୍ରତିଯୋଗିତା । ଏଥିପାଇଁ ଓଡିଶାର ୪୮ ଜଣିଆ ଦଳ ଘୋଷଣା କରାଯାଇଛି । ସେମାନଙ୍କ ସହ ୧୦ ଅଫିସିଆଲ ରହିବେ । ଆନ୍ତର୍ଜାତୀୟ ଅଲିମ୍ପିକ କମିଟି ଦ୍ୱାରା ସ୍ୱୀକୃତ ପାଇଥିବା ଇଂଟରନ୍ୟାଶନାଲ ଫେଡେରେଶନ ଅଫ ମୁଏଥାଇ…

ଚହଲ ଏବଂ ପଟେଲଙ୍କ ଦମଦାର ବୋଲିଂ, ବିଶାଖପାଟଣାରେ ବାଜି ମାରିଲା ଭାରତ

ଅମରାବତୀ: ଭାରତ-ଦକ୍ଷିଣ ଆଫ୍ରିକା ଶୃଙ୍ଖଳାର ତୃତୀୟ ମ୍ୟାଚରେ ଭାରତ ବିଜୟୀ ହୋଇଛି । ବିଶାଖପାଟଣାରେ ଖେଳାଯାଉଥିବା ଏହି ମ୍ୟାଚକୁ ଭାରତ ୪୮ ରନରେ ବିଜୟ ହାସଲ କରିଛି। ପୂର୍ବରୁ ଦିଲ୍ଲୀ ଏବଂ ବାରବାଟୀରେ ଦକ୍ଷିଣ ଆଫ୍ରିକା ଘରୋଇ ଟିମ୍ ବିପକ୍ଷରେ ବିଜୟୀ ହୋଇ ୨-୦ରେ ଅଗ୍ରଣୀ ଥିଲା। ଏବେ ୫ଟି…

୪୮,୩୯୦.୫୨ କୋଟି ଟଙ୍କାରେ ନିଲାମ ହେଲା ଆଇପିଏଲ ମିଡିଆ ରାଇଟ୍ସ

ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗର ଆଗାମୀ ୫ ବର୍ଷ ପାଇଁ ମିଡିଆ ରାଇଟ୍ସ ନିଲାମ ହୋଇଛି । ୨୦୨୩ରୁ ୨୭ ପର୍ଯ୍ୟନ୍ତ ଏହି ନିଲାମୀରେ ବିସିସିଆଇକୁ ମିଳିଛି ୪୮,୩୯୦.୫୨ କୋଟି ଟଙ୍କା । ଡିଜନୀ ଷ୍ଟାର ଭାରତୀୟ ମହାଦ୍ୱୀପର ଟିଭି ରାଇଟ୍ସ ବାବାଦକୁ ୨୩,୫୭୫ କୋଟି ଟଙ୍କା ଦେବ । ଭାୟକମ ୧୮ ଡିଜିଟାଲ…

ବିସିସିଆଇର ଗୁରୁତ୍ୱପୂର୍ଣ୍ଣ ନିଷ୍ପତି: ବଢ଼ିଲା ପୂର୍ବତନ ଖେଳାଳିଙ୍କ ପେନସନ

ମୁମ୍ବାଇ: କ୍ରିକେଟରୁ ଅବସର ଘୋଷଣା କରି ସାରିଥିବା ଖେଳାଳିମାନଙ୍କ ପାଇଁ ବିସିସିଆଇ ବଡ ଘୋଷଣା କରିଛି । ଏହି ପୂର୍ବତନ ଖେଳାଳିଙ୍କ ପେନସନ ୧୦୦ ପ୍ରତିଶତ ବୃଦ୍ଧି କରାଯାଇଥିବା ବିସିିସିଆଇ ସେକ୍ରେଟାରୀ ଜୟ ଶାହା ଟୁଇଟ କରିଛନ୍ତି । ଏହା ଦ୍ୱାରା ୯୦୦ ମହିଳା ଓ ପୁରୁଷ କ୍ରିକେଟର ଏବଂ ମ୍ୟାଚ…

କେଆଇୱାଇଜି: ଖୋ ଖୋରେ ଓଡିଶାକୁ ରୌପ୍ୟ

ପଂଚକୁଲା: ଖେଲୋ ଇଣ୍ଡିଆ ୟୁଥ ଗେମ୍ସରେ ସୋମବାର ଓଡିଶା ଖୋ ଖୋ ଉଭୟ ବାଳକ ଓ ବାଳିକା ବିଭାଗରେ ରୌପ୍ୟ ପଦକ ହାସଲ କରିଛି । ୨ଟି ଯାକ ଫାଇନାଲରେ ଓଡିଶାକୁ ହରାଇଥିଲା ମହାରାଷ୍ଟ୍ର । ବାଳିକା ବିଭାଗ ରୋମାଂଚକ ମୁକାବିଲାରେ ଓଡିଶା ଖେଳାଳିମାନେ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ୨୦-୨୧ରେ ହାରି…