Latest Odisha News

BREAKING NEWS

Browsing Category

ଖେଳ

ମୃତ୍ୟୁ ପରେ ବି ମାରାଡୋନାଙ୍କ ପିଛା ଛାଡୁନି ବିବାଦ, ଏବେ ଆଉ ଏକ ବଳାତ୍କାର ଅଭିଯୋଗ

ନୂଆଦିଲ୍ଲୀ: ଫୁଟବଲ ଇତିହାସର ମହାନ ଖେଳାଳି ଭାବେ ବିବେଚିତ ଆର୍ଜେଂଟିନାର ଡିଏଗୋ ମାରାଡୋନାଙ୍କ ବର୍ଷେ ହେବ ପରଲୋକ ଘଟିବା ସତ୍ୱେ ବିବାଦ ତାଙ୍କ ପିଛା ଛାଡୁନି । କ୍ୟୁବାର ୩୭ ବର୍ଷୀୟା ମାଭିସ ଆଲଭେରାଜ ମାରାଡୋନାଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି । ମୋତେ ଯେତେବେଳେ ୧୬ ବର୍ଷ ବୟସ…

କିଟ୍‍ ଓ କିସ୍‍ ହକି ଷ୍ଟାଡିୟମରେ ହେବ FIH ଓଡ଼ିଶା ପୁରୁଷ ଜୁନିଅର ବିଶ୍ବକପ୍‍ ତାଲିମ୍‍ ଓ ଅଭ୍ୟାସ

ଭୁବନେଶ୍ବର : ଆସନ୍ତା ୨୪ରୁ ଭୁବନେଶ୍ବରରେ ଆରମ୍ଭ ହେଉଛି ଜୁନିଅର ହକି ବିଶ୍ବକପ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ତେବେ ବିଶ୍ବକପ୍ ଶେଷ ପର୍ଯ୍ୟନ୍ତ କିଟ୍‍ ଓ କିସ୍‍ର ହକି ଷ୍ଟାଡିୟମରେ ସମସ୍ତ ଅଭ୍ୟାସ ଓ ତାଲିମ୍‍ ମ୍ୟାଚ୍ ଖେଳାଯିବ । ବିଶ୍ବକପ୍‍ ପାଇଁ ଭାରତ…

ଚୁପଚାପ ବିବାହ ବନ୍ଧନରେ ଆବଦ୍ଧ ହେଲେ ଉନ୍ମୁକ୍ତ

ନୂଆଦିଲ୍ଲୀ:୧୯ ବର୍ଷରୁ କମ୍ ବିଶ୍ୱକପ ବିଜେତା ଭାରତୀୟ ଦଳର ପୂର୍ବତନ ଅଧିନାୟକ ଉନ୍ମୁକ୍ତ ଚାନ୍ଦ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ସେ ଚୁପଚାପ ଫିଟନେସ ଟ୍ରେନର ସିମ୍ରନ ଖୋସଲାଙ୍କ ସହ ଦ୍ୱିତୀୟ ଇନିଂସ ଆରମ୍ଭ କରିଛନ୍ତି । ୨୦୧୦ରେ ୨୮ ବର୍ଷୀୟ ଏହି ଯୁବ କ୍ରିକେଟର ଦିଲ୍ଲୀ ପକ୍ଷରୁ…

ଉଗାଣ୍ଡା ଆନ୍ତର୍ଜାତୀୟ ପାରା ବ୍ୟାଡମିଂଟନ: ଓଡିଶାର ପ୍ରମୋଦ ଜିତିଲେ ୩ ରୌପ୍ୟ

ଭୁବନେଶ୍ୱର: ଉଗାଣ୍ଡାରେ ଅନୁଷ୍ଠିତ ଆନ୍ତର୍ଜାତୀୟ ପାରା ବ୍ୟାଡମିଂଟନ ପ୍ରତିଯୋଗିତାରେ ଓଡିଶାର ପ୍ରମୋଦ ଭଗତ ଚମତ୍କାର ପ୍ରଦର୍ଶନ କରି ୩ଟି ରୌପ୍ୟ ପଦକ ହାସଲ କରିଛନ୍ତି । ବିଶ୍ୱର ଏକ ନମ୍ବର ଏବଂ ଟୋକିଓ ପାରା ଅଲିମ୍ପିକ ସ୍ୱର୍ଣ୍ଣ ପଦକ ବିଜେତା ପ୍ରମୋଦ ୩ଟି ଯାକ ଇଭେଂଟରେ ଫାଇନାଲରେ ହାରି…

ପୁରୁଷ ଜୁନିୟର ହକି ବିଶ୍ୱକପ: କରୋନା ମୁକ୍ତ ଇଭେଂଟ ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି

ଭୁବନେଶ୍ୱର: ଜୁନିୟର ହକି ବିଶ୍ୱକପ ଆୟୋଜନ ପାଇଁ ଭୁବନେଶ୍ୱରରେ ଓଡିଶା ସରକାର ପକ୍ଷରୁ ଜୋରଦାର ପ୍ରସ୍ତୁତି ଚାଲିଛି । କରୋନା ମହାମାରୀମୁକ୍ତ ଇଭେଂଟ ପାଇଁ ଖେଳାଳିମାନଙ୍କ କୋଭିଡ ଟେଷ୍ଟ ହାଇ ସ୍ପିଡରେ ଚାଲିଛି । ପ୍ରତ୍ୟେକ ଦିନ ରିଜିଓନାଲ ମେଡିକାଲ ରିସର୍ଚ୍ଚ ସେଂଟରରେ ୫୦୦ରୁ ଊର୍ଦ୍ଧ୍ୱ…

୪ ବଲରେ ୪ ଉଇକେଟ ନେଲେ ନାଲକାଣ୍ଡେ

ନୂଆଦିଲ୍ଲୀ: ସୟେଦ ମୁସ୍ତାକ ଅଲି ଟି୨୦ କ୍ରିକେଟ ଟୁର୍ଣ୍ଣାମେଂଟରେ ବିଦର୍ଭ ପେସ ବୋଲର ଦର୍ଶନ ନାଲକାଣ୍ଡେ କୀର୍ତିମାନ ସ୍ଥାପନ କରିଛନ୍ତି । ସେ ସେମିଫାଇନାଲରେ କର୍ଣ୍ଣାଟକ ବିପକ୍ଷରେ ନାଲକାଣ୍ଡେ ୨୦ ତମ ଓଭରରେ କ୍ରମାଗତ ୪ଟି ବଲରେ ଅନିରୁଦ୍ଧ ଯୋଶୀ, ବି.ଶରଥ. ଜେ ସୁଚିଥ ଓ ଅଭିନବ ମନୋହରଙ୍କ…

୨ଟି ନୂତନ ଟିମ ସହ ୨୦୨୨ ଆଇପିଏଲ ଭାରତରେ ହେବ

ମୁମ୍ବାଇ: ଆଇପିଏଲର ୧୫ତମ ସଂସ୍କରଣ ଭାରତରେ ହେବ ବୋଲି ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ସେକ୍ରେଟାରୀ ସଚିବ ଜୟ ଶାହା କହିଛନ୍ତି । ୨ଟି ନୂଆ ଟିମ ସହ ରୋମାଂଚଭରା ଆଇପିଏଲ ଭାରତୀୟ ଦର୍ଶକ ଘରୋଇ ପରିବେଶରେ ଏଥର ଉପଭୋଗ କରିବେ ବୋଲି ସେ ଦି ଚାମ୍ପିୟନ୍ସ କଲ କାର୍ଯ୍ୟକ୍ରମରେ ଯୋଗ ଦେଇ କହିଛନ୍ତି…

କୋହଲିଙ୍କ ରେକର୍ଡ ଭାଙ୍ଗିଲେ ଗୁପଟିଲ

ରାଂଚୀ: ଭାରତ-ନ୍ୟୁଜିଲାଣ୍ଡ ଦ୍ୱିତୀୟ ଟି୨୦ କ୍ରିକେଟ ମ୍ୟାଚ ଅବସରରେ ମାର୍ଟିନ ଗୁପଟିଲ ନୂତନ କୀର୍ତିମାନ ସ୍ଥାପନ କରିଛନ୍ତି । ସେ ଭାରତର ବିରାଟ କୋହଲିଙ୍କ ସର୍ବାଧିକ ରନ ସଂଗ୍ରହ କରିବା ରେକର୍ଡକୁ ଆଜି ଭାଙ୍ଗି ଦେଇଛନ୍ତି । ଗୁପଟିଲ ୧୧୧ ଟି୨୦ ମ୍ୟାଚ ଖେଳି ୩୨୪୮ ରନ ସଂଗ୍ରହ କରିଛନ୍ତି ।…

ସବୁ ଫର୍ମାଟରୁ ଅବସର ନେଲେ ମିଷ୍ଟର ୩୬୦ ଡିଗ୍ରୀ

ଡର୍ବାନ: ଦକ୍ଷିଣ ଆଫ୍ରିକା ତଥା ବିଶ୍ୱର ଲୋକପ୍ରିୟ କ୍ରିକେଟ ଖେଳାଳି ଏବି ଡିଭିଲର୍ସ ଆଜି ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି । ୨୦୧୮ରୁ ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିବା ମିଷ୍ଟର ୩୬୦ ଡିଗ୍ରର ଭାବେ ପରିଚିତ ଏହି ବ୍ୟାଟ୍ସମ୍ୟାନ ଆଗକୁ ଆଉ ଫ୍ରାଂଚାଇଜ କ୍ରିକେଟ ବି ଖେଳିବେ…

ଇଣ୍ଡୋନେସିଆ ମାଷ୍ଟର୍ସ ବ୍ୟାଡମିଂଟନ: ଅଲିମ୍ପିକ ଚାମ୍ପିୟନକୁ ହରାଇଲେ ପ୍ରଣୟ

ନୂଆଦିଲ୍ଲୀ: ଇଣ୍ଡୋନେସିଆ ମାଷ୍ଟର୍ସ ବ୍ୟାଡମିଂଟନ ଟୁର୍ଣ୍ଣାମେଂଟରେ ଭାରତର ଏଚଏସ ପ୍ରଣୟ ଅଲିମ୍ପିକ ଚାମ୍ପିୟନ ଡେନମାର୍କର ଭିକ୍ଟର ଆକ୍ସଲେସନଙ୍କୁ ହରାଇ ବିପର୍ଯ୍ୟୟ ସୃଷ୍ଟି କରିବା ସହ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି । ପ୍ରି କ୍ୱାର୍ଟରରେ ପ୍ରଣୟ ୧୪-୨୧, ୨୧-୧୯ ଓ ୨୧-୧୬ ପଂଏଟରେ…