Latest Odisha News

BREAKING NEWS

Browsing Category

ଖେଳ

ଆଫଗାନିସ୍ତାନ ଟି୨୦ ବିଶ୍ୱକପ ଖେଳିବା ନେଇ ସଂଶୟ ଜାରୀ !

କାବୁଲ: ତାଲିବାନ କବଜାକୁ ଆଫଗାନିସ୍ତାନ ଯିବା ପରେ ଏବେ ଆଗାମୀ ଟି୨୦ ବିଶ୍ୱକପରେ ଦଳ ଖେଳିବା ନେଇ ସଂଶୟ ଜାରୀ ରହିଛି । ଅବଶ୍ୟ ଆଫଗାନିସ୍ତାନ କ୍ରିକେଟ ବୋର୍ଡ ବିଶ୍ୱକପରେ ଜାତୀୟ ଦଳ ଖେଳିବେ ବୋଲି ସ୍ପଷ୍ଟ କରିଛି । ମିଡିଆ ମ୍ୟାନେଜର ହିକମତ ହାସନଙ୍କ ମତରେ ଆମେ ଏଥିପାଇଁ ଦୀର୍ଘ ଦିନ ଅଭ୍ୟାସ…

ପ୍ରଧାନମନ୍ତ୍ରୀଙ୍କ ସହ ଅନୁଭୂତି ବାଣ୍ଟିଲେ ଅଲିମ୍ପିଆନ୍

ନୂଆଦିଲ୍ଲୀ: ଭାରତୀୟ ଅଲିମ୍ପିଆନଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତାଙ୍କ ସରକାରୀ ବାସଭବନରେ ଅଲିମ୍ପିଆନଙ୍କ ପାଇଁ ଜଳଖିଆ ପାର୍ଟି ରଖିଥିଲେ । ଅଲିମ୍ପିକ୍ସ ପଦକ ବିଜେତାଙ୍କୁ ଭେଟି ସେମାନଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ । ତାଙ୍କ ସହ ଅଲିମ୍ପିକ୍ସ ଅନୁଭୂତି ସେୟାର…

ଲର୍ଡ୍ସରେ ଇଂଲଣ୍ଡ ଖେଳାଳି ବଲ ଟ୍ୟାମ୍ପରିଂ କରୁଥିବା ନେଇ ସନ୍ଦେହ !

ନୂଆଦିଲ୍ଲୀ: ଭାରତ-ଇଂଲଣ୍ଡ ମଧ୍ୟରେ ଚାଲିଥିବା ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ଇଂଲଣ୍ଡ ଖେଳାଳି ବଲ ଟ୍ୟାମ୍ପରିଂ କରୁଥିବା ସନ୍ଦେହ ଉପୁଜିଛି । ୪ର୍ଥ ଦିବସରେ ଆୟୋଜକ ଦଳର କେତେକ ଖେଳାଳି ବଲକୁ ସ୍ପାଇକରେ ଘସୁଥିବା ଦେଖିବାକୁ ମିଳିଛି । ସୋସିଆଲ ମିଡିଆରେ ଏ ସମ୍ପର୍କୀତ ଫଟୋ ଶେୟାର ହେବା ପରେ ଏବେ…

୨୦ କମ୍ପାନୀ ବିରୋଧରେ କୋର୍ଟର ଆଶୟ ନେବେ ପିଭି ସିନ୍ଧୁ !

ନୂଆଦିଲ୍ଲୀ: ଷ୍ଟାର ବ୍ୟାଡମିଂଟନ ଖେଳାଳି ପିଭି ସିନ୍ଧୁ ଟୋକିଓ ଅଲିମ୍ପିକ୍ସରେ ଭାରତ ପାଇଁ ବ୍ରୋଞ୍ଜ ପଦକ ଜିତିଥିଲେ । ଅଲିମ୍ପିକ୍ସରେ ଏହା ଦ୍ୱିତୀୟ ପଦକ । ତାଙ୍କର ଏହି ସଫଳତାକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଥିଲା । ଏହାର ଫାଇଦା ଉଠାଇ କେତେକ କମ୍ପାନୀ ଓ ବ୍ରାଣ୍ଡ ସିନ୍ଧୁଙ୍କ ନାମ ଏବଂ…

ମହାନ ଫୁଟବଲ ଖେଳାଳି ଗର୍ଡ ମୁଲରଙ୍କ ପରଲୋକ

ନୂଆଦିଲ୍ଲୀ: ଫୁଟବଲ ଦୁନିଆର ମହାନ ଖେଳାଳି ଗର୍ଡ ମୁଲରଙ୍କ ଆଜି ୭୫ ବର୍ଷ ବୟସରେ ପରଲୋକ ହୋଇଯାଇଛି । ଜର୍ମାନୀର ଏହି ଖେଳାଳି ଆନ୍ତର୍ଜାତୀୟ ମୁକାବିଲାରେ ୬୨ ମ୍ୟାଚ ଖେଳି ୬୮ ଗୋଲ ସ୍କୋର କରିଥିଲେ । ଲୋକପ୍ରିୟ କ୍ଲବ ବେୟର୍ଣ୍ଣ ମ୍ୟୁନିକ ପାଇଁ ସେ ଐତିହାସିକ ପ୍ରଦର୍ଶନ କରିଥିଲେ । କ୍ଲବ…

ରାଷ୍ଟ୍ରପତିଙ୍କ ଟି-ପାର୍ଟିରେ ଯୋଗ ଦେଲେ ନୀରଜ

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ବିଜେତା ଆଥଲେଟ ନୀରଜ ଚୋପ୍ରା ଅସୁସ୍ଥ ଥିବା ଖବର ସମସ୍ତ କ୍ରୀଡାପ୍ରେମୀଙ୍କୁ ବ୍ୟସ୍ତବିବ୍ରତ କରାଇ ପକାଇଥିଲା । ଏହାର ମୂଖ୍ୟ କାରଣ ଥିଲା କରୋନା ଭୟ... । ଅବଶ୍ୟ ତାଙ୍କର କୋଭିଡ ରିପୋର୍ଟ ନେଗେଟିଭ ଆସିଥିଲେ ମଧ୍ୟ ମନରେ ସଂଶୟ ରହିଥିଲା ।…

ରାହୁଲଙ୍କ ଉପରକୁ ସାମ୍ପେନ ଠିପି ପକାଇଲେ ବିଶୃଙ୍ଖଳିତ ଦର୍ଶକ

ଲଣ୍ଡନ: ଚଳିତ ଭାରତ-ଇଂଲଣ୍ଡ ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ପ୍ରଥମ ଥର ପାଇଁ ଦର୍ଶକଙ୍କ ବଡ ଧରଣର ବିଶୃଙ୍ଖଳା ସାମ୍ନାକୁ ଆସିଛି । ଭାରତୀୟ ଓପନର ଲୋକେଶ ରାହୁଲ ଥାର୍ଡ ମ୍ୟାନ ଅଂଚଳରେ ଜଗୁଥିବା ବେଳେୂ ଉପରକୁ ଦର୍ଶକମାନେ ସାମ୍ପେନର ଠିପି ଫିଙ୍ଗିଥିଲେ । ମ୍ୟାଚର ୬୯ତମ ଓଭରରେ ଏହି ଘଟଣା ଘଟିଥିଲା…

ମଣିପୁରର ପାରମ୍ପାରିକ ପୋଷାକରେ ମନ ମୋହିଲେ ମୀରାବାଇ

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସ ରୌପ୍ୟ ପଦକ ବିଜେତା ୱେଟଲିଫ୍ଟର ମୀରାବାଇ ଚାନୁଙ୍କ ନୂଆ ରୂପ ସମସ୍ତଙ୍କୁ ପସନ୍ଦ ଆସିଛି । ମଣିପୁରର ପାରମ୍ପାରିକ ମିତେଇ ପୋଷାକ ପରିଧାନ କରି ସେ ଏକ ଫଟୋ ସୋସିଆଲ ସାଇଟରେ ଶେୟାର କରିଥିଲେ । ମୀରାବାଇ ତାଙ୍କ ସରଳ ଜୀବନଯାକ ଯୋଗୁ ସମସ୍ତଙ୍କ ପ୍ରିୟପାତ୍ର ହୋଇ…

ମେସି, ରାମୋସ ପରସ୍ପରକୁ ଭେଟିବା ଫଟୋ ଭାଇରାଲ

ବାର୍ସିଲୋନା: ଦୀର୍ଘ ଦିନ ଧରି ଫୁଟବଲ ପଡିଆରେ ତୀବ୍ର ପ୍ରତିଦ୍ୱନ୍ଦ୍ୱୀ ଭାବେ ଉଭା ହୋଇଥିବା ଲିଓନେଲ ମେସି ଓ ସର୍ଗିଓ ରାମୋସ ଏକତ୍ର ପିଏସଜି ପକ୍ଷରୁ ଖେଳିବାକୁ ଯାଉଛନ୍ତି । ସାଥୀ ଖେଳାଳିଭାବେ ଉଭୟ ପରସ୍ପରକୁ ଭେଟିବା ଫଟୋ ଏବେ ସୋସିଆଲ ସାଇଟରେ ଝଡ ସୃଷ୍ଟି କରିଛି । ମେସି ତାଙ୍କ ପ୍ରିୟ…

ଲର୍ଡସ ଟେଷ୍ଟରେ ଗର୍ଜିଲା ରାହୁଲଙ୍କ ବ୍ୟାଟ୍, ପ୍ରଥମ ଦିନରେ ପିଟିଲେ ସେଞ୍ଚୁରୀ

ଲଣ୍ଡନ: କ୍ରିକେଟର ମକ୍କା କୁହାଯାଉଥିବା ଐତିହାସିକ ଲର୍ଡସ ମୈଦାନରେ ଶତକ ମାରିଲେ ଲୋକେଶ ରାହୁଲ । ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଗର୍ଜିଛି ରାହୁଲଙ୍କ ବ୍ୟାଟ୍ । ପ୍ରଥମ ଦିନରେ ହିଁ ଶତକ ମାରିଛନ୍ତି । ଏହା ହେଉଛି ତାଙ୍କ ଟେଷ୍ଟ କ୍ୟାରିୟରର ଷଷ୍ଠ ଶତକ । ଲର୍ଡସରେ ଶତକ ମାରିବାରେ ଲୋକେଶ…