Latest Odisha News

BREAKING NEWS

Browsing Category

ଖେଳ

ଆଇଏସଏଲରେ ଆରମ୍ଭରୁ ଓଡିଶା ଏଫସିକୁ ଝଟକା: ହାଇଦ୍ରାବାଦଠାରୁ ହାରିଲା

ଭୁବନେଶ୍ୱର: ଇଣ୍ଡିଆନ ସୁପର ଲିଗ୍ ଫୁଟବଲରେ ସୋମବାର ଓଡିଶା ଏଫସି ତାର ଅଭିଯାନ ହାଇଦ୍ରାବାଦ ବିପକ୍ଷରେ ଆରମ୍ଭ କରିଥିଲା । ତେବେ ଆରମ୍ଭରୁ ଓଡିଶାକୁ ଝଟକା ଲାଗିଛି । ଏହି ସଂଘର୍ଷପୂର୍ଣ୍ଣ ମୁକାବିଲାରେ ହାଇଦ୍ରାବାଦ ୧-୦ ଗୋଲରେ ଓଡିଶା ଏଫସିକୁ ପରାସ୍ତ କରିଛି । ବିଜୟସୂଚକ ଗୋଲଟି ହାଇଦ୍ରାବାଦ…

ଆଇପିଏଲ ମାଧ୍ୟମରେ କରୋନା କାଳରେ ବିସିସିଆଇର ମୋଟା ଅଙ୍କର ଆୟ

ମୁମ୍ବାଇ:କରୋନା ମହାମାରୀ ଯୋଗୁ ସମସ୍ତେ କ୍ଷତିରେ ରହୁଥିବା ବେଳେ ବିସିସିଆଇ କିନ୍ତୁ ଫାଇଦାରେ ରହିଛି । କରୋନା କାଳରେ ବିସିସିଆଇ ଆଇପିଏଲ ମାଧ୍ୟମରେ ୪୦୦୦ କୋଟି ଟଙ୍କାର ଆୟ କରିଛି । ସୂଚନାଯୋଗ୍ୟ, ଆଇପିଏଲର ୧୩ତମ ସଂସ୍କରଣ ଏଥର ୟୁଏଇରେ ଆୟୋଜିତ ହୋଇଥିଲା । ଭ୍ୟୁୟରଶିପରେ ଏଥର ୨୩ ପ୍ରତିଶତ…

ଅଷ୍ଟ୍ରେଲିଆରେ ଇତିହାସ ରଚିବା ଲକ୍ଷ୍ୟରେ ବିରାଟ କୋହଲି

ସିଡନୀ: ଭାରତ-ଅଷ୍ଟ୍ରେଲିଆ ଦ୍ୱିପାକ୍ଷିକ ସିରିଜ ଟିମ୍ ଇଣ୍ଡିଆ ଏବଂ ଅଧିନାୟକ ବିରାଟ କୋହଲିଙ୍କ ବେଶ୍ ଗୁରୁତ୍ୱପୂର୍ଣ୍ଣ । ଏହି ଗସ୍ତରେ କୋହଲିଙ୍କ ନିକଟରେ ଅନେକ ରେକର୍ଡ କରିବା ସୁଯୋଗ ରହିଛି । କୋହଲି ଏବେ ଇଂଲଣ୍ଡର ପୂର୍ବ କ୍ରିକେଟର ଜ୍ୟାକ୍ସ ହବ୍ସଙ୍କ ଅଷ୍ଟ୍ରେଲିଆ ମାଟିରେ ୯ ଶତକ ରେକର୍ଡ…

ଓଡିଶା ଏଫସି ଚ୍ୟାଲେଞ୍ଜ ପାଇଁ ପ୍ରସ୍ତୁତ, ଶୁଭମଙ୍କ ଭବିଷ୍ୟତ ଉଜ୍ଜ୍ୱଳ : କୋଚ ବାକ୍ସଟର

ଭୁବନେଶ୍ୱର: ଇଣ୍ଡିଆନ ସୁପର ଲିଗ୍ ଫୁଟବଲର ରୋମାଂଚ ଓ ମୁକାବିଲା ପାଇଁ ଓଡିଶା ଏଫସି ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ବୋଲି ଏହାର ମୂଖ୍ୟ କୋଚ ଷ୍ଟୁଆର୍ଟ ବାକ୍ସଟର କହିଛନ୍ତି । ହାଇଦ୍ରାବାଦ ଏଫସି ବିପକ୍ଷରେ ମଙ୍ଗଳବାର ଓଡିଶା କ୍ଲବ ତାର ଅଭିଯାନ ଆରମ୍ଭ କରିବ । ସମସ୍ତ ଖେଳାଳି ଏହି ଚ୍ୟାଲେଞ୍ଜ…

ବବିତା ଫୋଗଟ ଘରକୁ ନୂଆ ଅତିଥି ଆସିବେ

ନୂଆଦିଲ୍ଲୀ:ଭାରତର ଷ୍ଟାର ମହିଳା ପହିଲିମାନ ବବିତା ଫୋଗଟ ମାଆ ହେବେ । ତାଙ୍କ ଘରକୁ ଖୁବ୍ ଶୀଘ୍ର ନୂଆ ଅତିଥି ଆସିବେ । ଗତ ବର୍ଷ ଡିସମ୍ବରରେ ସେ ପହିଲିମାନ ବିବେକଙ୍କୁ ବିବାହ କରିଥିଲେ । ବିବେକ ଓ ବବିତା ସୋସିଆଲ ସାଇଟରେ ପ୍ରଶଂସକଙ୍କ ପାଇଁ ଏହି ଖବର ଶେୟାର କରିଛନ୍ତି । ବବିତା…

କ୍ରିକେଟ ମଇଦାନକୁ ଓହ୍ଲାଇବେ ଶ୍ରୀସନ୍ଥ, ଟି-୨୦ ଲିଗରେ ଆସିବେ ନଜର

ଦୀର୍ଘ ବର୍ଷ ଅପେକ୍ଷାର ଅନ୍ତ । କ୍ରିକେଟ ମଇଦାନକୁ ଓହ୍ଲାଇବେ ଏସ୍ ଶ୍ରୀସନ୍ଥ । ପାଖାପାଖି ୭ ବର୍ଷ ପରେ କ୍ରିକେଟକୁ ଫେରିବାକୁ ଯାଉଛନ୍ତି । କେରଳ ଟି-୨୦ ଲିଗରେ ଭାଗ ନେବେ ଶ୍ରୀସନ୍ଥ । ଏହି ଟି-୨୦ ଲିଗ୍ ଭାରତରେ ଘରୋଇ ସିଜିନ୍ ଆରମ୍ଭ ହେବା ପୂର୍ବରୁ ହେବ । ଟୁର୍ଣ୍ଣାମେଣ୍ଟ ବାୟୋ ସିକ୍ବୋର…

ଆସନ୍ତୁ ଜାଣିବା କିଏ ସେ ୮ ଦିନରେ ଶ୍ରୀନଗରରୁ କାଶ୍ମୀର ସାଇକେଲ ଚଲାଇ ରେକର୍ଡ କଲେ

ନାସିକ: ନାସିକର ୧୮ ବର୍ଷୀୟ ଓମ ମହାଜନ ୮ ଦିନ ୭ଘଂଟା ଓ ୩୮ ମିନିଟରେ ଶ୍ରୀନଗରରୁ କାଶ୍ମୀର ସାଇକେଲ ଚଲାଇ ରେକର୍ଡ କରିଛନ୍ତି । ୧୮ ବର୍ଷ ଓମ୍ ୩୬୦୦ କିଲୋମିଟର ଦୂରତା ସହଜରେ ଅତିକ୍ରମ କରିଥିଲେ । ଆଡଭେନଚର ସାଇକ୍ଲିଂ ଓ ଆମେରିକା ରେସ୍‌ରେ ଭାଗ ନେବା ତାଙ୍କର ସ୍ୱପ୍ନ ବୋଲି ଏହି ଯୁବକ ଜଣକ…

ପୁନର୍ବାର ଘୁଂଚିପାରେ ଅଷ୍ଟ୍ରେଲିଆନ ଓପନ ଟେନିସ !

ସିଡନୀ:କରୋନା ମହାମାରୀ ଯୋଗୁ ଅଷ୍ଟ୍ରେଲିଆନ ଓପନ ଟେନିସ ଟୁର୍ଣ୍ଣାମେଂଟ ପୁନର୍ବାର ଘୁଂଚିପାରେ । ଆସନ୍ତା ବର୍ଷ ଜାନୁୟାରୀ ବଦଳରେ ଏହା ଫେବୃୟାରୀ ଶେଷ ଭାଗରେ କିମ୍ବା ମାର୍ଚ୍ଚରେ ହୋଇପାରେ । ଟେନିସ ଅଷ୍ଟ୍ରେଲିଆ ଅବଶ୍ୟ ଏହି ଖବରକୁ ଖଣ୍ଡନ କରିଛି । ଏ ପର୍ଯ୍ୟନ୍ତ ଟୁର୍ଣ୍ଣାମେଂଟ ଘୁଂଚାଇବା…

୧୫ ବର୍ଷରୁ କମ୍ ଖେଳାଳି ଅନ୍ତର୍ଜାତୀୟ ମ୍ୟାଚ ଖେଳିପାରିବେନି :ଆଇସିସି

ମୁମ୍ବାଇ: ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଖେଳାଳି ଶୁକ୍ରବାର ନୂତନ ନିୟମ ଜାରି କରିଛି । ଏହା ଅନୁସାରେ ଅନ୍ତର୍ଜାତୀୟ କ୍ରିକେଟ ଖେଳିବା ପାଇଁ ଜଣେ ଖେଳାଳିଙ୍କୁ ଅତି କମରେ ୧୫ ବର୍ଷ ହୋଇଥିବା ଆବଶ୍ୟକ । ଖେଳାଳିଙ୍କ ସୁରକ୍ଷା ପାଇଁ ଏହି ନିୟମ ଲାଗୁ କରାଯାଇଛି । ପାକିସ୍ତାନର…

ସେହୱାଗଙ୍କୁ ଜବାବ୍ ଦେଲେ ମ୍ୟାକ୍ସୱେଲ୍ !

ଭୁବନେଶ୍ୱର: ଚଳିତ ବର୍ଷ ଆଇପିଏଲଠାରୁ ଆରମ୍ଭ ହୋଇଥିଲା ବୀରେନ୍ଦ୍ର ସେହୱାଗଙ୍କ ବୀରୁକି ବୈଠକ । ଏହି ଭିଡିଓ ସେସନ୍‌ରେ ସେହୱାଗ କ୍ରିକେଟରଙ୍କ ପ୍ରଦର୍ଶନ ନେଇ ଖୋଲାଖୋଲି ସମାଲୋଚନା କରିବା ସହ ପ୍ରଶଂସା ବି କରିଥାନ୍ତି । ତେବେ ନିକଟରେ ଅଷ୍ଟ୍ରେଲୀୟ ଖେଳାଳି ଗ୍ଲେନ୍ ମ୍ୟାକ୍ସୱେଲଙ୍କୁ ନେଇ…