Latest Odisha News

BREAKING NEWS

Browsing Category

ଖେଳ

ସଫଳ ହେଲା ଆଇପିଏଲ, କାନ୍ଦୁଛି ପାକିସ୍ତାନ୍ କ୍ରିକେଟ୍ !

ଭୁବନେଶ୍ୱର: ଚଳିତବର୍ଷ କରୋନା ମହାମାରୀ ଓ ଅନ୍ତର୍ଜାତୀୟ କଟକଣାରେ ବି ସୁଚିନ୍ତିତ ଉପାୟରେ ଆୟୋଜିତ ହୋଇଥିଲା ଆଇପିଏଲ୍ । କେବଳ ଆୟୋଜନ କାହଁକି ବରଂ ସବୁଠୁ ସଫଳତମ ସଂସ୍କରଣ ଭାବେ ମଧ୍ୟ ୨୦୨୦ ଆଇପିଏଲ୍ ମର୍ଯ୍ୟଦା ପାଇଛି । ହେଲେ ଅନ୍ୟପଟେ ପାକିସ୍ତାନ କ୍ରିକେଟ୍ ବୋର୍ଡ କିନ୍ତୁ ଆଖିରୁ ଲୁହ…

ଇଣ୍ଟରନେଟ୍‌ରେ ଭାଇରାଲ୍ ଟିମ୍ ଇଣ୍ଡିଆର ନୂଆ ଜର୍ସି !

ନୂଆଦିଲ୍ଲୀ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ହେବ କ୍ରିକେଟ୍ ମହା-ମୁକାବିଲା । ଏଥିପାଇଁ ନିକଟରେ ଅଷ୍ଟ୍ରେଲିଆ ଦଳ ଟି୨୦ ଓ ଦିନିକିଆ ମ୍ୟାଚ୍ ପାଇଁ ନୂଆ ଜର୍ସି ଉନ୍ମୋଚନ କରିଥିଲା । ଆଉ ଏବେ ଶୁଣିବାକୁ ମିଳିଛି ଟିମ୍ ଇଣ୍ଡିଆ ବି କୁଆଡେ ଦିନିକିଆ ଓ ଟି୨୦ରେ ନୂଆ ତଥା ପାରମ୍ପରିକ ଜର୍ସି ପରିଧାନ…

ଆଇପିଏଲ ୧୩ତମ ସଂସ୍କରଣର ରେକର୍ଡ

ଦୁବାଇ: ଇଣ୍ଡିଆନ ପ୍ରିମିୟର ଲିଗର ୧୩ତମ ସଂସ୍କରଣ ଶେଷ ହୋଇଯାଇଛି । ଦିଲ୍ଲୀ କ୍ୟାପିଟାଲ୍ସକୁ ହରାଇ ମୁମ୍ବାଇ ଇଣ୍ଡିଆନ୍ସ ୫ମ ଟାଇଟଲ ହାସଲ କରିଛି । ଆସନ୍ତୁ ଜାଣିବା ଏହି ସଂସ୍କରଣର ରେକର୍ଡ ସମ୍ପର୍କରେ.. ୧.ସର୍ବାଧିକ ଚାମ୍ପିୟନ: ମୁମ୍ବାଇ ଇଣ୍ଡିଆନ୍ସ ସର୍ବାଧିକ ୫ ଥର ଏହି ଟାଇଟଲ ହାସଲ…

ଆୟାର, ପନ୍ତଙ୍କ ଲଢ଼ୁଆ ବ୍ୟାଟିିଂ, ମୁମ୍ବାଇ ସମ୍ମୁଖରେ ୧୫୭ ରନର ଲକ୍ଷ୍ୟ

ଦୁବାଇ: ଶ୍ରେୟାଶ ଆୟାର ଓ ଋଷଭ ପନ୍ତଙ୍କ ଲଢ଼ୁଆ ବ୍ୟାଟିଂ ସହାୟତାରେ ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍ ଫାଇନାଲରେ ଦିଲ୍ଲୀ କ୍ୟାପିଟାଲ୧୫୭ ରନର ବିଜୟ ଲକ୍ଷ୍ୟ ମୁମ୍ବାଇ ଇଣ୍ଡିଆନ୍ସ ସମ୍ମୁଖରେ ରଖିଛି । ଦିଲ୍ଲୀ ୨୦ ଓଭରରେ ୭ ଉଇକେଟ ହରାଇ ୧୫୬ ରନ କରିଥିଲା । ଟସ୍ ଜିତି ଦିଲ୍ଲୀ ଅଧିନାୟକ…

ଆଇପିଏଲ ଫାଇନାଲ : ପ୍ରଥମେ ବ୍ୟାଟିଂ କରିବ ଦିଲ୍ଲୀ

ଦୁବାଇ: ଆଇପିଏଲର ଫାଇନାଲରେ ମୁମ୍ବାଇ ଇଣ୍ଡିଆନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମୁହାଁମୁହିଁ ହେଉଛନ୍ତି । ଟସ୍ ଜିତି ଦିଲ୍ଲୀ କ୍ୟାପିଟାଲ୍ସ କ୍ୟାପଟେନ୍ ଶ୍ରେୟସ ଆୟର୍ ପ୍ରଥମେ ବ୍ୟାଟିଂ ନିଷ୍ପତି ନେଇଛନ୍ତି । ଚାରିଥରର ଚାମ୍ପିୟନ୍ ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମେ ବୋଲିଂ କରିବ । ମୁମ୍ବାଇ…

ଖୁସି ଖବର : ଭାରତ-ଅଷ୍ଟ୍ରେଲିଆ ମ୍ୟାଚକୁ ଷ୍ଟାଡିୟମରେ ଉପଭୋଗ କରିପାରିବେ ଦର୍ଶକ

ସିଡନୀ:କରୋନା କଳରେ ମନୋରଞ୍ଜନର ସଂଜ୍ଞା ବଦଳି ଯାଇଥିଲା । ସ୍ଥିତି ନିୟନ୍ତ୍ରଣକୁ ଆସିବା ପରେ ଧିରେ ଧିରେ କଟକଣା ଖେଲାଯାଉଛି । କ୍ରିକେଟପ୍ରେମୀଙ୍କ ପାଇଁ ଏହି ଅବସରରେ ଖୁସି ଖବର ଆସିଛି । ଭାରତ-ଅଷ୍ଟ୍ରେଲିଆ କ୍ରିକେଟ ସିରିଜକୁ ଦର୍ଶକ ଷ୍ଟାଡିୟମରେ ବସି ଉପଭୋଗ କରିପାରିବେ । ମଙ୍ଗଳବାର…

IPL ଟାଇଟଲ ଲଢ଼େଇ: ମୁମ୍ୱାଇ ବନାମ ଦିଲ୍ଲୀ ଟକ୍କର

ଦୁବାଇ: କିଏ ଜିତିବ ଆଇପିଏଲ୍ ୧୩ତମ ସଂସ୍କରଣର ଟାଇଟଲ୍ ? ମୁମ୍ୱାଇ ଇଣ୍ଡିଆନ୍ସ ନା ଦିଲ୍ଲୀ କ୍ୟାପିଟାଲ୍ସ ? ଆଜି ଟାଇଟଲ ପାଇଁ ଲଢ଼େଉ । ଦୁବାଇ ଇଣ୍ଟରନ୍ୟାସନାଲ୍ ଷ୍ଟାଡିୟମରେ ଫାଇନାଲ ମୁକାବିଲା ହେବ । ପଞ୍ଚମ ଥର ଚାମ୍ପିଅନ୍ ହେବା ଲକ୍ଷ୍ୟରେ ରହିଛି ମୁମ୍ୱାଇ ଇଣ୍ଡିଆନ୍ସ । ସେପଟେ ପ୍ରଥମ ଥର…

୫ ମାସ ତଳେ ଆଇପିଏଲ ନେଇ ଭବିଷ୍ୟବାଣୀ କରିଥିଲେ, ୬ରୁ ୫ ଠିକ୍….

ଆବୁଧାବି: ଆଇପିଏଲର ଫାଇନାଲ ମ୍ୟାଚ ମଙ୍ଗଳବାର ମୁମ୍ବାଇ ଇଣ୍ଡିଆନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯିବ । ଏହା ପରେ ଚାମ୍ପିୟନ କିଏ ହେବ ଜଣାପଡିବ । ତେବେ ବର୍ତମାନ ସୋସିଆଲ ସାଇଟରେ ୪ ମାସ ତଳେ ଫଳାଫଳ ଭବିଷ୍ୟବାଣୀ କରିଥିବା ଜଣେ ବ୍ୟକ୍ତି ଏବେ ଚର୍ଚ୍ଚାରେ । ତାଙ୍କ ଟୁଇଟ ଏବେ…

ପ୍ରଥମ ଟେଷ୍ଟ ପରେ କୋହଲି ସ୍ୱଦେଶ ଫେରିବେ, ରୋହିତ ଅଷ୍ଟ୍ରେଲିଆ ଗସ୍ତରେ ଯିବେ

ମୁମ୍ବାଇ: ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟ ପରେ ସ୍ୱଦେଶ ଫେରିବେ । ଏହାର କାରଣ ହେଲା ପତ୍ନୀ ଅନୁଷ୍କା ସେ ସମୟରେ ସେମାନଙ୍କ ପ୍ରଥମ ସନ୍ତାନକୁ ଜନ୍ମ ଦେବେ । କୋହଲି ଏହି ଗୁରୁତ୍ୱପୂର୍ଣ୍ଣ ସମୟରେ ତାଙ୍କ ସହିତ ରହିବେ । ସେହିପରି…

ବିନା ବ୍ୟାଣ୍ଡ, ବାଜା ଓ ବରଯାତ୍ରୀରେ ବିବାହ କରିବେ ରେସଲର ବଜରଙ୍ଗ

ନୂଆଦିଲ୍ଲୀ:ରେସଲର ବଜରଙ୍ଗ ପୁନିଆଙ୍କ ଧୂମଧାମରେ ବିବାହ କରିବା ସ୍ୱପ୍ନ ସାକାର ହୋଇପାରିବ ନାହିଁ । ଭାରତୀୟ ଆଥଲେଟ ଦୁନିଆର ଦୁଇ ମହାରଥୀ ବଜରଙ୍ଗ ଓ ସଙ୍ଗୀତା ଫଗୋଟ କରୋନା କାଳରେ ସାମନ୍ୟ ଢ଼ଙ୍ଗରେ ବିବାହ କରିବା ପାଇଁ ନିଷ୍ପତି ନେଇଛନ୍ତି । ୨୫ ନଭେମ୍ବରରେ ଉଭୟ ବିବାହ ବନ୍ଧନରେ ଆବଦ୍ଧ ହେବେ…