Latest Odisha News

BREAKING NEWS

Browsing Category

ଖେଳ

ଟପ୍ ସିଡ ହାଲେପ ବିଦା: କ୍ୱାର୍ଟରରେ ସ୍ୱିଟେକ, ଏଲିନା

ପ୍ୟାରିସ: ଫ୍ରେଂଚ ଓପନ ଟେନିସ ଟୁର୍ଣ୍ଣାମେଂଟର ମହିଳା ବିଭାଗରେ ବଡ ବିପର୍ଯ୍ୟୟ ଘଟିଛି । ଟପସିଡ ରୋମାନିଆର ସିମୋନ ହାଲେପ ୪ର୍ଥ ରାଉଣ୍ଡରେ ପୋଲାଣ୍ଡର ୧୯ ବର୍ଷୀୟ ଇଗା ସ୍ୱିଟେକଙ୍କ ନିକଟରୁ ୬-୧, ୬-୨ ସେଟରେ ପରାଜିତ ହୋଇଛନ୍ତି । ୧୭ ମ୍ୟାଚ ପରେ ହାଲେପ ପରାଜୟର ସ୍ୱାଦ ଚାଖିଛନ୍ତି ।…

ଚେନ୍ନାଇ ସମ୍ମୁଖରେ ୧୭୯ ରନର ଟାର୍ଗେଟ

ଦୁବାଇ: ଅଧିନାୟକ କେଏଲ ରାହୁଲଙ୍କ ଆକର୍ଷଣୀୟ ୬୩ ରନ ସହାୟତାରେ ଇଣ୍ଡିଆନ ପ୍ରିମିୟର ଲିଗର ରବିବାର ଅନୁ୍‌ଷ୍ଠିତ ଦ୍ୱିତୀୟ ମ୍ୟାଚରେ କିଙ୍ଗ୍‌ସ ଏକାଦଶ ପଞ୍ଜାବ ୧୭୯ ରନର ବିଜୟ ଲକ୍ଷ୍ୟ ଚେନ୍ନାଇ ସୁପର କିଙ୍ଗ୍‌ସ ସମ୍ମୁଖରେ ରଖିଛି । ଭଲ ଫର୍ମରେ ନ ଥିବା ମହେନ୍ଦ୍ର ସିଂ ଧୋନୀ ନେତୃତ୍ୱାଧୀନ…

ୱାର୍ଣ୍ଣରଙ୍କ ଉଦ୍ୟମ ବ୍ୟର୍ଥ: ହାଇଦ୍ରାବାଦକୁ ୩୪ ରନରେ ହରାଇଲା ମୁମ୍ବାଇ

ଶାରଜା: ଚଳିତ ଇଣ୍ଡିଆନ ପ୍ରିମିୟର ଲିଗରେ ରବିବାର ଅନୁଷ୍ଠିତ ପ୍ରଥମ ମ୍ୟାଚରେ କ୍ୱିଂଟନ ଡି’କକ୍‌(୬୭)ଙ୍କ ବିସ୍ପୋରକ ବ୍ୟାଟିଂ ବଳରେ ମୁମ୍ବାଇ ଇଣ୍ଡିଆନ୍ସ ୩୪ ରନରେ ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି । ଉଭୟ ବ୍ୟାଟିଂ ଓ ବୋଲିଂରେ ମୁମ୍ବାଇ ଶୃଙ୍ଖଳିତ ପ୍ରଦର୍ଶନ କରିଥିଲା । ମୁମ୍ବାଇ…

ଡି କକ୍ ରାଜୁତି, ହାଇଦ୍ରାବାଦ ସମ୍ମୁଖରେ ମୁମ୍ବାଇ ରଖିଲା ୨୦୯ ରନର ଲକ୍ଷ୍ୟ

ଶାରଜା: ଚଳିତ ଇଣ୍ଡିଆନ ପ୍ରିମିୟର ଲିଗରେ ରବିବାର ଅନୁଷ୍ଠିତ ପ୍ରଥମ ମ୍ୟାଚରେ କ୍ୱିଂଟନ ଡି’କକ୍‌ଙ୍କ ବିସ୍ପୋରକ ବ୍ୟାଟିଂ ବଳରେ ମୁମ୍ବାଇ ଇଣ୍ଡିଆନ୍ସ ୨୦୯ ରନର ବିଜୟ ଲକ୍ଷ୍ୟ ସନରାଇଜର୍ସ ହାଇଦ୍ରାବାଦ ସମ୍ମୁଖରେ ରଖିଛି । ଶେଖ ଜାୟେଦ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ମୁମ୍ବାଇ ୨୦…

ଆୟାର, ପୃଥିବୀ ଶଙ୍କ ଚମତ୍କାର ବ୍ୟାଟିଂ: କୋଲକାତା ସମ୍ମୁଖରେ ୨୨୯ ରନର ବିଶାଳ ଲକ୍ଷ୍ୟ

ଶାରଜା: ଇଣ୍ଡିଆନ ପ୍ରିମିୟର ଲିଗର ଶନିବାର ଆୟୋଜିତ ଦ୍ୱିତୀୟ ମ୍ୟାଚରେ ପୃଥିବୀ ଶ(୬୬), ଶ୍ରେୟାଶ ଆୟାର(୮୮ ନଟଆଉଟ) ଓ ଋଷଭ ପନ୍ତ(୩୮)ଙ୍କ ଆକର୍ଷଣୀୟ ବ୍ୟାଟିଂ ସହାୟତାରେ ଦିଲ୍ଲୀ କ୍ୟାପିଟାଲ ୨୦ ଓଭରରେ ୪ ଉଇକେଟ ହରାଇ ୨୨୮ ରନ ସଂଗ୍ରହ କରିଛି । କୋଲକାତାକୁ ବିଜୟୀ ହେବା ନିର୍ଦ୍ଧାରିତ ଓଭରରେ…

କୋଲକାତା ବିପକ୍ଷରେ ଦିଲ୍ଲୀ କ୍ୟାପିଟାଲ୍ସର ପ୍ରଥମେ ବ୍ୟାଟିଂ

ଦୁବାଇ: ଇଣ୍ଡିଆନ ପ୍ରିମିୟର ଲିଗର ଶନିବାର ଦ୍ୱିତୀୟ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଟସ୍ ଜିତି କୋଲକାତା ନାଇଟ ରାଇଡର୍ସ ପ୍ରଥମେ ବୋଲିଂ କରିବା ପାଇଁ ନିଷ୍ପତି ନେଇଛି । ଅଧିନାୟକ ଦୀନେଶ କାର୍ତିକ ପ୍ରଥମେ ବ୍ୟାଟିଂ କରିବା ପାଇଁ ଦିଲ୍ଲୀକୁ ଆମନ୍ତ୍ରଣ କରିଛନ୍ତି । ଉଭୟ ଦଳ…

କୋହଲିଙ୍କ ବିସ୍ଫୋରକ ଅର୍ଦ୍ଧଶତକ, ରାଜସ୍ଥାନକୁ ୮ ଉଇକେଟରେ ହରାଇଲା ବାଙ୍ଗାଲୋର

ଦୁବାଇ: ଏଠାରେ ଅନୁଷ୍ଠିତ ଇଣ୍ଡିଆନ ପ୍ରିମିୟର ଲିଗର ଏକ ମ୍ୟାଚରେ ବିରାଟ କୋହଲିଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୮ ଉଇକେଟରେ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିଛି । ରାଜସ୍ଥାନ ପ୍ରଦତ ୧୫୫ ରନର ବିଜୟ ଲକ୍ଷ୍ୟକୁ ବାଙ୍ଗାଲୋର ୧୯.୧ ଓଭରରେ ୨ ଉଇକେଟ ହରାଇ ହାସଲ…

ଫ୍ରେଂଚ ଓପନ ଟେନିସ: ୪ର୍ଥ ରାଉଣ୍ଡରେ ପ୍ରବେଶ କଲେ ଟାଇଟଲ ଫେଭରାଇଟ ହାଲେପ୍‌

ପ୍ୟାରିସ:ଚଳିତ ଫ୍ରେଂଚ ଓପନ ଟେନିସ ଟୁର୍ଣ୍ଣାମେଂଟର ମହିଳା ବିଭାଗରେ ଟାଇଟଲ ଫେଭରାଇଟ ଭାବେ ବିବେଚନା କରାଯାଉଥିବା ରୋମାନିଆର ସାଇମନା ହାଲେପ ପ୍ରବେଶ କରିଛନ୍ତି । ତୃତୀୟ ରାଉଣ୍ଡରେ ସେ ଆମେରିକାର ଆମଣ୍ଡା ଆନିସିମୋଭାଙ୍କୁ ୬-୦, ୬-୧ ସିଧାସଳଖ ସେଟରେ ପରାସ୍ତ କରିଥିଲେ । ପରବର୍ତୀ ରାଉଣ୍ଡରେ…

ଲଢ଼ିଲେ ଧୋନି, ଜିତାଇ ପାରିଲେନି: ୭ ରନରେ ହାଇଦ୍ରାବାଦଠୁ ହାରିଲା ଚେନ୍ନାଇ

ଦୁବାଇ: ଆଇପିଏଲରେ ଜାରି ରହିଛି ଚେନ୍ନାଇ ସୁପରକିଙ୍ଗସର ପରାଜୟ ଧାରା । ପ୍ରଥମ ବିଜୟ ପରେ ଗୋଟିଏ ପରେ ଗୋଟିଏ ମ୍ୟାଚ ହାରି ଚାଲିଛି ମହେନ୍ଦ୍ର ସିଂହ ଧୋନିଙ୍କ ଚେନ୍ନାଇ ସୁପରକିଙ୍ଗସ୍ । ସନରାଇଜର୍ସ ହାଇଦ୍ରାବାଦଠାରୁ ୭ ରନରେ ହାରିଛି ଚେନ୍ନାଇ । ଧୋନି ଅପରାଜିତ ୪୭ ରନ୍ ହାସଲ କରିଛନ୍ତି ।…

ଚେନ୍ନାଇ ସମ୍ମୁଖରେ ୧୬୫ ରନର ବିଜୟ ଲକ୍ଷ୍ୟ

ଦୁବାଇ: ଚଳିତ ଇଣ୍ଡିଆନ ପ୍ରିମିୟର ଲିଗରେ ଶୁକ୍ରବାର ଅନୁଷ୍ଠିତ ମୁକାବିଲାରେ ସନରାଇଜର୍ସ ହାଇଦ୍ରାବାଦ ୧୬୫ ରନର ବିଜୟ ଲକ୍ଷ୍ୟ ଚେନ୍ନାଇ ସୁପର କିଙ୍ଗ୍‌ସ ସମ୍ମୁଖରେ ରଖିଛି । ପ୍ରଥମେ ବ୍ୟାଟିଂ କରି ହାଇଦ୍ରାବାଦ ଦଳ ୨୦ ଓଭରରେ ୫ ଉଇକେଟ ହରାଇ ୧୬୪ ରନ କରିଥିଲା । ମ୍ୟାଚରେ ପ୍ରିୟମ ଗର୍ଗଙ୍କ…